ନାଡିୟାଡବାଲାଙ୍କ ସ୍ତ୍ରୀ ଙ୍କୁ ଧରିଲେ ତ ସଲମାନଙ୍କ ବେକ ମଧ୍ୟ ଫସିଲା , ଏବେ ଓଲଟି ଗଲା କେସ

ସୁଶାନ୍ତ ସିଂହ ମାମଲା ପରେ ଏନସିବି ନାଡିୟାଡବାଲା ଙ୍କ ଘରେ ପହଁଚି ଥିଲା। ନାଡିଆଡ ଜଣେ ଫିଲ୍ମ ଡାଇରେକ୍ଟର। ଏନସିବି ନାଡିୟାଡବାଲାଙ୍କ ଘରେ ସେତେବେଳେ ଜାଞ୍ଚ ଆରମ୍ଭ କରିଥିଲା ଯେତେବେଳେ ନାଡିୟାଡବାଲା ତାଙ୍କ ଘରେ ନଥିଲେ। ତାଙ୍କ ସ୍ତ୍ରୀ ସଓ୍ବାନା ସଇଦି ଏକା ଥିଲା ବେଳେ ଜାଞ୍ଚ କଲେ ହୁଏ ତ ସେ କିଛି କହିପାରିବେ ବୋଲି ନାଡିୟାଡବାଲା ନଥିଲା ବେଳେ ଜାଞ୍ଚ କରାଯାଇଥିଲା। ଏନସିବି ତାଙ୍କ ଘର ଜାଞ୍ଚ କଲା ବେଳେ ବହୁତ ଜିନିଷ ସେ ଜବତ କରିଛନ୍ତି । ତାଙ୍କ ଘରର ସିଲିଙ୍ଗ ଫ୍ୟାନ ଏବଂ ବେଡର ଗଦି ଫାଡି ମଧ୍ୟ ଜାଞ୍ଚ କରିଥିଲେ। ଏହି ଜାଞ୍ଚ ମଧ୍ୟ ସଫଳ ହୋଇଥିଲା। କାରଣ ତାଙ୍କ ସିଲିଙ୍ଗ ଏବଂ ଘରୁ ଡ୍ରଗସ ସହ ଆଉ କିଛି ବଡ ପ୍ରମାଣ ମିଳିଛି। ଯେଉଁଥିରେ ସଲମାନ ମଧ୍ୟ ଫସି ପାରନ୍ତି।

ତାଙ୍କ ଘରୁ ଜଣା ପଡିଛି କି ସଲମାନ, ଅକ୍ଷୟ କୁମାର ଏବଂ ଆଦିତ୍ୟ ଚୋପରା ଏମାନେ ସମସ୍ତେ ନାଡିୟାଡବାଲାଙ୍କର ଭଲ ସାଙ୍ଗ ଏମିତି ପରସ୍ପର ଘରକୁ ଯିବା ଆସିବା ମଧ୍ୟ ରହିଛି। ସଲମାନ ବହୁତ ଥର ନାଡିୟାଡବାଲାଙ୍କ ଘରକୁ ଯିବା ଆସିବା କରନ୍ତି। ଏମିତି କିଛି ପ୍ରମାଣରେ ଏନସିବି ସଲମାନଙ୍କର ବେକ ପର୍ଯ୍ୟନ୍ତ ପହଁଚି ସାରିଚି। ଏତେ ସବୁ ପ୍ରମାଣ ପରେ ଏନସିବି ନାଡିୟାଡବାଲାଙ୍କ ସ୍ତ୍ରୀ ଙ୍କୁ ଗିରଫ କରିଛି। ଏନସିବି କିଛି ଦିନ ହେବ ଚୁପ ରହିଥିଲା। କିନ୍ତୁ ଏବେ ଅର୍ନବ ଗୋସ୍ବାମୀଙ୍କ ଗିରଫ ପରେ ହଠାତ ନିଜର ଆକକ୍ସନ ଦେଇଛି। ସାଙ୍ଗେ ସାଙ୍ଗେ ଏନସିବି ନାଡିୟାଡବାଲାଙ୍କ ଘରେ ଜାଞ୍ଚ ଆରମ୍ଭ କରିଥିଲା ଏବଂ ସେଥିରେ ମଧ୍ୟ ସେ ସଫଳ ହୋଇଥିଲା। ଏହି ତଥ୍ୟ ଅନୁସାରେ ଜଣା ପଡୁଛି କି ବହୁତ ଜଲଦି ମୁମ୍ବାଇ ରେ ବହୁତ ବଡ ଗିରଫତାରୀ ହୋଇପାରେ।

ସୁଶାନ୍ତ ସିଂହ ରାଜପୂତ ଙ୍କ ଜାଞ୍ଚ ଯଦିଓ ସିବିଆଈ କରୁଛି କିନ୍ତୁ ସୁଶାନ୍ତ ଙ୍କ ଜୀବନରେ ଧୋକା ଏବଂ ସଡଯନ୍ତ୍ର ର କରିଥିବା କେସ ର ଜାଞ୍ଚ ଏନସିବି କରୁଛି। କେତେକ ମଧ୍ୟ ଏନସିବି ଙ୍କୁ ପ୍ରଶ୍ନ କରିଛନ୍ତି କି ରିୟା ଜେଲ ରେ ଗୋଟିଏ ମାସ ରହି ଆସିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ପୂରା ସତ ବାହାରକୁ ବାହାରି ନାହଁନ୍ତି। ଏହା ଭିତରେ ଏନସିବି କୁ କରିଶ୍ମା ପ୍ରକାଶ ଙ୍କ ଖୋଜ ଥିଲା। ଆଜ୍ଞା ହଁ ଯିଏ ଦିପୀକା ପାଦୁକନ ଙ୍କର ମ୍ୟାନେଜ ଥିଲେ। ଦିପୀକା ଙ୍କ ସହିତ କରିଶ୍ମା ଙ୍କ ର ଛାଟ୍ସ ମଧ୍ୟ ଏନସିବି କୁ ମିଳିଛି। ଦିପୀକା ଏବଂ କରିଶ୍ମାଶଏନ୍ସିବ କୁ ଦେଇଥିବା ବୟାନ ମିଛ ପ୍ରମାଣିତ ହେଲା ପରେ କରିଶ୍ମା ଙ୍କ ଘରେ ଜାଞ୍ଚ ହୋଇଥିଲା।

କିନ୍ତୁ ତା ପରେ କରିଶ୍ମା ଗାୟେବ ରହିଥିଲେ। ପୁଣି କିଛି ଦିନ ପରେ କରିଶ୍ମା ପ୍ରକକଟ ହୋଇଥିଲେ। ଏବଂ ଯାଇ ଏନସିବି ଅଫିସରେ ପହଁଚି ଯାଇ ଥିଲେ। ଆନନଫାନନ ରେ କରିଶ୍ମା ଙ୍କୁ ପଚରା ଉଚରା ଆରମ୍ଭ ହେଲା। ପ୍ରଥମେ ପ୍ରଥମେ ସେ ବହୁତ ନଖରା ଦେଖେଇଥିଲେ। ପ୍ରଥମ ପ୍ରଶ୍ନ ଥିଲା ତୁମେ ଯେଉଁ ଦୀପିକାଙ୍କ ସହ ଚାଟ କରିଛ ସେଥିରେ ବିର ଏବଂ ହେସ ର ଅର୍ଥ କ’ଣ? ଚରି୍ଶ୍ମା ପୁଣି ପୁରଣା ଉତ୍ତର ଦେଇଥିଲେ କି ବିର ର ଅର୍ଥ ଇଣ୍ଡିଆ ଏବଂ ହେସ ର ଅର୍ଥ ବିଦେଶ ଅଟେ। ତା ପରେ ଏନସିବି ଏକ ହିଣ୍ଟ୍ସ ଦେଖାଇଥିଲା ଯେଉଁଥିରେ ଏହାର ଠିକ୍ ଅର୍ଥ ଥିଲା ଯେଉଁଟା ଏନସିବି କରିଶ୍ମା ଙ୍କ ଘରୁ ପାଇ ଥିଲା। ତା ପରେ ପରୁ ଚୁପ ହୋଇଯାଇଥିଲେ।

