ପାଟନାର ପାଲିଙ୍ଗ ବିଧାନ ସଭାର ଏକ ଗାଁ ଆକବର ପୁର ଏହି ବିଧାନସଭାର ସବୁଠାରୁ ବଡ଼ ଗାଁ ଅଟେ। ଏହି ଗାଁ ର ସମସ୍ତ ଯୁବକ ମାନଙ୍କୁ ୧୯୯୨ ରୁ ୨୦୦୨ ମସିହାର ପିଲାଦିନର ଭାବନା ଏ ପର୍ଯ୍ୟନ୍ତ ମନେ ଅଛି। ମା ତାଙ୍କ ପୁଅଙ୍କୁ ଫ୍ରକ ପିନ୍ଧଉ ଥିଲେ। ଯଦି ଗାଁ ରେ ଆକ୍ରମଣ ହୁଏ ତ ତାଙ୍କୁ ପୁଅ ଭାବି ନ ମାରି ଦିଅନ୍ତୁ। ଜାତୀୟ ସଂଘର୍ଷ ଭୟ ଆଜି ସରି ଯାଇଛି। କିନ୍ତୁ ତାର ସ୍ମୁତି ଆଜି ବି ରହିଛି।
ଦି ଲଲନ ଟିମ ସୁଣେଇଲେ ଡରର କାହାଣୀ:
ନିର୍ବାଚନ ଯାତ୍ରାରେ ଆକବର ପୁରରେ ପହଞ୍ଚି ଥିବା ଟମ ଯୁବକ ଏବଂ ପେଶାରେ ଟେକନିସିଆନ ନିତିସ କୁମାର କହିଛନ୍ତି କି ତାଙ୍କୁ ଛୋଟ ବେଳେ ଫ୍ରକ ପିନ୍ଧାଇ ରଖା ଯାଇଥିଲା। ସେଥିପାଇଁ ଆମେ ଆଜି ପର୍ଯ୍ୟନ୍ତ ବଞ୍ଚିଛୁ। ଆମେ ଛୋଟ ଥିଲୁ କିନ୍ତୁ ଆଜିବି ସେ ସ୍ମୁତି ମନେଅଛି।
ମହାରାଷ୍ଟ୍ରରେ ଟେକଷ୍ଟାଇଲ ଇଞ୍ଜିନିୟରିଂ ପଢୁଥିବା ଅରୁଣେସ କୁମାର କହିଛନ୍ତି କି ଏବେ ପୁରା ବିହାର ପାଇଁ ରୋଜଗାର ବଡ଼ ପ୍ରଶ୍ନ। ତେଜସ୍ବି ଦଶ ଲକ୍ଷ ଚାକିରିର କଥା କହୁଛନ୍ତି। କିନ୍ତୁ ତାଙ୍କ ଉପରେ ଭରସା ରଖି ହେବ ନାହିଁ। ଦ୍ବିତୀୟ ଥର ଜଙ୍ଗଲ ରାଜ ଦରକାର ନାହିଁ। କାରଣ ନିତିସ ଙ୍କ ର ୧୫ ବର୍ଷ ପୁରା ହେଇଛି।
ହତିଆର ଉଠାଇ ବଞ୍ଚାଇଲେ ନିଜର ଜୀବନ:
ଗାଁ ର ଏକ ବୟସ୍କ ନିତିସ ଙ୍କ ର ଗୋଟେ ମାମଲା କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି କି ନିତିସ ଙ୍କ ଆସିଲା ପରେ ଆଇନ ବ୍ୟବସ୍ଥା ର ପରିବର୍ତ୍ତନ ହେବାର ଦେଖିବାକୁ ମିଳିଛି।ଏହା ପୂର୍ବରୁ ତ ନିଜକୁ ବଞ୍ଚାଇବା ପାଇଁ ହତିଆର ଉଠାଇବାକୁ ପଡୁଥିଲା। ସେ କହିଛନ୍ତି କି,ସେ ନିଜେ ରଣବିର ସେନା ରେ ଥିଲେ।ଆମେ ଆମର ପରିବାର ଏବଂ ଘରକୁ ରକ୍ଷା କରିବା ପାଇଁ ହତିଆର ପ୍ରୟୋଗ କରୁଥିଲୁ।୧୯୯୨ ରେ NCC, ମାଲେ ଏବଂ ପିପୂଲସ ଗ୍ରୁପ ଆମ ଗାଁ ଉପରେ ଆକ୍ରମଣ କରିଥିଲେ। ପାଖା ପାଖି ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଭିଡା ଭିଡି ଚାଲିଥିଲା।ଦୁଇ ଜଣଙ୍କ ତରଫରୁ ବହୁତ ଲୋକ ମରିଥିଲେ।ପୋଲିସ ପ୍ରଶାସନ କୁ ଏ କଥା ଜଣାଥିଲା କିନ୍ତୁ ସେ ତାମସା ଦେଖିଥିଲେ।
ଲାଲ ଝଣ୍ଡା ଉପରେ ହେଉନଥିଲା କାର୍ଯ୍ୟାନୁଷ୍ଠାନ:
ଜଣେ ବୟସ୍କ ଏହା ମଧ୍ୟ କହିଛନ୍ତି କି ଲାଲୁ ଙ୍କ ଶାସନ ସମୟରେ ସେ ସଫା ସଫା କହି ଦେଉଥିଲେ କି ଯେଉଁ ଠାରେ ଲାଲ ଝଣ୍ଡା ଥିବା ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।୨୨୦୦ ରକବା ଜମି ଉପରେ ଆମକୁ କେତେ ବର୍ଷ ପର୍ଯ୍ୟନ୍ତ ଚାଷ କରିବାକୁ ଦେଇ ନଥିଲେ।କେତେ ସଂଘର୍ଷ ପରେ ଯାଇ ମିଳିଥିଲା।ନିତିସ ଭଲ ସୁଶାସନ କଲେ କିନ୍ତୁ ତାଙ୍କୁ ଦ୍ବିତୀୟ ଥର ମଉକା ନମିଳିବା ଉଚିତ। ଏବେ ମୁଦେ ଉପରେ ହିଁ ମତଦାନ ହେବ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।