ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ସିବିଆଇ ବହୁତ ବଡ଼ କଥା କହିଛି ଓ ସିବିଆଇ କୋର୍ଟ ରେ ମାନି ନେଇଛି କି ସେ କେବେ ବି କହିନି କି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି ଓ କେସ ଶେଷ ହୋଇଗଲା ଏବଂ ଏହି ବଡ଼ କଥା ଆଉ କେଉଁଠି ନୁହେଁ ବରଂ ବମ୍ବେ ହାଇକୋର୍ଟ ସାମ୍ନାରେ କହିଛିି, ଯେଉଁଠି କେତେ କଥା ଓ କେତେ ପ୍ରମାଣ ମଧ୍ୟ ଦିଆଯାଇଛି। ଏହି ପ୍ରକାକରେ ସୁଶାନ୍ତ ଙ୍କ କେସ ରେ ସିବିଆଇ ବହୁତ ବଡ଼ ଖୁଲାସା କରିଦେଇଛି। ସିବିଆଇ ପୁରା ଖାରଜ କରିଦେଇଛି କି ଯେଉଁ ଖବର ସବୁ ମିଡ଼ିଆରେ ଆସିଛି ତାହା କେସ କୁ ଶେଷ କରିବା ପାଇଁ ତାହା ସତ ନୁହେଁ। ଯଦି ତାହା ସତ ନୁହେଁ ତାହେଲେ ସିବିଆଇ କୁ ବହୁତ ବଡ଼ ପ୍ରମାଣ ମିଳିଯାଇଛି ଓ ଆରୋପି ମଧ୍ୟ ମିଳିଯାଇଛି। କଣ କହିଲା ସିବିଆଇ ବମ୍ବେ ହାଇକୋର୍ଟ ରେ କେମିତି ମାନିନେଲା ସୁଶାନ୍ତ ଙ୍କ କେସ ର ପାୱାରପ୍ଲେ । ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ବହୁତ ବଡ଼ ଅପଡେଟ ଆସିଛି, ଯାହା ସୁଶାନ୍ତ ଙ୍କ କେସ କୁ ପୁରା ବଦଳେଇ ଦେଇପାରେ।
ପ୍ରଥମ ଥର ସିବିଆଇ ମାନି ନେଇଛି କି ସେ ସୁଶାନ୍ତ ଙ୍କ ଆତ୍ମହତ୍ୟା ଉପରେ କିଛି ବି କହିନାହିଁ। ପ୍ରଥମ ଥର ସିବିଆଇ ପାଖାପାଖି ମାନି ନେଇଛି କି ସୁଶାନ୍ତ ନିଜେ ନିଜକୁ ମାରି ନାହାଁନ୍ତି ବରଂ ସେ କାମ ଆଉ କାହାର ଅଟେ ଓ ଏହା ସବୁକିଛି ବମ୍ବେ ହାଇକୋର୍ଟ ରେ କୁହାଯାଇଛି। ଅର୍ଥାତ୍ ଏହି କଥା ପୁରା ମହତ୍ୱପୂର୍ଣ୍ଣ ଅଟେ। କଣ କହିଲା ସିବିଆଇ କୋର୍ଟ ରେ ଓ କଣ ଅଟେ ଏହାର ମହତ୍ତ୍ଵ? ବମ୍ବେ ହାଇକୋର୍ଟ ରେ ଶୁଣାଣି ହେଲା ଯେଉଁଥିରେ କୋର୍ଟ ସିବିଆଇ କୁ ପ୍ରଶ୍ନ ପଚାରିଲା କି ମିଡ଼ିଆରେ ବହୁତ ପ୍ରକାରର ଖବର ଆସୁଛି ଓ ଏହା ମଧ୍ୟ ଆସୁଛି କି ସିବିଆଇ ନିଷ୍ପତ୍ତି ନେଇ ସାରିଛି କି ସୁଶାନ୍ତ ନିଜେ ନିଜକୁ ମାରିଛନ୍ତି, ଅନ୍ୟ କେହି ସୁଶାନ୍ତ ଙ୍କ ସହ ଅନ୍ୟାୟ କରିନାହାଁନ୍ତି। ଏତିକି ନୁହେଁ କୋର୍ଟ କହିଲା କି ଏହି ସବୁ କଥା ସିବିଆଇ ତରଫରୁ ମିଡ଼ିଆରେ ଲିକ ହୋଇଛି। ଏହାପରେ ସିବିଆଇ ର ଜବାବ ଆଶ୍ଚର୍ଯ୍ୟ କରିଦେଲା ସିବିଆଇ ସଫା ସଫା କହିଦେଲା କି ସେ ମିଡ଼ିଆ ସାମ୍ନାରେ କି ଆଉ କେଉଁଠି ବି ଏହି କଥା ସବୁ ସେ ଲିକ କରିନାହିଁ। ସିବିଆଇ କହିଲା କି ସେ କେବେ ବି କହିନାହିଁ କି ସୁଶାନ୍ତ ସିଂ ରାଜପୁତ ନିଜେ ନିଜକୁ ମାରିଛନ୍ତି ଓ ସୁଶାନ୍ତ ଙ୍କ ମାମଲାର ଯାଞ୍ଚ ପୁରା ହୋଇଯାଇଛି ସେ ଏମିତି ମଧ୍ୟ କହିନାହିଁ।
ଅର୍ଥାତ୍ ସିବିଆଇ ନିଜେ ମଧ୍ୟ କହୁଛି କି ସୁଶାନ୍ତ ସିଂ ରାଜପୁତ ନିଜେ ନିଜକୁ ମାରିଛନ୍ତି, ଏହା ସିଏ ମାନିନାହିଁ ଓ ଏବେ ଯାଞ୍ଚ ଜାରୀ ଅଛି ପୁରା ହୋଇନାହିଁ ଏତିକି ନୁହେଁ ସିବିଆଇ କୋର୍ଟ ରେ କହିଲା କି ଏବେ କିଏ ସୁଶାନ୍ତ ଙ୍କ ସହ ଅନ୍ୟାୟ କଲା ଓ କଣ ଅନ୍ୟାୟ ହେଲା ତାହାର ଯାଞ୍ଚ ଚାଲିଛି ଓ ଖୁବଶୀଘ୍ର ଏହାର ଖୁଲାସା କରାଯିବ। କିନ୍ତୁ ଏବେ ଯାଏ ଏହା ଉପରେ କିଛି ନିଷ୍ପତ୍ତି ନିଆଯାଇ ନାହିଁ ଓ ସିବିଆଇ ତରଫରୁ ମଧ୍ୟ ଏହା କୁହାଯାଇନାହିଁ କି ସୁଶାନ୍ତ ନିଜେ ନିଜକୁ ମାରିଛନ୍ତି। ଏହାର ମାନେ ସିବିଆଇ ମାନି ସାରିଛି କି ସୁଶାନ୍ତ ଙ୍କ ସହ କିଛି ନା କିଛି ଅନ୍ୟାୟ ହୋଇଛି, ଆଉ କିଏ ସୁଶାନ୍ତ ଙ୍କୁ ମାରିଛି ଏବଂ ଏହା ବହୁ ଷଢଯନ୍ତ୍ର ସହ ହୋଇଛି ଓ ଏହା ପଛରେ ବହୁ ଲୋକ ମଧ୍ୟ ଥାଇପାରନ୍ତି। ଯେଉଁ ନାମ କୁ ଖୋଜିବା ପାଇଁ ସିବିଆଇ ର ପୁରା ଟିମ ଲାଗିଛି ଓ ସିବିଆଇ କୋର୍ଟ କୁ କହିଲା କି ସେ ବହୁତ ଜଲ୍ଦୀ ଖୁଲାସ କରିବ। ଏହା ସିବିଆଇ ର ବହୁତ ବଡ଼ ବୟାନ ଅଟେ।
କାରଣ ମିଡ଼ିଆ ର କିଛି ଚ୍ୟାନେଲ ରେ ଲିକ ହୋଇ ଏହି ଖବର ଆସିଥିଲା କି ସୁଶାନ୍ତ ସିଂ ରାଜପୁତ ନିଜେ ନିଜକୁ ମାରିଛନ୍ତି ଓ ଖୁବଶୀଘ୍ର ସିବିଆଇ ଏହି କେସ କୁ ଶେଷ କରିବ। ସିବିଆଇ ଏହି ସବୁ କଥା କୁ ସବୁ ରିପୋର୍ଟ କୁ ଖାରଜ କରିଦେଇଛି ଓ ତାହା ସହ କୋର୍ଟ ରେ ଏହା ମଧ୍ୟ କହିଛିି କି ସେ କେବେ ବି କହିନି କି ସୁଶାନ୍ତ ଙ୍କ ସହ ଅନ୍ୟାୟ ହୋଇନାହିଁ ଓ ସୁଶାନ୍ତ ଙ୍କ ଆତ୍ମହତ୍ୟା କୁ ନେଇ କିଛି ବି ବୟାନ ସେ ଦେଇନାହିଁ। ଏହି କଥା କୁ ନେଇ ସିବିଆଇ ବିରୋଧ ରେ କାହାଣୀ ବନାଉଛନ୍ତି। କାରଣ ସୁଶାନ୍ତ ଙ୍କ କେସ କୁ ଜବରଦସ୍ତି ଶେଷ କରିବା ପାଇଁ ଚେଷ୍ଟା କରାଯାଉଥିଲା ଓ ଏହି କଥା ସିବିଆଇ କୋର୍ଟ ରେ କହିଦେଇଛି ଓ ଏହି ମିଛ କଥା କୁ ମଧ୍ୟ ଖାରୀଜ କରିଦେଇଛି। କୁହାଯାଉଛି କି ସିବିଆଇ ବହୁତ ଜଲ୍ଦୀ ଏମ୍ସ ପରେ ଦ୍ଵିତୀୟ ଫରେନସିକ ଏଞ୍ଜେଶି ଦ୍ବାରା ଯାଞ୍ଚ କରାଇବ, ଯାହା ପରେ ପୁରା ସତ ସାମ୍ନାକୁ ଆସିବ ଓ ସୁଶାନ୍ତ ଙ୍କ ସତ ଜଣା ପଡ଼ିବ। ରିୟା ଙ୍କ ନୂଆ ଜାଗାର କଣ ହୋଇଥିଲା ଖୁଲାସ ଆସନ୍ତୁ ଜାଣିବା..
ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାର ଯାଞ୍ଚ ସିବିଆଇ କରୁଛି ଓ ସିବିଆଇ ସାମ୍ନାରେ ସତ ବାହାର କରିବାର ବଡ ଚ୍ୟାଲେଞ୍ଜ ଅଛି। ଏହା ଭିତରେ ସୁଶାନ୍ତ ଙ୍କ କ୍ରାଇମ ସସ୍ପେକଟ ରିୟା ଚକ୍ରବର୍ତ୍ତୀ ଜେଲରୁ ବାହାରକୁ ଆସିଛନ୍ତି। କିନ୍ତୁ ରିୟା ଜେଲର ନିୟମ କୁ ଭାଙ୍ଗି ଦେଇଥିଲେ ଓ ରିୟା ପୁଲିସ ଷ୍ଟେସନ କୁ ମଧ୍ୟ ଯାଉନଥିଲେ। ଯାହା ପରେ କୁହାଯାଉଥିଲା କି କେଉଁଠି ଅଛନ୍ତି ରିୟା, କେଉଁଠି କୁ ଚାଲି ଯାଇଛନ୍ତି ? ରିୟା ଫେରାର ହୋଇ ଯାଇନାହାନ୍ତି ତ ? ଏହାର ଜବାବ ମଧ୍ୟ ମିଳିସାରିଛି। ରିୟା ଚକ୍ରବର୍ତ୍ତୀ ତାଙ୍କ ନୂଆ ଯାଗାରେ ଅଛନ୍ତି ଆଉ ଏହି ନୂଆ ଜାଗା ବହୁତ ଆଶ୍ଚର୍ଯ୍ୟ କରୁଛି। କାରଣ ରିୟା ଏମିତି ଜାଗା ରେ ଅଛନ୍ତି ପହଞ୍ଚିଛନ୍ତି କି ଯେଉଁଠି ସୁଶାନ୍ତ ଙ୍କ ମାମଲାରେ ବହୁତ ସାରା ପ୍ରମାଣ ହୋଇଥାଇ ପାରେ। ରିୟା ମଧ୍ୟ ସେହି ଜାଗାରେ ପହଞ୍ଚିଛନ୍ତି। ଏସେମେସ ରେ ପ୍ରଶ୍ନ ଉଠୁଛି କି କଣ ରିୟା ସେଠାକୁ ସବୁ ପ୍ରମାଣ ହଟେଇବା ପାଇଁ ଯାଇଛନ୍ତି। ରିୟା ଚକ୍ରବର୍ତ୍ତୀ ଙ୍କର ବହୁ ଦିନ ହେବ ତଲାସ କରାଯାଉଥିଲା କି ରିୟା କେଉଁଠି ଅଛନ୍ତି ରିୟା ନା ମୁମ୍ବାଇରେ ଥିବା ଘରେ ନଜର ଆସୁଥିଲେ ନା ରିୟା ଘରର ବାହାର ପୁଲିସ ଷ୍ଟେସନ ରେ ପହଞ୍ଚି ଥିଲେ।
ଏହାର ମାନେ ୮ ଅକ୍ଟୋବର ରୁ ରିୟା ନଜର ଆସୁନଥିଲେ। କିନ୍ତୁ ଏବେ ରିୟା ଚକ୍ରବର୍ତ୍ତୀ ଙ୍କର ଲୋକେସନ ର ପତା ଜଣା ପଡ଼ିଯାଇଛି। ରିୟା ଚକ୍ରବର୍ତ୍ତୀ ପାୱନା ରେ ପହଞ୍ଚିଛନ୍ତି। ପାୱନା ସେହି ଜାଗା ଯେଉଁଠି ସୁଶାନ୍ତ ସିଂ ରାଜପୁତ ଏକ ଫାର୍ମ ହାଉସ ଭଡ଼ାରେ ନେଇଥିଲେ ଓ ସୁଶାନ୍ତ ସେଠାକୁ ଯାଉଥିଲେ ଆଉ ତାଙ୍କ ସହ ରିୟା ମଧ୍ୟ ଯାଉଥିଲେ। ଏତିକି ନୁହେଁ ରିୟା ଙ୍କ ପୂର୍ବରୁ ସୁଶାନ୍ତ ଙ୍କ ର ଯେଉଁ ସାଙ୍ଗମାନେ ଥିଲେ ସେମାନଙ୍କ ସହ ସୁଶାନ୍ତ ସିଂ ରାଜପୁତ ଯାଉଥିଲେ। ଏହାର ମାନେ ପାୱନା ହାଉସ ସହିତ ସେହି ଇଲାକା ରେ ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ବହୁତ କିଛି ପ୍ରମାଣ ଥାଇ ପାରେ ଓ ଏବେ ରିୟା ମଧ୍ୟ ସେହି ପାୱନା ଇଲାକାରେ ପହଞ୍ଚିଛନ୍ତି। ରିୟା ଙ୍କୁ ସୁଶାନ୍ତ ଙ୍କ ଫାର୍ମ ହାଉସ ପାଖରେ ତ କେହି ଦେଖିନାହାନ୍ତି କିନ୍ତୁ ରିୟା ପାୱନା ଇଲାକାର ପାଖରେ ଦେଖିଛନ୍ତି। ଏବେ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଏହା କି ଯେଉଁ ପାୱନା ରେ ସୁଶାନ୍ତ ଙ୍କ ଫାର୍ମ ହାଉସ ଥିଲା ସେଠାକୁ ଯିବାପାଇଁ ରିୟା ଚକ୍ରବର୍ତ୍ତୀ କାହିଁକି ବାଛିଲେ? କଣ ସତରେ ପ୍ରମାଣ ହଟେଇବା ପାଇଁ ଓ ସାକ୍ଷୀ କୁ ବଦଳାଇବା ପାଇଁ ରିୟା ଚକ୍ରବର୍ତ୍ତୀ ପାୱନା ଯାଇଛନ୍ତି।
ଏନସିବି କୋର୍ଟ ରେ କହିଥିଲା କି ରିୟା ପ୍ରମାଣ ଓ ସାକ୍ଷୀ କୁ ବଦଳାଇ ପାରେ ଓ ଏଥିପାଇଁ ସେ ରିୟା ଙ୍କ ବେଲ ର ବିରୋଧ କରିଥିଲା। କିନ୍ତୁ ଏହାକୁ ସବୁ ଛାଡି ରିୟା ପାୱନା ଗଲେ। ଏଥିରେ ବଡ଼ ପ୍ରଶ୍ନ ଉଠୁଛି ? ଏତିକି ନୁହେଁ ଇଡିର ପଚରା ଉଚରା ରେ ରିୟା ଚକ୍ରବର୍ତ୍ତୀ କହିଥିଲେ କି ସେ ପାୱନା ଇଲାକାରେ ଜମି କିଣିବାର ଥିଲା। ଏହା ମଧ୍ୟ ବଡ଼ କଥା ଅଟେ। ଇଡି କୁ ଏହା କହିଥିଲେ କି ସେ ପାୱନା ରହିବେ ବୋଲି। କଣ ରିୟା ସେ ଜମି କିଣିଛନ୍ତି ନା ପୂର୍ବରୁ ପାୱନା ରିୟା ଜମି କିଣି ସାରିଥିଲେ ? ଏମିତିରେ ରିୟା ଙ୍କ ର ଯେଉଁ ଅବସ୍ଥା ହୋଇଛି ସେ ଏହି ଅବସ୍ଥାରେ ଜମି କିଣିବା ଅସମ୍ଭବ ଅଟେ। କିନ୍ତୁ ସମ୍ଭାବନା ଏହା କି ରିୟା ଚକ୍ରବର୍ତ୍ତୀ ପୂର୍ବରୁ ପାୱନା ଇଲାକାରେ ଜମି କିଣି ସାରିଥିଲେ ଓ ତାହା ପୁଣି ସୁଶାନ୍ତ ଙ୍କ ଟଙ୍କା ରେ।
ଆଉ ସେଥିପାଇଁ ରିୟା ଚକ୍ରବର୍ତ୍ତୀ ପାୱନା ଇଲାକାକୁ ଗଲେ। କାରଣ ମୁମ୍ବାଇର ଆଖ ପାଖର ଅନ୍ୟ ଇଲାକାର ମଧ୍ୟ ଅଛି ଯେଉଁଠି କି ସେ ଯାଇପାରିବେ। କିନ୍ତୁ ରିୟା ପାୱନା ଗଲେ। ଆଉ ଏହାର କେବଳ ଦୁଇଟି କାରଣ ହୋଇପାରେ ପ୍ରଥମ ପାୱନା ରେ ରିୟା ଜମି କିଣି ଥିବେ ଆଉ ସେଠି କିଛି ଜାଗା କରିଥିବେ ଆଉ ସେଠି ରହିବା ପାଇଁ ରିୟା ଯାଇଥିବେ। ଆଉ ଦ୍ଵିତୀୟ ବଡ ଓ ଭୟଙ୍କର କାରଣ ଏହା କି ରିୟା ଚକ୍ରବର୍ତ୍ତୀ ସେଠାକୁ ପ୍ରମାଣ ହଟେଇବା ପାଇଁ ଯାଇଥାଇ ପାରନ୍ତି। ରିୟା ଚକ୍ରବର୍ତ୍ତୀ ମୁମ୍ବାଇରେ ନଜର ଆସିଲେ ନାହିଁ କି ଘରେ ମଧ୍ୟ ନଜର ଆସିଲେ ନାହିଁ କି କୋଉ ଅନ୍ୟ ଯାଗାରେ ମଧ୍ୟ ନଜର ଆସିଲେ ନାହିଁ। ଏହା ସ୍ବାଭାବିକ କଥା କି ରିୟା କିଛି ନା କିଛି ନିହାତି କରୁଥିବେ। ଏବେ ରିୟା ପାୱନା ନଜର ଆସିବା ସୁଶାନ୍ତ ଙ୍କ କେସ ପାଇଁ ବହୁତ ଭୟଙ୍କର ଅଟେ। କାରଣ ଏହା ରିୟା ଙ୍କର ନୂଆ ଷଢଯନ୍ତ୍ର ମଧ୍ୟ ହୋଇଥାଇ ପାରେ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।