ପେଟ୍ରୋଲିୟମ ଏଣ୍ଡ ନାଚୁରାଲ ଗ୍ୟାସ ମନ୍ତ୍ରାଳୟ ଏବେ ଉପଭୋକ୍ତା ଙ୍କୁ ନୂଆ ସେବା ଜାରି କରିଛି। ଏହି ଲାଭ କେବଳ ସରକାରୀ କମ୍ପାନୀ ଇଣ୍ଡେନ ଉପଭୋକ୍ତା ଙ୍କ ପାଇଁ।ଇଣ୍ଡିଆନ ର ଉପଭୋକ୍ତା ଆଜିଠୁ ଟୋଲ ଫ୍ରି ନମ୍ବର ରେ ବୁକିଙ୍ଗ କରିପାରିବେ।ମନ୍ତ୍ରାଳୟ ଇଣ୍ଡିଆନ ର ଗ୍ରାହକ ଙ୍କ ପାଇଁ ନୂଆ ନମ୍ବର ୭୭୧୮୯୫୫୫୫୫ ଜାରି କରିଛନ୍ତି।ଏବେ ଘରେ ବସି ସମସ୍ତେ ବୁକିଙ୍ଗ କରିପାରିବେ। ସିଲିଣ୍ଡର ବୁକିଙ୍ଗ ର ସୁବିଧା 24*7 ହେବ।
ଆପଣଙ୍କୁ କହିଦେବାକୁ ଚାହୁଁଛୁ କି ଏପର୍ଯ୍ୟନ୍ତ ଗ୍ୟାସ ବୁକିଙ୍ଗ ପାଇଁ ଅଲଗା ଅଲଗା ନମ୍ବର ଜାରି କରା ଯାଉଥିଲା।ଏବେ ଏହି ନମ୍ବର କୁ ବନ୍ଦ କରାଯାଇ ପୁରା ଦେଶ ପାଇଁ ଗୋଟେ ନମ୍ବର ଲାଗୁ କରାଯାଇଛି।ଏବେ ଇଣ୍ଡିଆନ ର ଗ୍ରାହକ ମାନେ ଟୋଲ ଫ୍ରି ନମ୍ବର ରେ ଗ୍ୟାସ ବୁକିଙ୍ଗ କରିପାରିବେ।
ମନ୍ତ୍ରାଳୟ ଯାନକାରି ଦେଇଛି କି ଯଦି କୌଣସି ଉପଭୋକ୍ତା ଅନ୍ୟ ଟେଲିକମ ସର୍କିଲ କୁ ଚାଲିଯିବ ତ ସେ ମଧ୍ୟ ଏହି ନମ୍ବର ରେ ବୁକିଙ୍ଗ କରିପାରିବ।ଏଥି ପାଇଁ ଉପଭୋକ୍ତା ଙ୍କୁ SMS କିମ୍ବା IVRS ଜରିଆରେ ଗ୍ୟାସ ସିଲିଣ୍ଡର ବୁକିଙ୍ଗ କରିବାକୁ ପଡ଼ିବ। କହି ଦେବାକୁ ଚାହୁଁଛୁ କି ଉପଭୋକ୍ତା ମାନେ ନିଜର ଭେରିଫାଏଡ ମୋବାଇଲ ନମ୍ବର ରେ ହିଁ ବୁକିଙ୍ଗ କରିପାରିବେ।
ଓଟିପି ସିଷ୍ଟମ ବି ଲାଗୁ କରାଯାଇଛି:
ଘରେ ବ୍ୟବହାର ହେଉଥିବା ସିଲିଣ୍ଡର ର ଚୋରି କୁ ରୋକିବା ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଏକ ନମ୍ବର ର LPG ସିଲିଣ୍ଡର ଯେବେ ଆପଣଙ୍କ ଘରେ ପହଞ୍ଚିବ ତ ଆପଣଙ୍କୁ ୱାନ ନମ୍ବର ପାସୱାର୍ଡ ( OTP ) ଦେବାକୁ ପଡ଼ିବ।ଏହି କୋଡ଼ ଡେଲିଭରି ବୟ କୁ ନଦେଖାଇବା ପର୍ଯ୍ୟନ୍ତ ଆପଣଙ୍କୁ ସିଲିଣ୍ଡର ଦିଆଯିବ ନାହିଁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।