ଧନତେରସ ଦିନ ଘରକୁ ଏହି ୫ ଟି ଜିନିଷ ଆଣିବା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି କେଉଁ ୫ ଟି ଜିନିଷ ବିଷୟରେ ଯାହା ଘରକୁ ଧନତେରସ ଦିନ ଆଣିବା ଦ୍ୱାର ଘରେ ଧନର ବର୍ଷା ହୋଇଥାଏ।
ଧନତେରସ ଦିନ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ ଦେଖିବେ ଆପଣଙ୍କ ଭାଗ୍ୟ ଚମକି ଉଠିବ। ଦୀପାବଳୀ ଦିନ ଘରକୁ ଧନ ସମ୍ପତ୍ତି ଏବଂ ଖୁସି ଆଣିବା ପାଇଁ ଆମେ ମା ଲକ୍ଷ୍ମୀଙ୍କର ପୂଜା କରିଥାଉ। ଦୀପାବଳୀର ଦୁଇଦିନ ପୂର୍ବରୁ ଧନତେରସ ପଡେ। ଏହି ଦିନ ଠାରୁ ହିଁ ଦୀପାବଳୀ ଆରମ୍ଭ ହୋଇଥାଏ। କୁହାଯାଏ ସମୁଦ୍ର ମନ୍ଥନ ସମୟରେ ଧନତେରସ ଦିନ ଭଗବାନ ଧନନ୍ତରୀ ନିଜ ସହିତ ଅମୃତର ଫଳ ସହ ଏବଂ ଆୟୁର୍ବେଦ ନେଇ ଆସିଥିଲେ। କୁହାଯାଏ ଧନତରାସ ଦିନ କିଛିନା କିଛି କିଣା କିଣି କଲେ ଏହା ବହୁତ ଶୁଭ ହୋଇଥାଏ। ଦୀପାବଳୀ ସମ୍ବଧିତ କିଣା କିଣି ମଧ୍ୟ ଏହି ଦିନ କରାଯାଇ ଥାଏ। ତେବେ ଆମେ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଏହି ଦିନ କିଣିଲେ ଆପଣଙ୍କର ଘରକୁ ସୁଖ ସମୃଦ୍ଧି ଆସିବା ସହିତ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କର ଗୃହରେ ରହିବ। ଯଦି ଆପଣବି ଧନ ସମ୍ବୋଧିତ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ବର୍ଷ ଧନତରାସ ଦିନ ଆପଣ ଏହି ସବୁ ଜିନିଷ ନିଜ ଘରକୁ ନେଇଆସନ୍ତୁ। ଦେଖିବେ ଆପଣଙ୍କର ଘରେ କେବେବି ଧନ ସମ୍ବଦ୍ଧିୟ କୌଣସି ସମସ୍ୟା ଦେଖାଦେବ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ୫ ଗୋଟି ଜିନିଷ କଣ ଅଟେ?
ପିତ୍ତଳ ପାତ୍ର
କୁହାଯାଏକି ଯେତେବେଳେ ଭଗବାନ ଧନନ୍ତରୀ ପ୍ରକଟ ହୋଇଥିଲେ ସେତେବେଳେ ସେ ଏକ ପାତ୍ରରେ ଅମୃତ ନେଇଆସିଥିଲେ। ତେଣୁ ଧନତରାସ ଦିନ ପିତ୍ତଳ ପାତ୍ର କିଣିବା ଅତ୍ୟନ୍ତ ଶୁଭ ଅଟେ।
ଚାନ୍ଦି
ଏହା ଚନ୍ଦ୍ରମାଙ୍କ ଧାତୁ ହୋଇଥିବାରୁ ଧନତରାସ ଦିନ ରୂପାର କିଛି ଜିନିଷ ଘରକୁ ଅଣାଯାଏ। ଏହି ଦିନ ରୁପା କିଣିଲେ ଘରେ ଯଶ, କୀର୍ତି ଏବଂ ସମ୍ପତ୍ତିର ବୃଦ୍ଧି ହୋଇଥାଏ।
କଉଡ଼ି
ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମୀଙ୍କ ସହିତ କଉଡ଼ି ପ୍ରକଟ ହୋଇଥିଲେ। ଧନତରାସ ଦିନ କଉଡ଼ି କ୍ରୟ କରି ଆପଣ ତାଙ୍କୁ ଦୀପାବଳୀ ଦିନ ପୂଜା କରନ୍ତୁ। ଏବଂ ତାଙ୍କୁ ନିଜର ସିନ୍ଦୁକରେ ରଖିଦିଅନ୍ତୁ। ଯାହା ଦ୍ୱାରା ଆପଣଙ୍କର ଧନ ହାନି ହେବ ନାହିଁ।
ଧନିଆ ର ମଞ୍ଜି
ଧନତେରସ ଦିନ ଧନିଆ ର ମଞ୍ଜି କ୍ରୟ କରି ତାକୁ ଦୀପାବଳୀ ଦିନ ରୋପଣ କଲେ ଧନ ହାନି ହୋଇନଥାଏ। ଧନତେରସ ଦିନ ଦୀପାବଳୀ ସମ୍ବଦ୍ଧିୟ ସାମଗ୍ରୀ ଯଥା ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ମୂର୍ତି ଏବଂ ମାଟି ଦ୍ୱୀପ ଇତ୍ୟାଦି କ୍ରୟ କରିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ତେବେ ବନ୍ଧୁଗଣ ଆପଣ ଏହି ଧନତରାସ ଦିନ ଏହି ଜିନିଷ କିଣିଲେ ଆପଣଙ୍କୁ ନିଶ୍ଚୟ ଶୁଭ ଫଳ ପ୍ରାପ୍ତି ହେବ।
ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଲକ୍ଷ୍ମୀ ”