ତା ପରେ ଦ୍ବିତୀୟ ପ୍ରଶ୍ନ ଥିଲା ଆପଣ କେବେ ଠାରୁ ଦିପୀକା ପାଦୁକନ ଙ୍କୁ ଜାଣନ୍ତି ? ଯାହାର ଉତ୍ତର ରେ ସେ କହିଥିଲେ କି ଦିପୀକାଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ । ତା ପରେ ଏନସିବି ଦେଖାଇ ଥିଲା ଦିପୀକା ଏବଂ ତାଙ୍କର ଚାଟ ଏବଂ କହିଥିଲା କି ଯଦି ଆପଣଙ୍କର ତାଙ୍କ ସହ କୌଣସି ସମ୍ପର୍କ ନଥିଲେ ତେବେ ଏ ପ୍ରଫେସନାଲ ଏବଂ ପର୍ସନାଲ ଚାଟ କେମିତି ହୋଇଛି। ତା ପରେ ପୁଣି ସେ ଭାଙ୍ଗି ପଡି ସବୁ ସତ କହି ଦେବାକୁ ପ୍ରସ୍ତୁତ ହୋଇଥିଲାେ।

ଏନସିବି ର ତୃତୀୟ ପ୍ରଶ୍ନ ଥିଲା କ’ଣ ଆପଣ ଦିପୀକା ପାଦୁକନ ଙ୍କୁ ବ୍ଲକ କରିଛନ୍ତି ? ସେ ମାନି ବି ଯାଇଥିଲେ ହଁ ସେ ଦିପୀକା ଙ୍କୁ ବ୍ଲକ କରିଛନ୍ତି ଏବଂ ଏହା ସହିତ ସେ ଦିପୀକା ଙ୍କ ପାଇଁ ପ୍ୟେଲ୍ଡର ମଧ୍ୟ କିଣିଥିଲେ। ବାନ୍ଦ୍ରା ରେ ଧରାପଡି ଥିବା କେବ୍ରିୟଲ ଦାମେଦର ଙ୍କୁ ତୁମେ କେବେ ଠାରୁ ଯାଣିଛ? ସେ ମନା କରିଥିଲେ କି ସେ ଜାଣି ନାହଁନ୍ତି ତାଙ୍କୁ। କିନ୍ତୁ କରିଶ୍ମା ଅର୍ଜୁନ ରାମପାଲ ଙ୍କ ଶଳା ଆଗାସିଆଲୋସିଆ ଙ୍କୁ ଜାଣିଛନ୍ତି ବୋଲି କହିଥିଲେ ଏବଂ କେତେଥର ତାଙ୍କ ସହ ଦେଖା ହୋଇଛି।

ଏହି ଆଗାସିଲୋସିଆ ରିୟା ଚକ୍ରବତୀ ଙ୍କ ସମ୍ପର୍କ ରେ ଥିଲେ। ଏହା ସହିତ କରିଶ୍ମା ପ୍ରକାଶ କହିଛନ୍ତି କି ସେ ବହୁ ସମୟ ହେବ ଦିପୀକା ଙ୍କ ସହ କାମ କରୁଛନ୍ତି। କରିଶ୍ମା ରିୟା ଚକ୍ରବତୀ ଙ୍କ ସହିତ ମଧ୍ୟ ହୋଇଥିବା କଥା ବର୍ତ୍ତା ମଧ୍ୟ ସ୍ବୁକାର କରିଛନ୍ତି। ଏହି ଘଟଣା ବିଷୟରେ ଏନସିବି ପାଖରୁ ଏହା ଠାରୁ ଅଧିକ ତଥ୍ୟ ମିଳି ନାହିଁ। ଏଥିରୁ ଜଣା ପଡୁଛି କି ବଲିଉଡ୍ ରେ ଡ୍ରଗସ ର ଚେର ବହୁତ ଗଭୀର ଅଛି। କରିଶ୍ମା ସବୁ ସତ କହି ଦେଇଛନ୍ତି ଯାହା ଦ୍ବାରା ଏନସିବି ଦିପୀକା ଏବଂ ରିୟା ଙ୍କ ପାଖରେ ପୁଣି ଥରେ ପହଁଚି ପରେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *