ମହେଶ ଭଟ୍ଟ ଙ୍କ ଦୁଷ୍କର୍ମର ମହାଖୁଲାସା, ଭଣଜାର ପତ୍ନୀ ହିଁ କହିଲେ ଧନ୍ଦା ର ଗ୍ୟାଙ୍ଗ ଚଲାନ୍ତି ଭଟ୍ଟ

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ମହେଶ ଭଟ୍ଟ ଙ୍କ ଦୁଷ୍କର୍ମ ର କଥା କାହା ଠାରୁ ଲୁଚି ନାହିଁ। ସୁଶାନ୍ତ ଙ୍କୁ କେମିତି ଆଇସୁଲେଟ କରୁଥିଲେ ଓ କେମିତି ମହେଶ ଭଟ୍ଟ ବାରମ୍ବାର ସୁଶାନ୍ତ ଙ୍କୁ ଏହା କହୁଥିଲେ କି ତୁମେ ପାଗଳ ହୋଇଯାଇଛ ଓ ତୁମର ଅବସ୍ଥା ବର୍ବି ଭଳି ହୋଇଯାଇଛି, ଆଉ ତୁମେ କିଛି ବି କରି ପାରିବ ନାହିଁ। ସେହି ମହେଶ ଭଟ୍ଟ ର ନୂଆ ପାପ ସାମ୍ନାକୁ ଆସିଛି ଓ ଏହି ଖୁଲାସ ଆଉ କେହି ନୁହେଁ ବରଂ ମହେଶ ଭଟ୍ଟ ଙ୍କ ଭଣଜା ର ପତ୍ନୀ କରିଛନ୍ତି। ମହେଶ ଭଟ୍ଟ ଙ୍କ ଭଣଜା ର ପତ୍ନୀ ଲବିନା ଭଟ୍ଟ ଙ୍କ ର ପୁରା ସତ ଖୋଲି ଦେଲେ। କହିଲେ କି ମହେଶ ଭଟ୍ଟ ସବୁଠାରୁ ବଡ଼ ଡ୍ରଗସ ର କାରବାର କରେ, ସବୁଠାରୁ ବଡ଼ ଗ୍ୟାଙ୍ଗବାଜ ଅଟେ ଓ ବଲିଉଡ ର ସବୁଠାରୁ ବଡ଼ ଧନ୍ଦାକାରୀ ଅଟେ।ଲୋକମାନଙ୍କୁ ବଞ୍ଚିବାକୁ ଦିଏ ନାହିଁ, ଅର୍ଥାତ୍ ସେ ସେମାନଙ୍କୁ ମାରିଦିଏ ନହେଲେ ମରିବା ପାଇଁ ବାଧ୍ୟ କରିଦିଏ।

ଯେମିତିକି ସୁଶାନ୍ତ ଙ୍କ ସହ ହୋଇଛି। କଣ କହିଲେ ଲବୀନା ଲୋଦ ଓ କେମିତି କରିଦେଲେ ମହେଶ ଭଟ୍ଟ ର ଖୁଲାସ? ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ପ୍ରଥମ ଦିନରୁ ମହେଶ ଭଟ୍ଟ ଙ୍କ ଉପରେ ଆଙ୍ଗୁଠି ଉଠୁଛି ଓ ପ୍ରଥମ ଦିନରୁ ମହେଶ ଭଟ୍ଟ ଙ୍କ ପାପ ସାମ୍ନାକୁ ଆସିଛି। ସେହି ମହେଶ ଭଟ୍ଟ ଯିଏ ସୁଶାନ୍ତ ଙ୍କୁ ସାହାଯ୍ୟ କରିବା ନାମରେ ସୁଶାନ୍ତ ଙ୍କ ଫ୍ଲାଟ କୁ ଯାଉଥିଲେ ଓ ପୁଣି ସୁଶାନ୍ତ ଙ୍କୁ ଏକା ଛାଡି ରିୟା ଙ୍କ ସହିତ ଅନ୍ୟ ଏକ ରୁମ ରେ ରଙ୍ଗ ରଙ୍ଗୋଲୀ ମନାଉ ଥିଲେ। ସେହି ମହେଶ ଭଟ୍ଟ ର ପାପଲୋକ ରୁ ମହେଶ ଭଟ୍ଟ ର ଭଣଜା ର ପତ୍ନୀ ପରଦା ଉଠାଇ ଦେଇଛନ୍ତି। ଲବିନା ଲୋଦ ଯିଏ ମହେଶ ଭଟ୍ଟ ର ଭଣଜା ସୁମିତ ସବରୱାଲ ଙ୍କୁ ବିବାହ କରିଥିଲେ ସେ କେତେ ନୂଆ ନୂଆ ଖୁଲାସ କରିଦେଇଛନ୍ତି। ଲବିନା ଲୋଦ କହିଲେ କି ସେ ଏହି ଭିଡିଓ ନିଜର ଓ ନିଜ ପରିବର ର ସୁରକ୍ଷା ପାଇଁ କରିଛନ୍ତି ଓ କହିଲେ କି ଯଦି ତାଙ୍କର କି ତାଙ୍କ ପରିବାର ର କିଛି ବି ହୁଏ ତାହେଲେ ମହେଶ ଭଟ୍ଟ ଓ ତାଙ୍କ ଭଣଜା ସେଥିପାଇଁ ଦାୟୀ ହେବେ। ଲବିନା ଲୋଦ କହିଲେ କି ବଲିଉଡ ର ସବୁଠାରୁ ବଡ଼ ଡନ ହେଉଛନ୍ତି ମହେଶ ଭଟ୍ଟ।

ସେ ପୁରା ଇଣ୍ଡଷ୍ଟ୍ରି କୁ ଦେଖୁଛନ୍ତି ଓ ଯିଏ ତାଙ୍କ ବିରୋଧ ରେ କହିଥାଏ ତାକୁ ସେ ରାସ୍ତାରୁ ହଟେଇ ଦେଇଥାଏ ଓ ଏଥିରେ ପୁଲିସ ମଧ୍ୟ କିଛି କରିନଥାନ୍ତି। ଏତିକି ନୁହେଁ ଲବିନା କହିଲେ କି ତାଙ୍କ ପତି ଅର୍ଥାତ୍ ମହେଶ ଭଟ୍ଟ ଙ୍କ ଭଣଜା ସୁମିତ ମହେଶ ଭଟ୍ଟ ଙ୍କୁ ଡ୍ରଗସ୍ ସପ୍ଲାଏ କରନ୍ତି। ଏତିକି ନୁହେଁ ସୁମିତ ସପ୍ନା ବମ୍ବି, ଅମୈରା ଭଳି ହେରୋଇନ କୁ ଡ୍ରଗସ୍ ସପ୍ଲାଏ କରିଥାଏ ଓ ଲଗାତର କେତେ ଏମିତି ନାମ ଅଛି ଓ କେତେ ଏମିତି ବଡ଼ ଲିଷ୍ଟ ଅଛି ଯାହାକୁ ଡ୍ରଗସ୍ ସପ୍ଲାଏ କରାଯାଇଥାଏ ଓ ଏହା ସବୁକିଛି ମହେଶ ଭଟ୍ଟ ଦେଖିଥାଏ। ଏତିକି ନୁହେଁ ଲବିନା ଲୋଦ ବଡ଼ ଖୁଲାସ କରି କହିଲେ କି ତାଙ୍କ ପତି ସୁମିତ ଝିଅ ମାନଙ୍କୁ ମଧ୍ୟ ସପ୍ଲାଏ କରେ। ଏହା ବହୁତ ବଡ଼ ଖୁଲାସ ଅଟେ ଓ ଏହା ସବୁକିଛି ମହେଶ ଭଟ୍ଟ ଙ୍କୁ ଜଣା ଅଛି ଏବଂ ମହେଶ ଭଟ୍ଟ ଙ୍କ ଇଶାରା ରେ ଏହି କାମ ସବୁ ହୋଇଥାଏ। ଲବିନା ଏହା ମଧ୍ୟ କହିଦେଲେ କି ଏହାର ପୁରା ସିଷ୍ଟମ ମହେଶ ଭଟ୍ଟ ଅପରେଟ କରିଥାନ୍ତି। ମହେଶ ଭଟ୍ଟ ର ଧନ୍ଦା ଉପରେ ଲବିନା ଯିଏ ତାଙ୍କ ଭଣଜା ର ସେ ଏହି ବଡ଼ ଖୁଲାସ କରିଛନ୍ତି।

ଲବିନା କହିଲେ କି ବଲିଉଡ ରେ ସୁଶାନ୍ତ ଙ୍କ ଭଳି କେତେ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ଲେଖକ ଙ୍କ ର ଜୀବନ ମହେଶ ଭଟ୍ଟ ବରବାଦ କରିଦେଇଛି। ମହେଶ ଭଟ୍ଟ କେବଳ ଫୋନ କରିଥାଏ ଓ ତାଙ୍କୁ କାମ ନଦେବା ପାଇଁ କହିଥାଏ ଓ ତାହା ପରେ ସେ ଲୋକଙ୍କୁ କିଛି କାମ ଦିଆ ଯାଇନଥାଏ ଏବଂ ଏମିତି କେତେ ଲୋକ ଅଛନ୍ତି ଯାହାକୁ ମହେଶ ଭଟ୍ଟ ବରବାଦ କରି ଦେଇଛି। ଆଉ କିଛି ଏମିତି ହିଁ ସୁଶାନ୍ତ ସିଂ ରାଜପୁତ ଙ୍କ ସହ ହୋଇଥିଲା। ତାଙ୍କୁ ମଧ୍ୟ ଆଇସୁଲେଟ କରାଯାଇଥିଲା, ଏତିକି ନୁହେଁ ଲବିନା କହିଲେ କି ଯଦି ମହେଶ ଭଟ୍ଟ ଙ୍କ ବିରୋଧ ରେ ପୁଲିସ ଙ୍କ ପାଖକୁ ଅଭିଯୋଗ ନେଇ ଯାଅ ତାହେଲେ ପୁଲିସ ଏ କଥା ଶୁଣନ୍ତି ନାହିଁ। କାରଣ ସେଠି ମଧ୍ୟ ମହେଶ ଭଟ୍ଟ ଙ୍କ ରାଜ ଚାଲିଥାଏ ଓ ସେ ବହୁତ ବଡ଼ ପାୱାରଫୁଲ ଲୋକ ଅଟେ। ମହେଶ ଭଟ୍ଟ ର ନିଜ ଭଣଜା ର ପତ୍ନୀ ଏତେ ବଡ଼ ଖୁଲାସ କରିଦେଇଛନ୍ତି ଓ କହି ଦେଇଛନ୍ତି କି ମହେଶ ଭଟ୍ଟ କଣ କଣ ଧନ୍ଦା କରୁଛି।

ଏହାର ମାନେ ଏମାନେ ସୁଶାନ୍ତ ଙ୍କ ସହ କଣ କଣ କରୁନଥିବେ ଓ ରିୟା ଭଳି ଲୋକ ର ବହୁତ ବଡ଼ ଲମ୍ବା ଲିଷ୍ଟ ଥିବ, ଯାହା ମହେଶ ଭଟ୍ଟ ପାଖରେ ଥିବ ଓ ମହେଶ ଭଟ୍ଟ ର କଥାରେ କିଛି ବି କରିବାକୁ ପ୍ରସ୍ତୁତ ଥିବେ। ଅର୍ଥାତ୍ ସୁଶାନ୍ତ ଙ୍କୁ ନେଇ ଯେଉଁ କଥା ପ୍ରଥମ ଦିନରୁ କୁହାଯାଉଥିଲା କି ମହେଶ ଭଟ୍ଟ ତାଙ୍କୁ ବରବାଦ କରିଦେଲା, ମାରିଦେଲା, ସେହି କଥା ଏବେ ପ୍ରମାଣ ହେଉଛି।ଲବିନା ର ଏହି ବୟାନ ରେ ମହେଶ ଭଟ୍ଟ ଙ୍କ ର ମଧ୍ୟ ବୟାନ ଆସିଛି। ମହେଶ ଭଟ୍ଟ ନିଜ ଓକିଲ ଜରିଆ ରେ କହିଛନ୍ତି କି ଲବିନା ଲୋଦ ର ଅଭିଯୋଗ ମିଛ ଓ ଅପମାନଜନକ ଅଟେ। କିନ୍ତୁ ସଫା କଥା ଏହା କି ଯଦି କେଉଁଠୁ ସ୍ଵର ଉଠୁଛି ତାହେଲେ କିଛି ନା କିଛି ଅଛି। ମହେଶ ଭଟ୍ଟ ର ଘର ଭିତରୁ ଯଦି ଲୋକ ଅଭିଯୋଗ କରୁଛନ୍ତି ତାହେଲେ ସେ ନିହାତି ଟେନସନ ରେ ଅଛନ୍ତି ଓ ସେ ସତ କହୁଛନ୍ତି। ତାଙ୍କ କଥା ବିଶ୍ଵାସ କରାଯିବା କଥା ଅଟେ। ଏଥିରେ ମହେଶ ଭଟ୍ଟ ର ପୁରା ରହସ୍ୟ ଖୋଲି ଦେଲେ। ଆସନ୍ତା ଦଶ ଦିନ ରେ କେମିତି ସୁଶାନ୍ତ ଙ୍କ କେସ ରେ ବଡ଼ ଉନ୍ନତ ହେବ, ଆସନ୍ତୁ ଜାଣିବା …

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ଅଧିକାଂଶ ଲୋକ ମାୟୁସ ହୋଇ ଯାଇଥିଲେ ଓ ସମସ୍ତଙ୍କୁ ଲାଗିଲା କି ନ୍ୟାୟ ମିଳିବ ନା ନାହିଁ ଆଉ ଯଦି ମିଳିବ ତାହେଲେ କେବେ ମିଳିବ ଓ ପୁରା ନ୍ୟାୟ ହେବ ନା ନାହିଁ। କିନ୍ତୁ ଏହା ଭିତରେ ସୁଶାନ୍ତ ଙ୍କ କେସ ରେ ବହୁତ ବଡ଼ ଜିତ ମିଳିଛି ଓ ଏହା ସବୁଠାରୁ ବଡ଼ ଜିତ ମଧ୍ୟ କାରଣ ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ଦଶ ଦିନର ଅଲ୍ଟିମେଣ୍ଟସ ଦିଆ ହୋଇଛି, ସୁଶାନ୍ତ ଙ୍କ କେସ ରେ। ଆଉ ଯଦି ପିଏମ ଏହି କେସ ରେ ଦଖଲ ନ ଦିଅନ୍ତି ତାହେଲେ ଦଶ ଦିନରେ କୋର୍ଟ ରେ ହେବ ପୁରା ନ୍ୟାୟ। ଦେଶର ଜଣାଶୁଣା ଓକିଲ ଓ ସୁଶାନ୍ତ ଙ୍କ କେସ ରେ ସାମିଲ ଥିବା ଶୁଭ୍ର ମୋନୀୟମ ସ୍ଵାମୀ ସିଧା ସିଧା ପିଏମ ମୋଦି ଙ୍କ ପାଖକୁ ଚିଠି ପହଞ୍ଚାଇ ଦେଇଛନ୍ତି। ସ୍ବାମୀ ପିଏମ ମୋଦି ଙ୍କୁ ଚିଠି ଲେଖିଛନ୍ତି ଓ ଏହି ଚିଠି ଛୋଟ କଥା ନୁହେଁ ବହୁତ କଥା ଅଟେ। ସ୍ବାମୀ ପିଏମ ମୋଦିଙ୍କୁ ଲେଖିଛନ୍ତି କି ସୁଧିର ଗୁପ୍ତା ଙ୍କ ଫରେନସିଭ ଟିମ ଯେଉଁ ରିପୋର୍ଟ ସୁଶାନ୍ତ ଙ୍କ କେସ ରେ ଦେଇଛନ୍ତି ସେଥିରେ କିଛି ନୁହେଁ ବହୁତ କିଛି ଗଡ଼ବଡ଼ ଅଛି। ଏତିକି ନୁହେଁ ସ୍ବାମୀ ଚିଠି ରେ ଏହା ମଧ୍ୟ ଲେଖିଛନ୍ତି କି ନିଜେ ସିବିଆଇ ସୁଧିର ଗୁପ୍ତା ଙ୍କ ରିପୋର୍ଟ କୁ ଖାରିଜ କରିଦେଇଛି ଓ ଏହି ଖୁଲାସ ସ୍ବାମୀ କରିଛନ୍ତି। ଏଥିପାଇଁ ସିବିଆଇ ସୁଧିର ଗୁପ୍ତା ଙ୍କ ଟିମ ରୁ ସୁଶାନ୍ତ ଙ୍କ ବଞ୍ଚିଥିବା ଅଙ୍ଗ ମଧ୍ୟ ନେଇଯାଇଛନ୍ତି।

ଏବଂ ସୁଧିର ଗୁପ୍ତା ଙ୍କ ରିପୋର୍ଟ ଆଧାରରେ ମଧ୍ୟ ନିଜର ଯାଞ୍ଚ ବଢ଼ାଇ ନଥିଲେ। ଏବେ ସ୍ବାମୀ ପିଏମ ମୋଦିଙ୍କୁ ଅନୁରୋଧ କରିଛନ୍ତି କି ଏହି ମାମଲାରେ ଏକ ନୂଆ ଫରେନସିଭ ଯାଞ୍ଚ କରାଯାଉ ଏକ ନୂଆ ଫରେନସିଭ ଟିମ ସହ ଯେଉଁଥିରେ ଅଲଗା ଅଲଗା ଏକ୍ସପୋର୍ଟ ସାମିଲ ଥିବେ। ଏତିକି ନୁହେଁ ସ୍ବାମୀ ସିଧା ସିଧା ପିଏମ ମୋଦିଙ୍କୁ ଚୁନତି