ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନସଙ୍କୁ ନିରାସ ହେବାର କୌଣସି ବି ଆବଶ୍ୟକତା ନାହିଁ। କାରଣ ଯେଉଁ ଖବର ଆମେ ଆପଣଙ୍କୁ ଦେବାକୁ ଯାଉଛୁ ସେ ଆପଣଙ୍କ ମଧ୍ୟରେ ପୁଣି ଆଗ୍ରହ ଭରି ଦେବ। ଏହି ଖବର ସହିତ ଆମେ ଦାବି ମଧ୍ୟ କରୁଛୁ ଏବେ ସେ ଦିନ ଡେରି ନୁହେଁ ଯେତେବେଳେ ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ। ସୁଶାନ୍ତଙ୍କ ସବୁ ଦୋଷିଙ୍କୁ ଗୋଟି ଗୋଟି କରି ଦଣ୍ଡ ଦିଆଯିବ। ତେବେ CBI ସୁଶାନ୍ତଙ୍କ କେସ ରେ ଇନଭେଷ୍ଟିକେସନ କରୁଛି ଏବଂ NCB ମଧ୍ୟ CBI କୁ ପୁରା ସହଯୋଗ କରୁଛି। NCB ଏବଂCBI ଦୁଇ ଜଣ ମିଶି ଗୋଟିଏ କେସ ର ତଦ୍ଦନ୍ତ କରୁଛନ୍ତି। ଏବେ NCB ର ଲକ୍ଷ ରେ ଏକ ବଡ ଫିଲ୍ମ ମେକର ପଡିଛି। ଯିଏ ସୁଶାନ୍ତ ଙ୍କ ସହିତ କେତେଥର ମିଶିଥିଲା। ସେ ସୁଶାନ୍ତ ଙ୍କ ସହ ହୋଟେଲ ରେ ମଧ୍ୟ ରହିଥିଲା। NCB ସହି ହୋଟେଲ ର CCTV ରେକଡିଙ୍ଗ ରେ ଫିଲ୍ମ ମେକର କୁ ଏକ୍ସପୋଜ କରି ଦେଇଥିଲା। ଏବଂ ଜଲଦି ସେହି ଫିଲ୍ମ ମେକର କୁ ପୋଲିସ ଆରେଷ୍ଟ କରି ପାରେ। ତ କଣ ହେଉଛି ପୁରା ଘଟଣା ଏବଂ କିଏ ଏହି ଫିଲ୍ମ ମେକର ଆପଣଙ୍କୁ ଆମେ କହିବୁ।
ଆପଣଙ୍କର ମନେ ଥିବ ଯେ ଗତ ବର୍ଷ ସୁଶାନ୍ତ ୟୁରୋପ ଟିପ ରେ ଯାଇଥିଲେ ତାଙ୍କ ସହ ରିୟା ଚକ୍ରବତୀ ଏବଂ ତା ଭାଇ ସୋଭିତ ଚକ୍ରବତୀ ମଧ୍ୟ ଯାଇଥିଲେ। କିନ୍ତୁ ସୁଶାନ୍ତ ସେହି ଟ୍ରିପ କୁ ଅଧାରୁ ଛାଡି ଆସିଥିଲେ। ଏ ପର୍ଯ୍ୟନ୍ତ ରିୟା ସମସ୍ତଙ୍କୁ ମିଛ କହିଥିଲେ କି ୟୁରୋପରେ ସୁଶାନ୍ତଙ୍କର ହଠାତ ଦେହ ଖରାପ ହୋଇଯାଇଥିଲା । କିନ୍ତୁ ଏବେ ସତ ସାମ୍ମନା କୁ ଆସି ସାରିଛି। ବାସ୍ତବରେ ୟୁରୋପ ଟ୍ରିପକୁ ଅଧାରେ ଛାଡି ରିୟା ଚକ୍ରବତୀ ସୁଶାନ୍ତଙ୍କୁ ମୁମ୍ବାଇର ଏକ ରିସୋଟକୁ ନେଇ ଯାଇଥିଲେ। ମୁମ୍ବାଇ ର ଅନ୍ଧେରୀ ଓ୍ବାଟର ଷ୍ଟାେର ନାମକ ରିସଟ ରେ କେତେ ଦିନ ପର୍ଯ୍ୟନ୍ତ ସଠି ରହିଥିଲେ। ଏବଂ ସେହିଠି ସୁଶାନ୍ତ ଙ୍କୁ ମାରି ବାର ପ୍ଲାନିଙ୍ଗ କରାଯାଇ ଥିଲା। ଗୋଟିଏ ବଡ ଫିଲ୍ମ ମେକର ଏହି ପ୍ଲାନିଙ୍ଗ ରେ ପୁରା ସାମିଲ ଥିଲେ। ଏବେ NCB ର ଏକ ଟିମ ଅନ୍ଧେରୀ ଓ୍ବାଟର ଷ୍ଟୋର ରିସୋଟ ରେ ପହଁଚିଛି।
ଏବେ ଆଠ ମାସ ର CCTV ଫୁଟେଜ କୁ NCB ନିଜର କବଜା ରେ ନେଇଛି । NCB ସେଠାର ଜାଞ୍ଚ ଅନୁସାରେ ନଭେମ୍ବର ୨୦୨୯ ରୁ ଜୁନ ୨୦୨୦ ପର୍ଯ୍ୟନ୍ତ ର ଫୁଟେଜ କୁ ନିଜ କବଜାରେ ନେଇଛି। ଏହା ବ୍ୟତିତ ସୁଶାନ୍ତ ସେଠି କେତେ ଦିନ ରହିଥିଲେ ତାର ମଧ୍ୟ ଡେଟା ମଧ୍ୟ NCB ତାର କବଜା ନେଇଗଲା। ଏହା ବ୍ୟତିତ ଯେତେବେଳେ ସୁଶାନ୍ତ ହୋଟେଲ ରେ ଥିଲେ ସେତେବେଳେ କିଏ କିଏ ସବୁ ହୋଟେଲ ଆସିଥିଲେ,କିଏ କିଏ ସବୁ ସୁଶାନ୍ତ ସହ ମିଳିଥିଲେ ଏବଂ କିଏ କେତେ ସମୟ ସୁଶାନ୍ତଙ୍କ ରୁମରେ ରହିଲା। ଏ ସବୁ NCB ନିଜର କଭଜା ରେ ନେଇଯାଇଛି। NCBର ବହୁତ ଚେଷ୍ଟା ପରେ CCTVର ଏକ ବହୁତ ବଡ ଫିଲ୍ମ ମେକର କୁୁ ଦେଖିବାକୁ ମିଶିଛି। ସେହି ଫିଲ୍ମ ମେକର ନାମ ବାର ବାର ନିଆଯାଉଛି। ସେହି ଫୁଟେଜ ରେ ସଫା ଦିଶୁଛି ଯେ ସେହି ଫିଲ୍ମ ମେକର ନା ସୁଶାନ୍ତ ଙ୍କ ଦେଖା କରିଥିଲା ବଂର ତାଙ୍କ ସହ ସେହି ହୋଟେଲ ରେ ସେ ତାଙ୍କ ସହ ରହିଥିଲା। NCB ର ସୁତ୍ର ଅନୁସାରେ ରିସୋଟ ରେ ରହିବା ଦ୍ବାରା ସହି ଫିଲ୍ମ ମେକର କେବେ କେବେ ତାଙ୍କୁ ଦେଖା କରିବାକୁ ଆସୁଥିଲା। NCB କୁ ଲାଗୁଛି କି ସୁଶାନ୍ତଙ୍କର ରହସ୍ୟ ମୟ ମୃତ୍ୟୁ ଏବଂ ଡ୍ରଗସ ମାମଲା କେଉଁଠି ନା କେଉଁଠି ଏହାର ସମନ୍ଧ ଅଛି। NCB କୁ ଲାଗୁଛି କି ଏହି ହୋଟେଲ ରେ ସୁଶାନ୍ତଙ୍କ ବିରୋଧ ରେ ପ୍ଲାନିଙ୍ଗ ହୋଇଥିଲା। NCB ବହୁତ ଜଲଦି ଫିଲ୍ମ ମେକର ସହିତ କେତେକ ଲୋକଙ୍କୁ ପଚରା ଉଚରା କରିପାରେ। ହେଇପାରେ ସୁଶାନ୍ତଙ୍କ କେସ ରେ କୌଣସି ବଡ ଗିରଫତାରୀ ।
ଏବେ ଏହି ଫିଲ୍ମ ମେକର କଏ। ଏହାର ଖବର NCB ଜଲଦି ପତା ଲଗେଇବ। ଏହି ଫିଲ୍ମ ମେକର ମଧ୍ୟମରେ ସୁଶାନ୍ତ ଙ୍କ ମୃତ୍ୟୁ ବିଷୟରେ ଜଣା ପଡିବ। ଏହା ପୂର୍ବରୁ NCB ସୁଶାନ୍ତଙ୍କ ନିକଟବର୍ତ୍ତୀ ଟିଭି ଆକ୍ଟର କୁ ଗିରଫ କରିଥିଲା । SSR ଙ୍କ ମୃତ୍ୟୁ ପରେ ସାମ୍ମନା କୁ ଆସିଲା ଡ୍ରଗସର ମାମଲା ଏହା ଉପରେ NCB ର ତଦ୍ଦନ୍ତ ଜାରି ରହିଛି। ଏହି ମାମଲା ରେ ୨୪ ରୁ ଅଧିକ ଲୋକମାନଙ୍କୁ ଗିରଫ କରାଯାଇଛି। NCB ଅର୍ଜୁନ ରାମପାଲ ଙ୍କ ପ୍ରେମିକାର ଭାଇ ଅଗେସି ଲୋୟାସ କୁ ଗିରଫ କରିଥିଲା। ଅଗେସି ଲୋୟାସ ବହୁତ ବଡ ବଡ ଫିଲ୍ମ ଆକ୍ଟରଙ୍କ ନାମ କହିଛନ୍ତି। ଏବଂ କେତେକ ଟିଭି ଆକ୍ଟର କୁ ଗିରଫ କରାଯାଇଛି। ବାସ୍ତବରେ ସେହି ଟିଭି ଅାକ୍ଟର ମାନେ କିଏ ଜଣା ପଡିନାହିଁ।
ସୁଶାନ୍ତ ଙ୍କ ମୃତ୍ୟୁ ମାମଲା କୁ ନେଇ ଡ୍ରଗସ ମାମଲାର ଖବର ମିଳିଛି। ଏହା ଉପରେ NCB ର ଲଗାତାର କାମ ଚାଲିଛି। NCB ବଲିଉଡ୍ ରେ ଡ୍ରଗସ ସପଲାୟ କରୁଥିବା ଗାଙ୍ଗର ସନ୍ଧାନ କରୁଛି। NCB ଏବେ ମୁମ୍ବାଇରେ ଏକ ଡ୍ରଗସ ସପଲାୟ ଗାଙ୍ଗର ସନ୍ଧାନ କରିଛି। ଏଥିରେ ଟିଭି ଆକ୍ଟ୍ରେସ ମଧ୍ୟ ସାମିଲ ଥିଲେ। ସବୁଠାରୁ ବଡ ଖବର କି ଏକ ଟିଭି ଆକ୍ଟ୍ରେସ କୁ ପ୍ରମାଣ ସହ NCB ଧରିନେଇଛି। ଏହି ଆକ୍ଟର ଡ୍ରଗସ କିଣୁ ଥିବା ବେଳେ ଧରା ପଡିଥିଲା। NCB ତାକୁ କୋଟକୁ ନେବା ପରେ ଗିରଫ କରିଛି। ସୁଶାନ୍ତ ସିଂହ ରାଜପୁତ ଫିଲ୍ମ ପୂର୍ବରୁ ଟିଭି ସିରିଏଲ ପବିତ୍ର ରିସ୍ତା ରେ କାମ କରୁଥିଲେ। ଯେଉଁଥିରେ ତାଙ୍କ ଅପୋଜିଟ ରେ ଅଙ୍କିତା ଲୌଖଣ୍ଡି ଥିଲେ। ସୁଶାନ୍ତ ଙ୍କର ଟିଭି ଷ୍ଟାର ସହିତ ଭଲ ସଂମ୍ପର୍କ ଥିଲା। ଏବେ ସାମ୍ମନାକୁ ଆସିଛି କି ଯେଉଁ ଟିଭି ଆକ୍ଟର NCB ର ହାତରେ ଲାଗିଛି ସେମାନେ ମଧ୍ୟ ସୁଶାନ୍ତ ସହ କାମ କରି ସାରିଛନ୍ତି। ବର୍ତ୍ତମାନ NCB ଏମାନଙ୍କର ନାମ ଖୋଲିବା ପାଇଁ ମନା କରି ଦେଇଛନ୍ତି। NCB ଏତିକି କିହିଛି କି ଯେଉଁ ଟିଭି ଆକ୍ଟର ଗିରଫ ହୋଇଛି ତା ନାମ ଫାଷ୍ଟ ଲେଟର A ବୋଲି କହିଛି। ଏବଂ ସେ ମୁମ୍ବାଇରେ ରୁହନ୍ତି । ଏହି ଟିଭି ଆକ୍ଟରଙ୍କର ସୁଶାନ୍ତଙ୍କ ସହ ଭଲ ସମ୍ପର୍କ ଥିଲା।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।