ବନ୍ଧୁଗଣ ନଭେମ୍ବର ମାସ ଆରମ୍ଭ ହୋଇସାରିଛି।ଆଉ ଏହି ନଭେମ୍ବର ମାସରେ ଏହି ୫ ଟି ରାଶିର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଧନର ବର୍ଷା ହେବ ଏମାନଙ୍କ ଉପରେ ଏବଂ ବହୁତ ବଡ଼ ଖୁସି ଖବର ମିଳିବ।ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ୫ ଗୋଟି ରାଶି ମାନଙ୍କ ବିଷୟରେ। ଯେଉଁମାନଙ୍କର ଭାଗ୍ୟ ଏହି ନଭେମ୍ବର ମାସରେ ଚମକିବାକୁ ଯାଉଛି। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

କୁହାଯାଏକି ଗୋଟିଏ ଥର ଯଦି କେଉଁ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ହୋଇଯାଏ ସେମାନଙ୍କର ଶୁଭ ସମୟ ଆସିବାକୁ କେହିବି ଅଟକାଇ ପାରିବେ ନାହିଁ। ତ ଆଜି ଆମେ ଆପଣଙ୍କୁ ସେହି ରାଶି ମାନଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଅସୀମ କୃପା ପ୍ରାପ୍ତି ହେବାକୁ ଯାଉଛି। କୌଣସି ବି ରାଶି ମାନଙ୍କର ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହେବା କୌଣସି ବଡ଼ ଖୁସି ଖବର ଠାରୁ କମ ନୁହେଁ। ତେବେ ମା ଲକ୍ଷ୍ମୀ ଅତି ସହଜରେ କାହା ଉପରେ ପ୍ରସନ୍ନ ହୁଅନ୍ତି ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବା ପାଇଁ ଯାଉଛୁ ଯେ ଏହି ନଭେମ୍ବର ମାସରେ ଏହି ୫ ଟି ରାଶିର ଜାତକ ମାନଙ୍କ ଉପରେ ପ୍ରସନ୍ନ ଅଛନ୍ତି।
ହୋଇପାରେ ଏଥିମଧ୍ୟରୁ କୌଣସି ରାଶି ଆପଣଙ୍କର ବି ହୋଇପାରେ। ଏବଂ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବ। ଏବଂ ଯିଏବି ମା ଲକ୍ଷ୍ମୀଙ୍କର ସଠିକ ଭାବରେ ଏବଂ ନିଷ୍କପଟ ଭାବନାରେ ଆରଧନା କରିଥାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀ ସିଧା ପ୍ରସନ୍ନ ହୋଇଥାଆନ୍ତି। ଏବଂ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ତେବେ ଏବେ ଆସନ୍ତୁ ଜାଣିବା ସେହି ୫ ଟି ଭାଗ୍ୟଶାଳୀ ରାଶି ମାନଙ୍କର ବିଷୟରେ। ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପାର ବର୍ଷା ହେବାକୁ ଯାଉଛି।
ସିଂହ ରାଶି:
ମା ଲକ୍ଷ୍ମୀଙ୍କର କୃପା କାରଣରୁ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି। ଏ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଯାହାବି ସମସ୍ୟା ରହୁଥିଲା ତାହାର ଏବେ ଅନ୍ତ ହେବାର ଅଛି। ଅର୍ଥାତ ଯଦି ଆମେ ସିଧା ଅର୍ଥରେ କହିବା ଆପଣଙ୍କର ଉପରେ ମା ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ପଡୁଛି। ଏହା ସହିତ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟାବି ଦୂର ହେବାର ଅଛି। ମା ଲକ୍ଷ୍ମୀଙ୍କର କୃପା ହେବା କାରଣରୁ ଆପଣଙ୍କର ଧନ ଧାନ୍ୟ ର ବୃଦ୍ଧି ହେବାକୁ ଯାଉଛି।
ତୁଳା ରାଶି:
ଆପଣଙ୍କର ଜୀବନରେ ଯାହାବି ଆର୍ଥିକ ସମସ୍ୟା ଚାଲୁଥିଲା ତାହା ଏବେ ଅନ୍ତ ହେବାର ଅଛି। ବ୍ୟାପାରି ମାନେ ଅଧିକ ଧନ ଲାଭ ହେବାର ଦେଖିପାରିବେ। ଯେଉଁମାନେ ଚାକିରୀଟିଏ ପାଇଁ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ଅଳ୍ପ ଦିନରେ ହିଁ ଏକ ଭଲ ଚାକିରୀଟିଏ ମିଳିପାରେ। ଆପଣଙ୍କର ଭଲ ସମୟର ଆରମ୍ଭ ହେବାକୁ ଯାଉଛି। ଆପଣମାନେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି କରିବେ।
କୁମ୍ଭ ରାଶି:
ଏହି ରାଶି ଥିବା ବ୍ୟକ୍ତିଙ୍କ ଜୀବନରେ କିଛି ଶୁଭ ପରିବର୍ତ୍ତନ ଆସିବାକୁ ଯାଉଛି। ଏପରି ପରିବର୍ତ୍ତନ ଯାହା ଫଳରେ ଏମାନଙ୍କର ଜୀବନ ପୂର୍ଣ୍ଣ ଭାବରେ ବଦଳି ଯିବ। ସମସ୍ତ ନକାରାତ୍ମକତା ମା ଲକ୍ଷ୍ମୀଙ୍କ କୃପାରୁ ସମାପ୍ତ ହେବ। ଏବଂ ପ୍ରତ୍ୟେକ କାର୍ଯ୍ୟରେ ସାକାରାତ୍ମକତା ବୃଦ୍ଧି ପାଇବ। ଯାହା କରିବେ ସେଥିରେ ସଫଳତା ପ୍ରାପ୍ତିର ସମ୍ଭାବନା ବଢିଯିବ। ଗ୍ରହ ମାନଙ୍କର ସ୍ଥିତିରେ ବଡ଼ ପରିବର୍ତ୍ତନ କାରଣରୁ ଏମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଘଟିବ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଏମାନଙ୍କୁ ପ୍ରାପ୍ତି ହେବ। ସଫଳତାର ମାର୍ଗରୁ ଏମାନଙ୍କୁ କେହିବି ହଟାଇ ପାରିବେ ନାହିଁ। ଏମାନଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି।
ମକର ରାଶି:
ଏହି ରାଶି ଥିବା ବ୍ୟକ୍ତିମାନେ ଜୀବନରେ ଧନ ଜନିତ ସମସ୍ୟା ଯାହାବି ଚାଲୁଥିଲା ତାହା ଏବେ ସବୁ ଦୂର ହୋଇଯିବ। ଏହା ସହିତ ହିଁ ଏମାନଙ୍କୁ ବହୁତ ଅଧିକ ଧନ ଲାଭର ଯୋଗ ରହିଛି। ଅଚାନକ ଧନ ଲାଭର ହିଁ ଯୋଗ ବନୁଅଛି। ଏହା ସହିତ ଯେଉଁମାନେ ଚାକିରୀ କ୍ଷେତ୍ରରେ ଅଛନ୍ତି ସେମାନଙ୍କ ପାଇଁ ବିଶେଷ ଭାବରେ ଅଧିକ ଲାଭ ଦେଖିବାକୁ ମିଳିବ। ବ୍ୟାପାରି ମାନଙ୍କ ପାଇଁ ଆୟର ବୃଦ୍ଧି ଘଟିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ଏହି ସମୟ ବଡ଼ ପରିବର୍ତ୍ତନ ଆଣିବ।
ବୃଷ ରାଶି:

ମା ଲକ୍ଷ୍ମୀଙ୍କର କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଚାରଚାନ୍ଦ ଲାଗିଯିବ। ଆପଣଙ୍କର ଅଧୁରା ଇଚ୍ଛା ସବୁ ଏହି ସମୟରେ ପୂରଣ ହେବାକୁ ଲାଗିବ। ମା ଲକ୍ଷ୍ମୀ ବିଶେଷ କରି ଆପଣଙ୍କ ଉପରେ ଆଶୀର୍ବାଦ କରାଇବେ। ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଅଚାନକ ଧନ ପ୍ରାପ୍ତି ହୋଇପାରେ।
ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଲକ୍ଷ୍ମୀ “