ଦୁଇ ଦିନର ଶିଶୁକୁ ମାଟିରେ ପୋତୁ ଥିଲା ଜଣେ ବ୍ୟକ୍ତି। ଲୋକମାନେ ଏପରି ବଞ୍ଚେଇଲେ ଜୀବନ।

ଯେତେବେଳେ କାହାର ଘରେ ଶିଶୁ ଜନ୍ମ ନିଏ ସେତେବେଳେ ସାରା ପରିବାର ରେ ଖୁସି ର ମାହୋଲ ହୋଇଥାଏ। ମା ବାପା ନିଜର ଛୋଟ କୁଣିଆ ର ବହୁତ ଧ୍ୟାନ ରଖନ୍ତି। ତାକୁ ଟିକେ ବି କଷ୍ଟ ଆସିବାକୁ ଦିଅନ୍ତି ନାହିଁ। କିନ୍ତୁ ମହାରାଷ୍ଟ୍ର ପୁନେ ରେ ଏକ ଏମିତି ସମସ୍ୟା ସାମ୍ମନା କୁ ଆସିଛି ଯାହା ମନୁଷ୍ୟତ ର ନାମ ମାଟିରେ ମିଶେଇ ଦେଲା। ଏଠାରେ ଏକ ବ୍ୟକ୍ତି ଏକ ନବଜାତ ଶିଶୁ କୁ ଜୀଅନ୍ତା ମାଟିରେ ପୋତି ବାର ଦେଖିବାକୁ ମିଳିଥିଲା।

ବାସ୍ତବରେ ହୃଦୟ ଥରେଇ ଦେଲା ପରି ଏହି ଘଟଣା ପୁନେ ର ଅଂବୋଡି ଗାଁ ରେ ଗୁରୁବାର କୁ ଦେଖିବାକୁ ମିଳିଥିଲା। ଏଠାରେ ଜଣେ ବ୍ୟକ୍ତି ଦୁଇ ଦିନ ର ନବଜାତ ଶିଶୁ କୁ ମାଟି ରେ ଗାତ କରି ଜୀଅନ୍ତା ପୋତୁଥିଲା। ଯେତେବେଳେ ସେ ଶିଶୁ ଟିକୁ ଗାଡରେ ପୁରାଈ ତା ଉପରେ ମାଟି ପକେଇଲା ଶିଶୁ ଟି କାନ୍ଦିବାକୁ ଲାଗିଲା। ପିଲା ର କାନ୍ଦ  ଶୁଣି ଆଖ ପାଖ ଲୋକ ଆସି ଗଲେ। ଲୋକମାନଙ୍କୁ ତା ଆଡକୁ ଆସୁଥିବାର ଦେଖି ସେହି ବ୍ୟକ୍ତି ଦୌଡି ପଳେଇଲା।

ପିଲା କୁ ଏ ପରି ଅବସ୍ଥା ରେ ଦେଖି ଗାଁ ଲୋକ ଡରି ଗଲେ। ସେମାନେ ସାଙ୍ଗେ ସାଙ୍ଗେ ତାକୁ ଗାଡରୁ ବାହର କଲେ। ଏହା ପରେ ଲୋକାଲ ପୋଲିସ କୁ ଖବର ଦିଆଗଲା। ଶେଷ ରେ ଶିଶୁ ଟିକୁ ସ୍ଥାନିୟ ଲୋକ ପୋଲିସ ର ସାହାର୍ଯ୍ୟ ରେ ସରକାରୀ ହସ୍ପିଟାଲ କୁ ନେଇଗଲେ। ଏହି ପୁରା ଘଟଣାର ଜାଞ୍ଚ କରୁଥିବା ହାସବଡ ର ପୋଲିସ ଷ୍ଟେସନ ର ଇନସ୍ପେକ୍ଟର ଡିଏସ ହାକେ କହିଛନ୍ତି କି ଏବେ ପୋଲିସ ଅପରାଧୀ କୁ ଖୋଜୁଛି।

ବାସ୍ତବରେ ସେଠି କିଛି ସିସି କ୍ୟାମେରା ଲାଗିଥିଲା ଯାହାର ଫୁଟେଜ ପୋଲିସ ନେଇଯାଇଛି। ଏହା ସହିତ ସେହି ଅଜଣା ଆରୋପୀ ନାମ ରେ କେସ ର୍ଦଜ କରାଯାଇଛି। ବର୍ତ୍ତମାନ ଏହି ପିଲା କାହାର ଜଣା ପଡି ନାହିଁ। ଗାଁ ରେ ଯିଏ ବି ଏ ବିଷୟରେ ଶୁଣିଲା ସେ ଚକିତ ହୋଇଗଲେ। ଶେଷରେ ସେ କେମିତିକା ଶୈତାନ ଥିଲା ଯେ ଦୁଇ ଦିନ ର ଶିଶୁ ଜୀଅନ୍ତା ପୋତି ଦେବାକୁ ଚାହୁଁଥିଲା।

ଏମିତି ଦେଖିବାକୁ ଗଲେ ଏ ପ୍ରକାର ଘଟଣା ନୂଆ ନୁହେଁ। ଏହା ପୂର୍ବରୁ ବୁଧବାର କୁ ପୁନେ ର ଘଟଣା ଏହା ସହିତ ମିଶୁଛି। ଯେଉଁଠାରେ ବାଖଡା ଇଲାକା ରେ ଏକ ମଣ୍ଡପ ପାଖ ଲିଟର ଗଦା ରେ ଗୋଟିଏ ଦିନ ର ଶିଶୁ କୁ ଛାଡିଯାଇ ଥିଲା । ଏହାପରେ ଲୋକମାନେ ସେହି ନବଜାତ ଶିଶୁ କୁୁ ହସ୍ପିଟାଲ ରେ ଆଡମିଟ କରିଥିଲେ।

ଏହି ପରି ଘଟଣା ଯେତେବେଳେ ସାମ୍ମନା କୁ ଅସେ ବହୁତ ଦୁଃଖ ଲାଗେ। ଆଜିକା ଦିନରେ ଲୋକମାନେ ଶିଶୁ ଙ୍କୁ ଏ ପରି ଛାଡି ପଳଉ ଛନ୍ତି। ଏହା ବହୁତ ଲଜ୍ଜ୍ୟା ର କଥା। ଯଦି ଆପଣଙ୍କୁ ଏହି ପରି କୌଣସି ଘଟଣା ବିଷୟରେ ଜଣା ପଡେ ତେବେ ତୁରନ୍ତ ସେହି ପିଲା କୁ ସାହାର୍ଯ୍ୟ କର। ଆପଣଙ୍କ ଏହି ଚେଷ୍ଟା ରେ ଏକ ନିରିହ ଶିଶୁ ର ଜୀବନ ବଞ୍ଚି ଯିବ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *