ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ, ରିୟା ଚକ୍ରବର୍ତ୍ତୀ ଙ୍କ ମାମଲାରେ ବହୁତ ବଡ଼ ଅପଡେଟ ଅଛି। ଅପଡେଟ ଏହା କି ସୁଶାନ୍ତ ଙ୍କ ଭଉଣୀ ମାନଙ୍କ ସହ ମହା ଅନ୍ଧାର ହେବାକୁ ଯାଉଛି ଓ ତାଙ୍କର ଗିରଫ ହେବାକୁ ଯାଉଛି। ଏମିତିକି ଆଜିର ରାତି ଦୁଇ ଭଉଣୀ ଙ୍କ ପାଇଁ ଶେଷ ରାତି ଅଟେ ବୋଲି କୁହାଯାଉଛି। ସୁଶାନ୍ତ ଙ୍କ କେସ ରେ ଓଲଟା ଗଙ୍ଗା ବହିବାର ଦେଖା ଯାଉଛି। ଯେଉଁ ରିୟା ଚକ୍ରବର୍ତ୍ତୀ ଙ୍କ ଉପରେ କେତେ ପ୍ରକାରର ସଙ୍ଗିନୀ ଆରୋପ ଥିଲା, ଯେଉଁ ସ୍ଵବିତ ଚକ୍ରବର୍ତ୍ତୀ ଉପରେ କେତେ ପ୍ରକାରର ଆରୋପ ଥିଲା ମିରାଣ୍ଡା, ଦିପେଶ ଓ ସିଦ୍ଧାର୍ଥ ପିଠାନି ଉପରେ ଆରୋପ ଥିଲା, ସେମାନଙ୍କ ମଧ୍ୟରୁ କାହାକୁ ବି ସିବିଆଇ ଗିରଫ କଲା ନାହିଁ କିନ୍ତୁ ଏବେ ସୁଶାନ୍ତ ଙ୍କ ଦୁଇ ଭଉଣୀ ଙ୍କର ଗିରଫ ହେବାକୁ ଯାଉଛି। ପ୍ରିୟଙ୍କା ସିଂ ଓ ମିତୁ ସିଂ ରାଜପୁତ ଙ୍କ ନାମରେ ୱାରେଣ୍ଟ ବାହାରିଛି। ଯାହା ପରେ ବୋବାଲ ଖେଳେଇ ଯାଇଛି। କାରଣ ନିଜେ ସୁଶାନ୍ତ ଙ୍କ ଭଉଣୀ କହିଛନ୍ତି କି ଆଜି ରାତି ସେମାନଙ୍କ ପାଇଁ ବହୁତ ବିପଦ ଜନକ ଅଟେ।
ଆଜି ରାତି ରେ କିଛି ବି ହେଇପାରେ। ଆସନ୍ତୁ ଜାଣିବା କେମିତି ହେଲା ଏହି ମହା ଅନ୍ଧାର, କଣ ଅଟେ ପୁରା ମାମଲା ? ରିୟା ଚକ୍ରବର୍ତ୍ତୀ ସେପ୍ଟେମ୍ବର ରେ ସୁଶାନ୍ତ ଙ୍କ ଭଉଣୀ ଙ୍କ ବିରୂଧରେ କେସ ଦର୍ଜ କରିଥିଲେ। ଓ ଏହି କେସ କୁ ନେଇ ରିୟା ଚକ୍ରବର୍ତ୍ତୀ ଦ୍ଵିତୀୟ ଥର ପାଇଁ ହାଇକୋର୍ଟ ମଧ୍ୟ ଯାଇଥିଲେ। କାରଣ ବହୁତ ଜଲ୍ଦୀ ସୁଶାନ୍ତ ଙ୍କ ଭଉଣୀ ଙ୍କୁ ଗିରଫ କରାଯାଉ ବୋଲି। ଯାହା ପରେ ସୁଶାନ୍ତ ଙ୍କ ଭଉଣୀ ଙ୍କ ଗିରଫ ପାଇଁ ପ୍ରସ୍ତୁତି ହୋଇ ସାରିଛି। ଏହା ସବୁ କିଛି ଅନ୍ୟ କେହି ନୁହେଁ ବରଂ ସୁଶାନ୍ତ ଙ୍କ ଭଉଣୀ ନିଜେ କହିଛନ୍ତି। ସୁଶାନ୍ତ ଙ୍କ ଭଉଣୀ ମିତୁ ଓ ପ୍ରିୟଙ୍କା କୁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କୁ ମାରିଥିବା ର ଆରୋପି କହିଥିଲେ ଓ କହିଥିଲେ କି ସେମାନେ ସୁଶାନ୍ତ ଙ୍କୁ ଭୁଲ ଔଷଧ ଦେଉଥିଲେ। ଯେଉଁ କାରଣରୁ ସୁଶାନ୍ତ ଙ୍କ ଦେହ ଖରାପ ହୋଇଗଲା। ଏବଂ ଏହାକୁ ନେଇ ରିୟା ଚକ୍ରବର୍ତ୍ତୀ ମୁମ୍ବାଇରେ ଦୁଇ ଭଉଣୀ ଅର୍ଥାତ୍ ପ୍ରିୟଙ୍କା ଓ ମିତୁ ଙ୍କ ବିରୋଧରେ କେସ ଦର୍ଜ କରିଥିଲେ। ଏତିକି ନୁହେଁ ରିୟା ଏହାକୁ ନେଇ ନିଜେ ବମ୍ବେ ହାଇକୋର୍ଟ ରେ ପହଂଚି ଥିଲେ, ଓ ଖୁବ୍ ଶୀଘ୍ର ଦୁଇ ଭଉଣୀ ଙ୍କ ଗିରଫ ପାଇଁ କହିଥିଲେ ଓ କେସ ଖାରିଜ ନକରିବା ପାଇଁ ମଧ୍ୟ କହିଥିଲେ। ବମ୍ବେ ହାଇକୋର୍ଟ ରେ ଏହି ମାମଲା ଉପରେ ଏବେ ଶୁଣାଣି ହୋଇନାହିଁ।
କିନ୍ତୁ ମିତୁ ବହୁତ କିଛି କହିଦେଲେ। ସୁଶାନ୍ତ ଙ୍କ ଭଉଣୀ ମିତୁ କହିଲେ କି ଆଜିର ରାତି ଆମ ପାଇଁ ବହୁତ ବିପଦପୂର୍ଣ୍ଣ ଅଟେ ଓ ଆମର ବହୁତ ଅସୁବିଧା ହେବାକୁ ଯାଉଛି। ସୁଶାନ୍ତ ଙ୍କ ଭଉଣୀ ବହୁତ ଡରି ଯାଇଛନ୍ତି। କାରଣ ରିୟା ସିଷ୍ଟମ କୁ ଏମିତି ବୁଲାଇ ଦେଇଛନ୍ତି କି ସେଥିରେ ସୁଶାନ୍ତ ଙ୍କ ଭଉଣୀ ମଧ୍ୟ ଆସି ଯାଇଛନ୍ତି। ମିତୁ କହିଲେ କି ଆମ ବିରୋଧରେ ଷଢଯନ୍ତ୍ର ହେଉଛି, ପୁଲିସ ଆମ ପଛରେ ଅଛି ଓ ସିବିଆଇ କେସ ଦର୍ଜ କରି ଆମକୁ ଗିରଫ କରିପାରେ ଏବଂ ଆମ ଜୀବନ ପ୍ରତି ବିପଦ ଅଛି। ଏହି ସବୁ କଥା ମିତୁ ହାଇକୋର୍ଟ ରେ ଦେଇଥିବା ଅର୍ଜି ରେ ଲେଖିଛନ୍ତି। ମିତୁ ନିଜକୁ ଡରାଇବା ଧମକାଇବା ର ଆରୋପ ମଧ୍ୟ ଏହି ଅର୍ଜି ରେ ଲେଖିଛନ୍ତି। ସୁଶାନ୍ତ ଙ୍କ ଭଉଣୀ ମିତୁ କୋର୍ଟ ରେ କହିଲେ କି ଆମ ପରିବାର ଏବେ ସୁଶାନ୍ତ ଙ୍କ ଘଟଣା ରୁ ବାହାରି ନାହାନ୍ତି ଓ ରିୟା ଏବେ ଏମିତି ହରକତ କରୁଛନ୍ତି ଓ ଆମକୁ ଜେଲ ପଠାଇବାକୁ ଚାହୁଁଛନ୍ତି।
ମିତୁ ଏହା ମଧ୍ୟ କହିଲେ କି ଯଦି ତାଙ୍କର କିଛି ହୁଏ କି ତାଙ୍କର କିଛି କରାଯାଏ ତାହେଲେ ଏହା ପଛରେ ରିୟା ଓ ତାଙ୍କ ଗ୍ୟାଙ୍ଗ ପୁରା ମାତ୍ରାରେ ଦାୟୀ ହେବେ। ମିତୁ ବହୁତ ବଡ଼ ଖୁଲାସ କରିଦେଲେ ଓ କହିଦେଲେ କି ତାଙ୍କ ଜୀବନ ପ୍ରତି ବିପଦ ଅଛି ଏବଂ ଏହା ମଧ୍ୟ କହିଦେଲେ କି ଏହା ପଛରେ ରିୟା ସାମିଲ ଅଛନ୍ତି। କିଛି ଏମିତି ଡର ସୁଶାନ୍ତ ଙ୍କୁ ମଧ୍ୟ ଥିଲା। ଦିଶା ସାଲିୟାନ ଙ୍କ ମୃତ୍ୟୁ ପରେ ସୁଶାନ୍ତ ମଧ୍ୟ ବାରମ୍ବାର ନିଜ ଜୀବନ ପ୍ରତି ବିପଦ ଅଛି ବୋଲି କହୁଥିଲେ। ନିଜେ ସିଦ୍ଧାର୍ଥ ପିଠାନି ସିବିଆଇ କୁ ଦେଇଥିବା ବୟାନ ରେ କହିଥିଲା କି ସୁଶାନ୍ତ ବାରମ୍ବାର କହୁଥିଲେ କି ଏବେ ସେମାନେ ମୋତେ ମଧ୍ୟ ମାରିଦେବେ, ମୋତେ ମଧ୍ୟ ଛାଡ଼ିବେ ନାହିଁ ଓ ଏବେ ସେମିତି କିଛି ଡର ସୁଶାନ୍ତ ଙ୍କ ଭଉଣୀ କୁ ମଧ୍ୟ ଲାଗୁଛି। ଆଜି ରାତି ବହୁତ ଭୟାନକ ଓ କାଳର ରାତି ଅଟେ। ଏହା ପୂର୍ବରୁ ପିଲାକୁ ବଞ୍ଚାଇବା ଥିଓରୀ ଉପରେ କଣ ଖୁଲାସା ହୋଇଥିଲା, ଆସନ୍ତୁ ଜାଣିବା..
ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲା ଏକ ଜଟିଳ ପଦକ୍ଷେପ ଭଳି ହୋଇଯାଇଛି। ତିନି ତିନିଟି ଯାଞ୍ଚ ଏଞ୍ଜେସୀ ମିଶି ସତ ପାଖରେ ପହଞ୍ଚି ପାରିନାହାଁନ୍ତି। ସୁଶାନ୍ତ ଙ୍କ କେସ ରେ ଏବେଯାଏଁ କେତେ ଅଲଗା ଅଲଗା ଥିଓରୀ ସବୁ ସାମ୍ନାକୁ ଆସି ସାରିଛି। କେବେ ୧୩ ଜୁନ ରାତିର ତ କେବେ ବଡ଼ ବଡ଼ ପାର୍ଟି ର ମଧ୍ୟ, ଏହି ଥିଓରୀ ମାଧ୍ୟମରେ ସାମ୍ନାକୁ ଆସିଲା କି ସୁଶାନ୍ତ ସିଂ ରାଜପୁତ ଗୋଟେ ପିଲାକୁ ବଞ୍ଚାଇବା ପାଇଁ ନିଜ ଜୀବନର ଚିନ୍ତା କଲେ ନାହିଁ ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ଷ୍ଟ୍ରେଚର ନେଉଥିବା ବେଳେ ଯେଉଁ ଫଟୋ ସାମ୍ନାକୁ ଆସିଥିଲା ସେଥିରେ ସଫା ଦେଖାଯାଉଥିଲା କି ଏହି ଷ୍ଟ୍ରେଚର ରେ ସୁଶାନ୍ତ ଙ୍କ ସହ ଅନ୍ୟ କେହି ଥିଲେ। ଅର୍ଥାତ୍ ଷ୍ଟ୍ରେଚର ରେ କେବଳ ସୁଶାନ୍ତ ଙ୍କ ନୁହେଁ ବରଂ ଅନ୍ୟ କାହାକୁ ମଧ୍ୟ ନିଆ ଯାଉଥିଲା ଓ ଏହି କଥା ମଧ୍ୟ ସାମ୍ନାକୁ ଆସିଥିଲା କି ସେଦିନ କେବଳ ସୁଶାନ୍ତଙ୍କୁ ନୁହେଁ ବରଂ ସୁଶାନ୍ତ ଙ୍କ ସହ କୋଉ ପିଲାକୁ ମଧ୍ୟ ମାରି ଦିଆଯାଇଥିଲା। ସାମ୍ନାକୁ ଏହା ମଧ୍ୟ ଆସିଥିଲା କି ଷ୍ଟ୍ରେଚର ରେ ସୁଶାନ୍ତ ଙ୍କ ସହ ସେହି ପିଲା ଥିଲା ଯାହାକୁ ସୁଶାନ୍ତ ବଞ୍ଚାଇବାକୁ ଚାହୁଁ ଥିଲେ ଓ ଏହା ସହିତ ଯୋଡ଼ା ହୋଇଥିବା କଥାକୁ ମିଡ଼ିଆ ସାମ୍ନାରେ ସୁଶାନ୍ତ ଖୁଲାସା କରିବାକୁ ଯାଉଥିଲେ।
ସୁଶାନ୍ତଙ୍କ ଫ୍ୟାନସ ଙ୍କ ପାଇଁ ଏହା ପ୍ରଥମ ବିଜୟ ମଧ୍ୟ କୁହାଯାଇପାରିବ। କାରଣ ସୁଶାନ୍ତ ଙ୍କ କେସ ପରେ ଗୋଟେ ପରେ ଗୋଟେ ନୂଆ ଖୁଲାସ ହେଉଛି। ଯାହା ଫିଲ୍ମ ଜଗତର ଚମକୁଥିବା ପରଦା ପଛରେ ଥିବା କଳା କାରନାମା ର ସତ ସମସ୍ତଙ୍କ ସାମ୍ନା କୁ ଆଣୁଛନ୍ତି। ଆସନ୍ତୁ ଜାଣିବା ସୁଶାନ୍ତ ଙ୍କ କେସ ରେ ହୋଇଥିବା ନୂଆ ଉନ୍ନତ କଣ ଅଟେ ? ସୁଶାନ୍ତ ଙ୍କ ମାମଲାରେ ଯାଞ୍ଚ କରୁଥିବା ସିବିଆଇ ମୁମ୍ୱାଇ ସ୍ଥିତି ଜଣେ ଟିଭି ଅଭିନେତ୍ରୀ କୁ ଗିରଫ କରିଛି ଓ ତାଙ୍କ ଉପରେ ପୋକ୍ସଆର୍ଟ ଲଗାଇଛି। ଟିଭି ଅଭିନେତ୍ରୀ ଉପରେ ଏକ ହଜାର ରୁ ଅଧିକ ପିଲାଙ୍କ ସହିତ ଖରାପ କାମ କରୁଥିବାର ଅଭିଯୋଗ ଆସିଛି। ସାମ୍ନାକୁ ଆସିଛି କି ଟିଭି ଅଭିନେତ୍ରୀ ଙ୍କ ହାତ ବିଦେଶ ସହ ଯୋଡ଼ା ହୋଇଥିଲା, ତାହା ସହ ବଲିଉଡ ର ବଡ଼ ବଡ଼ ପାର୍ଟି ରେ ଏହି ଅଭିନେତ୍ରୀ ସପ୍ଲାଏ ର କାମ କରୁଥିଲେ। ଏହା ଛଡା ସୋସିଆଲ ମିଡିଆ ସାଇଟ ରେ ସେମାନଙ୍କର ଖରାପ ଫଟୋ ଅପଲୋଡ଼ କରୁଥିଲା। ସିବିଆଇ ଅଧିକାରୀ କହିଲେ କି ଏହି ଅଭିନେତ୍ରୀ ନିଜକୁ ହରିଦ୍ଵାର ର ଲୋକ ବୋଲି କହୁଛି ଓ ସୋସିଆଲ ମିଡିଆ ସାଇଟ ରେ ନିଜକୁ ଷ୍ଟାର କହି ପିଲାଙ୍କୁ ଉସ୍କାଉ ଥାଏ। ଏବଂ ଏହି ଫଟୋ ଗୁଡିକୁ କେବଳ ଭାରତ କୁ ନୁହେଁ ବରଂ ଆମେରିକା, ୟୁରୋପ ଓ ଦକ୍ଷିଣ ଦେଶ କୁ ମଧ୍ୟ ପଠାଇଥାଏ।
ଏହି ଅଭିନେତ୍ରୀ ର ହାତ ଆନ୍ତର୍ଜାତୀୟ ସ୍ତର ଯାଏ ସଂଯୁକ୍ତ ବର୍ତ୍ତମାନ ଏହି ଟିଭି ଅଭିନେତ୍ରୀ କୁ ସିବିଆଇ ଗିରଫ କରିଛି ଓ ସିବିଆଇ ତାହାର ମୋବାଇଲ ଓ କମ୍ପ୍ୟୁଟର କୁ ଫରେନସିକ୍ ପାଇଁ ପଠେଇ ଦେଇଛି, ଯାହା ଜରୀଆରେ ବଡ଼ ବଡ଼ ଖୁଲାସ ହେବା ପକ୍କା। ସୁଶାନ୍ତ ଙ୍କ ମାମଲାରେ ଗୋଟେ ଏମିତି ଥିଓରୀ ଉପରେ ଯାଞ୍ଚ କରାଯାଉଥିଲା। ଏବେଯାଏଁ ଲାଗୁଥିଲା କି ଏହା କେବଳ ଗୋଟେ ଥିଓରୀ ଓ ସୋସିଆଲ ମିଡିଆରେ କହୁଥିବା କଥା ଅଟେ। କିନ୍ତୁ ଏବେ ଏହି ଟିଭି ଅଭିନେତ୍ରୀ କୁ ଗିରଫ କରିବା ପରେ ଗୋଟେ କଥା ପକ୍କା ହୋଇଯାଇଛି କି କେବଳ ଏହା ବଲିଉଡ ରେ ନୁହେଁ ବରଂ ଟିଭି ଜଗତରେ ମଧ୍ୟ ଏହି ଘୃଣ୍ୟ ଜନକ ଖେଳ ଅତି ସହଜ ଅଟେ। ଯେମିତି ଓକିଲ ବିଭୋର ଆନନ୍ଦ ଙ୍କୁ ମୁମ୍ୱାଇ ପୁଲିସ ଦିଲ୍ଲୀ ରେ ଗିରଫ କରିଥିଲା, ସେହି ବିଭୋର ଆନନ୍ଦ ଏହି ଥିଓରୀ ଉପରେ ଟୁଇଟର ପୋଷ୍ଟ କରିଥିଲେ।
ବିଭୋର ଆନନ୍ଦ କହିଥିଲେ କି ୭ ଜୁନ ରେ ଏକ୍ତା କପୂର ଙ୍କ ଜନ୍ମଦିନ ପାର୍ଟି ରେ କିଛି ଏମିତି ହୋଇଥିଲା ଓ ସୁଶାନ୍ତ ଙ୍କୁ ଜଣା ପଡ଼ିଯାଇଥିଲା। ଓ ସୁଶାନ୍ତ ସେହି ପିଲାକୁ ବଞ୍ଚାଇବା ପାଇଁ ମିଡ଼ିଆ ସାମ୍ନାରେ ନିଜ ମୁହଁ ଖୋଲିବାକୁ ଯାଉଥିଲେ। ଏହା ଜାଣନ୍ତୁ ୭ ଜୁନ ର ପାର୍ଟି ପରେ ୮ ଜୁନ ରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କ ଘରୁ ଯିବା ଓ ତାହା ସହ ଦିଶା ସଲିୟାନ ଙ୍କ ର ହଠାତ ମୃତ୍ୟୁ ଓ ତାହା ପରେ ସୁଶାନ୍ତ ଙ୍କ ସହ ହୋଇଥିବା ତାହା ସବୁ କିଛି। ଏହା ସବୁ ଅଜାଣତରେ ହୋଇନାହିଁ। କାରଣ ଅଜାଣତରେ ଭୁଲ ଥରେ ହୁଏ ବାରମ୍ବାର ନୁହେଁ। ଜଣା ନାହିଁ ଏହି ଲୋକମାନେ ସୁଶାନ୍ତ ଙ୍କ ସହ କଣ କଲେ,୧୪ ଜୁନ ରେ ସୁଶାନ୍ତ ଙ୍କ ସହ କଣ ହୋଇଥିଲା ଏହା ଏବେ ଫ୍ୟାନସ୍ ଙ୍କ ର ମିଶନ ହୋଇଯାଇଛି ଓ ଫ୍ୟାନସ୍ ମିଶି ଏହି ଲଢେଇ କୁ ତାହାର ଲକ୍ଷ୍ୟ ଯାଏ ନିହାତି ପହଞ୍ଚାଇବେ। ଏହା ଜାଣନ୍ତୁ କି ଜଣେ ଟିଭି ଅଭିନେତ୍ରୀ ଙ୍କ ର ଏହି ମାମଲାରେ ଗିରଫ ହୋଇଛି, ଯାହାର ସୁଶାନ୍ତ ଙ୍କ ସହ ବହୁତ ଗଭୀର ସମ୍ପର୍କ ଥିଲା।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।