କୋରୋନା ଭାଇରସ ପରି ମହାମାରୀ ର ଏହି ଦିନ ରେ ଲୋକମାନେ ଏଥିରୁ ବଞ୍ଚିବା ପାଇଁ ସବୁ ପ୍ରକାର ର ଉପାୟ ଆପଣାଉ ଥିବାର ଜଣା ପଡୁଛି। ଏହି ସମୟ ରେ ଓଡିଶା ରେ ଲୋକ ମାନଙ୍କ ସଂକ୍ରମଣ ରୁ ବଞ୍ଚିବା ପାଇଁ ତାଙ୍କୁ ସୁଦ୍ଧ ଏବଂ ତାଜା ଖାଦ୍ୟ ଖାଇବା ପାଇଁ ଆଣ୍ଟିଭାଇରସ ଟିଫିନ ସେଣ୍ଟର ଖୋଲିବାର ଦାବି କରାଯାଉଛି। ଏହା ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ବହୁତ ବହୁତ ସଂଖ୍ୟା ର ଲୋକ ସେଠାକୁ ଖାଇବା ପାଇଁ ଆସୁଛନ୍ତି।
ବାସ୍ତବରେ ଆଣ୍ଟିଭାଇରସ ଟିଫିନ ସେଣ୍ଟର ନାମକ ଏକ ରାସ୍ତା କଡରେ ଥିବା ଭୋଜନାଳୟ ର ଫଟୋ ମଙ୍ଗଳବାର କୁ ଏକ ଉପଯୋଗ କର୍ତ୍ତା ଏହାକୁ ସୋଶିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହା ପରେ ଏହା ଭାଇରାଲ ହୋଇଥିଲା।
ଫଟୋ ରେ ଭୋଜନ ର ସାମ୍ମନା ରେ ରଖାଯାଇଥିବା ମେନ୍ୟୁ ବୋର୍ଡ ଅନୁସାରେ , ଆଣ୍ଟିଭାଇରସ ଟିଫିନ ସେଣ୍ଟର ବ୍ରହ୍ମପୁର ର ଗାନ୍ଧୀନଗର ମେନ ରୋଡ ରେ ଅବସ୍ଥିତ। ମେନ୍ୟୁ ହିସାବରେ ଇଡିଲି,ଡୋସା, ସିଙ୍ଗଡା,ଉପମା,ବରା, ପୁରୀ ଏବଂ ପକୁଡି ପରି ଖାଦ୍ୟ ଆଣ୍ଟିଭାଇରସ ଟିଫିନ ସେଣ୍ଟର ରେ ମିଳିଥାଏ।
ଭୋଜନାଳୟ ସାମ୍ମନା ରେ କେତେକ ଲୋକ ଭୋଜନ କରୁଥିବା ର ଦେଖା ଯାଉଛି। ସେଠାରେ ବସିବାର କୌଣସି ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ଛିଡା ହୋଇ ଖାଇବାକୁ ପଡିଥାଏ।
ଏହି ଆଣ୍ଟିଭାଇରସ ଟିଫିନ କୁ ନେଇ ସୋଶିଆଲ ମିଡିଆରେ ଲୋକମାନେ ଫନି କମେଣ୍ଟ୍ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି ” ଆଶା ଅଛି କି ସେହି ଆଣ୍ଟିଭାଇରସ ଟିଫିନ ସେଣ୍ଟର ର ଖାଇବା ରେ ସାନିଟାଇଜର ମିଶୁ ନଥିବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।