ଡିସେମ୍ବର ପାଇଁ ଲୋକମାନଙ୍କ ମନରେ ଭୟ। ରଜ୍ୟରେ କୋରୋନା ଦ୍ବିତୀୟ ପର୍ଯ୍ୟାୟ ର ସଂକ୍ରମଣ ପାଇଁ ଆଶଂକା। ଡିସେମ୍ବର ୧୫ ଜାନୁଆରୀ ୧୫ ଭିତରେ ମଧ୍ୟରେ ଏହି ସେକେଣ୍ଡ ରେ ଓ୍ବେବ ଆସିବାର ସମ୍ଭାବନା ରହିଛି। ରାଜ୍ୟ ରେ ବର୍ତ୍ତମାନ କୋରୋନା ସଂକ୍ରମଣ କମ ହୋଇଛି। କୋରୋନା ର ଦ୍ବିତୀୟ ପଯ୍ୟାୟ ଚିନ୍ତା ର କାରଣ ହୋଇଛି। ୟୁରୋପ ରେ କୋରୋନା ର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖିବାକୁ ମିଳିଛି। ଇଂଗଲଣ୍ଡ ସହିତ ଅନ୍ୟ କେତେକ ଦେଶରେ ପୁଣି ଥରେ ଲକଡାଉନ ର ଘୋଷଣା କରାଯାଇଛି।
ଏଥିପାଇଁ ଡିସେମ୍ବର ରୁ କୋରୋନା ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣର ଆଶଙ୍କା ରହିଛି କାରଣ ଓଡିଶାରେ ବର୍ତ୍ତମାନ ବହୁତ ଥଣ୍ଡା ଅନୁଭୂତ ହେଉଛି। ୟୁରୋପ ରେ ଥଣ୍ଡା ବଢିବା କାରଣ ରୁ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ବଢିଥିଲା। ରାଜ୍ୟ ରେ ଏହି ଡର ରହିଛି କି ଓଡିଶାରେ ମଧ୍ୟ ଥଣ୍ଡା ବଢିବା ଯୋଗୁ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ମଧ୍ୟ ବଢିବାର ସମ୍ଭାବନା ରହିଛି।
ମୁଖ୍ୟ ମନ୍ତ୍ରୀ ମଧ୍ୟ ଏହାକୁ ଗୁରୁତ୍ବ ଦେଇ କୋଭିଡ ସମିକ୍ଷା ବେଠକ ବଶାଇ କହିଛନ୍ତି କି ସତର୍କତା ଅବଲମ୍ବନ କରନ୍ତୁ। ସେ କହିଛନ୍ତି ଯଦି ଆପଣ ମାନେ ଲକଡାଉନ ପରି କଠିନ ପଦକ୍ଷେପ ରୁ ବଞ୍ଚିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡିବ ,ସାମାଜିକ ଦୂରତା ରକ୍ଷା କରିବାକୁ ପଡିବ ଏବଂ ହାତକୁ ବାରମ୍ବାର ସାବୁନରେ ହାତ ଧୋଇବାକୁ ପଡିବ।
କେରଳରେ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସେଠାକାର ପରିସ୍ଥିତିକୁ ଜଟିଳ କରିଦେଇଛି । ଓନାମ ପର୍ବ ପରେ ସେଠାରେ ସଂକ୍ରମଣ ବଢିବାରେ ଲାଗିଥିଲା। ଦିଲ୍ଲୀ ଏବଂ କୋଲ୍କାତା ରେ ମଧ୍ୟ ସଂକ୍ରମଣ ବଢିଛି କିନ୍ତୁ ଏହା ଜଣା ପଡ଼ିନାହିଁ କି ସେ କୋରୋନା ର ଦ୍ବିତୀୟ ପର୍ଯ୍ୟାୟ ବୋଲି। କିନ୍ତୁ ୟୁରୋପ ସହିତ ଅନ୍ୟ କେତେକ ଦେଶରେ କୋରୋନା ର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ର ଚିନ୍ତା ବଢିଚାଲିଛି। ଫ୍ରାନ୍ସ,ଇଟାଲୀ, ର୍ଜମାନୀ,ବ୍ରିଟେନ,ବେଲଜିୟମ ଏବଂ ଅଷ୍ଟ୍ରିଆ ରେ ପୁଣି ଥରେ ଲକଡାଉନ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।