୨୧ ବର୍ଷ ରେ ଟିଭି ରୋଗ ହୋଇଥିବା ମହିଳା ସହିତ ବଳାତ୍କାର ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଗୁରୁଗ୍ରାମ ର ପୋର୍ଟିସ ହସ୍ପିଟାଲର ଅଟେ। ସେଠି ମହିଳା ସହିତ ହସ୍ପିଟାଲର କର୍ମଚାରୀ ସେହି ସମୟରେ ବଳା-ତ୍କାର କଲା,ଯେତେବେଳ ସେ ଆଇସିୟୁ ର ଭେଣ୍ଟିଲେଟରରେ ଅବଚେତନା ଅବସ୍ଥାରେ ଥିଲା।
ପୁଲିସ ଅନୁସାରେ, ରୋଗୀକୁ ମଙ୍ଗବାର ଦିନ ଯେତେବେଳେ ହୋଶ ଆସିଲା ସେତେବେଳେ ସେ ଏହି ପୁରା ଘଟଣା କୁ ନେଇ ନିଜ ବାପାକୁ କହିଲା। ଏହାପରେ ବାପା ପୁଲିସଙ୍କ ପାଖକୁ ଯାଇ ମାମଲା ଦର୍ଜ କଲେ।
ହସ୍ପିଟାଲରେ ଭର୍ତ୍ତି ଅଛି ପୀଡିତା:
ପୁଲିସ ଅନୁଯାୟୀ, ପରିବାର ଲୋକଙ୍କ କହିବା କଥା କି ଏହି ଘଟଣା ୨୧ ଅକ୍ଟୋବର ରୁ ୨୭ ଅକ୍ଟୋବର ଭିତରେ ହୋଇଛି। ପୀଡିତା ର ଏବେମଧ୍ୟ ହସ୍ପିଟାଲରେ ଚିକିତ୍ସା ଚାଲୁଛି। ପୁଲିସ କହିଲେ କି ପୀଡିତା ଙ୍କ ପରିବାର ମହେନ୍ଦ୍ରଗଡ ରେ ରହୁଛନ୍ତି ଓ ଶ୍ଵାସକ୍ରିୟା ଅଭିଯୋଗ ରେ ତାକୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ପୀଡିତାର ଟିଭିର ଚିକିତ୍ସା ଚାଲିଥିଲା ତାକୁ ଆଇସିୟୁରେ ରଖାଯାଇଥିଲା।
ଆପତି ଲେଖିକରି କହିଲା ପୀଡିତା:
ସହକାରୀ କମିଶନର ଆଫ ପୁଲିସ ଉଷା କୁଣ୍ଡୁ କହିଲେ କି ମଙ୍ଗଳବାର ଦିନ ପୀଡିତା ର ବାପା ଝିଅ କୁ ଦେଖା କରିବାକୁ ଯାଇଥିଲେ। ସେହି ସମୟରେ ପୀଡିତା ଲେଖିକରି ନିଜ ସହିତ ହୋଇଥିବା ବଳା-ତ୍କାର ଘଟଣା ବିଷୟରେ କହିଲା। ସେହି ହସ୍ପିଟାଲ ମଧ୍ୟ ଆଭ୍ୟନ୍ତରୀଣ ଯାଞ୍ଚ କରୁଛି। ପରିବାର ର ସଦସ୍ୟ ଙ୍କ ଅଭିଯୋଗ ରେ ମାମଲା ଦର୍ଜ କରାଯାଇଛି। ଅଭିଯୁକ୍ତ କୁ ଚିହ୍ନା ଯାଇ ସାରିଛି, କିନ୍ତୁ ଏ ପର୍ଯ୍ୟନ୍ତ ତାକୁ ଗିରଫ କରାଯାଇନାହିଁ।
ଉଷା କୁଣ୍ଡୁ କହିଲେ କି ପୀଡିତା ବାପା ଙ୍କୁ ଅଭିଯୁକ୍ତ ର ନାମ ବିକାଶ କହିଛି। ଏହାପରେ ତାକୁ ଚିହ୍ନି ପାରିଲେ। ସେଠି ପୁଲିସ ସିସିଟିଭି କୁ ମଧ୍ୟ ନିଜ ଅଧିନକୁ ନେଇ ଯାଇଛି। ଏହାଛଡ଼ା କର୍ମଚାରୀ କୁ ମଧ୍ୟ ପଚରା ଉଚରା କରାଯାଉଛି। ରେ ଜଣା ପଡ଼ିଲା କି ଅଭିଯୁକ୍ତ ଜଣକ ବାହାର କର୍ମଚାରୀ ଅଟେ। ସେଠି ମହିଳା ର ଅବସ୍ଥା ଠିକ ନାହିଁ, ତାକୁ ଏବେମଧ୍ୟ ରେ ରଖା ଯାଇଛି, ସେଥିପାଇଁ ତାର ବୟାନ ନିଆଯାଇ ପାରିଲା ନାହିଁ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।