ଦେଇଛନ୍ତି ଓ କହିଲେ ଯଦି ଦଶ ଦିନ ଭିତରେ କିଛି ଆକ୍ସନ ନ ନିଆଗଲା ତାହେଲେ ସେ କୋର୍ଟ ଯିବା ପାଇଁ ବାଧ୍ୟ ହେବେ। ସ୍ବାମୀ ସିଧା ସିଧା ପିଏମ ମୋଦିଙ୍କ ପାଇଁ ଦଶ ଦିନର ଗଣନା ଆରମ୍ଭ କରିଦେଲେ। ଏବେ ଏହି ମାମଲାରେ ବଡ଼ କଥା କି ବିହାର ଚୁନାଉ ରେ ଏହି ସମୟରେ ପିଏମ ମୋଦି ମଧ୍ୟ ଦଶ ଦିନ ପୂର୍ବରୁ ଏହି ମାମଲାରେ ଦଖଲ ଦେଇ ଦ୍ଵିତୀୟ ଥର ଫରେନସିଭ ଯାଞ୍ଚ କରିବା ପାଇଁ ଆଦେଶ ଦେଇଦେବେ ଓ ଯଦି କୌଣସି କାରଣରୁ ପିଏମ ମୋଦି ଏହା ଉପରେ ଆକ୍ସନ ନନେଇ ପାରନ୍ତି ତାହେଲେ ଶୁଭ୍ର ମୋନୀୟମ ସ୍ବାମୀ ଦଶ ଦିନ ପରେ କୋର୍ଟ ଯିବେ।

ସୁପ୍ରିମ କୋର୍ଟ ପ୍ରଥମରୁ ନିଜେ ସିବିଆଇ କୁ ଯାଞ୍ଚ ପାଇଁ ଆଦେଶ ଦେଇ ସାରିଛନ୍ତି ଓ ଏହା ସତ ଯେ ଦ୍ଵିତୀୟ ଥର ଫରେନସିଭ ଯାଞ୍ଚ ପାଇଁ ଆଦେଶ ଦେବା କୁ ବେଶି ମିନିଟ ଲାଗିବ ନାହିଁ। ଅର୍ଥାତ୍ ଆଗକୁ ଆସୁଥିବା ଦଶ ଦିନ ରେ ସୁଶାନ୍ତ ଙ୍କ ନ୍ୟାୟ ରେ ବହୁତ ବଡ଼ ଜିତ ହେବ। କାରଣ ଆମେ ନୁହେଁ ବଡ଼ ବଡ଼ ଓକିଲ ଓ ସବୁ ଲୋକ ମଧ୍ୟ ଜାଣିଛନ୍ତି କି ସୁଶାନ୍ତ ଙ୍କ ସହ କିଛି ନୁହେଁ ବହୁତ କିଛି ଅନ୍ୟାୟ ହୋଇଛି। ଆଉ ଫରେନସିଭ ରେ ଗୋଟେ ଦିନରେ ଏହା ପୁରା ପ୍ରମାଣ ହୋଇଯିବ। ନିଜେ ସୁଧିର ଗୁପ୍ତା ମଧ୍ୟ ସୁଶାନ୍ତ ଙ୍କ ମାମଲା କୁ ମଡର କହୁଥିଲେ କିନ୍ତୁ ହଠାତ ନିଜର ରିପୋର୍ଟ ବଦଳାଇ ଦେଲେ ଓ ଏବେ ପୁରା ସତ ଯେ ସୁଶାନ୍ତ ଙ୍କ କେସ ରେ ଦଶ ଦିନ ରେ ପିଏମ ମୋଦି ନିଜେ ସୁଶାନ୍ତ ଙ୍କ ନ୍ୟାୟ ପାଇଁ ଆଦେଶ ଦେବେ ନହେଲେ କୋର୍ଟ କୁ ଆଦେଶ ଦେବାପାଇଁ ଗୋଟେ ମିନିଟ ଲାଗିବ ନାହିଁ। ଦ୍ଵିତୀୟ ଥର ଫରେନସିଭ ଯାଞ୍ଚ ଓ ଦ୍ଵିତୀୟ ଥର ଫରେନସିଭ ଯାଞ୍ଚ ରେ ଦୁଇଦିନ ଲାଗିବ ନାହିଁ ସୁଶାନ୍ତ ଙ୍କ କେସ ରେ ବହୁତ ବଡ଼ ଖୁଲାସ ହୋଇଯିବ ଏବେ ସୁଶାନ୍ତ ଙ୍କ କେସ ରେ ଏହା ବଡ଼ ନୁହେଁ ସବୁଠାରୁ ବଡ଼ ଜିତ ଅଟେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *