ର୍ଗଭବତୀ ଅବସ୍ଥା ରେ ଦିଅରକୁ ବିବାହ କଲେ ଭାଉଜ, କହିଲେ ସ୍ବାମୀ ଙ୍କୁ ନୁୁହେଁ ଦିଅର ଙ୍କୁ ଭଲ ପାଉଥିଲି।

ବିହାରର ବିତିୟା ପଞ୍ଚାୟତ ଏକ ଗର୍ଭବତୀ ମହିଳା ର ବିବାହ ତାର ଦିଅର ସହିତ କରିଦେଲେ। ତଥ୍ୟ ଅନୁସାରେ ପଞ୍ଚାୟତ ଏମାନଙ୍କୁ ଶିବ ମନ୍ଦିର ରେ ବିବାହ କରାଇଥିଲେ। ଏହି କାର୍ଯ୍ୟରେ ବହୁତ ଜଣ ଲୋକ ଉପସ୍ଥିତି ଥିଲେ। ସମସ୍ତେ ଖୁସି ହୋଇ ଏମାନଙ୍କୁ ଆର୍ଶୀବାଦ କଲେ। କୁହାଯାଉଛି କି ମୌଝିଲିୟା ଥାନା କ୍ଷେତ୍ର ର ଗୁରଚୁରବା ଗାଁ ରେ ରହୁ ଥିବା ପୁନିତା କୁମାରୀ ର ବିବାହ ୪ ବର୍ଷ ପୂର୍ବେ ହୋଇଥିଲା। କିନ୍ତୁ ପୁନିତା କୁମାରୀ ଏହି ବିବାହ ରେ ଖୁସି ନ ଥିଲେ ଏବଂ ବିବାହ ପରେ ତାଙ୍କୁ ତାଙ୍କ ଦିଅର ସହିତ ପ୍ରେମ ହୋଇଯାଇଥିଲା। ଦିଅର ପାଇଁ ସ୍ବାମୀ କୁ ଛାଡି ଦେଇଥିଲା।

ପୁନିତା କୁମାରୀ ଙ୍କର ଏହି ନିସ୍ପତି ରେ ଗାଁ ଲୋକ ଏବଂ ପୁନିତା ର ପରିବାର ଲୋକ ସର୍ମଥ ଥିଲେ। ପୁୁନିତା କୁମାରୀ ର ବିବାହ ଦିଅର ରାକେଶ କୁମାର ଙ୍କ ସହ ଶିବ ମନ୍ଦିର ରେ ହୋଇଥିଲା। ଏମାନଙ୍କର ଏହି ବିବାହ ପଞ୍ଚାୟତ ର ନିସ୍ପତି ରେ କରାଯାଇଥିଲା। ପୁନିତା କହିଛି କି ସେ ତା ଦିଅର କୁ ହିଁ ଭଲ ପାଉଛି ଏବଂ ତା ସହ ରହିବାକୁ ଚାହୁଁଛି। ଯେତେବେଳେ ଏହି କଥା ଘର ଲୋକ ଏବଂ ଗାଁ ଲୋକଙ୍କୁ ଜଣା ପଡିଲା ତେବେ ଗାଁ ରେ ପଞ୍ଚାୟତ ବସିଲା। ଯାହା ଦ୍ବାରା ଏହି ଦୁଇ ଜଣକ ର ବିବାହ ର ନିସ୍ପତି ନିଆଗଲା। ପୁନିତା ର ଗୋଟିଏ ପୁଅ ଅଛି ଏବଂ ୭ ମାସ ର ଗର୍ଭବତୀ ମଧ୍ୟ ଅଛି। ରାକେଶ କୁମାର ପଣ୍ଡିତ ଅନୁସାରେ ଏହି ଦୁଇଟି ପିଲା ତାର।

ତଥ୍ୟ ଅନୁସାରେ ୪ ବର୍ଷ ପୂର୍ବେ ହରିନ୍ଦ୍ର ପଣ୍ଡିତ ଙ୍କ ବଡ ପୁଅ ଙ୍କ ସହିତ ଥାନା କ୍ଷେତ୍ର ର ବାସାଡ ର ଝିଅ ପୁନିତା କୁମାରୀ ଙ୍କର ବିବାହ ହୋଇଥିଲା। ବିବାହ ପରେ ଯେତେବେଳେ ପୁନିତା ଶାଶୁଘର ଆସିଲା ସେତେବେଳେ ତାକୁ ତା ଦିଅର ସହିତ ପ୍ରେମ ହୋଇଯାଇଥିଲା। ଦିଅର ରାକେଶ ବି ଭାଉଜ କୁ ପସନ୍ଦ କରୁଥିଲା। ଏହି ଦୁଇ ଜଣକ ମଧ୍ୟରେ ପ୍ରେମ ସଂମ୍ପର୍କ ଆରମ୍ଭ ହୋଇଯାଇଥିଲା।

ଏହା ଦ୍ବାରା ପୁନିତା ମା ହୋଇ ଯାଇଥିଲା ଏବଂ ସେ ଏକ ପୁଅ କୁ ଜନ୍ମ ଦେଇଥିଲା। ଚାରି ବର୍ଷ ପର୍ଯ୍ୟନ୍ତ ଏମିତି ଚାଲିଲା ଏବଂ ପୁନିତା ପୁଣି ଗର୍ଭବତୀ ହେଇଗଲା। ଏହା ପରେ ଦୁଇ ଜଣ ପରସ୍ପର କୁ ବିବାହ କରିବାର ନିସ୍ପତି ନେଲେ। ଯେଉଁଥିରେ ଏମାନଙ୍କର ପରିବାର ଲୋକ ଏମାନଙ୍କ ସାଥ ଦେଇଥିଲେ। ପୁନିତା କହିଛି କି ଏହି ଦୁଇ ଜଣ ଙ୍କର ପ୍ରେମ ସଂମ୍ପର୍କ ୪ ବର୍ଷ ହେବ ଚାଲିଛା। ଦେଢ ବର୍ଷ ର ପୁଅ ଏବଂ ଗର୍ଭ ରେ ଥିବା ପିଲା ମଧ୍ୟ ରାକେଶ କୁମାର ପଣ୍ଡିତ ର।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *