ଗୋଟେ ସିକ୍ୟୁରିଟି ଗାର୍ଡ ଷ୍ଟ୍ରିଟ ଡଗ ସହିତ ରେଫ କରିଛି। ହଁ ଆଜ୍ଞା ଏକଥା ଆପଣ ଶୁଣିବେ ତ ବିଶ୍ୱାସ କରିବେ ନାହିଁ କିନ୍ତୁ ଏ କଥା ସତ। ଏହାର ପ୍ରମାଣ ମେଡିକାଲ ର ରିପୋର୍ଟ ରୁ ହୋଇସାରିଛି।ଏବେ କହିବେ କି ଏହା ହୋଇଛି ବୋଲି ଆପଣ କେମିତି ଜାଣିଲେ।କହିଦେବା କୁ ଚାହୁଁଛୁ କି ମାନବ ସମାଜ କୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଏବେ ଭିଡିଓ ଆକାର ରେ ଭାଇରାଲ ହେବାରେ ଲାଗିଛି।ଭୂରି ନାମକ ପଶୁ ପ୍ରେମୀ ସଂଗଠନ ପୋଲିସ ରେ କେସ ମଧ୍ୟ କରିଛନ୍ତି।
ପାଟନା କୋତପାଲି ଥାନା କ୍ଷେତ୍ର ର ବୁଦ୍ଧ ମାର୍ଗ ରେ ଏକ ସୁରକ୍ଷା ଗାର୍ଡ କୁକୁର ସହିତ ରେଫ କରିଥିବାର ଆରୋପ ଲଗାଯାଇଛି।ଏହି ଘଟଣା ର ଏକ ଭିଡିଓ ମଧ୍ୟ ଭାଇରାଲ ହେବାର ଲାଗିଛି।
ଭିଡିଓ ଭାଇରାଲ ହେବା ପରେ ପଶୁ ପ୍ରେମୀ ସଂଗଠନ ଭୂରି କୁକୁର ର ଚିକିତ୍ସା କରାଇଛି।ଏହା ସହିତ ତାର ମେଡିକାଲ ଯାଞ୍ଚ ମଧ୍ୟ କରାଇଛି।
ମେଡିକାଲ ଯାଞ୍ଚ ରେ ମଧ୍ୟ ଏହା ପ୍ରମାଣ ହୋଇଛି କି କୁକୁର ସହିତ ରେଫ କରାଯାଇଛି।ପୋଲିସ ମଧ୍ୟ ଏ କଥା କୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛି।ପୋଲିସ କେଉଁ ଧାରା ଲଗାଇବା ଏଥି ପାଇଁ ଚିନ୍ତିତ ଅଛି।
ମିଡ଼ିଆ ରିପୋର୍ଟ ମୁତାବକ ବହୁ ତନାଘନା ପରେ ପୁରା ଘଟଣା କୁ ଦେଖି ଏହା ଉପରେ କେସ ମଧ୍ୟ କରାଯାଇଛି। ରେଫ ଘଟଣା ପରେ ପଶୁ ପ୍ରେମୀ ସଂଗଠନ ଭୂରି ରେ ଜଡ଼ିତ ସଦସ୍ୟ ମାନେ ତାର ଦେଖାଶୁଣା ର ଦାୟିତ୍ଵ ମଧ୍ୟ ନେଇଛନ୍ତି। ପୋଲିସର କହିବା ମୁତାବକ ଗାର୍ଡ ଫେରାର ଅଛି, ଯାହାକୁ ଖୋଜା ଯାଉଛି। ଆରୋପି କୁ ଗିରଫ କରିବା ପରେ ତାକୁ କୋର୍ଟ ରେ ଦାଖଲ କରାଯିବ ଏବଂ ଏହି ପୁରା ମାମଲାରେ ଯାହା ଆଦେଶ ହେବ ସେହି ଅନୁସାରେ ତାକୁ ଦଣ୍ଡ ଦିଆଯିବ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।