ପାକିସ୍ଥାନ ର ଜଣେ ସାଂସଦ ବୁଧବାର ରାତିରେ ଦାବି କରିଥିଲେ କି ପାକିସ୍ଥାନର ସରକାର ନିଜ ଦେଶ ଉପରେ ହବାକୁ ଥିବା ଭାରତ ଆକ୍ରମଣର ଭୟରେ ଭୟଭୀତ ହୋଇ ୱିଂଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିଥିଲେ, ସାଂସଦ ଏହି ପାକିସ୍ତାନୀ ସଂସନ୍ଦ ଉପରେ ଦାବି କଲେ । ଗତବର୍ଷ ଫେବୃୟାରୀ ରେ ପାକିସ୍ତାନୀ ଏୟାର ଫୋର୍ସ ଉପରେ ପ୍ରତିବାଦ କାର୍ଯ୍ୟ ସମୟରେ ଅଭିନନ୍ଦନଙ୍କ ବିମାନ ପାକିସ୍ଥାନର ସୀମା ନିକଟ ରେ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଏହାପରେ ପାକିସ୍ତାନୀ ସୈନ୍ୟମାନେ ତାଙ୍କୁ ନିଜ କଷ୍ଟୋଡ଼ିକୁ ନେଇଯାଇଥିଲେ।
ସଂସଦ ପରିସରରେ ପାକିସ୍ତାନ ମୁସଲିମ- ଲିଗ- ଏନ ନେତା ଆୟାଜ ସାଦିକ ଖୁଲାସା କରିଛନ୍ତି କି ବିଦେଶମନ୍ତ୍ରିସାହ ମହାମୁଦ କୁରେସ ଏ ମିଟିଂରେ କହିଲେ କି ଯଦି ଆମେ ଉଇଙ୍ଗ କମାଣ୍ଡର କୁ ନଛାଡିବା ତାହେଲେ ଭାରତ ରାତି ୯ ଟା ସୁଦ୍ଧା ଆମ ଉପରେ ଆକ୍ରମଣ କରିବ | ପାକିସ୍ତାନର ଦୁନିଆ ନିୟୁଜ ସାଂସଦ ସାଦିକଙ୍କ ହଵାଲେ ରେ ଏହି ଖବର ଦେଇଛନ୍ତି |
"India is going attack Pakistan at 9pm if we don't release Abhinandan," foreign minister Qureshi told the opposition leaders.
So was it 9pm PST or IST? 🤔 pic.twitter.com/8f1tkLkypK
— Naila Inayat (@nailainayat) October 28, 2020
ଥରୁଥିଲେ ଆର୍ମି ଚିଫ:
ଆୟାଜ ସାଦିକ କହିଲେ କି, ବିଦେଶମନ୍ତ୍ରି, ସେନାମୁଖ୍ୟ ଜେନେରାଲ କମର ଜାବେଦ ବାଜବା ସମେତ ଅନ୍ୟ ନେତାମାନଙ୍କ ଦ୍ୱାରା ଆୟଜିତ ବୈଠକ କରିଥିଲେ ସାଦିକ କହିଲେ ମୋର ମନେଅଛି ମିଟିଂ ସମୟରେ ଆର୍ମି ଚିଫ କକ୍ଷକୁ ଆସିଲେ ସେହି ସମୟରେ ବାଜବା ଙ୍କ ଗୋଡ଼ ଭୟରେ ଥରୁଥିଲା ଓ ଝାଳ ମଧ୍ୟ ବାହାରୁଥିଲା।
ଭଗବାନଙ୍କ କୃପାରୁ ଛାଡିଦିଅ ଅଭିନନ୍ଦନଙ୍କୁ, ନହେଲେ ଭାରତ କରିବ ଆକ୍ରମଣ:
ସାଦିକଙ୍କ କହିବା ଅନୁସାରେ, ଇମ୍ରାନ ଖାନ ମିଟିଂରେ ଆସିବାକୁ ମନା କରିଦେଇଥିଲେ | ବିଦେଶ ମନ୍ତ୍ରୀ ବୈଠକରେ ଆର୍ମି ଚିଫକୁ କହିଥିଲେ , ଭଗବାନଙ୍କ କୃପାରୁ ଅଭିନନ୍ଦଙ୍କୁ ଯିବାକୁ ଦିଅ, ନହେଲେ ରାତି ୯ ଟା ସୁଦ୍ଧା ଭାରତ ଆକ୍ରମଣ କରିଦେବ | ସାଦିକ କହିଲେ,ଅଭିନ୍ଦନଙ୍କ ସମେତ ସମସ୍ତ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ସମର୍ଥନ କରିଥିଲେ।
ବାଲାକୋଟ ଆକ୍ରମଣ ପରେ ପାକିସ୍ତାନର ଅନୁପ୍ରବେଶ:
ପୁଲୱାମା ଆକ୍ରମଣ ପରେ ଭାରତ ଯେପରି ପାକିସ୍ତାନୀ ବାଲାକୋଟ ଆତଙ୍କବାଦ ଆଧାରକୁ ନଷ୍ଟ କରିଥିଲା ।ଏହାପରେ ପାକିସ୍ତାନ ବାୟୁସେନାର ଏ-୧୬ ବିମାନ ଭାରତ ସୀମାରେ ଦାଖଲ ହୋଇଥିଲା। ଏହି ସମୟରେ ମିଗ-୨୧ ଏୟାରକ୍ରାଫ୍ଟ କୁ ନେଇ ଆକାଶମାର୍ଗରୁ ଅଭିନନ୍ଦନ ପାକିସ୍ତାନ ର ଏଫ-୧୬ ବିମାନକୁ ପରାସ୍ତ କରି ତଳେ ପକାଇଥିଲେ ଏବଂ ତା ସହିତ ନିଜ ବିମାନ ମଧ୍ୟ ପାକିସ୍ଥାନର ସୀମାରେ ଆସି ପଡ଼ିଥିଲା, ଯେଉଁଥିପାଇଁ ତାଙ୍କୁ ବନ୍ଦୀ କରାଯାଇଥିଲା। କିନ୍ତୁ ଅନ୍ତରୀକ୍ଷ ଓ କୂଟନୀତିକ ଚାପ ଯୋଗୁଁ ପାକିସ୍ତାନ ବାଧ୍ୟହୋଇ ଅଭିନନ୍ଦନଙ୍କୁ ଖଲାସ କରିଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।