ନୂଆ ମାସ ଆରମ୍ଭ ହେବାକୁ ଯାଉଛି। ଏହି ନୂଆ ମାସ ମାନେ ନଭେମ୍ବର ରେ କିଛି ନୂଆ ପରିବର୍ତ୍ତନ ହେବାକୁ ଯାଉଛି। ଏଥିରୁ କିଛି ପରିବର୍ତ୍ତନ LPG ସିଲିଣ୍ଡର ରେ ଜଡ଼ିତ ମଧ୍ୟ। ଆସନ୍ତୁ ଏହି ବିଷୟରେ ଜାଣିବା।
ଦେଶ ରେ ବହୁତ ବଡ଼ ବର୍ଗ ଇଣ୍ଡେନ ର ଗ୍ୟାସ ସିଲିଣ୍ଡର ବ୍ୟବହାର କରାଯାଇଥାଏ। ଯଦି ଆପଣ ଇଣ୍ଡେନ ର ଗ୍ରାହକ ତ ଆପଣ ନୂଆ ମୋବାଇଲ ନମ୍ବର ବୁକିଙ୍ଗ କରିବାକୁ ପଡ଼ିବ।ଏବେ ଗ୍ରାହକ ଙ୍କୁ LPG ସିଲିଣ୍ଡର ବୁକ କରିବା ପାଇଁ ୭୭୧୮୯୫୫୫୫୫ ରେ କଲ କିମ୍ବା ଏସ ଏମ ଏସ ପଠେଇବାକୁ ପଡ଼ିବ।
୧ ନଭେମ୍ବର ରୁ LPG ଗ୍ୟାସ ସିଲିଣ୍ଡର ର ହୋମ୍ ଡେଲିଭରି ର ରୂପ ମଧ୍ୟ ବଦଳି ଯିବ।ପ୍ରକୃତରେ ଗ୍ୟାସ ବୁକିଙ୍ଗ ପରେ ମୋବାଇଲ ନମ୍ବର ରେ ଏକ OTP ଦିଆଯିବ।ଯେବେ ଡେଲିଭରି ବାଳକ ଘରେ ପହଞ୍ଚିବ ତ ଆପଣଙ୍କୁ ତାକୁ OTP ନମ୍ବର ଦେବାକୁ ପଡ଼ିବ।ଏହା ପରେ ହିଁ ଗ୍ରାହକ କୁ ସିଲିଣ୍ଡର ମିଳିପାରିବ।
ସରକାରୀ ତେଲ କମ୍ପାନୀ ମୁତାବକ ୧ ନଭେମ୍ବର ରୁ ଦେଶର ଶହେ ସ୍ମାର୍ଟ ସିଟି ରେ ଗ୍ୟାସ୍ ଡେଲିଭରି ପାଇଁ OTP ଅନିବାର୍ଯ୍ୟ ହୋଇଯିବ।ସରକାର ଙ୍କ ଲକ୍ଷ୍ୟ କି ଏହି ଗ୍ୟାସ ସିଲିଣ୍ଡର ଉଚିତ ଉପଭୋକ୍ତା ଙ୍କ ପାଖକୁ ପହଞ୍ଚୁ।ଏହାକୁ ସୁନିଶ୍ଚିତ କରିବା ପାଇଁ ହିଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି।
୧ ନଭେମ୍ବର କୁ LPG ଗ୍ୟାସ ର ନୂଆ ମୂଲ୍ୟ ଜାରି କରାଯିବ।ଅକ୍ଟୋବର ମାସରେ LPG ଗ୍ୟାସ ସିଲଣ୍ଡର ର ମୂଲ୍ୟ ରେ କୌଣସି ପରିବର୍ତ୍ତନ ହୋଇ ନଥିଲା।ଦେଶ ର ସରକାରୀ ତେଲ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ LPG ସିଲିଣ୍ଡର ର ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।