ସୁଶାନ୍ତ ଙ୍କ ମାମଲାରେ ଅଭିଷେକ କପୂର ଙ୍କ ସବୁଠାରୁ ବଡ଼ ଖୁଲାସା, ଗ୍ୟାଙ୍ଗବାଜ ଙ୍କ ଚାପରେ କରିପାରିଲେ ନାହିଁ ତୃତୀୟ ଫିଲ୍ମ

ସୁଶାନ୍ତ ସିଂ ରାଜପୁତ କେତେ ଭଲ ଅଭିନେତା ଥିଲେ ଏହା କାହାକୁ କହିବା ଦରକାର ନାହିଁ। ସୁଶାନ୍ତ “କାଇ ପୋଛେ”,  “ଏମଏସ ଧୋନି”, “ରାବତା ସବେତ”, “ଛି ଛୋରେ”, ଓ ଡିଜେଟିଭ ବ୍ୟୁମ ରେ ନିଜ ଅଭିନୟ କଲେ। ଟିଭି ଜଗତ କୁ ଛାଡ଼ିବା ପରେ ସୁଶାନ୍ତ ଫିଲ୍ମ ପାଇଁ ବହୁତ ଚେଷ୍ଟା କରିଥିଲେ।ନିଜେ ଅଙ୍କିତା ଲୋଖଣ୍ଡ ଏକ ନ୍ୟୁଜ ଚ୍ୟାନେଲ ରେ କହି ସାରିଛନ୍ତି କି ସୁଶାନ୍ତ”କାଇପୋଛେ”ପୂର୍ବରୁ ଦୁଇ ବର୍ଷ ଯାଏ ଅପେକ୍ଷା କରିଥିଲେ ଓ ଯେମିତି”କାଇପୋଚ୍ଛେ”ତାଙ୍କ ହାତକୁ ଆସିଲା ତ ତାଙ୍କର ଅଭିନୟ ଦେଖି ପୁରା ବଲିଉଡ ହଲିଗଲା।

ଅଭିଷେକ କପୂର ଲଞ୍ଚ କରି ବଲିଉଡ ରୁ ସୁଶାନ୍ତ ଙ୍କୁ ମଲ୍ଟି ଟ୍ୟାଲେଣ୍ଟେଡ ଅଭିନେତା ଦେଲେ। କିନ୍ତୁ ଅଭିଷେକ କପୂର ଙ୍କୁ ଜଣା ନଥିଲା କି ସୁଶାନ୍ତ ବଲିଉଡ ଗ୍ୟାଙ୍ଗବାଜ ର ଟାର୍ଗେଟ୍ ହୋଇଯିବେ ବୋଲି। ଅଭିଷେକ କପୂର ସୁଶାନ୍ତ ଙ୍କ ସହ”କାଇପୋଚ୍ଛେ” ପରେ “କେଦାରନାଥ” ଫିଲ୍ମ ମଧ୍ୟ କଲେ। “କେଦାରନାଥ” ଫିଲ୍ମ ସୁଶାନ୍ତ ଙ୍କ ଅଭିନୟ ବହୁତ ସୁନ୍ଦର ଥିଲା। କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି ଅଭିଷେକ କପୂର ସୁଶାନ୍ତ ଙ୍କ ସହ ନିଜର ତୃତୀୟ ଫିଲ୍ମ ମଧ୍ୟ କରିବାକୁ ଯାଉଥିଲେ। କିନ୍ତୁ ବଲିଉଡ ଗ୍ୟାଙ୍ଗବାଜ ଙ୍କ ଚାପରେ ଅଭିଷେକ କପୂର ଙ୍କ ର ଏହି ସ୍ବପ୍ନ ସ୍ବପ୍ନ ହୋଇ ରହିଗଲା ଓ ଏବେ ନିଜେ ଅଭିଷେକ କପୂର ପ୍ରଥମଥର ସୁଶାନ୍ତ ଉପରେ କଥା ରଖିଛନ୍ତି ଓ କହିଛନ୍ତି କି ସେ ସୁଶାନ୍ତ ଙ୍କ ସହିତ ତୃତୀୟ ଫିଲ୍ମ କରିବାକୁ କେଉଁ ଚାପ ଦେଇ ଗତି କରୁଥିଲେ।

ଆସନ୍ତୁ ଜାଣିବା କଣ କହିଲେ ଅଭିଷେକ କପୂର ଓ କାହାର କାହାର ନେଲେ ନାମ ? ଆପଣଙ୍କୁ ଜଣା ଥିବ କି ଅଭିଷେକ କପୂର ଙ୍କ ନୂଆ ଫିଲ୍ମ ଆସୁଛି “ଚଣ୍ଡିଗଡ଼ ର ରିଆଶିକ୍”। ଅଭିଷେକ କପୂର ଏହି ଫିଲ୍ମ କୁ ଆୟୁଷମାନ ଖୁରାନା ଙ୍କ ଦ୍ଵାରା ନେଇ ଆସୁଛନ୍ତି କିନ୍ତୁ ଅଭିଷେକ କପୂର ଙ୍କ କହିବା କଥା କି ଏହି ଫିଲ୍ମ ପାଇଁ ସୁଶାନ୍ତ ସିଂ ରାଜପୁତ ତାଙ୍କର ପ୍ରଥମ ଓ ଶେଷ ପସନ୍ଦ ଥିଲେ। ସୁଶାନ୍ତ ଙ୍କ ସହିତ ତାଙ୍କର କଥାବାର୍ତ୍ତା ମଧ୍ୟ ହୋଇସାରିଥିଲା ଓ କେବଳ କଣ୍ଟ୍ରାକ୍ଟ ସାଇନ ହେବାର ଥିଲା। କିନ୍ତୁ ଏହା ଭିତରେ ଲକଡାଉନ ହୋଇଗଲା ଓ ସୁଶାନ୍ତ ସିଂ ରାଜପୁତ ଏହି ଦୁନିଆ ରୁ ଚାଲିଗଲେ। ଏବେ ଅଭିଷେକ କପୂର ସିଧା ସିଧା କିଛି କହି ନାହାନ୍ତି କିନ୍ତୁ ଅଭିଷେକ କପୂର ଙ୍କ ପୂର୍ବ ବଡ଼ିଗାର୍ଡ ନାମର ଖୁଲାସା ନ କରିବା ସର୍ତ୍ତରେ କହିଲେ କି ଯେମିତି ମିଡ଼ିଆ ରେ ଏହି ଫିଲ୍ମ ର ଚର୍ଚ୍ଚା ହେଲା ସେହି ଦିନ ସନ୍ଧ୍ୟା ରୁ ଅଭିଷେକ କପୂର ଙ୍କୁ ଫୋନ ଧମକ ଆସିବାକୁ ଲାଗିଲା।

ଯେମିତି ମିଡ଼ିଆ ରେ ଏହା ଚର୍ଚ୍ଚା ହେଲା କି”ଚଣ୍ଡିଗଡ଼ ର ରିଆଶିକ”ରେ ଅଭିଷେକ କପୂର ସୁଶାନ୍ତ ଗୋଟେ ଥର ପୁଣି ଅଭିନୟ କରିବାକୁ ଦେଉଛନ୍ତି। ତାହା ପରେ ଅଭିଷେକ କପୂର ଙ୍କୁ ଫୋନ ରେ ଧମକ ଦିଆଗଲା। ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ରେ ଆଡୁ ସାଡୁ ମେସେଜ ଓ କମେଣ୍ଟେ ଆସିବାକୁ ଲାଗିଲା ଓ ସେ ବୁଝି ପାରୁନଥିଲେ କି ଶେଷରେ ଘଟଣା କଣ ଅଟେ? ସୂତ୍ର ଅନୁଯାୟୀ, ଅଭିଷେକ କପୂର ଙ୍କ ଏହି ବଡ଼ିଗାର୍ଡ ର ବଲିଉଡ ଗ୍ୟାଙ୍ଗବାଜ ଙ୍କ ସହ ଉଠା ବସା ଥିଲା ଓ ସେଠାରୁ ବଡ଼ି ଗାର୍ଡ କୁ ଜଣା ପଡିଲା କି ସୁଶାନ୍ତ ଙ୍କୁ ଫିଲ୍ମ ରେ କାଷ୍ଟ କରିବାକୁ ନେଇ ଅଭିଷେକ କପୂର ଙ୍କ ସହ ଏମିତି ହେଉଛି। ଅଭିଷେକ କପୂର ଙ୍କୁ ଫୋନ ରେ ଧମକ ଦିଆଯାଉଛି ଓ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏମିତି ଖରାପ ମେସେଜ ଆସୁଛି।

ଏହି ବଡ଼ି ଗାର୍ଡ ର କଥା କହିବା ତ ଏହା ପରେ ଅଭିଷେକ କପୂର ସୁଶାନ୍ତ ଙ୍କୁ ହିଁ”ଚଣ୍ଡିଗଡ଼ ର ରିଆଶୀକ”ପାଇଁ ସାଇନ କରିବାକୁ ରାଜି ଥିଲେ। କିନ୍ତୁ ଅଭିଷେକ ଙ୍କ ର ଇଛା ସୁଶାନ୍ତ ଙ୍କ ସହ ଚାଲିଗଲା। କୁହାଯାଉଛି କି ସୁଶାନ୍ତ ଓ ଅଭିଷେକ ଙ୍କ ର ଗଭୀର ବନ୍ଧୁତା ଥିଲା। ଅଭିଷେକ କପୂର ଓ ସୁଶାନ୍ତ”କାଇପୋଛେ”ଓ”କେଦାରନାଥ”ଫିଲ୍ମ କରିଥିଲେ। ଆଉ ଯଦି ସୁଶାନ୍ତ ତୃତୀୟ ଫିଲ୍ମ ପାଇଁ ସାଇନ କରି ଦେଇଥାନ୍ତେ ତାହେଲେ ସୁଶାନ୍ତ ଏହି ଦୁନିଆରୁ ଯାଇ ନଥାନ୍ତେ।

କାରଣ ସୁଶାନ୍ତ ନିଜ ଫିଲ୍ମ ର କ୍ୟାରେକ୍ଟେର ପାଇଁ ପ୍ରସ୍ତୁତି କରିଥାନ୍ତେ ଓ ହୋଇଥାନ୍ତା କି ସୁଟିଂ ପାଇଁ ସେ ନିଜ ଘର ଠାରୁ ଦୂରରେ ରହିଥାନ୍ତେ ଓ ସେ ଘରୁ ଦୂରରେ ରହିଲେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଗ୍ୟାଙ୍ଗ ଠାରୁ ଦୂରରେ ରହିଥାନ୍ତେ ତାହେଲେ ସୁଶାନ୍ତ ଆଜି ଆମ ସହିତ ଥାଆନ୍ତେ। କିନ୍ତୁ ଜଣା ନାହିଁ କି ୭ ଜୁନ ରୁ ନେଇ ୧୪ ଜୁନ ଭିତରେ ସୁଶାନ୍ତ ଙ୍କ ସହ କଣ ହୋଇଥିଲା ଓ କାହିଁକି ସୁଶାନ୍ତ ଙ୍କୁ ଦୁନିଆରୁ ଯିବାକୁ ପଡ଼ିଲା ? କିଏ ସେ ଲୋକ ଯିଏ ସୁଶାନ୍ତ ଙ୍କ ସହ ଏତେ ଅନ୍ୟାୟ କଲା ଓ ଶେଷରେ ତାଙ୍କୁ ମାରିଦେଲା ? ସିବିଆଇ ଏହାର ଯାଞ୍ଚ କରୁଛି ଓ ଡେରିରେ ହେଉ ମଧ୍ୟ ପୁରା ବିଶ୍ୱାସ ଅଛି କି ସତ ସାମ୍ନାକୁ ଆସିବ। ଆସନ୍ତୁ ଜାଣିବା କେମିତି ସୁଶାନ୍ତ ଓ ପିଲାକୁ ବଞ୍ଚାଇବାର ଥିଓରୀ ଉପରେ ସିବିଆଇ ଖୁଲାସା କରିଛି।

