ମହାଖୁଲାସା ! ରିୟାଙ୍କର ମେକପ ମ୍ୟାନ ଯାଇ ପହଁଚି ଥିଲେ ଫ୍ଲାଟରେ, ମାରିବା ପରେ କରାଯାଇଥିଲା ମେକପ

ସୁୁଶାନ୍ତ ସିଂହ ରାଜପୂତ ଙ୍କ ମାମଲା ର ଜାଞ୍ଚ ଚାଲିଛି। ସିବିଆଈ ସହିତ ଅନ୍ୟ ଏଜେନ୍ସି ମଧ୍ୟ ଜାଞ୍ଚ କରୁଛି। କିନ୍ତୁ ଏହା ଭିତରେ ଯେଉଁ ବଡ ଖୁଲାସା ହୋଇଛି ତାକୁ ଯାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ। କାରଣ ରିୟା ଚକ୍ରବତୀଙ୍କର ମେକପ ମ୍ୟାନ ହଠାତ ସୁଶାନ୍ତ ଙ୍କ ଘରେ ପହଁଚି ଥିଲେ। ଏହା ପୁଣି ଜୁନ ୧୪ ସକାଳେ। କୁହାଯାଉଛି କି ସୁଶାନ୍ତ ଙ୍କୁ ମାରିବା ପରେ ମେକପ ମ୍ୟାନ ନିରଜ ନବାରେଙ୍କୁ ଡକା ଯାଇଥିଲା ଏବଂ ମରିବା ପରେ ସୁଶାନ୍ତ ଙ୍କର ମେକପ୍ କରାଯାଇଥିଲା। ଏହା ମଧ୍ୟ ସତ୍ୟ କି ସୁଶାନ୍ତ ଙ୍କ ବେକରେ ଯେଉଁ ଚିହ୍ନ ଥିଲା ତାକୁ ମେକପ ଦ୍ବାରା କରାଯାଇଥିଲା। କାହା କହିବା ଅନୁସାରେ ନିରଜ ସେଠାରେ ପହଁଚି ଥିଲେ ? ସେଠାରେ ସେ କ’ଣ କଲେ? ଏବଂ କ’ଣ ପାଇଁ ସେ ଚୁପ ଚାପ ସେଠୁ ଚାଲି ଆସିଲେ ?

ଯେଉଁ ସବୁଜ ରଙ୍ଗର ମାସ୍କ ପିନ୍ଧି ଥିବା ଲୋକକୁ ବହୁତ ଦିନ ହେବ ଖୋଜା ଚାଲିଥିଲା ସେ ଆଉ କେହି ନୁହଁ ସେ ହେଉଛନ୍ତି ରିୟା ଚକ୍ରବତୀ ଙ୍କର ପରସନାଲ ମେକପ୍ ମ୍ୟାନ ନିରଜ ନବାରେ। ସୁଶାନ୍ତଙ୍କ ବେକରେ ଯେଉଁ ଦାଗ ଥିଲା ସେ ମେକପ ଦ୍ବାରା ହୋଇଥିଲା ସେହି ମେକପ ନିରଜ ହିଁ ବନେଇଥିଲେ। ଆପଣଙ୍କର ମନେ ଥିବ କି ଡକ୍ଟର ଏବଂ ପୋଲିସ ଯେତେବେଳେ ସୁଶାନ୍ତଙ୍କୁ ଶେଷ ଥର ଦେଖିଲେ ସେତେବେଳେ ସେମାନେ କହୁଥିଲେ କି ସୁଶାନ୍ତ ଙ୍କ ବେକରେ ଥିବା ଦାଗ ଲିଭିବାରେ ଲାଗିଛି ଏବଂ ସେଗୁଡା ହାତରେ ମଧ୍ୟ ଲାଗି ଯାଉଛି। ଏଥିରୁ ଏହା ଜଣାପଡୁଛି କି ସେହି ଦାଗ ମେକପ୍ ଦ୍ବାରା କରାଯାଇଥିଲା। ସେହି ଦାଗ କୁ ନେଇ ସୁଶାନ୍ତ ଙ୍କର ଫ୍ୟାନ୍ସ ମଧ୍ୟ କେତେକ ପ୍ରଶ୍ନ କରିଥିଲେ। କି ଏତେ ଗାଢ ଦାଗ କିପରି ହୋଇପାରେ। ତାପରେ ମଧ୍ୟ ମୃତ୍ୟୁ ଅନୁସାରେ ବେକର ଦାଗ ୟୁ ସେପ ର ହେବା କଥା ଏହି ଦାଗ ଗୋଲ କିପରି ହେଲା। ଯେଉଁଥିରୁ ଜଣାପଡୁଛି କି ଏହା ମେକପ୍ ଦ୍ବାରା କରାଯାଇଛି।

ବାସ୍ତବରେ ଯିଏ ଏହି ମେକପ କରିଛି ତାକୁ ଜଣା ନଥିଲାକି ରଶି ଦେଇ ମୃତ୍ୟୁ କରିଥିବାର ଦାଗ କିପରି ହୋଇଥାଏ। ଏଥିପାଇଁ କୁହାଯାଇଛି କି ରିୟାଙ୍କର ମେକପ ମ୍ୟାନ ନିରଜ ନବାରେଙ୍କୁ ଜୁନ ୧୪ ରେ ସୁଶାନ୍ତଙ୍କ ଫ୍ଲାଟ ରୁ ଜିବାର ଦେଖିବାକୁ ମିଳିଥିଲା ଏବଂ ଚୁପ ଚାପ ସେଠୁ ନିରଜ ଗାୟେବ ହୋଇଯାଇଥିଲା। ନିରଜ ନବାରେ ନିଜ ବୟାନ ରେ କହିଛନ୍ତି କି ସେଠାରେ ଥିବା ବ୍ୟକ୍ତି ମୁଁ ନୁହେଁ ବୋଲି ସିଧା ସିଧା ମନା କରିଦେଲେ। କିନ୍ତୁ ଆପଣ ଫଟୋ ଦେଖନ୍ତୁ ଗୋଟିଏ ଫଟୋରେ ନିରଜ ସୁଶାନ୍ତଙ୍କ ଘରୁ ବାହାରୁଛନ୍ତି ଅନ୍ୟ ଫଟୋରେ ରିୟାଙ୍କର ମେକପ କରୁଛନ୍ତି। ଫଟୋ କେବେ ମିଛ କୁହେନି। ତ ରିୟାଙ୍କ ମେକପ ଆଟିଷ୍ଟ କୁ ସେଠାକୁ କିଏ ପଠେଇଲା ? ହେଇପାରେ ରିୟା ନିଜେ ପଠେଇ ଥାନ୍ତୁ ନହେଲେ ତାଙ୍କ ଗ୍ୟାଙ୍କ ର କିଏ। ଏହା ବହୁତ ବଡ ଚକ୍ରାନ୍ତ ବୋଲି ଜଣା ପଡୁଛି। ଯଦି ମେକପ ଦ୍ବାରା ଏହି ଦାଗ କରାଯାଇଛି ତେବେ ଏହି ଚକ୍ରାନ୍ତ ରେ ପୋଲିସ, ହସ୍ପିଟାଲ, ଡକ୍ଟର, ପ୍ରଶାସନ ସମସ୍ତେ ସାମିଲ ଅଛନ୍ତି। ଏହି ସବୁ କଥାରୁ ଜଣା ପଡୁଛି ନିହାତି ଏହି କଥାରେ କିଛି ଅଛି।

କିଛି ଦିନ ପୂର୍ବରୁ ସୁଶାନ୍ତ ଙ୍କୁ ପସନ୍ଦ କରୁଥିବା ଲୋକ ବହୁତ ସମସ୍ୟା ରେ ଥିଲେ। କାରଣ କିଛି ଦିନ ଧରି କୌଣସି ବି ଖବର ସୁଶାନ୍ତ ଙ୍କୁ ନେଇ ମିଳିନଥିଲା। ଓଲଟା ଦୁଇ ଦିନ ପରେ ଅଚାନକ ରିୟା ଚକ୍ରବତୀ ବମ୍ବେ ହାଇକୋର୍ଟ ପହଁଚି ଯାଇଥିଲେ ଏବଂ ସୁଶାନ୍ତ ଙ୍କ ଭଉଣୀ ଙ୍କୁ ଗିରଫ କରିବାର ଦାବି କରୁଥିଲେ। ଏହା ପରେ ସୁଶାନ୍ତ ଙ୍କର ଦୁଇ ଭଉଣୀ ନୁତୁ ଏବଂ ପ୍ରିୟଙ୍କା କୋର୍ଟ ରେ ପହଁଚି କହିଦେଲେ କି ତାଙ୍କୁ ଗିରଫ କରିବା ପାଇଁ ଚକ୍ରାନ୍ତ ଚାଲିଛି। ମୁମ୍ବାଇ ପୋଲିସ ରିୟ ଙ୍କର ଏହି ମିଛ କଥାରେ ଆମକୁ ଫସେଇ ଗିରଫ କରିପାରେ। କିନ୍ତୁ ସଧ୍ୟ୍ୟା ସମୟରେ ସିବିଆଇ ନିଜେ ବମ୍ବେ ହାଇକୋର୍ଟ ଯାଇ ରିୟା ସହିତ ମୁମ୍ବାଇ ପୋଲିସ ର ସତ କହିଦେଇଥିଲେ। ଏବଂ ସିଧା କହିଥିଲେ କି ସିବିଆଇ ଏମିତି ରିୟା କୁ ଛାଡିବ ନାହିଁ। ସିବିଆଇ କୋର୍ଟ ରେ କହିଲେ କି ରିୟା ମିଛ କହୁଛନ୍ତି। ରିୟା ଙ୍କର ସବୁ ଆରୋପ ମିଛ ଏବଂ କାଳ୍ପନିକ ଅଟେ।

ସିବିଆଇ କୋର୍ଟ ରେ କହିଛନ୍ତି କି ରିୟାଙ୍କର ଏମିତି ସୁଶାନ୍ତଙ୍କ ଭଉଣୀ ଙ୍କ ଉପରେ ଆରୋପ ଲଗେଇବା ବିକ୍ରୁତ ମାନସିକତା ଅଟେ ଏବଂ କାନୁନ ଅନୁସାରେ ମଧ୍ୟ ଭୁଲ ଅଟେ। ଜୁନ ୨୦୨୦ ରେ ଯଦି ରିୟାଙ୍କୁ ସୁଶାନ୍ତଙ୍କ ଦେହ ଖରାପ ବିଷୟରେ ଜଣା ଥିଲା ତେବେ ତାଙ୍କୁ ତାଙ୍କ ଭଉଣୀ ମାନଙ୍କୁ ପ୍ରଥମେ ଜଣେଇ ବାର ଥିଲା। ଏତେ ଦିନ ପରେ ସୁଶାନ୍ତଙ୍କ ଭଉଣୀଙ୍କ ଉପରେ ଆରୋପ ଲଗାଇବା ଏକ ଚକ୍ରାନ୍ତ ବୋଲି ଜଣା ପଡୁଛି। ଏବଂ ଏଥିରେ କାନୁନର ମଧ୍ୟ ଖରାପ ବ୍ୟବହାର କରାଯାଇଛି। ସିବିଆଇ କୋର୍ଟରେ କହିଛନ୍ତି କି ରିୟା ଚକ୍ରବତୀ ସୁଶାନ୍ତଙ୍କ ଭଉଣୀଙ୍କ ବିରୋଧରେ ଚକ୍ରାନ୍ତ କରୁଛନ୍ତି। ବମ୍ବେ ହାଇକୋର୍ଟରେ ମଧ୍ୟ ସିବିଆଇ ବମ୍ବେ ପୋଲିସ ଉପରେ ପ୍ରଶ୍ନ କରିଥିଲେ। ସିବିଆଇ ହାଇକୋର୍ଟ ରେ କହିଲେ ସୁର୍ପିମ କୋର୍ଟର ଆଦେଶ ରେ ଆମେ ସୁଶାନ୍ତ କେସର ଜାଞ୍ଚ କରୁଛୁ। ଏବେ ଚାଲ ଚାଲିଛି ପୂରା ହୋଇ ନାହିଁ। ଏହି ସମୟରେ ଯଦି ରିୟା କୌଣସି ଆରୋପ ଲଗାଉ ଛନ୍ତି ତେବେ ଆମର ଆଶା ଅଛି କି କେସ କୁ ମୁମ୍ବାଇ ପୋଲିସ ସିବିଆଇ ମାନେ ଆମକୁ ଦିଅନ୍ତୁ।

ସିବିଆଇ କହିଛନ୍ତି କି କେସ ର୍ଦଜ କରିବା ପୂର୍ବରୁ ଜାଞ୍ଚ କରିବା ଜରୁରୀ ଥିଲା କିନ୍ତୁ ମୁମ୍ବାଇ ପୋଲିସ କୌଣସି ଯାଞ୍ଚ କରି ନଥିଲା। ଏହା ମୁମ୍ବାଇ ପୋଲିସ ରିୟାଙ୍କ କଥାରେ କେସ ଦର୍ଜ କରିଥିଲେ ଯାହା କାନୁନ ଅନୁସାରେ ଭୁଲ ଅଟେ। ଏଥିରେ ଜଣା ପଡୁଛି ଯେ ମୁମ୍ବାଇ ପୋଲିସ ରିୟା ଚକ୍ରବତୀଙ୍କୁ ସାହାର୍ଯ୍ୟ କରୁଛି। ଏବଂ ସିବିଆଇ ସଫା ସଫା କହିଥିଲେ କି କାନୁନର ର୍ଦୁ୍ବ୍ୟବାହର କରାଯାଉଛି। ବସ୍ତବରେ ରିୟା ଆରୋପ ଲଗେଇ ଥିଲେ କି ସୁଶାନ୍ତଙ୍କର ମୃତ୍ୟୁ ପାଞ୍ଚ ଦିନ ପୂର୍ବରୁ ସୁଶାନ୍ତଙ୍କ ଭଉଣୀ ସୁଶାନ୍ତଙ୍କୁ କିଛି ଔଷଧ ର ନାମ କହିଥିଲେ ଏହା ପରେ ସୁଶାନ୍ତ ଙ୍କର ଦେହ ଖରାପ ହୋଇଥିଲା । କିନ୍ତୁ ଏହି ସବୁ କଥା କୁ ସିବିଆଈ ମିଛ ପ୍ରମାଣିତ କରି ଏବଂ ରିୟା ଉପରେ ଓଲଟା ଆରୋପ ଲଗେଇଛନ୍ତି। ଏହାର ଅର୍ଥ ହେଉଛି କି ଭିତରେ ଭିତରେ ସିବିଆଇ କାମ କରୁଛି ଏବଂ ପ୍ରମାଣ ସଂଗ୍ରହ କରୁଛି। ସିବିଆଇ ରିୟାକୁ କୋର୍ଟ ମିଛ ବୋଲି କହିଛି କାରଣ ହେଇଥାଇ ପାରେ ସିବିଆଇ ପାଖରେ ବହୁତ ବଡ ପ୍ରମାଣ ରହିଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *