ପିତାଙ୍କ ଅନୁପସ୍ଥିତିରେ ପୁଅ ଦେଖୁଥିଲା ଏଡଲ୍ଟ ଫିଲ୍ମ, ଯେତେବେଳେ ଜାଣିବାକୁ ପାଇଲେ ପିତା..ଉଠାଇଲେ ଏପରି ପଦକ୍ଷେପ

ପ୍ରତ୍ୟେକ ମାତାପିତାଙ୍କୁ ଏହି ଚିନ୍ତା ରହିଥାଏ ଯେ ତାଙ୍କ ପିଲାକୁ କୌଣସି ଖରାପ ଅଭ୍ୟାସ ପଡି ନଯାଉ | ଏଥିପାଇଁ ସେ ନିଜର ପିଲାଙ୍କର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି | ତେବେ ଆମେରିକାର ମିଶିଗନରେ ଜଣେ ପିତାଙ୍କୁ ପୁଅ ଉପରେ ନଜର ରଖିବା ଏତେ ମାହାଙ୍ଗା ପଡିଗଲା ଯେ ବର୍ତ୍ତମାନ ପୁଅ ନିଜ ପିତାଙ୍କ ଉପରେ ୬୦ ଲକ୍ଷ ତାଙ୍କର ଜରିମାନା ଲଗାଇଦେଲା | ବାସ୍ତବରେ ପୁଅ ପାଖରେ ଏଡଲ୍ଟ ଫିଲ୍ମ ଗୁଡିକର ଏକ ବିଶାଳ କଲେକ୍ସନ ଥିଲା ଯାହାକୁ ତାଙ୍କ ପିତା ନପଚାରି ନଷ୍ଟ କରି ଦେଇଥିଲେ |

ପୁଅ ଚାର୍ଲିଙ୍କର ଦାବି ରହିଛି ଯେ, ତାଙ୍କ ପାଖରେ ଯେଉଁ ଏଡଲ୍ଟ ଫିଲ୍ମର କଲେକ୍ସନ ଥିଲା ସେସବୁର ମୂଲ୍ୟ ପାଖାପାଖି ୨୦ ଲକ୍ଷ ଟଙ୍କା ଥିଲା | ସେ ଏହି ପର୍ଣ୍ଣ ମୁଭିର ସଂଗ୍ରହ ଗତ ଅନେକ ବର୍ଷରୁ କରି ଆସୁଥିଲେ | ବାସ୍ତବରେ ଚାର୍ଲି ନିଜ ସ୍ତ୍ରୀ ଠାରୁ ଛାଡପତ୍ର ପରେ ହେବେନ ସ୍ଥିତ ନିଜ ମାତାପିତାଙ୍କ ଘରେ ରହିବାକୁ ଆସିଥିଲେ | ଏଠାରେ ସେ ପ୍ରାୟ ୧୦ ମାସ ପର୍ଯ୍ୟନ୍ତ ରହିଥିଲେ | ଏହି ସମୟରେ ତାଙ୍କ ଘରେ କିଛି କାମ ଚାଲିଥିଲା ଯେଉଁଥିପାଇଁ ତାଙ୍କୁ କିଛି ସମୟ ପାଇଁ ଇଣ୍ଡିଆନା ଯିବାକୁ ପଡିଲା |

ଏମିତିରେ ଚାର୍ଲିଙ୍କ ପିତାମାତା କିଛି ସମୟ ପରେ ଇଣ୍ଡିଆନା ଗଲେ ସେତେବେଳେ ସେମାନେ ପୁଅର ଜିନିଷପତ୍ର ତାଙ୍କୁ ଫେରାଇ ଦେଲେ ତେବେ ଜିନିଷପତ୍ର ଗୁଡିକ ମଧ୍ୟରେ ୧୨ ଗୋଟି ବକ୍ସ କମ ଥିଲା | ଏହି ୧୨ ଗୋଟି ବକ୍ସରେ ଚାର୍ଲି ଏଡଲ୍ଟ ଫିଲ୍ମର କଲେକ୍ସନ ରଖିଥିଲେ | ଯେତେବେଳେ ଚାର୍ଲି ନିଜ ପିତାଙ୍କୁ ସେହି ପର୍ଣ୍ଣ କଲେକ୍ସନ ଗୁଡିକ ବିଷୟରେ ପଚାରିଲେ ସେତେବେଳେ ପିତା କହିଲେ ଯେ ସେଗୁଡିକୁ ସେ ନଷ୍ଟ କରି ଦେଇଛନ୍ତି | ଏହି କଥାରେ କ୍ରୋଧିତ ହୋଇ ଚାର୍ଲି ପୋଲିସ ପାଖରେ ନିଜ ପିତାଙ୍କ ବିରୋଧରେ ଅଭିଯୋଗ ଲେଖାଇ ଦେଇଥିଲେ | ତାଙ୍କ ଠାରୁ ଏହା ବଦଳରେ ୬୦ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଥିଲେ |

ଚାର୍ଲିଙ୍କର ଆରୋପ ରହିଛି ଯେ ସେ ଗତ ଅନେକ ବର୍ଷରୁ ସେକ୍ସ ଖେଳନା ଏବଂ ଏଡଲ୍ଟ ମୁଭିର କଲେକ୍ସନ କରୁଥିଲେ | ଏହି ଜିନିଷ ଗୁଡିକୁ ସଂଗ୍ରହ କରିବାରେ ସେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ | ତେବେ ତାଙ୍କ ପିତା ବର୍ତ୍ତମାନ ତାଙ୍କୁ ନପଚାରି ଏସବୁ ନଷ୍ଟ କରିଦେଲେ | ଚାର୍ଲି ଏହି ସମ୍ବନ୍ଧରେ ନିଜ ପିତାଙ୍କୁ ଏକ ଇମେଲ ମଧ୍ୟ ଲେଖିଥିଲେ | ସେ କହିଥିଲେ ଯେ ଯଦି ମୋର ଏହି ଜିନିଷ ଗୁଡିକୁ ନେଇ ତୁମକୁ କୌଣସି ସମସ୍ୟା ଥିଲା ତେବେ ମୋତେ କହିଦେଇଥାନ୍ତେ କିନ୍ତୁ ମୋ ପିଠି ପଛରେ ଏସବୁକୁ ନଷ୍ଟ କାହିଁକି କରିଦେଲେ |

ଅନ୍ୟ ପକ୍ଷରେ ଚାର୍ଲିର ପିତା ନିଜର ବାଖ୍ୟାରେ କହିଲେ ଯେ ସେ ପୁଅର ମାନସିକ ଏବଂ ଭାବପ୍ରବଣତାର ସ୍ୱାସ୍ଥ୍ୟକୁ ନଜରରେ ରଖି ସମସ୍ତ ଜିନିଷକୁ ନଷ୍ଟ କରିଥିଲେ | ସେ କୁହନ୍ତି ଯେ ଚାର୍ଲିଙ୍କୁ ପର୍ଣ୍ଣ ଫିଲ୍ମ ଦେଖିବାର ଖରାପ ଅଭ୍ୟାସ ଥିଲା | ସେ ସ୍କୁଲ ଏବଂ କଲେଜରୁ ପର୍ଣ୍ଣଗ୍ରାଫି କାରଣରୁ ବାହାର ମଧ୍ୟ କରାଯାଇଥିଲେ | ମାତ୍ର ଏହା କାରଣ ଥିଲା ଯେ ପିତା ଜଣ ପୁଅର ଅନୁପସ୍ଥିତିରେ ୧୨ ଗୋଟି ବକ୍ସରେ ଥିବା ଏଡଲ୍ଟ ଫିଲ୍ମ ଏବଂ ଦୁଇଟି ବକ୍ସରେ ଥିବା ସେକ୍ସ ଖେଳନା ନଷ୍ଟ କରିଦେଲେ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *