ସୁଶାନ୍ତ ସିଂହ ରାଜପୂତ ଙ୍କ କେସ ର ଜାଞ୍ଚ ସିବିଆଇ କରୁଛି। ଏହା ଭିତରେ ମୁମ୍ବାଇ ପୋଲିସ ଙ୍କର କେସ ଏବଂ ଜାଞ୍ଚ ର ମୁମ୍ବାଇ କୋର୍ଟ ରେ ଶୁଣାଣି ହୋଇଛି। ଏହାପରେ ମୁମ୍ବାଇ ପୋଲିସ ଯେଉଁ ଦାବି କରିଛି ଏବଂ ଯେଉଁ କଥା କହିଛି ସେ କଥା ଆପଣଙ୍କୁ ଚକକିତ କରିଦେବ। କାରଣ ମୁମ୍ବାଇ ପୋଲିସ ଯାହା କହୁଛି ଏହା ସମ୍ପୁର୍ଣ୍ଣ ଭାବେ ଅସମ୍ଭମ ଅଟେ। ସେଥିପାଇଁ ଏହି କଥାରେ ସଡଯନ୍ତ୍ର ହୋଇଛି ପ୍ରଶ୍ନ କରାଯାଉଛି।
ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟରେ ସଫା ସଫା କହିଛି କି ସୁଶାନ୍ତଙ୍କ ଦେହ ଏଥିପାଇଁ ଖରାପ ହୋଇଥିଲା କି ତାଙ୍କୁ ବିନା ପରାର୍ମସରେ ଯେଉଁ ଔଷଧ ଦିଆ ଯାଇଥିଲା। ଏହି ଔଷଧ ଦିଲ୍ଲୀରୁ ଏକ ଡକ୍ଟରଙ୍କ ହାତରେ ସୁଶାନ୍ତଙ୍କ ଭଉଣୀ ଏହି ଔଷଧ ପଠେଇ ଥିଲେ। ସେଇଥି ପାଇଁ ତାଙ୍କ ଉପରେ ମୁମ୍ବାଇ ପୋଲିସ ଆରୋପ ଲଗାଇଛି କି ସେହି ଔଷଧ ପାଇଁ ସୁଶାନ୍ତ ଙ୍କ ଦେହ ଖରାପ ହୋଇଥିଲା। ଏହା ସହିତ ମୁମ୍ବାଇ ପୋଲିସ ଏହା ମଧ୍ୟ କହିଛି କି ରିୟାଙ୍କର ଅଭିଯୋଗ ପରେ ଏହି ଘଟଣାର ଖୁଲାସା ହୋଇଛି। ଏଥିପାଇଁ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ଭଉଣୀ ନିତୁ ସିଂହ ଏବଂ ପ୍ରିୟଙ୍କା ସିଂହଙ୍କ ନାମରେ ଅଭିଯୋଗ ଦର୍ଜ କରିଛି।
ମୁମ୍ବାଇ ପୋଲିସ ମଧ୍ୟ ସିବିଆଇକୁ ଭୁଲ ପ୍ରମାଣ କରିଛି କାରଣ ଏହି କେସକୁ ସିବିଆଇ କହିଥିଲା କି ମୁମ୍ବାଇ ପୋଲିସ ଏ କେସ ଆମକୁ ଦିଆଯାଉ। ମୁମ୍ବାଇ ପୋଲିସ କହିଛି କି ସୁଶାନ୍ତଙ୍କ ମୃତ୍ୟୁ ମୁମ୍ବାଇ ପୋଲିସ କ୍ଷେତ୍ରରେ ହୋଇଛି ସେଥି ପାଇଁ ଆମେ ତାର ତଦନ୍ତ କରୁଛୁ କିନ୍ତୁ ସିବିଆଇ ସୁଶାନ୍ତଙ୍କ ବାପାଙ୍କ ଦାବି ରେ ବିହାର ତରଫରୁ ତଦନ୍ତ କରୁଛି। ଏଥିପାଇଁ ରିୟାଙ୍କ କେସ ଦର୍ଜ ହେବା ଜରୁରୀ ମୁମ୍ବାଇ ପୋଲିସ ଦାବି ସହ କହୁଛି କି ସୁଶାନ୍ତ ଙ୍କ ଭଉଣୀ ଦେଇ ଥିବା ଔଷଧ ଖାଇ ତାଙ୍କ ଦେହ ଖରାପ ହେବା ସହିତ ରିୟା ଜୁନ ୮ ଘରୁ ଜବା ପରେ ୯ ଜୁନ ରୁ ଏହା ଉପରେ ପ୍ଲାନିଙ୍ଗ କରାଯାଇଛି। ସିଧା ସିଧା ଆରୋପ ସୁଶାନ୍ତ ଙ୍କ ଭଉଣୀ ଉପରେ ଲାଗୁଛି।
ମୁମ୍ବାଇ ପୋଲିସ ରିୟାଙ୍କୁ ଥରେ ମଧ୍ୟ ପଚରା ଉଚରା କରିଛି ନା ସୁଶାନ୍ତଙ୍କ ପରିବାର ତରଫ ରୁ କେବେ କାର୍ଯ୍ୟ କରିଛି। ହୁଏ ତ ମୁମ୍ବାଇ ପୋଲିସ ଉପରେ କାହାର ଚାପ ରହୁଚି ନା ମୁମ୍ବାଇ ପୋଲିସ କିଛି ଲୁଚେଇ ବାକୁ ଚାହଁଛି । ୮ଜୁନ ଏବଂ ୯ଜୁନ କୁ କିଛି ତ ହୋଇଥିଲା ଯାହାକି ସୁଶାନ୍ତ ଙ୍କୁ ୧୪ ଜୁନ ଯାଏ ନେଇ ଯାଇଥିଲା। ଏହାର ଖୁଲାସା ଜଲଦି ହେବାକୁ ଯାଉଛି। କୁହାଯାଉଛି କି ୧୦ ନଭେମ୍ବର ପରେ ସିବିଆଇ ପ୍ରେସକ୍ନଫ୍ରେସ କରି ସବୁ କିଛି କହି ପାରେ। ଏହା ପରେ ସୁଶାନ୍ତ ଙ୍କ କେସ ବିଷୟରେ ଜଣା ପଡିବ। ଆଶା ଅଛି ସୁଶାନ୍ତଙ୍କୁ, ତାଙ୍କ ପରିବାରକୁ ଏବଂ ସୁଶାନ୍ତ ଙ୍କ ଫାନ ଙ୍କୁ ନ୍ୟାୟ ନିଶ୍ଚିତ ମିଳିବ।
ସୁଶାନ୍ତ ଙ୍କୁ ନେଇ ଏବଂ ଜୁନ ୧୩ କୁ ନେଇ ଲୋକମାନେ ବଡ ବଡ କଥା କହିଥିଲେ ବଡ ବଡ ଦାବି ରେ କରି କହିଥିଲେ କି ଜୁନ ୧୩ ରେ ସୁଶାନ୍ତ ଙ୍କ ଘରେ ପାର୍ଟି ହୋଇଥିଲା ଏବଂ ସେହି ଦିନ ହି ତାଙ୍କୁ ମାରି ଦିଆ ଯାଇଥିଲା। କିନ୍ତୁ ସୁଶାନ୍ତ ଙ୍କ ଘର ପାଖ ଲୋକ କହିଛନ୍ତି କି ସେ ଦିନ କୌଣସି ପାର୍ଟି ହୋଇ ନଥିଲା।
ଏହି ଘଟଣା ପାଇଁ ତିନୋଟି ସାଖି ମିଛି ପ୍ରଥମେ ଓକିଲ ବିବେକାନନ୍ଦ କହିଥିଲେ କି ୧୩ ଜୁନ କୁ ନେଇ ତାଙ୍କ ପଖେ ପ୍ରମାଣ ଅଛି ଏବଂ ତା ସହିତ ତାଙ୍କ ପାଖରେ ଏହାର ସାଖି ମଧ୍ୟ ରହିଛି କି ସେହି ସାଖି ଜଣକ ୧୩ ଜୁନ ରାତି କୁ ସୁଶାନ୍ତ ଙ୍କୁ ରାୟା ସହ ଦେଖିଥିଲେ। ଏବେ ସେହି ସାଖି ଏବଂବିବେକାନନ୍ଦ ସିବିଆଈ କୁ ସବୁ ଘଟଣା ର ବୟାନ ଦେଇଛନ୍ତି। ତା ପରେ ଦ୍ବିତୀୟ ସାଖି ନାରାୟଣ ରାଣେ ଙ୍କ ପୁଅ ନିତେସ ରାଣେ କହିଛନ୍ତି ୧୩ ଜୁନ ଘଟଣା ପଛରେ ବହୁତତ ବଡ ଲୋକର ହାତ ରହିଛି।
ଏହାର ତାଙ୍କ ପାଖରେ ଜଣେ ସାଖି ଅଛନ୍ତି ବୋଲି। ତାଙ୍କର ଏହି ବୟାନ ଆଧାର ରେ ସିବିଆଈ ତଦନ୍ତ ଆରମ୍ଭ କରିଦେଇଛି। ଏହାପରେ ତୃତୀୟ ସାଖି ସୁଶାନ୍ତ ଙ୍କ ସାଙ୍ଗ ସ୍ମିତା ପରିଖ। ଏହି ସ୍ମିତା ବୟାନ ରେ କହିଥିଲେ କି ଦିସା ଙ୍କ ମୃତ୍ୟୁ ପରେ ସୁଶାନ୍ତ ଙ୍କ ଦେହ ହଠାତ୍ ଖରାପ ହୋଇଯାଇଥିଲା। ତା ପରେ ସୁଶାନ୍ତ ଡରି ଯାଇ ଚିଲାଇ କହୁ ଥିଲେ କି ସେମାନେ ତାଙ୍କୁ ଛାଡିବେ ନାହିଁ। ଆଉ ମତେ ବ ମରିଦେବେ। ସ୍ମିତା କହିଥିଲେ କି ୧୩ ଜୁନ ଦୁଇ ପ୍ରହର ଠାରୁ ସୁଶାନ୍ତ ଙ୍କ ସହ ତାଙ୍କର କୌଣସି କଥା ହୋଇ ନଥିଲା। ଏହା ସହିତ ସ୍ମିତା ସିବିଆଈ କୁ ବହୁତ କିଛି କହିଦେଇଛନ୍ତି। ଏହା ସହିତ ଏହା ମଧ୍ୟ କହିଛନ୍ତି ୧୩ ଜୁନ କୁ ସୁଶାନ୍ତ ଙ୍କ ସହିତ ବହୁତ କିଛି ଖରପ ହୋଇଛି। ଏହା ମଧ୍ୟ କହିଛନ୍ତି କି ଏହି ଘଟଣାରେ ବର୍ତ୍ତମାନ ବହୁତ ବଡ ଗିରଫତାରୀ ହୋଇପାରେ। ଏହାର ସିଧା ସିଧା ଇସାରା ରିୟା ଚକ୍ରବତୀ ଉପରେ ରହିଛି। ଏହି ସବୁ ବୟାନ ପାଇଁ ସିବିଆଈ ବହୁତ ମଜବୁତ ହେଉଛି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।