ସୁଶାନ୍ତଙ୍କ ଦୋଷିଙ୍କୁ ଧରିବା ପାଇଁ ଲଗାତାର ଚେଷ୍ଟା ଚାଲିଛି। ଏହି ସମୟରେ ଅଭିନେତ୍ରୀ ଜୈକଲିନ ମୁମ୍ବାଇ ଛାଡି କୋଲମ୍ବ ଚାଲି ଯାଇଛନ୍ତି ଏବଂ ଯାଉ ଯାଉ ଜୈକଲିନ ସୁଶାନ୍ତଙ୍କ ନାଁ ନେଇଥିଲେ। ଜୈକଲିନ ସେହି ଦିନ ମୁମ୍ବାଇ ଛାଡିଛନ୍ତି ଗତ ବର୍ଷ ଯେଉଁ ଦିନ ସଲମାନ ଏବଂ କରନ ଜୌହାର ମିଶିକି ସୁଶାନ୍ତଙ୍କୁ ବରବାଦ କରିଥିଲେ।
ଜୈକଲିନ ବର୍ତ୍ତମାନ ମୁମ୍ବାଇରୁ ଫେରାର ହୋଇ ଯାଇଛନ୍ତି। ଯାଉ ଯାଉ ଜୈକଲିନ ଇନଷ୍ଟାଗ୍ରାମ୍ ରେ ଏକ ଷ୍ଟୋରି ସେୟାର କରିଥିଲେ ଯେଉଁଥିରେ ସେ ସୁଶାନ୍ତ ଙ୍କ ବିଷୟ ରେ ଥିଲା। ଯିବା ପୂର୍ବରୁ ସେ ସୁଶାନ୍ତ ଙ୍କୁ ମନେ ପକଉଥିଲେ ଯାହା ଥିଲା ସୁଶାନ୍ତ ଙ୍କ ବର୍ବାଦି। ଯେଉଁ ” ଡ୍ରାଇଭ ” ସୁଶାନ୍ତ ଙ୍କୁ ବର୍ବାଦ କରିଥିଲା ସେହି ” ଡ୍ରାଇଭ ” କୁ ଗୋଟିଏ ବର୍ଷ ପୂର୍ବେ ମାନେ ୨୦୧୯ ନଭେମ୍ବର ୧ ରେ ରିଲିଜ୍ କରା ଯାଇଥିଲା। ଏହି ମହା ଫ୍ଲପ ଫିଲ୍ମ ସୁଶାନ୍ତ ଙ୍କ ନାଁ ନେଇ ଜୈକଲିନ ମୁମ୍ବାଇ ଛାଡି ଦେଇଛନ୍ତି। ଜୈକଲିନ ଫର୍ଣ୍ଣାଟେଜ କ’ଣ ଫେରାର ହୋଇଛନ୍ତି ? ଏହା ମଧ୍ୟ ଆପଣଙ୍କୁ ଜଣେଇବୁ।
ଗୋଟିଏ ଫିଲ୍ମ କେମିତି ସୁଶାନ୍ତଙ୍କୁ ବର୍ବାଦ କରିଦେଇ ଥିଲା। ଡ୍ରାଇଭ ସେହି ଫିଲ୍ମ ଯେଉଁ ଫିଲ୍ମ ସୁଶାନ୍ତ କରନ ଜୌହାରଙ୍କ ସହିତ କରିଥିଲେ। ଏହି ଫିଲ୍ମ ପାଇଁ ସୁଶାନ୍ତ କେତେ ଗୁଡିଏ ବଡ ବଡ ଫିଲ୍ମ ଛାଡି ଦେଇଥିଲେ କିନ୍ତୁ ଏହି ଫିଲ୍ମ ଫ୍ଲପ ହୋଇଯାଇଥିଲା। କରନ ଜୌହାର ଏବଂ ସଲମାନ ଚକ୍ରାନ୍ତ କରି ସୁଶାନ୍ତଙ୍କୁ ଏହି ଫିଲ୍ମ ଦେଇ ବର୍ବାଦ କରିଦେଇ ଥିଲେ। ୨୦୧୬ ଡିସେମ୍ବର ୩୦ ରେ ଫିଲ୍ମ “ଏମଏସ ଧୋନି ” ଆସିଥିଲା। ଏହି ଫିଲ୍ମ ସବୁ ରେର୍କଡ ଭାଙ୍ଗି ଦେଇଥିଲା । ଏହି ଫିଲ୍ମ ଦ୍ବାରା ରାତା ରାତି ସୁଶାନ୍ତ ଷ୍ଟାର ରୁ ସୁପର ଷ୍ଟାର ହୋଇଯାଇଥିଲା।ଏବଂ ତାର ବହୁତ ଚର୍ଚ୍ଚା ମଧ୍ୟ ଚାଲିଲା। ସୁଶାନ୍ତ ଙ୍କୁ ବହୁତ ଫିଲ୍ମ ର ଅଫର ଆସୁଥିଲା କିନ୍ତୁ ୨୦୧୭ ର ଆରମ୍ଭ ରୁ ସୁଶାନ୍ତ ଙ୍କୁ ଜୌହାର ଙ୍କ ତରଫ ରୁ ଏକ ଫିଲ୍ମ ର ଅଫର ଆସିଥିଲା। ଏହି ଫିଲ୍ମ ର ନାଁ ହେଉଛି ” ଡ୍ରାଇଭ “। ଏହି ଫିଲ୍ମ କୁ ସେହି ବର୍ଷ ସୁଟ କରି ଅଗଷ୍ଟ ୧୭ କୁ ରିଲିଜ୍ କରିବାର ଥିଲା। ଏହା ଫିଲ୍ମ ନ ଥିଲା ସୁଶାନ୍ତ କୁ ମାରିବାର ପ୍ରଥମ କଷ୍ଟ ଦେବାର ଏକ ଚକ୍ରାନ୍ତ ଥିଲା।
କରନ ଜୌହାର ଏବଂ ସଲମାନ ଏହି ଠାରୁ ହିଁ ଆରମ୍ଭ କରିଥିଲେ ସୁଶାନ୍ତଙ୍କୁ ବରବାଦ କରି ମାରିବା। କରନ ଏହି ଫିଲ୍ମ ସୁଟିଂଗ ଶେଷକରୁ ନଥିଲେ । ଅଧା ଅଧା ସୁଟ କରି ରଖି ଦେଉଥିଲେ। ବାର ବାର ସେ ସୁଶାନ୍ତଙ୍କୁ ଜଣେଇବାକୁ ଚାହୁଁଥିଲେ କି ସୁଶାନ୍ତଙ୍କୁ ଆକ୍ଟିଙ୍ଗ ଆସେନି ବୋଲି। ଏମିତି ଫିଲ୍ମ ଅଧା ରହିବା ଦ୍ବାରା ସୁଶାନ୍ତ ଅନ୍ୟ ଫିଲ୍ମ ମଧ୍ୟ କରିପାରୁ ନଥିଲେ। ସେଥିପାଇଁ ସେ ବହୁତ ଚିନ୍ତିତ ଥିଲେ। କିନ୍ତୁ ତିନି ବର୍ଷ ପରେ ଏହି ଫିଲ ରିଲିଜ ୨୦୧୯ ନଭେମ୍ବର ୧ କୁ କରାଗଲା। ଫିଲ୍ମକୁ ଫିଲ୍ମ ହଲରେ ରିଲିଜ କରିବା ବଦଳରେ ନେଟପେକ୍ସ ରେ ରିଲିଜ କରାଯିବାର ନିସ୍ପତି କରାଗଲା। ସୁଶାନ୍ତ ଚାହୁଁଥିଲେ ଏହି ଫିଲ୍ମ ଥିଏଟର ରେ ହେଉ ସେଥି ପାଇଁ କରନଙ୍କ ସହ ସୁଶାନ୍ତ ଙ୍କର ଝଗଡା ମଧ୍ୟ ହୋଇଥିଲା। ଏହି ଫିଲ୍ମ ପରେ ସୁଶାନ୍ତଙ୍କୁ ଫିଲ୍ମ ମିଳିବା ମଧ୍ୟ ବନ୍ଦ ହୋଇଯାଇଥିଲା। ବଡ ବଡ ପ୍ରଡ୍ୟୁସର ଏକାଠି ହୋଇ ସୁଶାନ୍ତଙ୍କୁ ଫିଲ୍ମରୁ ବ୍ୟାନ କରି ଦେଇଥିଲେ। ଏବଂ ତା ପରେ ସୁଶାନ୍ତଙ୍କ ପଛରେ ରିୟା ଚକ୍ରବତୀଙ୍କୁ ଛାଡି ଦେଇଥିଲେ। ଏବଂ ରିୟା ତାଙ୍କର କାମ କରି ଦେଖେଇ ଦେଲେ।
ସେହି ଟ୍ରାକରେ କାମ କରୁଥିବା ଜୈକଲିନ ଫର୍ଣ୍ଣାଟେଜ ଏହି ବିଷୟରେ ସବୁ କିଛି ଜାଣିଛନ୍ତି। ସିବିଆଇ ସହିତ ଏନସିବିର ନଜରରେ ଏବେ ଜୈକଲିନ ମଧ୍ୟ ଆସି ସାରିଛନ୍ତି। ସେଥିପାଇଁ ଜୈକଲିନ ହଠାତ ମୁମ୍ବାଇରୁ ଫେରାର ହୋଇ ଯାଇଛନ୍ତି। ଜୈକଲିନଙ୍କ ସହିତ ଆଉ ୫୦ ଜଣ ସେଲିବ୍ରେଟିଙ୍କର ଲିଷ୍ଟ ମଧ୍ୟ ଏନସିବି ବନେଇ ସାରିଛି। ଏବଂ ଏହି ୫୦ ଜଣଙ୍କ ଉପରେ ବହୁତ ଜଲଦି ବଡ ଆକ୍ସନ ନିଆଯିବ। ଏହି ସବୁ ଲୋକ ସୁଶାନ୍ତଙ୍କ ମୃତ୍ୟୁ ରେ ଜଡିତ। ଯେତେବେଳେ ଜୈକଲିନଙ୍କୁ ଖବର ମିଳିଲା କି ଡ୍ରାଇଭ ଫିଲ୍ମର ସବୁ ମେମ୍ବର ମାନକୁ ପଚରା ଉଚରା କରାଯିବ ସେତେବେଳେ ହିଁ ଜୈକଲିନ ମୁମ୍ବାଇରୁ ଫେରାର ହୋଇଛନ୍ତି। କାରଣ ଜୈକଲିନ ସଲମାନ ଏବଂ କରନ ସୁଶାନ୍ତ ଙ୍କ ସହିତ କଣ କରିଛନ୍ତି ସେସବୁ ସେ ଜାଣିଛନ୍ତି। ଜୈକଲିନ ଶ୍ରୀଲଙ୍କା ର ଅଟନ୍ତି ସେଥିପାଇଁ ସେ କୋଲମ୍ବ ପଳେଇଛନ୍ତି। ଯେ ପର୍ଯ୍ୟନ୍ତ ସୁଶାନ୍ତ ଙ୍କ କେସ ଶେଷ ହୋଇ ନାହିଁ ସେ ପର୍ଯ୍ୟନ୍ତ ଜୈକଲିନ ଫେରିବା ଜଟିଳ ଅଟେ। ଯାଉ ଯାଉ ଜୈକଲିନ ନିଜର ଇନଷ୍ଟାଗ୍ରାମ ପେଜ ରେ ଲେଖିଥିଲେ ” ଯଦି ସୁଶାନ୍ତ ଏଠାରେ ଥାନ୍ତେ ତବେ କେତେ ଭଲ ହୋଇଥାନ୍ତା”।
ରୋମିତ ଯାବେଡି ସବୁଦିନେ ଦେଖା କରିବାକୁ ଆସୁଥିଲେ ଓ୍ବାଟର ଷ୍ଟୋନ କ୍ଲବକୁ | ସେ ସୁଶାନ୍ତଙ୍କୁ ସପ୍ତାହ କୁ ଥରେ ମଧ୍ୟ ଦେଖା କରନ୍ତିନି। ଓ୍ବାଟର ଷ୍ଟୋନ ସୁତ୍ର ଙ୍କର କହିବା ଏହା କି ରୋମିତ ଜବେଡି ରିୟାଙ୍କ ରୁମରେ ବସି ରୁହେ। ସେହି ରୁମ ରେ କେବଳ ରିୟା ଏବଂ ରୋମିତ ରହୁଥିଲେ ତାଙ୍କ ଛଡା ଆଉ କେହି ତୃତୀୟ ଲୋକ ସେ ରୁମ ରେ ନ ଥାନ୍ତି। ସେହି କ୍ଲବ ଅଧିକାରୀ କହିଛନ୍ତି ସୁଶାନ୍ତ ଯେଉଁ ରୁମ ଦିଆ ଯାଇଥିଲା ସେହି ରୁମରୁ ସୁଶାନ୍ତ ବହୁତ କମ ବାହରକୁ ଆସୁଥିଲେ। କେତେଥର ତ ସେ ଗୋଟେ ସପ୍ତାହ ପରେ ସେହି ରୁମରୁ ବାହାରକୁ ଆସୁଥିଲେ । ଏଥିପାଇଁ ରିୟା ଏବଂ ରୋମିତ ତାଙ୍କୁ ବହୁତ କମ ସମୟ ପାଇଁ ଦେଖା କରିବାକୁ ଯାଉଥଲେ।
ସେହି ହୋଟେଲ ର ଅଦକ୍ଷ କହିଛନ୍ତି ସୁଶାନ୍ତଙ୍କ ରୁମ ବହୁତ ସମୟ ବନ୍ଦ ରହିଥାଏ ଯେତେବେଳେ କି ସୁଶାନ୍ତ ସେହି ରୁମ ଭିତରେ ରହିଥାନ୍ତି। ଏହାର ଏହି ଅର୍ଥ କି ସୁଶାନ୍ତଙ୍କୁ ଡ୍ରଗସ ର ହାଇ ଡୋଜ ଦିଆ ହୋଇ ଶୁଆଇ ଦିଆଯାଏ ଏବଂ ତାଙ୍କୁ ପଛରୁ ବନ୍ଦ କରିଦିଆ ଯାଏ। କାରଣ ସୁଶାନ୍ତ ବାହାରକୁ ଯେମିତି ନ ଆସି ପାରନ୍ତୁ। ଯେତେବେଳେ ତାଙ୍କ ଘର ଲୋକ କିମ୍ବା ତାଙ୍କୁ ପସନ୍ଦ କରୁଥିବା ଲୋକ ତାଙ୍କୁ ଦେଖା କରିବାକୁ ଆସନ୍ତି ସେତେବେଳେ ତାଙ୍କୁ ସୁଶାନ୍ତ ଏଠି ନାହାଁନ୍ତି ବୋଲି କହି ଫେରଇ ଦିଆଯାଏ। ଏନସିବି ଅନୁସାରେ ରୋମିତ ଯାବେଡି ସୁଶାନ୍ତ ଙ୍କ ସହିତ ଏକ ଫିଲ୍ମ ବନେଇବାକୁ ଚାହୁଁଥିଲେ।
ସୁଶାନ୍ତ ମଧ୍ୟ ଏହି ଫିଲ୍ମ କରିବାକୁ ଚାହୁଁଥିଲେ କିନ୍ତୁ ରିୟା ଚକ୍ରବତୀଙ୍କ ସହ ଅନସ୍କ୍ରିନରେ କାମ କରିବାକୁ ସେ ଚାହୁଁ ନଥିଲେ। ସୁଶାନ୍ତ ଚହୁଁଥିଲେ କି ଏହି ଫିଲ୍ମରେ କୌଣସି ବଡ ନାମୀ ହିରୋଇନଙ୍କୁୁ ନିଆଯାଉ। କିନ୍ତୁ ରିୟା ଚାହୁଁଥିଲେ କି ସେ ଏ ଫିଲ୍ମ ସୁଶାନ୍ତଙ୍କ ସହିତ କରିବା ପାଇଁ। ସେଥିପାଇଁ ସେ ରୋମିତଙ୍କୁ କହି ବାରମ୍ବାର ନିଜ ନାମ କୁହାଉ ଥିଲେ କି ରିୟା ହିଁ ଏହି ଫିଲ୍ମ ପାଇଁ ଯୋଗ୍ୟ ବୋଲି। ରିୟାଙ୍କ ସହିତ ମଧ୍ୟ ମିଶି ରୋମିତ ସୁଶାନ୍ତଙ୍କୁ ଧମକଉ ଥିଲେ ଯାହା ପାଇଁ ସେ ରାଜି ହୋଇ ଯାଇଥିଲେ। ରିୟାଙ୍କ କହିବା ଅନୁସାରେ ସୁଶାନ୍ତ ରୋମିତଙ୍କ ଫିଲ୍ମର ଫିସ ମଧ୍ୟ କମ କରି ଦେଇଥିଲେ। ରିୟା ସୁଶାନ୍ତଙ୍କୁ ଡରେଇ ସବୁ କିଛି କରୁଥିଲେ ଯେଉଁଥିରେ ତାଙ୍କର ଫାଇଦା ଥିଲା । ରିୟାଙ୍କର ଯେମିତି ସମ୍ପର୍କ ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟଙ୍କ ସହିତ ଥିଲା ସେମିତ ସମ୍ପର୍କ ରୋମିତଙ୍କ ସହିତ ମଧ୍ୟ ଥିଲା।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।