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲା ଏକ ଜଟିଳ ପଦକ୍ଷେପ ଭଳି ହୋଇଯାଇଛି। ତିନି ତିନିଟି ଯାଞ୍ଚ ଏଞ୍ଜେସୀ ମିଶି ସତ ପାଖରେ ପହଞ୍ଚି ପାରିନାହାଁନ୍ତି। ସୁଶାନ୍ତ ଙ୍କ କେସ ରେ ଏବେଯାଏଁ କେତେ ଅଲଗା ଅଲଗା ଥିଓରୀ ସବୁ ସାମ୍ନାକୁ ଆସି ସାରିଛି। କେବେ ୧୩ ଜୁନ ରାତିର ତ କେବେ ବଡ଼ ବଡ଼ ପାର୍ଟି ର ମଧ୍ୟ, ଏହି ଥିଓରୀ ମାଧ୍ୟମରେ ସାମ୍ନାକୁ ଆସିଲା କି ସୁଶାନ୍ତ ସିଂ ରାଜପୁତ ଗୋଟେ ପିଲାକୁ ବଞ୍ଚାଇବା ପାଇଁ ନିଜ ଜୀବନର ଚିନ୍ତା କଲେ ନାହିଁ ସୋସିଆଲ ମିଡିଆରେ ସୁଶାନ୍ତ ଙ୍କୁ ଷ୍ଟ୍ରେଚର ନେଉଥିବା ବେଳେ ଯେଉଁ ଫଟୋ ସାମ୍ନାକୁ ଆସିଥିଲା ସେଥିରେ ସଫା ଦେଖାଯାଉଥିଲା କି ଏହି ଷ୍ଟ୍ରେଚର ରେ ସୁଶାନ୍ତ ଙ୍କ ସହ ଅନ୍ୟ କେହି ଥିଲେ।

ଅର୍ଥାତ୍ ଷ୍ଟ୍ରେଚର ରେ କେବଳ ସୁଶାନ୍ତ ଙ୍କ ନୁହେଁ ବରଂ ଅନ୍ୟ କାହାକୁ ମଧ୍ୟ ନିଆ ଯାଉଥିଲା ଓ ଏହି କଥା ମଧ୍ୟ ସାମ୍ନାକୁ ଆସିଥିଲା କି ସେଦିନ କେବଳ ସୁଶାନ୍ତ ଙ୍କୁ ନୁହେଁ ବରଂ ସୁଶାନ୍ତ ଙ୍କ ସହ କୋଉ ପିଲାକୁ ମଧ୍ୟ ମାରି ଦିଆଯାଇଥିଲା। ସାମ୍ନାକୁ ଏହା ମଧ୍ୟ ଆସିଥିଲା କି ଷ୍ଟ୍ରେଚର ରେ ସୁଶାନ୍ତ ଙ୍କ ସହ ସେହି ପିଲା ଥିଲା ଯାହାକୁ ସୁଶାନ୍ତ ବଞ୍ଚାଇବାକୁ ଚାହୁଁ ଥିଲେ ଓ ଏହା ସହିତ ଯୋଡ଼ା ହୋଇଥିବା କଥାକୁ ମିଡ଼ିଆ ସାମ୍ନାରେ ସୁଶାନ୍ତ ଖୁଲାସ କରିବାକୁ ଯାଉଥିଲେ। ସୁଶାନ୍ତ ଙ୍କ ଫ୍ୟାନସ ଙ୍କ ପାଇଁ ଏହା ପ୍ରଥମ ବିଜୟ ମଧ୍ୟ କୁହାଯାଇପାରିବ। କାରଣ ସୁଶାନ୍ତ ଙ୍କ କେସ ପରେ ଗୋଟେ ପରେ ଗୋଟେ ନୂଆ ଖୁଲାସା ହେଉଛି। ଯାହା ଫିଲ୍ମ ଜଗତର ଚମକୁଥିବା ପରଦା ପଛରେ ଥିବା କଳା କାରନାମା ର ସତ ସମସ୍ତଙ୍କ ସାମ୍ନା କୁ ଆଣୁଛନ୍ତି।

ଆସନ୍ତୁ ଜାଣିବା ସୁଶାନ୍ତ ଙ୍କ କେସ ରେ ହୋଇଥିବା ନୂଆ ଉନ୍ନତ କଣ ଅଟେ ? ସୁଶାନ୍ତ ଙ୍କ ମାମଲାରେ ଯାଞ୍ଚ କରୁଥିବା ସିବିଆଇ ମୁମ୍ୱାଇ ସ୍ଥିତି ଜଣେ ଟିଭି ଅଭିନେତ୍ରୀ କୁ ଗିରଫ କରିଛି ଓ ତାଙ୍କ ଉପରେ ପୋକ୍ସଆର୍ଟ ଲଗାଇଛି। ଟିଭି ଅଭିନେତ୍ରୀ ଉପରେ ଏକ ହଜାର ରୁ ଅଧିକ ପିଲାଙ୍କ ସହିତ ଖରାପ କାମ କରୁଥିବାର ଅଭିଯୋଗ ଆସିଛି। ସାମ୍ନାକୁ ଆସିଛି କି ଟିଭି ଅଭିନେତ୍ରୀ ଙ୍କ ହାତ ବିଦେଶ ସହ ଯୋଡ଼ା ହୋଇଥିଲା, ତାହା ସହ ବଲିଉଡ ର ବଡ଼ ବଡ଼ ପାର୍ଟି ରେ ଏହି ଅଭିନେତ୍ରୀ ସପ୍ଲାଏ ର କାମ କରୁଥିଲେ। ଏହା ଛଡା ସୋସିଆଲ ମିଡିଆ ସାଇଟ ରେ ସେମାନଙ୍କର ଖରାପ ଫଟୋ ଅପଲୋଡ଼ କରୁଥିଲା। ସିବିଆଇ ଅଧିକାରୀ କହିଲେ କି ଏହି ଅଭିନେତ୍ରୀ ନିଜକୁ ହରିଦ୍ଵାର ର ଲୋକ ବୋଲି କହୁଛି ଓ ସୋସିଆଲ ମିଡିଆ ସାଇଟ ରେ ନିଜକୁ ଷ୍ଟାର କହି ପିଲାଙ୍କୁ ଉସ୍କାଉ ଥାଏ। ଏବଂ ଏହି ଫଟୋ ଗୁଡିକୁ କେବଳ ଭାରତ କୁ ନୁହେଁ ବରଂ ଆମେରିକା, ୟୁରୋପ ଓ ଦକ୍ଷିଣ ଦେଶ କୁ ମଧ୍ୟ ପଠାଇଥାଏ।

ଏହି ଅଭିନେତ୍ରୀ ର ହାତ ଆନ୍ତର୍ଜାତୀୟ ସ୍ତର ଯାଏ ସଂଯୁକ୍ତ ବର୍ତ୍ତମାନ ଏହି ଟିଭି ଅଭିନେତ୍ରୀ କୁ ସିବିଆଇ ଗିରଫ କରିଛି ଓ ସିବିଆଇ ତାହାର ମୋବାଇଲ ଓ କମ୍ପ୍ୟୁଟର କୁ ଫରେନସିକ ପାଇଁ ପଠେଇ ଦେଇଛି, ଯାହା ଜରୀଆରେ ବଡ଼ ବଡ଼ ହେବା ପକ୍କା। ସୁଶାନ୍ତ ଙ୍କ ମାମଲାରେ ଗୋଟେ ଏମିତି ଥିଓରୀ ଉପରେ ଯାଞ୍ଚ କରାଯାଉଥିଲା। ଏବେଯାଏଁ ଲାଗୁଥିଲା କି ଏହା କେବଳ ଗୋଟେ ଥିଓରୀ ଓ ସୋସିଆଲ ମିଡିଆରେ କହୁଥିବା କଥା ଅଟେ। କିନ୍ତୁ ଏବେ ଏହି ଟିଭି ଅଭିନେତ୍ରୀ କୁ ଗିରଫ କରିବା ପରେ ଗୋଟେ କଥା ପକ୍କା ହୋଇଯାଇଛି କି କେବଳ ଏହା ବଲିଉଡ ରେ ନୁହେଁ ବରଂ ଟିଭି ଜଗତରେ ମଧ୍ୟ ଏହି ଘୃଣ୍ୟ ଜନକ ଖେଳ ଅତି ସହଜ ଅଟେ। ଯେମିତି ଓକିଲ ବିଭୋର ଆନନ୍ଦ ଙ୍କୁ ମୁମ୍ୱାଇ ପୁଲିସ ଦିଲ୍ଲୀ ରେ ଗିରଫ କରିଥିଲା, ସେହି ବିଭୋର ଆନନ୍ଦ ଏହି ଥିଓରୀ ଉପରେ ଟୁଇଟର ପୋଷ୍ଟ କରିଥିଲେ।

ବିଭୋର ଆନନ୍ଦ କହିଥିଲେ କି ୭ ଜୁନ ରେ ଏକ୍ତା କପୂର ଙ୍କ ଜନ୍ମଦିନ ପାର୍ଟି ରେ କିଛି ଏମିତି ହୋଇଥିଲା ଓ ସୁଶାନ୍ତ ଙ୍କୁ ଜଣା ପଡ଼ିଯାଇଥିଲା। ଓ ସୁଶାନ୍ତ ସେହି ପିଲାକୁ ବଞ୍ଚାଇବା ପାଇଁ ମିଡ଼ିଆ ସାମ୍ନାରେ ନିଜ ମୁହଁ ଖୋଲିବାକୁ ଯାଉଥିଲେ। ଏହା ଜାଣନ୍ତୁ ୭ ଜୁନ ର ପାର୍ଟି ପରେ ୮ ଜୁନ ରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କ ଘରୁ ଯିବା ଓ ତାହା ସହ ଦିଶା ସଲିୟାନ ଙ୍କ ର ହଠାତ ମୃତ୍ୟୁ ଓ ତାହା ପରେ ସୁଶାନ୍ତ ଙ୍କ ସହ ହୋଇଥିବା ତାହା ସବୁ କିଛି। ଏହା ସବୁ ଅଜାଣତରେ ହୋଇନାହିଁ। କାରଣ ଅଜାଣତରେ ଭୁଲ ଥରେ ହୁଏ ବାରମ୍ବାର ନୁହେଁ। ଜଣା ନାହିଁ ଏହି ଲୋକମାନେ ସୁଶାନ୍ତ ଙ୍କ ସହ କଣ କଲେ,୧୪ ଜୁନ ରେ ସୁଶାନ୍ତ ଙ୍କ ସହ କଣ ହୋଇଥିଲା ଏହା ଏବେ ଫ୍ୟାନସ୍ ଙ୍କ ର ମିଶନ ହୋଇଯାଇଛି ଓ ଫ୍ୟାନସ୍ ମିଶି ଏହି ଲଢେଇ କୁ ତାହାର ଲକ୍ଷ୍ୟ ଯାଏ ନିହାତି ପହଞ୍ଚାଇବେ। ଆସନ୍ତୁ ଜାଣିବା ଜଣେ ଟିଭି ଅଭିନେତ୍ରୀ ଙ୍କ ର ଏହି ମାମଲାରେ ଗିରଫ ହୋଇଛି, ଯାହାର ସୁଶାନ୍ତ ଙ୍କ ସହ ବହୁତ ଗଭୀର ସମ୍ପର୍କ ଥିଲା।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *