ବିଜୟ ରାଜ ଘଟଣାର ସମ୍ପୁର୍ଣ୍ଣ ସତ୍ୟତା, ଦେଖନ୍ତୁ ବଲିଉଡ ଗ୍ୟାଙ୍ଗ କ’ଣ କ’ଣ କରୁଛନ୍ତି

କଉଆ ବିରିଆନି ନାମରେ ଫେମସ ଥିବା ଆକ୍ଟର ବିଜୟ ରାଜଙ୍କ ନାମରେ ବହୁତ ବଡ ଆରୋପ ଲାଗିଥିଲା। ଟଣା ଘୋସରା ଆରୋପ ପରେ ବିଜୟ ରାଜଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ବିଜୟ ରାଜ ଜାମିନ ରେ ଆସିଛନ୍ତି ଏବଂ ଏହି ଘଟଣା ପରେ ବଲିଉଡର ଅସଲି ଚେହେରା ସାମ୍ମନାକୁ ଆସିଯାଇଛି। ବିଜୟ ଘଟଣା ଜଣେ ମହିଳା ଯିଏ ପ୍ରତକ୍ଷ ସାଖି ଅଟନ୍ତି। ୩ ନଭେମ୍ବରକୁ ମହାରାଷ୍ଟ୍ରର ଗନ୍ଦିଆରେ ଏକ ମହିଳାଙ୍କ ସହିତ ର୍ଦୁବ୍ୟବହାର ପାଇଁ ବିଜୟ ଗିରଫ ହୋଇଥିଲେ। ବିଜୟ ରାଜ ସେଠାରେ ସେ ଫିଲ୍ମ ସେରନୀର ସୁଟିଂଗ କରୁଥିଲେ। ଯାହାର ଲିଡ ରୋଲରେ ବିଦ୍ୟା ବାଲନଙ୍କୁ ଦେଖିବାକୁ ମିଳିବ।

ବିଜୟ ରାଜଙ୍କୁ ସେହି ଦିନ ଗିରଫତାରୀ କରି ସେହି ଦିନ ଛାଡି ଦିଆ ଯାଇଥିଲା। କିନ୍ତୁ ସେ ଏହି ଫିଲ୍ମକୁ ଫେରିବେ ନାହିଁ। ଏହି ଫିଲ୍ମ ପାଇଁ ତାଙ୍କୁ ମନା କରି ଦିଆଯାଇଛି। ଏହି ଘଟଣା ନେଇ ସେଠାରେ ଉପସ୍ଥିତ ଥିବା ଜଣେ ମହିଳା ଏହି ଘଟଣାର ଖୁଲାସା କରିଛନ୍ତି।  ସେ କହିଛନ୍ତିକି ଏହି ଘଟାଣା ଏକଲା ରେ ନୁହେଁ ବଂର ପୁରା ଫିଲ୍ମ ମେମ୍ବର ୩୦ ଜଣଙ୍କ ଆଗରେ ହୋଇଥିଲା। ଫିଲ୍ମର ସୁଟିଂଗ ଚାଲିଥିଲା ସେହି ସମୟରେ ବିଜୟ ରାଜ ନିଜର ସଞ୍ଜମ ହରାଇ ସେହି ମହିଳା ଜଣଙ୍କୁ ଟଣା ଘୋସରା କରିଥିଲେ ଏବଂ ସେହି ମହିଳା ଜଣଙ୍କ ରାଗରେ ବିଜୟ ରାଜଙ୍କୁ ବହୁତ କଛି କହିଥିଲେ। ଏହା ମଧ୍ୟ କହିଥିଲେ କି ଜଣେ ମହିଳାଙ୍କ ସହ କଥା ହେବାର ଏହା କଣ ଠିକ ବ୍ୟବହାର?

ପ୍ରତକ୍ଷ  ସାଖି ଅନୁସାରେ ବିଜୟ ରାଜ ଏମିତି କିଛି କରି ନଥିଲେ। କିନ୍ତୁ ସେ ରାଗରେ ମହିଳାଙ୍କ ସହ ନିଜର ମନମାନି କରିଥିଲେ। ପ୍ରତକ୍ଷ ସାଖି କହିଛନ୍ତି କି ଯେତେବେଳେ ଏହି ଘଟଣା ଘଟିଲା ସେରନୀର ଡାଇରେକ୍ଟର ଏବଂ ପ୍ରଡ୍ୟୁସର ମହିଳାଙ୍କୁ ଅଭିଯୋଗ କରିବାକୁ କହିଥିଲେ। ଏହି ଘଟଣା ପରେ ବିଜୟ ନିଜ ଭୁଲ ବୁଝି ପାରିଥିଲେ ଏବଂ ମହିଳାଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ଏହା ପରେ ମଧ୍ୟ ବିଜୟ ରାଜଙ୍କୁ ଗିରଫ କରାଯାଇଥିଲା। ଯଦି ବିଜୟ ରାଜଙ୍କ ପରି ଜଣେ ଛୋଟ ଆକ୍ଟର ଏପରି କରି ପାରେ ତେବେ ସୁପରଷ୍ଟାର ମାନେ ଫିଲ୍ମରେ କ’ଣ କ’ଣ ସବୁ ନକରୁଥିବେ ଭାବନ୍ତୁ। ବର୍ତ୍ତମାନ ବିଜୟ ରାଜଙ୍କୁ ସୁଟିଂଗ ଆସିବାକୁ ମନା କରାଯାଇଛି।

ସୁଶାନ୍ତ ସିଂହ ରାଜପୂତ ଙ୍କ ଜାଞ୍ଚ ଯଦିଓ ସିବିଆଈ କରୁଛି କିନ୍ତୁ ସୁଶାନ୍ତଙ୍କ ଜୀବନରେ ଧୋକା ଏବଂ ସଡଯନ୍ତ୍ରର କରିଥିବା କେସର ଜାଞ୍ଚ ଏନସିବି କରୁଛି। କେତେକ ମଧ୍ୟ ଏନସିବିଙ୍କୁ ପ୍ରଶ୍ନ କରିଛନ୍ତିକି ରିୟା ଜେଲରେ ଗୋଟିଏ ମାସ ରହି ଆସିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ପୂରା ସତ ବାହାରକୁ ବାହାରି ନାହିଁ । ଏହା ଭିତରେ ଏନସିବି କୁ କରିଶ୍ମା ପ୍ରକାଶଙ୍କ ଖୋଜ ଥିଲା। ଆଜ୍ଞା ହଁ ଯିଏ ଦିପୀକା ପାଦୁକନଙ୍କର ମ୍ୟାନେଜର ଥିଲେ। ଦିପୀକାଙ୍କ ସହିତ କରିଶ୍ମାଙ୍କର ଛାଟ୍ସ ମଧ୍ୟ ଏନସିବି କୁ ମିଳିଛି। ଦିପୀକା ଏବଂ କରିଶ୍ମା ଏନସିବି କୁ ଦେଇଥିବା ବୟାନ ମିଛ ପ୍ରମାଣିତ ହେଲା ପରେ କରିଶ୍ମାଙ୍କ ଘରେ ଜାଞ୍ଚ ହୋଇଥିଲା।

କିନ୍ତୁ ତା ପରେ କରିଶ୍ମା ଗାୟେବ ରହିଥିଲେ। ପୁଣି କିଛି ଦିନ ପରେ କରିଶ୍ମା ସାମ୍ନାକୁ ଆସିଥିଲେ । ଏବଂ ଯାଇ ଏନସିବି ଅଫିସ ରେ ପହଁଚି ଯାଇ ଥିଲେ। କରିଶ୍ମାଙ୍କୁ ପଚରା ଉଚରା ଆରମ୍ଭ ହେଲା। ପ୍ରଥମେ ପ୍ରଥମେ ସେ ବହୁତ ନଖରା ଦେଖେଇଥିଲେ। ପ୍ରଥମ ପ୍ରଶ୍ନ ଥିଲା ତୁମେ ଯେଉଁ ଦୀପିକା ଙ୍କ ସହ ଚାଟ କରିଛ ସେଥିରେ ବିର ଏବଂ ହେସ ର ଅର୍ଥ କ’ଣ? ଚରି୍ଶ୍ମା ପୁଣି ପୁରଣା ଉତ୍ତର ଦେଇଥିଲେ କି ବିର ର ଅର୍ଥ ଇଣ୍ଡିଆ ଏବଂ ହେସ ର ଅର୍ଥ ବିଦେଶ ଅଟେ। ତା ପରେ ଏନସିବି ଏକ ହିଣ୍ଟ୍ସ ଦେଖାଇଥିଲା ଯେଉଁଥିରେ ଏହାର ଠିକ୍ ଅର୍ଥ ଥିଲା ଯେଉଁଟା ଏନସିବି କରିଶ୍ମା ଙ୍କ ଘରୁ ପାଇ ଥିଲା। ତା ପରେ ପରୁ ଚୁପ ହୋଇଯାଇଥିଲେ।

ତା ପରେ ଦ୍ବିତୀୟ ପ୍ରଶ୍ନ ଥିଲା ଆପଣ କେବେ ଠାରୁ ଦିପୀକା ପାଦୁକନଙ୍କୁ ଜାଣନ୍ତି ? ଯାହାର ଉତ୍ତରରେ ସେ କହିଥିଲେ କି ଦିପୀକା ଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ। ତା ପରେ ଏନସିବି ଦେଖାଇ ଥିଲା ଦିପୀକା ଏବଂ ତାଙ୍କର ଚାଟଟ ଏବଂ କହିଥିଲା କି ଯଦି ଆପଣଙ୍କର ତାଙ୍କ ସହ କୌଣସି ସମ୍ପର୍କ ନଥିଲେ ତେବେ ଏ ପ୍ରଫେସନାଲ ଏବଂ ର୍ପସନା୍ଲ ଚାଟ କେମିତି ହୋଇଛି। ତା ପରେ ପୁଣି ସେ ଭାଙ୍ଗି ପଡି ସବୁ ସତ କହି ଦେବାକୁ ପ୍ରସ୍ତୁତ ହୋଇଥିଲାେ।

ଏନସିବି ର ତୃତୀୟ ପ୍ରଶ୍ନ ଥିଲା କ’ଣ ଆପଣ ଦିପୀକା ପାଦୁକନ ଙ୍କୁ ବ୍ଲକ କରିଛନ୍ତି? ସେ ମାନି ବି ଯାଇଥିଲେ ହଁ ସେ ଦିପୀକା ଙ୍କୁ ବ୍ଲକ କରିଛନ୍ତି ଏବଂ ଏହା ସହିତ ସେ ଦିପୀକା ଙ୍କ ପାଇଁ ପ୍ୟେଲ୍ଡର ମଧ୍ୟ କିଣିଥିଲେ। ବାନ୍ଦ୍ରା ରେ ଧରାପଡି ଥିବା କେବ୍ରିୟଲ ଦାମେଦରଙ୍କୁ ତୁମେ କେବେ ଠାରୁ ଯାଣିଛ? ସେ ମନା କରିଥିଲେ କି ସେ ଜାଣି ନାହଁନ୍ତି ତାଙ୍କୁ। କିନ୍ତୁ କରିଶ୍ମା ଅର୍ଜୁନ ରାମପାଲ ଙ୍କ ଶଳା ଆଗାସିଆଲୋସିଆ ଙ୍କୁ ଜାଣିଛନ୍ତି ବୋଲି କହିଥିଲେ ଏବଂ କେତେଥର ତାଙ୍କ ସହ ଦେଖା ହୋଇଛି। ଏହି ଆଗାସିଲୋସିଆ ରିୟା ଚକ୍ରବତୀ ଙ୍କ ସମ୍ପର୍କ ରେ ଥିଲେ। ଏହା ସହିତ କରିଶ୍ମା ପ୍ରକାଶ କହିଛନ୍ତି କି ସେ ବହୁ ସମୟ ହେବ ଦିପୀକା ଙ୍କ ସହ କାମ କରୁଛନ୍ତି। କରିଶ୍ମା ରିୟା ଚକ୍ରବତୀ ଙ୍କ ସହିତ ମଧ୍ୟ ହୋଇଥିବା କଥା ବର୍ତ୍ତା ମଧ୍ୟ ସ୍ବୁକାର କରିଛନ୍ତି। ଏହି ଘଟଣା ବିଷୟରେ ଏନସିବି ପାଖରୁ ଏହା ଠାରୁ ଅଧିକ ତଥ୍ୟ ମିଳି ନାହିଁ। ଏଥିରୁ ଜଣା ପଡୁଛି କି ବଲିଉଡ୍ ରେ ଡ୍ରଗସ ର ଚେର ବହୁତ ଗଭୀର ଅଛି। କରିଶ୍ମା ସବୁ ସତ କହି ଦେଇଛନ୍ତି ଯାହା ଦ୍ବାରା ଏନସିବି ଦିପୀକା ଏବଂ ରିୟା ଙ୍କ ପାଖରେ ପୁଣି ଥରେ ପହଁଚି ପରେ।

Leave a Reply

Your email address will not be published. Required fields are marked *