ଟ୍ରମ୍ପଙ୍କ ନିୟମ ପାଇଁ ଏହି ଲୋକମାନଙ୍କୁ ହେଲା ଅସୁବିଧା, ମିଳୁନାହିଁ କଣ୍ଡୋମ

ଆମେରିକାର ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ନିତି ପାଇଁ ଦକ୍ଷିଣ ଆଫ୍ରିକା ଦେଶ ର ଲେଥୋସୋ ରେ କଣ୍ଡୋମ ର ବହୁତ ଅଭାବ ହେଉଛି। ଯେଉଁଥିରେ ସେଠାରେ ପରିବାର ଏବଂ ଜନସଂଖ୍ୟା ନିୟର୍ତ୍ତଣ ପ୍ରୟାସ କୁ ଲାଗିଲା ବଡ ଝଟକା। ଏବେ ଲେସୋଥୋ ରେ ବଡ ଜଟିଳ ରେ ଗର୍ଭନିରୋଧ ମିଳୁଛି କାରଣ ହାର୍ଡ ଡ୍ରୟର ର ଯେଉଁ କ୍ଲିନିକି ରେ ଏହା ମିଳୁଥିଲା ସେ ସମ୍ପୁର୍ଣ୍ଣ ବିଦେଶୀ ର ସାହାର୍ଯ୍ୟ ର ଆଶ୍ରିତ।

ଏମିତିକା କ୍ଲିନିକି ବହୁତ ଦିନ ଧରି ବନ୍ଦ ରହିଛି ଏବଂ ସେଠାରେ କଣ୍ଡୋମ ବକ୍ସ ଖାଲି ପଡିଛି। ଲୋକଙ୍କୁ ସେଠାରେ କଣ୍ଡୋମ ର ଦରକାର ରହିଛି କିନ୍ତୁ କ୍ଲିନିକି ବନ୍ଧ ପଡିଛି। କାରଣ ତାଙ୍କୁ ଅନ୍ୟ ଦେଶରୁ କୌଣସି ସାହାର୍ଯ୍ୟ ମିଳୁନାହିଁ। ଏମିତି କା କ୍ଲିନିକି ପୁରା ଅଫ୍ରିକା କ୍ଷେତ୍ର ରେ ଅଛି।

ଏହା ଏଥିପାଇଁ ହେଉଛି କାରଣ ଆମେରିକା ଲୋସୋଥୋ କୁ ସାହାର୍ଯ୍ୟ କରିବା ବନ୍ଦ କରିଦେଇଛି। ରାଷ୍ଟ୍ରପତି ଟ୍ରମ୍ପ ୨୦୧୭ ରେ ମେକ୍ସିକୋ ସିଟି ପଲିସି କୁ ପୁଣି ଥରେ ଫେରାଇ ଆଣିଥିଲେ। ଯେଉଁଥିରେ ଆମେରିକା ର କାନୁନୁ ଅର୍ନ୍ତରାଷ୍ଟ୍ରିୟ ସଂସ୍ଥା ର ଫଣ୍ଡିଙ୍ଗ କୁ ମଧ୍ୟ ରୋକି ପାରେ। ଏହି କାରଣ ଅଟେ କି ସେଠାରେ ମହିଳାଙ୍କ ଗର୍ଭନିରୋଧକ ଏବଂ କଣ୍ଡୋମ ମିଳୁ ନାହିଁ।

ରାଷ୍ଟ୍ରପତି ଟ୍ରମ୍ପ ଙ୍କର ଏହି ନିତି କୁ କେତେକ ସଂସ୍ଥା ମଧ୍ୟ ବିରୋଧ କରିଥିଲେ ଏବଂ ପଚାରିଛନ୍ତି କି କ’ଣ ଟ୍ରମ୍ପ ଗର୍ଭପାତ କୁ ଠିକ୍ ଭାବନ୍ତି କି ? ଅବା ଏହା ସେ ନିଜେ କରଉଛନ୍ତି। ଏହି ସଂସ୍ଥା ମାନଙ୍କର କହିବା ଏହା ଥିଲା କି ସେମାନେ ପରିବାର ଏବଂ ସମାଜ ର ରକ୍ଷା କରୁଛନ୍ତି। କିନ୍ତୁ ଏହି ନିସ୍ପତି ବିପରୀତ ପ୍ରଭାବ ପକଉଛି। ସଂସ୍ଥା ଅନୁସାରେ ଓ୍ବାଶିଙ୍ଗଟନ ରେ ନିଆ ଯାଇଥିବା ଏହି ନିସ୍ପତି ଅଫ୍ରିକା ର ମହିଳା ମାନଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।

ଆମେରିକାର ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲା ଭାବରେ ଗର୍ଭପାତ ର ବିରୋଧ ରେ ଅଛନ୍ତି ଏବଂ ଏହି କଥା କୁ ସେ ନିଜେ କହିଛନ୍ତି। ଯଦିଓ ତାଙ୍କର ଏହି ନିସ୍ପତି ପରେ ତାଙ୍କ ଉପରେ ଆରୋପ ଲଗାଯାଉଛି କି ଏଥିପାଇଁ ଆଫ୍ରିକା ରେ ଗର୍ଭପାତ ର ୪୦ ପ୍ରତିଶଦ ପର୍ଯ୍ୟନ୍ତ ବଢି ଚାଲିଛି। ଏହାର କାରଣ ଘାତକ ହୋଇପାରେ କାରଣ ଚାହୁଁନଥିବା ପ୍ରେଗନେଂସି ର ମାମଲା ସେଠାରେ ତିବ୍ର ରେ ବଢି ଚାଲିଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *