କଥା ରେ ଅଛି କି ଯେବେ ଅସୁବିଧା ଆସେ ତ ସାଙ୍ଗରେ ଖରାପ ସମୟ ଆସିଥାଏ। ଏମିତି ଏକ କାହାଣୀ ଘଟିଥିଲା ବ୍ରାଜିଲ ରେ ରହୁଥିବା ଏକ ମାଛ ଧରାଳି ସହିତ।ଯାହା ତାଙ୍କ ସହିତ ହୋଇଥିଲା ଯଦି ଆଉ କାହା ସହ ହୋଇଥାନ୍ତା ତାକୁ ହାର୍ଟ ଆଟାକ୍ ହୋଇଯାଇ ଥାନ୍ତା।ସେ ନଦୀ କୁ ମାଛ ଧରିବା ପାଇଁ କଣ୍ଟା ପକେଇଥିଲା।କିନ୍ତୁ ସେ କଣ ଜାଣିଥିଲା ତା ସହ ଏମିତି ସବୁ ଘଟିବ।ଯାହା ଘଟିଥିଲା ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।
ଧରିବାକୁ ଚାହୁଁଥିଲା ମାଛ, କଣ୍ଟା ରେ ଫସିଲା କୁମ୍ଭୀର:
ବ୍ରାଜିଲ ର ଗୋଟେ ନଦୀ ରେ ମାଛ ଧରିବା ପାଇଁ ଧରାଳି କଣ୍ଟା ପକେଇଥଲା।ବହୁତ ସମୟ ଅପେକ୍ଷା କରିବା ପରେ ତା କଣ୍ଟା ରେ କିଛି ଫସିଥିଲା । ସେ ବହୁତ ଖୁସି ହୋଇଗଲା। କିନ୍ତୁ ତାଙ୍କୁ କଣ୍ଟା କାଢ଼ିବାକୁ ବହୁତ କଷ୍ଟ ହୋଇଥିଲା। ସେ ବହୁତ ଭାରି ଥିଲା।ସେ ଯେବେ ବହୁତ କଷ୍ଟ ରେ କଣ୍ଟା କୁ ଉପରକୁ ଆଣିଥିଲା ତ ଦେଖିଲା ତା କଣ୍ଟା ରେ ମାଛ ନୁହେଁ କୁମ୍ଭୀର ପଡିଛି।ଏବେ କାହାଣୀ ଶେଷ ହୋଇନି।
କୁମ୍ଭୀର କୁ ଟାଣିଲେ ତ ବାହାରିଲା ଆନାକୋଣ୍ଡା:
କଣ୍ଟା ରେ କୁମ୍ଭୀର କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲା । ପ୍ରଥମେ ତ ସେ ବହୁତ ଡରି ଯାଇଥିଲା। କିନ୍ତୁ ପରେ ସେ କୁମ୍ଭୀର କୁ ବାହାର କୁ ଟାଣିବା ଆରମ୍ଭ କରି ଦେଇଥିଲା। ସେ ଦେଖିବାକୁ ଚାହୁଁଥିଲା କି କୁମ୍ଭୀର ଟି କେତେ ବଡ଼ ଅଟେ। ସେ ଲୋକ କହିବା ମୁତାବକ କଣ୍ଟା ବହୁତ ଭାରି ଥିଲା। ଏମିତିରେ ସେ ତାର ଆକାର ଦେଖିବାକୁ ଚାହୁଁଥିଲା। ଯେତେବେଳେ ସେ ଅଧା କୁମ୍ଭୀର କୁ ବାହାର କଲା ତ ସାମ୍ନା କୁ ଆସିଲା ଅସଲ ବିଷୟ। କୁମ୍ଭୀର ଅଣ୍ଟା ରେ ଗୋଟେ ବଡ଼ ଆନାକୋଣ୍ଡା ଝୁଲୁଥିଲା।
ଆନାକୋଣ୍ଡା କୁମ୍ଭୀର କୁ ତାର ଖାଦ୍ୟ ବନାଉଥିଲା:
ଯେବେ ମାଛ ଧରାଳି କଣ୍ଟା କୁ ନଦୀ ରେ ପକେଇ ଥିଲା ତ କୁମ୍ଭୀର ଅଣ୍ଟା ଟି ଗିଳି ଦେଇଥିଲା। ତା ପରେ ସେ ତାକୁ ବାହାରକୁ ଆଣିଥିଲା। ଏହି ଘଟଣା ଦେଖିଲା ପରେ ଲୋକଟି ବହୁତ ଡରି ଯାଇଥିଲା। ତା ପରେ ସେ ଏହାର ଭିଡିଓ ବନେଇଥିଲା। ଯାହା ଅତି ଶୀଘ୍ର ଭାଇରାଲ ହୋଇଯାଇଥିଲା।ଲୋକମାନେ ଏହାକୁ ଅସୁବିଧା ର ପାହାଡ଼ ବୋଲି କହିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।