ବୋହୁକୁ ଡାହାଣୀ କହି ୧୦ ଦିନ ଯାଏ ଘରେ ବନ୍ଦ ରଖିଲେ, ତାନ୍ତ୍ରିକ କଥା ଅନୁସାରେ ବୋହୁ ସହ କଲେ ଏମିତି କାମ

ବିହାର ର ଜୁମଇ ରୁ ଏକ ହୃଦୟ ଥରେଇଲା ପରି ଘଟଣା ସାମ୍ମନା କୁ ଆସିଛି। ଏଠାରେ ଶାଶୁଘର ଲୋକ ବୋହୁ କୁ ଡାହାଣୀ ଭାବି ୧୦ ଦିନ ପର୍ଯ୍ୟନ୍ତ ଘରେ ବନ୍ଦ କରି ରଖିଥିଲେ। ବୋହୁ କୁ ବହୁତ ଅତ୍ୟାଟଚାର ମଧ୍ୟ କରୁଥିଲେ। ଯିଏ ବି ଦେଖିବ ସେ କନ୍ଦି ପକେଇବ।

ବିହାର ର ଜୁମଇ ରୁ ଏକ ହୃଦୟ ଥରେଇଲା ପରି ଘଟଣା ସାମ୍ମନା କୁ ଆସିଛି। ଏଠାରେ ଶାଶୁଘର ଲୋକ ବୋହୁ କୁ ଡାହାଣୀ ଭାବି ୧୦ ଦିନ ପର୍ଯ୍ୟନ୍ତ ଘରେ ବନ୍ଦ କରି ରଖିଥିଲେ। ବୋହୁ କୁ ବହୁତ ଅତ୍ୟାଟଚାର ମଧ୍ୟ କରୁଥିଲେ। ଯିଏ ବି ଦେଖିବ ସେ କନ୍ଦି ପକେଇବ। ଭୋକରେ ବିକଳ ହୋଇ ମରଣାତ୍ମ ଅବସ୍ଥା ପଡିଥିଲେ ମହିଳା ଜଣକ। ଯେତେବେଳେ ଯାଇ ପହଁଚିଲେ ତାଙ୍କ ବାପ ଘର ଲୋକ ସେତେବେଳେ ବାପ ଘର ଲୋକଙ୍କୁ କୁହାଗଲା କି ତୁମ ଝିଅ ପାଗେଳି। ବାପଘର ଲୋକ ତାକୁ ହସ୍ପିଟାଲରେ ଭର୍ତୀ କରିଲେ।

କୁହାଯାଉଛି କି ବୋହୁ ଗାଁ ର ଜଣେ ମହିଳା ପାଖକୁ ଯିବା ଆସିବା ଥିଲା। ଏହି କଥା ତାଙ୍କ ଶଶୁର ପ୍ୟାରେ ମିସ୍ତ୍ରିଙ୍କୁ ପସନ୍ଦ ନଥିଲା । ଶୁଶୁରଙ୍କର କହିବା କଥା କି ବୋହୁ ସେହି ମହିଳାଙ୍କ ଠାରୁ ଗୁଣି ଜାଦୁ ଶିଖୁ ଥିଲେ। ସେ ବୋହୁଙ୍କୁ ସେହି ମହିଳାଙ୍କ ସହ ମିଶିବାକୁ ମନା କଲେ , ଯେତେବେଳେ ବୋହୁ ନ ମାନିଲେ ସେତେବେଳେ ବୋହୁ କୁ ଘରେ ବନ୍ଦ କରି ଦେଇଥିଲେ।

କୁହାଯାଉଛି କି ଏହି କାରଣ ରୁ ଶାଶୁଘର ଲୋକ ମାଡ ମାରିବା ସହିତ ଖାଇବା ବନ୍ଦ କରି ଦେଇଥିଲେ। ୧୦ ଦିନ କାଳ ବୋହୁ ଘର ଭିତରେ ଭୋକ ଉପାସ ରେ ପଡି ରହିଥିଲେ। ଚାରି ଦିନ ପରେ ମହିଳା ଙ୍କର ସ୍ବାମୀ ହାଇଦ୍ରାବାଦ ରୁ ଘରକୁ ଫେରିଥିଲେ। ବାପା ଙ୍କ କଥାରେ ପଡି ସେ ମଧ୍ୟ ନିଜ ସ୍ତ୍ରୀ କୁ ମାଡ ମାରିଥିଲେ।

ଭୋକ ଉପାସ ରେ ଯେତେବେଳେ ମହିଳା ଙ୍କର ଦେହ ଅସୁସ୍ଥ ହୋଇଗଲା ସେତେବେଳେ ମହିଳା ଙ୍କର ବାପଘର ଲୋକଙ୍କୁ ଜଣାଇ ଥିଲେ କି ବୋହୁ ପାଗେଳୀ
ହୋଇଯାଇଛି। ଠିକ ସମୟରେ ପହଁଚି ବାପଘର ଲୋକ ତାଙ୍କୁ ହସ୍ପିଟାଲ ନେଇଗଲେ। ଯେଉଁଠି ତାଙ୍କ ଅବସ୍ଥା ବହୁତ ଗଂଭୀର ଦେଖି ଡକ୍ଟର ତାଙ୍କୁ ପାଟନା ରିଫର କରିଦେଲେ। ଏବେ ମହିଳାଙ୍କର ଅବସ୍ଥା ବହୁତ ଜଟିଳ ବୋଲି କୁହାଯାଉଛି। ହେଠର ଜୁମଇ ଥାନା ଅଧିକାରୀ ଅଭିଯୁକ୍ତ ସ୍ବାମୀ , ଶଶୁର , ଶାଶୁ , ଅଭିଯୋଗ ର୍ଦଜ କରାଯାଇଛି। ଏବଂ ଘଟଣା ପରେ ତିନି ଜଣ ଯାକ ଘରୁ ଫେରାର ହୋଇଯାଇଛନ୍ତି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *