ରିୟା ଙ୍କ ଘରକୁ ଜିବା ଆସିବା ଥିଲା, NCB ସାମ୍ନାରେ ଖୋଲିଲା ବହୁତ ବଡ଼ ରାଜ

ସୁଶାନ୍ତ ଙ୍କ କେସ ରେ ଦେଶ ର ତିନି ତିନୋଟି ଟିମ କାର୍ଯ୍ୟ କରୁଛି କିନ୍ତୁ ଇଡି କିଛି କରିପାରୁଛି ନା ସିବିଆଇ। କିନ୍ତୁ ଏନସିବି ବଡ ବଡ ରହସ୍ୟ କୁ ସମ୍ମାନା କୁ ଆଣି ତାର ଖୁଲାସା କରୁଛି। ଏନସିବି ରିୟା ଏବଂ ତାର ଭାଇ ସୋଭିତ କୁ ଗିରଫ କରିଥିଲା କିନ୍ତୁ ରିୟା ଏବେ ଜାମିନ ରେ ଅଛନ୍ତି। ଅର୍ଜୁନ ରାମପାଲ ଙ୍କର ଲିଭିଙ୍ଗ ପାର୍ଟନର କାଭେରିଲାଙ୍କ ଭାଈ ଏବଂ ଅର୍ଜୁନ ରାମପାଲଙ୍କ ସଳା ଆଗାସିଲୋସିଆ ରିୟା , ସୋଭିତ ଏବଂ ଶାହାରୁଖ ଖାନଙ୍କ ପରି କେତେକ ବଡ ଷ୍ଟାରଙ୍କୁ ନେଇ ବଡ ଖୁଲାସା କରିଛନ୍ତି। ଏନସିବି ଅନୁସାରେ ଏବେ ସୋଭିତକୁ ଯାମିନ ମିଳିବା ବହୁତ ମୁସକିଲ ଅଟେ। ରିୟା ପୁଣି ଥରେ ଜେଲ ଯାଇପାରନ୍ତି। ଏମାନଙ୍କ ସହିତ କେତେକ ଷ୍ଟାର ମାନଙ୍କର ମଧ୍ୟ ବହୁତ ସମସ୍ୟା ବଢି ଗଲାଣି।କାରଣ ଆଗାସିଆଲୋସିଆ ଙ୍କର କଥାରୁ ଜଣା ପଡୁଛି ସୁଶାନ୍ତ କେସ ରେ କିଛି ବଡ ଖୁଲାସା ହୋଇପାରେ।

ସିବିଆଇ ବହୁୁତ ଧିରେ ଧିରେ କାର୍ଯ୍ୟ କରୁଛି କିନ୍ତୁ ଏନସିବି ର ବହୁତ ତିବ୍ର ରେ କାର୍ଯ୍ୟ କରୁଛି। କିଛି ଦିନ ପୂର୍ବରୁ ଏନସିବି ଆଗାସିଆଲୋସ ଙ୍କୁ ଗିରଫ କରି ପଚରା ଉଚରା କରିଥିଲା। ଏବେ ଆଗାସିଆଲୋସ କେତେକ କଥାର ଖୁଲାସା କରିଛନ୍ତି। ଆଗାସିଆଲୋସ ଙ୍କୁ ସୁଶାନ୍ତ ମୃତ୍ୟୁ ପରେ ଗିରଫ କରାଯାଇଥିଲା। ଏନସିବି ସୁତ୍ର ଆନୁସାରେ ଆଗାସିଆଲୋସ କୁ ପ୍ରଥମେ ସୁଶାନ୍ତ ମୃତ୍ୟୁ ବିଷୟରେ ପଚରା ଯାଇଥିଲା। କି ସେ କେବେ ସୁଶାନ୍ତ ଙ୍କୁ ଡ୍ରଗସ ସପଲାଏ କରିଥିଲେ , କି ସେ କେବେ ସୁଶାନ୍ତଙ୍କ ଘରକୁ ଯାଇଥିଲା ଆଗାସିଆଲୋସ ମନା କରି ଦେଇଥିଲେ କିନ୍ତୁ ଯେତେବେଳେ ରିୟା ବିଷୟରେ ପଚରା ଗଲା ସେତେବେଳେ ସେ କହିଥିଲେ ରିୟାଙ୍କୁ ମୁଁ ଡ୍ରଗସ ସପଲାଏ କରେ ଏବଂ ରିୟା କହି ଥିଲେ କି ତାଙ୍କୁ ଲଗାତାର ଡ୍ରଗସ ସପଲାଏ କରିବାକୁ। ଆଗାସିଆଲୋସ କହିଛନ୍ତି କି ସେ ରିୟା ଘରକୁ କେତେଥର ମଧ୍ୟ ଯାଇଛନ୍ତି ରିୟାଙ୍କ ଭାଈ ଏବଂ ଆଗାସିଆଲୋସ ଦୁଇ ଭଲ ସାଙ୍ଗ। ସେହି ଯିବା ଆସିବାରେ ରିୟାଙ୍କ ସହ ମଧ୍ୟ ଆଗାସିଆଲୋସଙ୍କର ଦୋସ୍ତି ହୋଇଥିଲା। ଡ୍ରଗସ ମାମଲା ରେ ଗିରଫ ହୋଇଥିବା ରିୟା , ଆଗାସିଆଲୋସ ଏବଂ ସୋଭିତ ବହୁତ ଭଲ ସାଙ୍ଗ ଥିଲେ।

ଆଗାସିଆଲୋସ ଙ୍କୁ ପଚରା ଗଲା କି କେବେ ତୁମ ସାମ୍ମନାରେ ରିୟା ଏବଂ ସୋଭିତ ସୁଶାନ୍ତ ଙ୍କର ନାମ ନେଇଛନ୍ତି କି? କି ତାଙ୍କ ନାମ ରେ ଡ୍ରଗସ ନିଅନ୍ତି କି? କିନ୍ତୁ ଆଗାସିଆଲୋସ ମନା କରିଥିଲେ କି ସେ କେବେ ବି ସୁଶାନ୍ତ ନାମ ଶୁଣି ନାହାଁନ୍ତି କି ସେମାନେ ତାଙ୍କ ପାଇଁ ଡ୍ରଗସ ନେଉଥିଲେ ବୋଲି ସେ ଜାଣା ନାହାଁନ୍ତି। କିନ୍ତୁ ହଁ ସେ ଚାହୁଁଥିଲେ କି ଲଗାତାର ଡ୍ରଗସ ସପଲାଏ ହେଉ ବୋଲି।

ଆଗାସିଆଲୋସ ବଲିଉଡ ର କେତେକ ବଡ ବଡ ଷ୍ଟାର ମାନଙ୍କର ମଧ୍ୟ ନାମ କହିଛନ୍ତି କି ତାଙ୍କୁ ମଧ୍ୟ ସେ ଡ୍ରଗସ ସପଲାଏ କରୁଥିଲେ। ଆଗାସିଆଲୋସ ଅର୍ଜୁନ ରାମପାଲ ଙ୍କ ଘରକୁ ସେ ଯିବା ଆସିବା କରୁଥିଲେ। ଶାରୁଖ ଏବଂ ରାମପାଲ ଦୁଇ ଜଣ ଭଲ ସାଙ୍ଗ ଥିଲେ ଏବଂ ସେମାନେ କେବେ କେବେ ପାର୍ଟି ମଧ୍ୟ କରନ୍ତି। ଯେଉଁ ପାର୍ଟି ରେ ଆଗାସିଆଲୋସ ଡ୍ରଗସ ସପଲାଏ କରୁଥିଲେ। ଏହି ପାର୍ଟି ରେ ବହୁତ ବଡ ବଡ ଷ୍ଟାର ମଧ୍ୟ ସାମିଲ ହୋଇଥାନ୍ତି। ଆଗସିଆଲୋସ ଆଉ କେତେକ ବଡ ବଡ ଷ୍ଟାର ଙ୍କ ନାମ କହିଛନ୍ତି ଯେଉଁମାନେ ଡ୍ରଗସ ପାର୍ଟି କରନ୍ତି କିନ୍ତୁ ଏମାନଙ୍କର ନାମ ଏନସିବି କହିନାହିଁ। କିନ୍ତୁ ହଁ ଏମାନେ ସବୁ ଶାରୁଖ ର ଅତି ନିକଟତର ଅଟନ୍ତି। ଆଶା ଅଛି କି ଏବେ ବହୁତ ବଡ ଗିରଫତାରୀ ହେବ ବୋଲି। ଏବେ ରିୟା ଙ୍କୁ ନେଇ ସୁୁଶାନ୍ତ ଙ୍କ ମୃତ୍ୟୁ କେସ ର ପ୍ରମାଣକୁ ଏନସିବି ବହୁତ ମଜବୁତ କରୁଛି କାରଣ ଯେମିତି କୋର୍ଟ ରେ କୌଣସି ସମସ୍ୟା ନହେଉ କି ରିୟା ଗୋଟିଏ ମାସ ପୂର୍ବରୁ ଜେଲ ରୁ ବାହାରକୁ ନ ଆସି ପାରନ୍ତୁ।

କିଛି ଦିନ ପୂର୍ବରୁ ସୁଶାନ୍ତଙ୍କୁ ପସନ୍ଦ କରୁଥିବା ଲୋକ ବହୁତ ସମସ୍ୟାରେ ଥିଲେ। କାରଣ କିଛି ଦିନ ଧରି କୌଣସି ବି ଖବର ସୁଶାନ୍ତଙ୍କୁ ନେଇ ମିଳିନଥିଲା। ଓଲଟା ଦୁଇ ଦିନ ପରେ ଅଚାନକ ରିୟା ଚକ୍ରବତୀ ବମ୍ବେ ହାଇକୋର୍ଟରେ ପହଁଚି ଯାଇଥିଲେ ଏବଂ ସୁଶାନ୍ତଙ୍କ ଭଉଣୀଙ୍କୁ ଗିରଫ କରିବାର ପାଇଁ ଦାବି କରୁଥିଲେ। ଏହା ପରେ ସୁଶାନ୍ତଙ୍କର ଦୁଇ ଭଉଣୀ ନିତୁ ଏବଂ ପ୍ରିୟଙ୍କା କୋର୍ଟରେ ପହଁଚି କହିଦେଲେ କି ତାଙ୍କୁ ଗିରଫ କରିବା ପାଇଁ ଚକ୍ରାନ୍ତ ଚାଲିଛି। ମୁମ୍ବାଇ ପୋଲିସ ରିୟାଙ୍କର ଏହି ମିଛ କଥାରେ ଆମକୁ ଫସେଇ ଗିରଫ କରିପାରେ। କିନ୍ତୁ ସଧ୍ୟ୍ୟା ସମୟରେ ସିବିଆଇ ନିଜେ ବମ୍ବେ ହାଇକୋର୍ଟ ଯାଇ ରିୟା ସହିତ ମୁମ୍ବାଇ ପୋଲିସର ସତ କହିଦେଇଥିଲେ। ଏବଂ ସିଧା କହିଥିଲେ କି ସିବିଆଇ ଏମିତି ରିୟାକୁ ଛାଡିବ ନାହିଁ । ସିବିଆଇ କୋର୍ଟରେ କହିଲେ କି ରିୟା ମିଛ କହୁଛନ୍ତି। ରିୟାଙ୍କର ସବୁ ଆରୋପ ମିଛ ଏବଂ କାଳ୍ପନିକ ଅଟେ ।

ସିବିଆଇ କୋର୍ଟ ରେ କହିଛନ୍ତି କି ରିୟାଙ୍କର ଏମିତି ସୁଶାନ୍ତଙ୍କ ଭଉଣୀଙ୍କ ଉପରେ ଆରୋପ ଲଗେଇବା ବିକ୍ରୁତ ମାନସିକତା ଅଟେ ଏବଂ କାନୁନ ଅନୁସାରେ ମଧ୍ୟ ଭୁଲ ଅଟେ। ଜୁନ ୨୦୨୦ ରେ ଯଦି ରିୟାଙ୍କୁ ସୁଶାନ୍ତଙ୍କ ଦେହ ଖରାପ ବିଷୟରେ ଜଣା ଥିଲା ତେବେ ତାଙ୍କୁ ତାଙ୍କ ଭଉଣୀ ମାନଙ୍କୁ ପ୍ରଥମେ ଜଣେଇ ବାର ଥିଲା। ଏତେ ଦିନ ପରେ ସୁଶାନ୍ତଙ୍କ ଭଉଣୀ ଉପରେ ଆରୋପ ଲଗାଇବା ଏକ ଚକ୍ରାନ୍ତ ବୋଲି ଜଣା ପଡୁଛି। ଏବଂ ଏଥିରେ କାନୁନର ମଧ୍ୟ ଖରାପ ବ୍ୟବହାର କରାଯାଇଛି। ସିବିଆଇ କୋର୍ଟ ରେ କହିଛନ୍ତି କି ରିୟା ଚକ୍ରବତୀ ସୁଶାନ୍ତଙ୍କ ଭଉଣୀ ଙ୍କ ବିରୋଧ ରେ ଚକ୍ରାନ୍ତ କରୁଛନ୍ତି। ବମ୍ବେ ହାଇକୋର୍ଟରେ ମଧ୍ୟ ସିବିଆଇ ବମ୍ବେ ପୋଲିସ ଉପରେ ପ୍ରଶ୍ନ କରିଥିଲେ। ସିବିଆଇ ହାଇକୋର୍ଟ ରେ କହିଲେ କି ସୁର୍ପିମ କୋର୍ଟର ଆଦେଶ ରେ ଆମେ ସୁଶାନ୍ତ ଙ୍କ କେସର ଜାଞ୍ଚ କରୁଛୁ। ଏବେ ଚାଲ ଚାଲିଛି ପୂରା ହୋଇ ନାହିଁ। ଏହି ସମୟ ରେ ଯଦି ରିୟା କୌଣସି ଆରୋପ ଲଗାଉ ଛନ୍ତି ତେବେ ଆମର ଆଶା ଅଛି କି ସେ କେସ କୁ ମୁମ୍ବାଇ ପୋଲିସ ସିବିଆଇ କୁ ମାନେ ଆମକୁ ଦିଅନ୍ତୁ ବୋଲି।

ସିବିଆଇ କହିଛନ୍ତି କି କେସ ର୍ଦଜ କରିବା ପୂର୍ବରୁ ଜାଞ୍ଚ କରିବା ଜରୁରୀ ଥିଲା କିନ୍ତୁ ମୁମ୍ବାଇ ପୋଲିସ କୌଣସି ଯାଞ୍ଚ କରି ନଥିଲା। ଏହା ମୁମ୍ବାଇ ପୋଲିସ ରିୟାଙ୍କ କଥାରେ କେସ ଦର୍ଜ କରିଥିଲେ ଯାହା କନୁନ ଅନୁସାରେ ଭୁଲ ଅଟେ। ଏଥିରେ ଜଣା ପଡୁଛି ଯେ ମୁମ୍ବାଇ ପୋଲିସ ରିୟା ଚକ୍ରବତୀ ଙ୍କୁ ସାହାର୍ଯ୍ୟ କରୁଛି। ଏବଂ ସିବିଆଇ ସଫା ସଫା କହିଥିଲେ କି କାନୁନ ର ର୍ଦୁ୍ବ୍ୟବାହର କରାଯାଉଛି। ବସ୍ତବରେ ରିୟା ଆରୋପ ଲଗେଇ ଥିଲେ କି ସୁଶାନ୍ତ ଙ୍କର ମୃତ୍ୟୁ ର ପାଞ୍ଚ ଦିନ ପୂର୍ବରୁ ସୁଶାନ୍ତଙ୍କ ଭଉଣୀ ସୁଶାନ୍ତଙ୍କୁ କିଛି ଔଷଧ ର ନାମ କହିଥିଲେ ଏହା ପରେ ସୁଶାନ୍ତଙ୍କର ଦେହ ଖରାପ ହୋଇଥିଲା । କିନ୍ତୁ ଏହି ସବୁ କଥା କୁ ସିବିଆଈ ମିଛ ପ୍ରମାଣିତ କରି ଏବଂ ରିୟା ଉପରେ ଓଲଟା ଆରୋପ ଲଗେଇଛନ୍ତି। ଏହାର ଅର୍ଥ ହେଉଛି କି ଭିତରେ ଭିତରେ ସିବିଆଇ କାମ କରୁଛି ଏବଂ ପ୍ରମାଣ ସଂଗ୍ରହ କରୁଛି। ସିବିଆଇ ରିୟା କୁ କୋର୍ଟ ମିଛ ବୋଲି କହିଛି କାରଣ ହେଇଥାଇ ପରେ ସିବିଆଇ ପାଖରେ ବହୁତ ବଡ ପ୍ରମାଣ ରହିଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *