ଏବେ ସିଙ୍ଗିଲ ପୁରୁଷ ପ୍ୟାରେଣ୍ଟ ଙ୍କୁ ମଧ୍ୟ ମିଳିବ ଚାଇଲ୍ଡ କେୟାର ଲିଭ ର ସୁବିଧା

ଏବେ ଭାରତରେ ସରକାରୀ ଚାକିରୀ କରୁଥିବା ସିଙ୍ଗିଲ ପୁରୁଷ ପ୍ୟାରେଣ୍ଟ ଙ୍କୁ ମିଳିବ ଚାଇଲ୍ଡ କେୟାର ଲିଭ୍ ର ସୁବିଧା। କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୋମବାର କୁ କହିଲେ କି ଏମିତି ସରକାରୀ ପୁରୁଷ କର୍ମଚାରୀ ଏବେ ପିଲାଙ୍କର ଦେଖାଶୁଣା ପାଇଁ ଛୁଟି ନେବା ର ହକ୍ଦାରି ଅଟନ୍ତି। ଯିଏ ଏକଲା ଅଭିଭାବକ ଅଟେ। ସେ କହିଲେ କି ଏକଲା ପୁରୁଷ ଅଭିଭାବକ ରେ ଏମିତି କର୍ମଚାରୀ ସାମିଲ ଅଛନ୍ତି ଯିଏ ଅବିବାହିତ, ଛାଡପତ୍ରକାରୀ , କାହାର ସ୍ତ୍ରୀ ମରି ଯାଇଛି । ସିଂହ ଙ୍କ ଅନୁସାରେ ଏହି ବିଷୟ ରେ କିଛି ଦିନ ପୂର୍ବରୁ ଆଦେଶ ଜାରି କରାଯାଇଥିଲା। ସେ କହିଲେ କି ପ୍ରଥମ ବର୍ଷ ଚାଇଲ୍ଡ କେଆର ଲିଭ୍ କୁ ୧୦୦% ଲିଭ୍ ଦରମା ପରି ବ୍ୟବହାର କରିପାରନ୍ତି। ଆଗ ବର୍ଷ ରୁ ୮୫% ଲିବ ଦରମା ପରି ବ୍ୟବହାର କରି ପାରିବେ।

ଚର୍ଚ୍ଚାରେ ଆସିପାରିଲା ନାହିଁ  ଆଦେଶ:

ସିଂହ କହିଛନ୍ତି କି ଏହା ସରକାରୀ କର୍ମଚାରୀ ଙ୍କ ଜୀବନ କୁ ସହଜ ବନେଇବା ପାଇଁ ଏହା ଏକ ବଡ ସୁଧାର ପଦକ୍ଷେପ ଅଟେ। ସେ କହିଲେ କି ଏହି ପଦକ୍ଷେପ କିଛି ଦିନ ପୂର୍ବରୁ ଜାରି କରାଯାଇ ଥିଲା କିନ୍ତୁ କୌଣସି କାରଣ ରୁ ଏହା ଚର୍ଚ୍ଚା କୁ ଆସି ପାରି ନଥିଲା। କର୍ମୀକ ରାଜ୍ୟ ମନ୍ତ୍ରୀ ଙ୍କର ଜଣେ ଅଧିକାରୀ ବୟାନ ରେ ଏହି ବିଷୟରେ କହିଛନ୍ତି।

ପୁଅ ଆଡପ୍ଟ କରିବାର ଛୁଟି:

ସମୟ ଅନୁସାରେ ବଦଳୁଥିବା ଭାବନା ରେ ପୁରୁଷ ମନଙ୍କୁ ପୁଅ ଆଡପ୍ଟ କରିବାର ଦ୍ବନ୍ଦ ଦୂର ହୋଇଛି। ଏଠାରେ ପୁଅ ଆଡପ୍ଟ କରିବାର ମାନେ ନୁହେଁ ଯେ ଜେଣ୍ଡର କୁ ନେଇ ଭେଦ ଭାବ ନୁହେଁ ବଂର କାନୁନ ଅନୁସାରେ ସିଙ୍ଗିଲ ବାପା ପୁଅ ହିଁ ଆଡପ୍ଟ କରିପାରାବ। ଯଦିଓ ଏମିତି କେସ ଏବେ ବେସି ନାହିଁ। କିନ୍ତୁ ଆଡପ୍ଟ ନେଉଥିବା ସେଣ୍ଟର ଆଡପ୍ଟସନ ପାଇଁ ସିଙ୍ଗିଲ ପୁରୁଷ ଙ୍କର ରେଜିଷ୍ଟେସନ ନମ୍ବର ବଢିଛି। କିଛି ଲୋକ ଏମିତି ମଧ୍ୟ ଅଛନ୍ତି, ଯିଏ ଅନ୍ୟ ପିଲାକୁ ଆଡପ୍ଟ କରିବାକୁ ଚାହୁଁଛନ୍ତି।

କ’ଣ କହୁଛି କାନୁନ:

କାନୁନ ସିଙ୍ଗିଲ ପ୍ୟାରେଣ୍ଟ ପିଲା ଆଡପ୍ଟ କରିବାର ଅଧିକାର ଦେଇଛି। ଯଦିଓ ଏହା ପାଇଁ କିଛି  ନିୟମ ସୀମା କରିଛି। * ୪୫ ବର୍ଷ ବୟସ ରୁ ଅଧିକ ଥିବା ବ୍ୟକ୍ତି ପିଲା ଆଡପ୍ଟ କରିପାରିବେ ନାହିଁ। * ଆଡପ୍ଟ କରୁଥିବା ପିଲା ଠାରୁ ଅତି କମରେ ୨୧ ବର୍ଷ ର ଅନ୍ତର ରହିବା ଆବଶ୍ୟକ। * ସିଙ୍ଗିଲ ବାପା କେବଳ ପୁଅ କୁ ଆଡପ୍ଟ କରିପାରିବେ ଝିଅ ନୁହେଁ। * ସେ ଚାହିଁବେ ଯଦି ଏକ ରୁ ଅଧିକ ପିଲା ଆଡପ୍ଟ କରିପାରିବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *