ସମସ୍ତେ ଜାଣନ୍ତି ଯେ ଯୁଗାଡ଼ ମାମଲାରେ ଭାରତ ଠାରୁ ବୋଧହୁଏ କେହି ଆଗକୁ ଯାଇ ପାରିବ, କିନ୍ତୁ ଆଜିକାଲି ସମଗ୍ର ଦୁନିଆରେ ଲୋକମାନେ ଜବରଦସ୍ତ ଯୁଗଡି କରୁଛନ୍ତି | ପ୍ରତ୍ୟେକ ବ୍ୟକ୍ତି ଏହା ଚାହୁଁଛି ଯେ, ତାଙ୍କ ଦ୍ୱାରା କ୍ରୟ କରାଯାଇଥିବା ଜିନିଷ ସବୁଠୁ ଅଧିକ ଦିନ ପର୍ଯ୍ୟନ୍ତ ଚାଲୁ | ତେବେ ଯେତେବେଳେ କୌଣସି ବସ୍ତୁ ଖରାପ ହୋଇଯାଇଥାଏ ସେତେବେଳେ ଲୋକମାନଙ୍କର ଭିତରେ ଲୁଚି ରହିଥିବା ମେକାନିକ ଏବଂ ଇଂଜିନିୟର ଆପେ ଆପେ ବାହାରକୁ ଆସିଯାଇଥାଏ, ଏବଂ ସେ ସେହି ଜିନିଷକୁ ଏକ ରୂପ ପ୍ରଦାନ କରିଦେଇଥାଏ |
କୁହାଯାଏ ଯେ ଆବଶ୍ୟକତା ହିଁ ଆବିଷ୍କାରର ଜନନୀ ଅଟେ, ଏହି ଲୋକମାନେ ଏପରି କଥାକୁ ବାରମ୍ବାର ସତ ପ୍ରମାଣିତ କରିଥାନ୍ତି | ଏହା ସଠିକ ମଧ୍ୟ ଅଟେ ଯେ ନିଜ ଆଖପାଖରେ ଥିବା ଖରାପ ଜିନିଷକୁ ଛାଡି ଏକ କାମର ଜିନିଷ ବନାଇନେବା | ତେବେ ଦେଖନ୍ତୁ ଭାରତୀୟଙ୍କର ନୁହେଁ, ବିଦେଶୀ ମାନଙ୍କର ଫୋଟୋ ଯେଉଁମାନେ ଯୁଗାଡ଼କୁ ଏକ ଭିନ୍ନ ସ୍ତରରେ ପହଞ୍ଚାଇ ଦେଇଛନ୍ତି |
୧. ପୁସ୍ତକ କେବଳ ପଢ଼ିବାର କାମରେ ଆସେ ନାହିଁ:
୨. ଭୟର ଆଗରେ ବିଜୟ ରହିଛି :
୩. ହଷ୍ଟେଲ ଜୀବନ ମନେ ପଡିଗଲା :
୪. ଏହା କୌଣସି ପାଗଳର ହିଁ କାମ ଅଟେ:
୫. ଜିଓ ରାଜା :
୬. ଲାଗୁଛି ଯେ ସାଇକେଲ ଚାଲାକ ଜଣଙ୍କ ଭିଡିଓ ଗେମ ଖେଳିବାର ସଉକ ଅଛି :
୭. କେବଳ କପଡା ହିଁ ନୁହେଁ, ଗାଡିର ପାର୍ଟ ମଧ୍ୟ କରାଯାଉଛି ସିଲାଇ:
୮. ପ୍ରଥମଥର ଦେଖିଲୁ ଏପରି ଜୋତା :
୯. ଏବେ ଏମାନଙ୍କର ଫୋଟୋ ଭଲ ଭାବରେ ସଫା ହେବ :
୧୦. ଏହାକୁ କୁହନ୍ତି ଅଜବ ପ୍ରକାରର ଯୁଗାଡ଼ :
୧୧. ଏମାନେ ନିଶ୍ଚିନ୍ତ ହଷ୍ଟେଲରେ ରହୁଛନ୍ତି:
୧୨. ବର୍ଷାରୁ ରକ୍ଷା ପାଇବା ପାଇଁ ଶସ୍ତା ଏବଂ ସୁନ୍ଦର ଉପାୟ:
୧୩. ଏହାକୁ କୁହନ୍ତି ହାଇଟେକ ସୁରକ୍ଷା :
୧୪. ଦର୍ପଣର ସମ୍ପୂର୍ଣ୍ଣ ବ୍ୟବହାର କେହି ଏମାନଙ୍କ ଠାରୁ ଶିକ୍ଷା କରନ୍ତୁ:
୧୫. ଏହି ତାର ଆଉ ବାରମ୍ବାର ବାହାରକୁ ବାହାରିବ ନାହିଁ:
୧୬. କେହି ଠିକ କହିଛି ,”ଆବଶ୍ୟକତା ହିଁ ଅବିଷ୍କାରର ଜନନୀ ଅଟେ”:
୧୭. ଆପଣ କଇଁଚିର ବ୍ୟବହାର ଏପରି ମଧ୍ୟ କରି ପାରିବେ :
୧୮. ଏହା ପାଣି ଖୋଲିବା ପାଇଁ ନୁହେଁ ଏସି ଖୋଲିବା ପାଇଁ ରହିଛି :
୧୯. ବଡ ବୁଦାକୁ କାଟିବା ପାଇଁ ବଡ ମେସିନର ଆବଶ୍ୟକତା ରହିଛି :
୨୦. କିଏ କହୁଛି ଯେ ଧନୀ ଲୋକ ଯୁଗାଡ଼ କରନ୍ତି:
୨୧. କାରରେ ବସି ଘର ପରି ଅନୁଭବ କରିବା ପାଇଁ ଏହି ଯୁଗାଡ କରନ୍ତୁ :
୨୨. ଶସ୍ତା ଏବଂ କାମ ଚଳାଉଥିବା ଯୁଗାଡ଼:
୨୩. ଆପଣ ନିଜର ଲଞ୍ଚ ବକ୍ସର ବ୍ୟବହାର ଏପରି ମଧ୍ୟ କରି ପାରିବେ:
୨୪. ଏହି ସାଇକେଲ ଉପରେ ତିନିଜଣ ନୁହେଁ ୫ ଜଣ ଲୋକ ବସି ପାରିବେ:
୨୫. ଆମେ ତ ଜାଣି ହିଁ ନଥିଲୁ ଯେ ଏକ ଷ୍ଟ୍ର, ନଳର କାମ କରି ପାରିବ :
୨୬. ଲାଗୁଛି ଯେ କେହି ମନ୍ଦବୁଦ୍ଧି କିଛି ଅଧିକ ହିଁ ବୁଦ୍ଧି ଲଗାଇ ଦେଇଛି :
୨୭. ସମ୍ଭାଳି କରି ଚଲାଅ :
୨୮. ଏହି ଖାଲି କୋନ ଏବେ ସ୍ପିକରର କାମ କରୁଛି :
୨୯. ଏହି ଯୁଗାଡ଼ ପାଇଁ ତାଙ୍କୁ ସଲାମ :
୩୦. ଏହା ଅଟେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଛୋଟ କମ୍ପ୍ୟୁଟର :
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।