କାର ର ଛାତ ଉପରେ ଡ୍ୟାନ୍ସ କରି ଗର୍ଲଫ୍ରେଣ୍ଡ ମନେଇଲେ ଜନ୍ମ ଦିନ,ବେଲ ରେ ଜେଲ ରୁ ଆସିଥିଲା ବୟେଫ୍ରେଣ୍ଡ

ମହାରାଷ୍ଟ୍ରର ଔରଙ୍ଗାବାଦ ରେ ଏକ ମହିଳା କାର ର ଛାତ ଉପରେ ଦିନ ଠାରୁ ରାତି ପର୍ଯ୍ୟନ୍ତ ଡାଂସ କରି ଏବଂ ବିଅର , ସିଗାରେଟ ପିଇ ନିଜର ଜନ୍ମ ଦିନ ପାଳନ କରୁଥିବା ଏହି ଭିଡିଓ ସୋଶିଆଲ ମିଡିଆ ରେ ବହୁତ ଭାଇରାଲ ହେଉଛି।

ପୁଣ୍ଡଲିକ ନଗର ଥାନା ପୋଲିସ ଇନସ୍ପେକ୍ଟର ଘନଶ୍ୟାମ ସୋନାବଣେ କହିଛନ୍ତି କି ଅକ୍ଟୋବର ୪ ବହୁତ ରାତି ରେ ପୁଣ୍ଡଲିକ ଥାନା କ୍ଷେତ୍ର ରେ ନିଜର ଜନ୍ମ ଦିନରେ ରାସ୍ତା ମଝିରେ କାର ର ଛାତ ଉପରେ ବିଅର ଏବଂ ସିଗାରେଟ ପିଇ ଡାଂସ କରୁଥିଲା। ଯାହାର ଭିଡିଓ ସୋଶିଆଲ ମିଡିଆ ରେ ବହୁତ ଭାଇରାଲ ହେଉଛି।

ଏହି ମାମଲା ରେ ପୋଲିସ ଶେଖ ଜାବେଦ ଏବଂ ତାର ସାଙ୍ଗ ମନୋଜ ବଲିରାମ ମାଧବ କୁ ଧରି ନେଇଛି। ଏହି ଦୁଇ ଜଣଙ୍କ ଠାରୁ ଧରୁଆ ମାରଣା ଅସ୍ତ୍ର ବି ଜବତ କରିଛି ପୋଲିସ। ପୋଲିସ କହୁଛି କି ଏ ଦୁଇ ଜଣ ଜେଲ ଫେରନ୍ତା ଅାରୋପୀ ଏବଂ ଏମାନଙ୍କ ନାମ ରେ ବହୁତ ଆରୋପ ବି ଅଛି।

ପୋଲିସ କହିଛି କି ଶେଖ ଜାବେଦ ସେପ୍ଟେମ୍ବର ୩୦ କୁ ଔରଙ୍ଗାବାଦ ଜେଲ ରୁ ବେଲ ରେ ଆସିଥିଲା। ଏହି କଥା ତାର ଗର୍ଲଫ୍ରେଣ୍ଡ ଠାରୁ ଜଣା ପଡିଲା। ସେ ତାର ଜନ୍ମ ଦିନ ମନେଇବା ପାଇଁ ପୁନେ ରୁ ଔରଙ୍ଗାବାଦ ଆସିଥିଲେ।

ଭାଇରାଲ ଭିଡିଓ ଅନୁସାରେ ଶୁକ୍ରବାର ସନ୍ଧ୍ୟା ପୁଣ୍ଡଲିକ ନଗର ଥାନା ପୋଲିସ ପାଞ୍ଚ ଜଣଙ୍କ ବିରୋଧ ରେ ମାମଲା ଦର୍ଜ କରିଛି। ଯେଉଁଥିରୁ ଦୁଇ ଜଣ ଆରୋପୀ କୁ ପୋଲିସ ଧରି ନେଇଛି। ଏବଂ ଅନ୍ୟ ତିନି ଜଣ ଆରୋପୀ କୁ ପୋଲିସ ଖୋଜୁଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *