ଦୀପିକାଙ୍କ ମ୍ୟାନେଜର କରିଶ୍ମା ନିଖୋଜ, ସୁଶାନ୍ତଙ୍କ ଭଳି ଅବସ୍ଥା ହୋଇଥିବାର ସନ୍ଦେହ ମୁମ୍ବାଇରେ ବିଶୃଙ୍ଖଳା

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ଏନସିବି ଲାଗିପଡି କାମ କରୁଛି ଓ ଏବେ ଏନସିବି ବଲିଉଡର କେତେ ଗ୍ୟାଙ୍ଗ ଗୁଡିକୁ ଧରାପକାଇବାର ପୁରା ପ୍ରସ୍ତୁତି କରିଛି। ଏନସିବିର ପୁରା ପ୍ରମାଣ ରେ ବଲିଉଡ ରେ ବିଶୃଙ୍ଖଳା ଖେଳେଇ ହୋଇଯାଇଛି। ବଡ଼ ବଡ଼ ଫିଲ୍ମ ଷ୍ଟାର ଏବେ ନିଜେ ମୁମ୍ୱାଇ ଛାଡ଼ିବା ପାଇଁ ପ୍ରସ୍ତୁତି କରୁଛନ୍ତି। କାରଣ ଏନସିବି ହାତରେ ଏବେ ବହୁତ ବଡ଼ ମ୍ୟାନେଜମେଣ୍ଟ କମ୍ପାନୀ କୁୱାନ ଯାଏ ପହଞ୍ଚି ଯାଇଛି। ସୂତ୍ର ଅନୁଯାୟୀ ଏନସିବି ପୁରା କୁୱାନ କମ୍ପାନୀ କୁ ଲେଖିଛନ୍ତି। କମ୍ପାନୀ ର ବଡ଼ ବଡ଼ ଅଧିକାରୀ ଙ୍କୁ ଏନସିବି ସମନ ପଠାଇ ଦେଇଛି ଓ କୁୱାନ କମ୍ପାନୀରେ କେଉଁ କେଉଁ ବଲିଉଡ ମେକର ଅଛନ୍ତି ଓ କେଉଁ କେଉଁ ଫିଲ୍ମ ପରିବାର ଅଛନ୍ତି ଏହା ଆପଣ ସମସ୍ତେ ଜାଣିଛନ୍ତି। ଏତିକି ନୁହେଁ ଏନସିବି ର ଏହି ପଦକ୍ଷେପ ପରେ ଦୀପିକାଙ୍କର ମ୍ୟାନେଜର କରିଶ୍ମା ପ୍ରକାଶ କୁ ମଧ୍ୟ କୁୱାନ କମ୍ପାନୀ ବଡ଼ ଝଟକା ଦେଇଛି।

ଯାହାପରେ କେବଳ ଦିଶା ସାଲିୟାନ ଓ ସୁଶାନ୍ତ ସିଂ ରାଜପୁତ ଙ୍କ ହତ୍ୟାକାରୀ ଧରାପଡ଼ିବ ଏହା ଛଡା ଦୀପିକା ପାଦୁକୋଣ ଓ କେତେ ବଡ଼ ଫିଲ୍ମ ଷ୍ଟାରଙ୍କ ସତ ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆସିଯିବ। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କର ଏହିଦିନ ଗୁଡ଼ିକରେ ଖବର ଆସିଛି। ପ୍ରଥମେ ଖବର ଆସିଥିଲା କି ଅଭିନେତ୍ରୀଙ୍କ ମ୍ୟାନେଜର ଏନସିବି ର ସମ୍ପର୍କରେ ନାହାନ୍ତି ଓ ନା ସେ ଏନସିବି ପଠାଇଥିବା ସମନର କିଛି ଜବାବ ଦେଲେ। ଏବେ କୁହାଯାଉଛି କି କରିଶ୍ମା ପ୍ରକାଶ କୁୱାନ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଞ୍ଜେଶୀ ରୁ ଇସ୍ତଫା ଦେଇ ଦେଇଛନ୍ତି। ଯାହା ଜରୀଆରେ ସେ ଦୀପିକା ପାଦୁକୋଣଙ୍କ ସହ ଯୋଡ଼ି ହୋଇଥିଲେ। ଏଞ୍ଜେଶୀର ସୁତ୍ର ଅନୁଯାୟୀ କରିଶ୍ମା ଏବେ ତାଙ୍କ ସହ ଆଉ କାମ କରୁନାହାନ୍ତି।

