ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ଡ୍ରଗସ ରେ ନାରକୋଟିକ୍ସି କଣ୍ଟ୍ରୋଲ ବ୍ୟୁର ର ଯାଞ୍ଚ ଜାରୀ ଅଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୨୪ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇ ସାରିଛି। ଏହି ସମୟରେ ଏନସିବି ଅର୍ଜୁନ ରାମପାଲ ଙ୍କ ଗାର୍ଲଫ୍ରେଣ୍ଡଙ୍କ ଭାଇ ଅଗସିଆଲୋସ ଡେମେଟ୍ରୀଏଡସ୍ କୁ ଗିରଫ କରିଥିଲା ଓ ଅଗିଶିଆଲୋସ ଖାଲି ବଲିଉଡ ର ନୁହେଁ ବରଂ ଟିଭି ଜଗତରେ ମଧ୍ୟ ବଡ଼ ବଡ଼ ଷ୍ଟାର ଙ୍କ ନାମ କହିଛିି। ଯାହା ପରେ ଏନସିବି ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ କୁ ଗିରଫ କରିଛି, ତାହା ପୁଣି ନାଲି ହାତରେ। ଅର୍ଥାତ୍ ସେ ଅଭିନେତ୍ରୀ ଡ୍ରଗସ୍ ମାଫିଆ ପାଖରୁ ଡ୍ରଗସ୍ ନେଉଥିବା ବେଳେ ନାଲି ହାତରେ ଧରା ପଡ଼ିଛି। କିଏ ସେ ଟିଭି ଅଭିନେତ୍ରୀ ଓ କଣ ଥିଲା ଏହାର ସୁଶାନ୍ତ ଙ୍କ କେସ ସହ ଲିଙ୍କ? ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ର କାରଣ ଖୋଜୁଖୋଜୁ ବଲିଉଡ ର ଡ୍ରଗସ୍ ଲିଙ୍କ କଥା ର ଖୁଲାସ ହୋଇଛି। ଯାହା ପରେ ଏନସିବି ର ଯାଞ୍ଚ ଲଗାତର ଜାରୀ ଅଛି। ଏନସିବି ର ଟିମ ବଲିଉଡ ର ଅଭିନେତ୍ରୀ କୁ ଡ୍ରଗସ୍ ସପ୍ଲାଏ କରୁଥିବା ଗ୍ୟାଙ୍ଗ ର ପତା ଲଗାଇ ବାରେ ଲାଗିଛି।
ଏନସିବି ର ଟିମ ମୁମ୍ୱାଇ ର ଜଣେ ଡ୍ରଗସ ସପ୍ଲାଏର ଗ୍ୟାଙ୍ଗ କୁ ଧରିଛି, ଯେଉଁଥିରେ ଜଣେ ଟିଭି ଅଭିନେତ୍ରୀ ମଧ୍ୟ ସାମିଲ ଥିଲା। ଡ୍ରଗସ ସପ୍ଲାଏର ଗ୍ୟାଙ୍ଗ ସହିତ ଏନସିବି ଜଣେ ଟିଭି ଅଭିନେତ୍ରୀ କୁ ମଧ୍ୟ ଧରିଛି। ଅର୍ଜୁନ ରାମପାଲ ଙ୍କ ଶଳା ଅଗିଶିଆଲୋସ ଏନସିବି ସାମ୍ନାରେ ଲଗାତର ଗୋଟେ ପରେ ଗୋଟେ ଖୁଲାସ କରୁଛି।ଅଗିଶିଆଲୋସ ଙ୍କ ଚିହ୍ନ ଦେଖି ଏନସିବି ନିଜର ସିକଞ୍ଜା କରୁଛି। ଏନସିବି ଅଗିଶିଆଲୋସ ଙ୍କ ଖୁଲାସ ପରେ ପାଞ୍ଚଜଣ ଡ୍ରଗସ ବିକାଳିକୁ ଧରିଛି, ଯିଏ ଭାରତରେ ନିଶା ଦ୍ରବ୍ୟର ସପ୍ଲାଏ କରୁଥିଲେ। ଖବର ଅଛି କି ଏନସିବି ର ଅଧିକାରୀ ମୁମ୍ବାଇର ବର୍ଶ୍ୱଲ ର ଦୁଇଟି ଜାଗାକୁ ସାଧା ପୋଷାକ ରେ ଯାଇଥିଲେ। ସାଧା ପୋଷାକ ରେ ଯିବାର କାରଣ ଏହା କି ଡ୍ରଗସ ବିକାଳିର ଗ୍ୟାଙ୍ଗ କୁ ଯେମିତି ସନ୍ଧେହ ନ ଆସେ ଓ ତାଙ୍କ ଅପରେସନ ପୁରା କରିବାର ଥିଲା ଓ ହେଲା ମଧ୍ୟ। ଏନସିବି ପାଞ୍ଚଜଣ ଡ୍ରଗସ ବିକାଳି କୁ ଗିରଫ କରିଛି କିନ୍ତୁ ଏବେ ବି ଏହି ଅପରେସନ ଜାରୀ ଅଛି ଓ ଏଥିରେ ଆହୁରି ବଡ଼ ଗିରଫ ମଧ୍ୟ ହୋଇପାରେ। ସବୁଠାରୁ ବଡ଼ କଥା ଏହାକି ଏନସିବି ର ଏହି ଅପରେସନ ସମୟରେ ଜଣେ ଟିଭି ଅଭିନେତ୍ରୀ କୁ ନାଲି ହାତରେ ଧରା ଯାଇଛି।
ଏହି ଅଭିନେତ୍ରୀ ଜଣକ ଡ୍ରଗସ ବିକାଳି ପାଖରୁ ଡ୍ରଗସ କିଣୁଥିବାର ମିଳିଲେ। ଟିଭି ଅଭିନେତ୍ରୀ କୁ ଏନସିବି ଗିରଫ କରିଛି। ଏହା ଆପଣ ଜାଣିଛନ୍ତି କି ସୁଶାନ୍ତ ସିଂ ରାଜପୁତ ଫିଲ୍ମ ଜଗତ ପୂର୍ବରୁ ଟିଭି ଜଗତରେ ଅଭିନୟ କରୁଥିଲେ। ସେ ଏକ୍ତା କପୂର ଙ୍କ ଶୋ ପବିତ୍ର ରିସ୍ତା ରେ ବହୁତ ଖୁସି ଥିଲେ, ଯେଉଁଥିରେ ତାଙ୍କର ବିପରିତରେ ଅଙ୍କିତା ଲୋଖେଣ୍ଡ ମୁଖ୍ୟ ଅଭିନେତ୍ରୀ ଥିଲେ। ସୁଶାନ୍ତ ଙ୍କ ର ଟିଭି ଷ୍ଟାର ଙ୍କ ସହ ଭଲ ସମ୍ପର୍କ ନଥିଲା କିନ୍ତୁ ସେ ତାଙ୍କ ସହ ପାର୍ଟି ମଧ୍ୟ କରୁଥିଲେ। ଏବେ ସାମ୍ନାକୁ ଆସିଛି କି ଯେଉଁ ଅଭିନେତ୍ରୀ କୁ ଏନସିବି ଗିରଫ କରିଛି, ସେ ମଧ୍ୟ ସୁଶାନ୍ତ ଙ୍କ ସହ କାମ କରିସାରିଛନ୍ତି। ବର୍ତ୍ତମାନ ଏନସିବି ଟିଭି ଅଭିନେତ୍ରୀ ଙ୍କ ର ନାମ ଖୁଲାସ କରିବାକୁ ପ୍ରତ୍ୟାଖ୍ୟାନ କରିଦେଲା। କିନ୍ତୁ ଏନସିବି ସୂତ୍ର ଅନୁସାରେ ସେ ଟିଭି ଅଭିନେତ୍ରୀ ଙ୍କ ନାମ”A” ଅକ୍ଷରରେ ଆରମ୍ଭ ହୋଇଛି ଓ ସେ ମୁମ୍ବାଇରେ ରହୁଛନ୍ତି ଓ ତାହା ସହ ଜଣା ପଡିଗଲା କି ଏହି ଅଭିନେତ୍ରୀ ଙ୍କ ର ସୁଶାନ୍ତ ଙ୍କ କେସ ସହ ଗଭୀର ସମ୍ପର୍କ ଅଛି। ବର୍ତ୍ତମାନ ଏନସିବି ପଚରା ଉଚରା କରି ନୂଆ ଖୁଲାସ କରିପାରେ। ସୁଶାନ୍ତ ଙ୍କ କେସ ରେ ପୂର୍ବରୁ ଆଉ ଏକ ଅଭିନେତ୍ରୀ ବହୁତ ବଡ଼ ଖୁଲାସ କରିଥିଲେ। ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲା ସିବିଆଇ ଦେଖୁଛି ଓ ଯାଞ୍ଚ ମଧ୍ୟ କରୁଛି କିନ୍ତୁ ବହୁତ ଦିନରୁ ସିବିଆଇ ଚୁପ ଅଛି।
ଏବଂ ଏହି ଚୁପ ରହିବା କୋଉ ସାଧାରଣ ଚୁପ ନୁହେଁ ବରଂ ଏହା ତୋଫାନ ର ପୂର୍ବର ଚୁପ। ସିବିଆଇ ହାତରେ ବହୁତ କିଛି ପ୍ରମାଣ ଲାଗି ସାରିଛି। ସୁଶାନ୍ତ ଙ୍କ କେସ ରେ ଆସନ୍ତା କିଛି ଦିନ ରେ ବହୁତ ବଡ଼ ଧରଣର କିଛି ହେବାକୁ ଯାଉଛି ଓ ଏହାର ଇଶାରା ଜଣେ ବଡ଼ ଫିଲ୍ମ ଅଭିନେତ୍ରୀ ମଧ୍ୟ ଦେଇଛନ୍ତି, ଯିଏ ପ୍ରଥମ ଥର ସୁଶାନ୍ତ ଙ୍କୁ ମାରିଥିବା ଲୋକଙ୍କ ନାମ କହିଛନ୍ତି ଏବଂ ଏହା ମଧ୍ୟ କହିଦେଲେ କି ଏହି କାମ ଜଣକର ନୁହେଁ ଓ କେବଳ ରିୟା ଚକ୍ରବର୍ତ୍ତୀ ଏହା ପଛରେ ନାହାନ୍ତି ବରଂ ପୁରା ଗ୍ୟାଙ୍ଗ ସୁଶାନ୍ତ ଙ୍କ ପଛରେ ଥିଲେ ଓ ଏହି ଲୋକମାନେ ସୁଶାନ୍ତ ଙ୍କୁ ମାରି ଦେଲେ। କଣ କହିଲେ ହିରୋଇନ ଓ କେମିତି ସିବିଆଇ କରିବ ବଡ଼ ଘୋଷଣା ? କାରଣ ସିବିଆଇ କୁ ମିଳିସାରିଛି ବହୁତ ବଡ଼ ଲିଡ। ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ କେତେ ପ୍ରକାରର କଥା ଆସୁଛି ଓ ଏମ୍ସ ର ରିପୋର୍ଟ ଲିକ ହେବାପରେ ଏଥିରେ ଦୁଇ ପ୍ରକାର କଥା ଆସୁଥିଲା କି କାଳେ ସୁଶାନ୍ତ ନିଜେ କିଛି କରି ନାହାନ୍ତି ? କିନ୍ତୁ ସୁଶାନ୍ତ ଙ୍କ ଫ୍ୟାନସ ଙ୍କୁ ବ୍ୟସ୍ତ ହେବାର କିଛି କଥା ନାହିଁ। କାରଣ ସିବିଆଇ କୁ ବହୁତ ବଡ଼ ଲିଡ ମିଳିଛି। କଣ ଅଟେ ସେ ଲିଡ ? ଏହା ଜାଣିବା ପୂର୍ବରୁ ଜାଣନ୍ତୁ କି ଫିଲ୍ମ ଅଭିନେତ୍ରୀ ଅକ୍ସରା ସୁଶାନ୍ତ ଙ୍କୁ ମାରିଥିବା ଲୋକଙ୍କୁ ନେଇ କଣ ଖୁଲାସା କଲେ ?
ଭୋଜପୁରୀ ଫିଲ୍ମ ର ଅଭିନେତ୍ରୀ ମୁମ୍ବାଇରେ ଖାସ ପରିଚିତ ହିରୋଇନ ଅକ୍ସରା ସିଂ ସୁଶାନ୍ତ ଙ୍କୁ ନେଇ ପ୍ରଥମରୁ କହୁଥିଲେ କିନ୍ତୁ ଏହିଥର ସେ ପୁରା ନାମ ସହ କହିଛନ୍ତି। ଅକ୍ସରା ଏକ ଟିଭି ଚ୍ୟାନେଲ ରେ କହିଲେ କି ସୁଶାନ୍ତ ଙ୍କୁ ମାରି ଦିଆଯାଇଛି ଓ ଏହା ସେ ପ୍ରମାଣ କରିପାରିବେ। ଅକ୍ସରା ଏହାକୁ ପ୍ରମାଣ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଅକ୍ସରା କହିଲେ କି ସୁଶାନ୍ତ ଙ୍କୁ ନେଇ ବହୁତ କିଛି ପ୍ରମାଣ ସେ ସିବିଆଇ କୁ ଦେଇ ଦେଇଛନ୍ତି ଓ ଖୁବ ଶୀଘ୍ର ସିବିଆଇ ଏହା ଉପରେ ବଡ଼ ଆକ୍ସନ ନେବାକୁ ଯାଉଛି। ଅକ୍ସରା ପ୍ରଥମଥର ନାମ ନେଇ କହିଛନ୍ତି କି ସୁଶାନ୍ତ ଙ୍କ ପଛରେ ରିୟା ଚକ୍ରବର୍ତ୍ତୀ , ସିଦ୍ଧାର୍ଥ ପିଠାନି , ଦିପେଶ ସାବତ୍ୱ ଓ ସାମୱଲ ମିରାଣ୍ଡା ଭଳି ଲୋକ ନଥିଲେ ବରଂ ସୁଶାନ୍ତ ଙ୍କ ପଛରେ ପୁରା ଗ୍ୟାଙ୍ଗ ସାମିଲ ଥିଲା ଓ ଏହି ଗ୍ୟାଙ୍ଗ ର ଲୋକ ଡ୍ରଗସ କେସ ରେ ଧରା ପଡୁଛନ୍ତି। ଅର୍ଥାତ୍ ଅକ୍ସରା ଙ୍କ ଇଶାରା ସିଧା ଅର୍ଜୁନ ରାମପାଲ ଓ ଶାହରୁଖ ଖାନ ଙ୍କ ଆଡ଼କୁ ଯାଉଛି।
ଅକ୍ସରା ସିଂ ବଡ଼ ଅଭିଯୋଗ କରି କହିଲେ କି ଏହି ଲୋକମାନେ ଫସିବାକୁ ଯାଉଛନ୍ତି ଓ ଏମାନେ ପରସ୍ପର କୁ ବଞ୍ଚାଇବା ପାଇଁ ନିଜକୁ ବଞ୍ଚାଇବା ପାଇଁ ଏହି ଲୋକମାନେ ସୁଶାନ୍ତ ଙ୍କ କେସ କୁ ଶେଷ କରିବାକୁ ଚାହୁଁଛନ୍ତି। ସିଏ ସଲମାନ ଗ୍ୟାଙ୍ଗ ହେଉ କରନ ଜୋହର ଗ୍ୟାଙ୍ଗ ହେଉ କି ଅନ୍ୟ କୋଉ ଗ୍ୟାଙ୍ଗ। ଏହି ସବୁଲୋକ ପରସ୍ପର କୁ ବଞ୍ଚାଉଛନ୍ତି, ରିୟା ଚକ୍ରବର୍ତ୍ତୀ ଙ୍କୁ ବଞ୍ଚାଉଛନ୍ତି। ଅକ୍ସରା ସିଂ ନାମ ନେଇ କହିଦେଲେ କି ଏହି ସବୁଲୋକ ସୁଶାନ୍ତ ଙ୍କ ପଛରେ ସାମିଲ ଅଛନ୍ତି ଓ ପରସ୍ପର କୁ ବଞ୍ଚାଇବା ପାଇଁ ଏମିତି ସବୁ କହୁଛନ୍ତି। ପ୍ରଥମ ଥର ଜଣେ ହିରୋଇନ ନାମ କୁ ନେଇ ଖୁଲାସ କରିଛନ୍ତି। ସିବିଆଇ କୁ କଣ ଲିଡ ମିଳିଛି ଓ ସିବିଆଇ କଣ ଘୋଷଣା କରିବ ? ଅକ୍ଟୋବର ର ଶେଷ ସପ୍ତାହରେ ସିବିଆଇ ସୁଶାନ୍ତ ଙ୍କ ମାମଲାରେ ନୂଆ କେସ ଦର୍ଜ କରିବ। ସୂତ୍ର ଅନୁଯାୟୀ ଏହା ବହୁତ ବଡ଼ ଖବର ଅଟେ କିନ୍ତୁ ଏହା ଜଣା ନାହିଁ କି ଏହି କେସ ୩୦୨ ର ହେବ ନା ୩୦୬ ର କିନ୍ତୁ ଏହା ପକ୍କା ଯେ ସିବିଆଇ ଅକ୍ଟୋବର ରେ କେସ ଦର୍ଜ କରିବ। ଏହି କେସ ରେ ଆଶ୍ଚର୍ଯ୍ୟକର କଥା ଏହା କି ଏହି କେସ ରେ ରିୟା ଚକ୍ରବର୍ତ୍ତୀ ଙ୍କ ସହ ଆଉ କିଛି ଲୋକ ଙ୍କ ନାମ ମଧ୍ୟ ସାମିଲ ହେବ।
ଯଦି ୩୦୨ ର ଦଫା ହୁଏ ତାହେଲେ ସୁଶାନ୍ତ ଙ୍କୁ କିଏ ମାରିଛି ଓ ସେଥିରେ ଚାରୋଟି ଫ୍ରେମ ହେବ ଓ ତାଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡିତ କରାଯାଇ ପାରେ। କିନ୍ତୁ ଯଦି ୩୦୬ ର ଦଫା ହୁଏ ତାହେଲେ କେସ ସେମିତି ଚାଲିବ ଓ ଦଣ୍ଡ ମଧ୍ୟ କମ ସେ କମ ଦଶ ବର୍ଷ ଯାଏ ମିଳିବ ଓ ଜୋରିମାନା ମଧ୍ୟ ଅଲଗା। ଏବଂ ୩୦୬ ଜମାନତ ମାମଲା ଅଟେ ଅର୍ଥାତ୍ ତୁରନ୍ତ ଗିରଫ ହୋଇଯିବ। ଯଦି ୩୦୨ ଦଫା ହୁଏ ତାହେଲେ ସୁଶାନ୍ତ ଙ୍କ ଶତ୍ରୁ କୁ ଆଜୀବନ କାରାଦଣ୍ଡ ହେବ ଓ ୩୦୬ ହୁଏ ଦଶ ବର୍ଷ ଜେଲ ରେ ରହିବାକୁ ପଡିବ। ଏବେ ଯେଉଁ ବଡ଼ ଖୁଲାସ ଅକ୍ସରା କରିଛନ୍ତି କି ସେ ସିବିଆଇ କୁ କିଛି ପ୍ରମାଣ ଦେଇ ଦେଇଛନ୍ତି ଓ ସିବିଆଇ ମଧ୍ୟ ଏହି ଅକ୍ଟୋବର ର ଶେଷ ସପ୍ତାହରେ କିଛି ଆକ୍ସନ ନେବ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।