ଆଜି ଠାରୁ ହ୍ବାଟସପ ରେ ପଠେଇ ପାରିବେ ପଇସା, କମ୍ପାନୀ କହିଲା କେମିତି ପଠେଇବେ ପଇସା

Whatsapp UPI payment ;  ଭାରତରେ ବର୍ତ୍ତମାନ ହ୍ବାଟସପ ସାହାଯ୍ୟ ଜଣେ ଅନ୍ୟ ଜଣକୁ ପଠେଇ ପାରିବ ପଇସା। ନେସେନାଲ ପେମେଢଣ୍ଟ କପୋରେସନ ଅଫ ଇଣ୍ଡିଆ ଗୁରୁବାର କୁ ହ୍ବାଟସପ କୁ ଅନୁମତି ଦେଇଛି।

ର୍ଦୀଘ ଦିନ ଧରି ହ୍ବାଟସପ ଏହାର ଅପେକ୍ଷା ରେ ଥିଲା ଏବଂ ଏହାକୁ କମ୍ପାନୀ ଭାରତରେ ଲାଇଭ କରିଦେଇଛି। ହ୍ବାଟସପ ୟୁପିଆଇ ବେଷ୍ଟ ପେମେଣ୍ଟ ର ଟେଷ୍ଟଟିଙ୍ଗ ପ୍ରଥମରୁ ଯାଇ ସାରିଛି ।

ଫେସବୁକର ଇଣ୍ଡିଆ ହେଡ ଅଜୀତ ମୋହନ କହିଛନ୍ତି, ଭାରତରେ ହ୍ବାଟସପ ଲାଇଭି ପେମେଣ୍ଟ ହୋଇସାରିଛି। ଏବଂ ଲୋକମାନେ ହ୍ବଟସପ ସାହାର୍ଯ୍ୟ ରେ ପଇସା ପଠେଇ ପାରିବେ। ଆମେ ଏହି କଥା କୁ ନେଇ ବହୁତ ଉତ୍ସାହିତ ଅଛୁ କି କମ୍ପାନୀ ଭାରତ ର ଡିଜିଟାଲ ପେମେଣ୍ଟ ସିପ୍ଟ ରେ ଯୋଗଦାନ ଦେଇ ପାରିବେ।

ଭାରତ ରେ ହ୍ବାଟସପ ପେମେଣ୍ଟ ୧୦ ଟି କ୍ଷେତ୍ରିୟ ଭାଷାରେ ଉପଲବ୍ଧ ହେବ। ଜଦି ଆପଣଙ୍କ ହ୍ବଟସପ ଆପରେ ପ୍ରଥମରୁ ପେମେଣ୍ଟ ଅପସନ ଅଛି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ। ନଚେତ ହ୍ବାଟସପ ଆପ ଅପଡେଡ କରି ପେମେଣ୍ଟ ଅପସନ ଚେକ କରି ପାରିବେ।

ହ୍ବାଟସପ ପେମେଣ୍ଟ ବ୍ୟବହାର କରିବା ପାଇଁ କସ୍ଟମର ପାଖରେ ଡେବିଟ କାର୍ଡ ରହିବା ଯରୁରୀ ଯିଏ ୟୁପିଆଇ ସପୋଟ କରୁଥିବ। ହ୍ବାଟସପ ପେମେଣ୍ଟ ଅପସନ କୁ ଯାଇ ଆପଣ ବ୍ୟାଙ୍କ ସିଲେକ୍ଟ କରି,ସବୁ ଡିଟେଲ୍ସ ଦେଇ ଏହାକୁ ଅକ୍ଟିଭେଟ କରି ପାରିବେ।

ହ୍ବାଟସପ ନିଜର ଷ୍ଟେଟମେଣ୍ଟ ରେ କହିଛି , ଆଜି ଠାରୁ ଦେଶ ର ସବୁ ହ୍ବାଟସପ ୟୁର୍ଜସ ଏହି ପେମେଣ୍ଟ କରିପାରିବେ। ହ୍ବାଟସପର ସିକ୍ୟୋର ପେମେଣ୍ଟ ଏକ୍ସପେରିଏସ ପଇସା ପଠେଇବା କୁ ମେସେଜ ପଠେଇବା ପରି ସହଜ ବନେଇ ଦେବ।

ହ୍ବାଟସପ ନେସନାଲ ପେମେଣ୍ଟ କର୍ପୋସନ ଅଫ ଇଣ୍ଡିଆ ସହ ମିିିଶି ୟୁନିଫାଇଡ ପେମେଣ୍ଟ ସିସ୍ଟମ ବା ୟୁପିଆଇ ବେଷ୍ଟ ପେମେଣ୍ଟ ଇଣ୍ଟରଫେସ ରେଡି କରିଛି। ଏବଂ ଏଥିରେ ଡେଟା ଲୋକଲାଇଜେନ୍ସ ର ମଧ୍ୟ ଧ୍ୟାନ ଦେଇଛି।

ହ୍ବାଟସପ ପେମେଣ୍ଟ ର୍ସବିଶ ପାଇଁ ପାଞ୍ଚୋଟି ବ୍ୟାଙ୍କ ସହିତ ଚୁକ୍ତିନାମା କରିଛି। ଏମାନଙ୍କ ଭିତରୁ ICICI Bank, HDFC Bank, Axis Bank, SBI ଏବଂ ଜିଓ ପେମେଣ୍ଟ ବ୍ୟାଙ୍କ ସାମିଲ ଅଛନ୍ତି।

ଉଲ୍ଲେଖନୀୟ ଏହା କି କେବଳ ହ୍ବାଟସପ ରୁ ହ୍ବଟସପ ପଇସା ପଠେଇ ପାରିବେ ନାହିଁ ବଂର ଆପଣ ହ୍ବାଟସପ ରୁ ୟୁପିଆଇ ସପୋଟେଡ ଆପ ରେ ମଧ୍ୟ ପଠେଇ ପାରିବେ। ଜଦି କୌଣସି ଅଲାଗା ଲୋକ ହ୍ବାଟସପ ପେମେଣ୍ଟ ବ୍ୟବହାର କରୁନାହାଁନ୍ତି ତେବେ ମଧ୍ୟ ଆପଣ ହ୍ବାଟସପ ରୁ ପେମେଣ୍ଟ କରିପାରିବେ।

ହ୍ବାଟସପ ଅନୁସାରେ ଏଠାରେ ପେମେଣ୍ଟ କରିବା ସିକ୍ୟୋର ହେବ ଏବଂ ସବୁ ଟ୍ରାନଜାକ୍ସନ ପାଇଁ ୟୁପିଆଇ ପିନ ର ଆବଶ୍ୟକତା ପଡିବ। ସ୍ଟେଟମେଣ୍ଟ ରେ କମ୍ପାନୀ କହିଛି କି ହ୍ବାଟସପ ପେମେଣ୍ଟ ଆଣ୍ଡ୍ରୋଆଡ ଫୋନ ଏବଂ ଆଇ ଫୋନ ଦୁଇଟି ରେ ଉପଲବ୍ଧ ରହିବ। ଏହା ପାଇଁ ୟୁର୍ଜରସ ଆପ ଅଡେଟ କରି ପାରନ୍ତି।

Leave a Reply

Your email address will not be published. Required fields are marked *