ଏବେ କରିଶ୍ମାଙ୍କର ଏଞ୍ଜେଶି ସହିତ କିଛି ବି ସମ୍ବନ୍ଧ ନାହିଁ। ସେ ପ୍ରଂଶସନିୟ ଭାବରେ ନିଜର ଇସ୍ତଫା ୨୧ ଅକ୍ଟୋବର ରେ ଦେଇଦେଲେ। ସୂତ୍ର ଅନୁଯାୟୀ ଦୀପିକା ଓ କିଛି ଅନ୍ୟ ଅଭିନେତାଙ୍କ ସହ କରିଶ୍ମା ଙ୍କର ସମ୍ପର୍କ କେବଳ କୁୱାନ ଯାଏ ଥିଲା। ଏଥିପାଇଁ ସେ ଏବେ କୁୱାନରେ କାମ କରୁନାହାନ୍ତି ତାହେଲେ ସେ ସେଥିରୁ ମଧ୍ୟ ଅଲଗା ହୋଇ ସାରିଛନ୍ତି। କରିଶ୍ମା ପ୍ରକାଶ ନିଜ ଇଛାରେ ଇସ୍ତଫା ଦେଇ ନାହାନ୍ତି ବରଂ ବହୁ ଭାବିଚିନ୍ତି ଷଢଯନ୍ତ୍ର କରି ତାଙ୍କୁ ଚାକିରୀରୁ ବାହାର କରି ଦିଆ ଯାଇଛି। କାରଣ ଦୀପିକା ପାଦୁକୋଣଙ୍କ ଭଳି କେତେ ଷ୍ଟାର ଙ୍କୁ ମଧ୍ୟ ବଞ୍ଚାଇ ପାରିବ। କିନ୍ତୁ ଏନସିବି ଗୋଟେ ପାଦ ଆଗୁଆ ବାହାରିଲା। ଏନସିବି ଯେଉଁଠି କରିଶ୍ମା ପ୍ରକାଶ ଚାକିରୀ କରୁଥିଲେ ଅର୍ଥାତ୍ କୁୱାନ କମ୍ପାନୀ ର ଅଧିକାରୀ ଙ୍କୁ ହିଁ ସମନ ପଠାଇଦେଲା।

ସୂତ୍ର ଅନୁଯାୟୀ କୁୱାନ କମ୍ପାନୀ ଜରୀଆରେ କେତେ ଅନ୍ୟ ବଧାର କିଣା ଯାଉଥିଲା ଯାହା ଭାରତରେ ପୁରା ବ୍ୟାନ ଅଛି। ସେଠି ଏବେ କରିଶ୍ମା ପ୍ରକାଶଙ୍କର କଥା କହିବା ତ ସେ ଏବେ ପର୍ଯ୍ୟନ୍ତ ଏହି ବିଷୟରେ କିଛି ବି କହି ନାହାନ୍ତି ଓ କୁହାଯାଉଛି କି କରିଶ୍ମା ପ୍ରକାଶ ବହୁତ ସମୟ ହେଲାଣି ଦେଖା ହିଁ ଯାଉ ନାହାନ୍ତି। କୁହାଯାଉଛି କି ହୋଇଥାଇପାରେ କରିଶ୍ମା ପ୍ରକାଶ ଭାରତ ହିଁ ଛାଡି ଦେଇଥିବେ ନହେଲେ ଦିଶା ଓ ସୁଶାନ୍ତ ଙ୍କ ସହ ଯାହା ହୋଇଥିଲା ତାଙ୍କ ସହ ମଧ୍ୟ ସେଭଳି ହୋଇଥିବ ନହେଲେ ସେ ବିଦେଶ ଫେରାର ହୋଇ ଯାଇଥିବେ। କରିଶ୍ମା ପ୍ରକାଶ କେଉଁ ଛୋଟ ଖେଳାଳୀ ନୁହେଁ, କରିଶ୍ମା ପ୍ରକାଶ ଦିଶା ସାଲିୟାନ ଓ ସୁଶାନ୍ତ ସିଂ ରାଜପୁତଙ୍କର ପୁରା ସତ ଜାଣିଛି ଓ ଏମିତିରେ କରିଶ୍ମା ପ୍ରକାଶଙ୍କର ହଠାତ ଇସ୍ତଫା ଦେବା କିଛି ନା କିଛି ଷଢଯନ୍ତ୍ରର ଆଡ଼କୁ ଇଶାରା କରୁଛି।

କାରଣ ଯେଉଁ ଏନସିବି ପାତାଳରୁ ଲୋକଙ୍କୁ ଖୋଜି ଆଣିଛି ସେଥିରେ କରିଶ୍ମା ପ୍ରକାଶ ମିଳୁ ନାହାନ୍ତି ଓ ଏମିତିରେ ସନ୍ଦେହ ବଢ଼ି ଯାଇଛି। ଏମିତି ଦିଶା ଓ ସୁଶାନ୍ତଙ୍କ ପରେ କରିଶ୍ମାଙ୍କ ସହ ମଧ୍ୟ କିଛି ଅନ୍ୟାୟ ହୋଇନାହିଁ ତ। କାରଣ କରିଶ୍ମା ପ୍ରକାଶ ବହୁତ ରହସ୍ୟ ଜାଣିଛନ୍ତି, କୁୱାନର ରହସ୍ୟ, ସୁଶାନ୍ତଙ୍କ ରହସ୍ୟ ଓ ଦୀପିକା ପାଦୁକୋଣଙ୍କ ରହସ୍ୟ। କରିଶ୍ମା ପ୍ରକାଶଙ୍କର ଏମିତି ହଠାତ ଗାୟବ ହୋଇଯିବା କେଉଁ ବଡ଼ ଷଢଯନ୍ତ୍ର ର ଆଡ଼କୁ ଇଶାରା କରୁଛି। ଏହା ପୂର୍ବରୁ ଜଣେ ଅଭିନେତ୍ରୀ ଏନସିବି ର ହାତକୁ ଆସିଥିଲା। ସେ କଣ ଖୁଲାସ କରିଥିଲା ଆସନ୍ତୁ ଜାଣିବା..

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ଡ୍ରଗସ କନେକ୍ସନରେ ନାରକୋଟିକ୍ସି କଣ୍ଟ୍ରୋଲ ବ୍ୟୁରର ଯାଞ୍ଚ ଜାରୀ ଅଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୨୪ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇ ସାରିଛି। ଏହି ସମୟରେ ଏନସିବି ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡଙ୍କ ଭାଇ ଅଗସିଆଲୋସ ଡେମେଟ୍ରୀଏଡସ କୁ ଗିରଫ କରିଥିଲା ଓ ଅଗିଶିଆଲୋସ ଖାଲି ବଲିଉଡର ନୁହେଁ ବରଂ ଟିଭି ଜଗତରେ ମଧ୍ୟ ବଡ଼ ବଡ଼ ଷ୍ଟାରଙ୍କ ନାମ କହିଛିି। ଯାହା ପରେ ଏନସିବି ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ କୁ ଗିରଫ କରିଛି, ତାହା ପୁଣି ନାଲି ହାତରେ। ଅର୍ଥାତ୍ ସେ ଅଭିନେତ୍ରୀ ଡ୍ରଗସ୍ ମାଫିଆ ପାଖରୁ ଡ୍ରଗସ ନେଉଥିବା ବେଳେ ନାଲି ହାତରେ ଧରା ପଡ଼ିଛି। କିଏ ସେ ଟିଭି ଅଭିନେତ୍ରୀ ଓ କଣ ଥିଲା ଏହାର ସୁଶାନ୍ତଙ୍କ କେସ ସହ ଲିଙ୍କ ?

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *