ଚୀନ ର କମ୍ୟୁନିଟ ପାର୍ଟି ସହ ଜଡ଼ିତ ଖବର କାଗଜ ଗ୍ଲୋବାଲ ଟାଇମ ର ଏକ ଲେଖାରେ ଦାବି କରାଯାଇଛି କି ,ଚୀନ ଏବଂ ଭାରତ ମଧ୍ୟରେ ଯଦି ଯୁଦ୍ଧ ହୁଏ ତ, ଭାରତ ହାରିବା ସୁନିଶ୍ଚିତ। ଗ୍ଲୋବାଲ ଟାଇମ ଖବର କାଗଜ ର ରିପୋଟର ଏବଂ ଓମିନିଅନ ରାଇଟର ବାଙ୍ଗ ବେନ ବେନ ଲେଖାରେ କହିଛନ୍ତି କି ଉତ୍ତର ପ୍ରଦେଶର ବିଜେପି ପ୍ରମୁଖ ସ୍ୱତନ୍ତ୍ର ଦେବ ସିଂ ଏହା କାହିକି ହଲଚଲ କରି ଦେଇ ଛନ୍ତି କି ନରେନ୍ଦ୍ର ମୋଦି ପୂର୍ବରୁ ହିଁ ନିଷ୍ପତି ନେଇ ସାରିଛନ୍ତି ଚୀନ ଏବଂ ଭାରତ ସହ କେବେ ଯୁଦ୍ଧ କରାଯିବ।
ଗ୍ଲୋବାଲ ଟାଇମ ରେ ଲେଖାଯାଇଛି କି ଉତ୍ତର ପ୍ରଦେଶର ବିଜେପି ପ୍ରମୁଖ ସ୍ୱତନ୍ତ୍ର ଦେବା ସିଂ ଙ୍କ ଦାବିରୁ ଭାରତର ଲୋକମାନେ ଭୁଲ ବୁଝୁ ଥିବେ କି ଭାରତର ଲୋକମାନେ ଏତେ ଶକ୍ତିଶାଳୀ କି ଚୀନ ଏବଂ ପାକିସ୍ଥାନକୁ ହରାଇଦେଇପରିବେ। ବାଙ୍ଗ ବେନ ବେନ କହିଛନ୍ତି କି ସେନା ସହିତ ଅନ୍ୟ ମାମଲାରେ ଚୀନ ଭାରତ ସହ କେବେ ଯୁଦ୍ଧ କରାଯିବ।
ଗ୍ଲୋବଲ ଟାଇମ ଲେଖାରେ କୁହାଯାଇଛି କି ଭାରତ ରାଜନୈତିକ ରୂପରେ ଏକ ମହତ୍ଵ ପୂର୍ଣ୍ଣ ଶକ୍ତି ଅଟେ, କିନ୍ତୁ ଚୀନ ସହିତ ଯୁଦ୍ଧରେ ହାରିବା ସୁନିଶ୍ଚିତ। ସୁଦୃଢ କରିବା ପାଇଁ ଦରକାର ଶକ୍ତି ଯୁଦ୍ଧ ପ୍ରିୟ ବୟାନ ଦେବା ଉଚିତ।
ଗ୍ଲୋବାଲ ଟାଇମ ର ଲେଖାରେ ଏହା କୁହାଯାଇଛି କି ବିଜେପି ଉତ୍ତର ପ୍ରଦେଶ ପ୍ରମୁଖ ଅଧିକାରୀଙ୍କ ଭାରତ ସରକାରଙ୍କ ପ୍ରତିନିଧିତ୍ଵ କରନ୍ତି ନାହିଁ। ତାଙ୍କ ପାଖରେ ସୈନ୍ୟ ମାମଲା କି ସରକାରଙ୍କ ପ୍ରଭାବ ମଧ୍ୟ ନାହିଁ। ଯେତେ ବେଳେ ସେ ଯୁଦ୍ଧ କଥା କହୁଥିଲେ ତ ସେତେବେଳେ ସେ ପଲ୍ଟିକ୍ସ ହିସାବରେ କହୁଥିଲେ।
ଗ୍ଲୋବାଲ ଟାଇମ ଲେଖାରେ କୁହାଯାଇଛି କି ୨୦୧୮ ଶେଷରେ ବିଜେପି ପାଞ୍ଚୋଟି ରାଜ୍ୟରେ ନିର୍ବାଚନରେ ହାରିଯାଇଥିଲା। ତ ବିଜେପିର ଶାସନ କ୍ଷମତା ଉପରେ ସନ୍ଦେହ ଉଠିଥିଲା। ସ୍ଵତନ୍ତ୍ର ଦେବ ସିଂ ବିଜେପିର ପ୍ରତିଷ୍ଠା ହାସଲ ନ କରି ବିନା ଚିନ୍ତାରେ ଯୁଦ୍ଧକୁ ଅଟକାଇବା ପାଇଁ କହିଥିଲେ।
ବାଙ୍ଗ ବେନ ବେନ ଲେଖାରେ କହିଛନ୍ତି ଯଦି ଭାରତ କୁ କୌଣସି ଯୁଦ୍ଧରେ ଜିତିବାର ଅଛି ତ କରୋନା ଭାଇରସ ବିରୁଦ୍ଧରେ ଯୁଦ୍ଧ ରେ ଫୋକସ କରିବାକୁ ପଡ଼ିବ। ଅବଶୋଷ ଜନକ ଭାବେ ଭାରତର ବଡ଼ ହାର ହୋଇଛି। କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ଏବେ ଦ୍ବତିୟ ସ୍ଥାନରେ ଅଛି ଏବଂ ଏବେ ମାମଲା ଆହୁରି ବଢ଼ିବାରେ ଲାଗିଛ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।