ସାରା ବିଶ୍ବ ଏବେ କରୋନା ଭାଇରସ ର ମହାମାରୀ ରେ କବଳିତ ଅଛି। ଭାରତରେ ମଧ୍ୟ ତାର ସଂକ୍ରମଣ ର ସଂଖ୍ୟା ୭୭ ଲକ୍ଷ୍ୟରେ ପହଞ୍ଚିଲାଣି। ଯେତେବେଳେ ଏକ ଲକ୍ଷ ଅଧିକ ଲୋକଙ୍କ ର ମୃତ୍ୟୁ ମଧ୍ୟ ହୋଇସାରିଲାଣି। ବର୍ତ୍ତମାନ ଲୋକମାନଙ୍କୁ ଏବେ ଭ୍ୟାକସିନ ର ଅପେକ୍ଷା ରହିଛି। କାରଣ ଏହି ଭଳି ଜୀବନ ନେବା ରୋଗରୁ ଛୁଟି ମିଳି ପାରିବ। ହେଲେବି ଭାରତ ସମେତ କେତେ ଦେଶରେ ଭ୍ୟାକସିନ କାମ ଜୋରରେ ଚାଲିଛି। ଆଶା ଅଛି ଏହି ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଆରମ୍ଭରୁ ଭ୍ୟାକସିନ ଆସିଯିବ । ଏଥିରୁ ଜାଣିବା ଉଚିତ ଯେ ଦେଶରେ ଭ୍ୟାକସିନ ର ମୂଲ୍ୟ କେତେ ରହିବ। କଣ ଲୋକମାନେ କିଣି ପାରିବେ ? ଆସନ୍ତୁ ଜାଣିବା ଏ ବିଷୟରେ ।
ଅକ୍ସଫୋଡ ଭ୍ୟାକସିନ ର ମୂଲ୍ୟ:

ଅକ୍ସଫୋଡ ୟୁନିଭରସିଟି ଭ୍ୟାକସିନ ବନାଉ ଥିବା ଏଷ୍ଟ୍ରଜେନେକା କମ୍ପାନୀ କମ ମୂଲ୍ୟରେ ଭ୍ୟାକସିନ ତିଆରି କରିଛି। ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଭାରତରେ ଭ୍ୟାକସିନ ବନେଇବା ପାଇଁ ଇଷ୍ଟ୍ରୋଜେନେକା ସହିତ ହାତ ମିଳାଇଛି ଏହାକୁ ଏଠାରେ “କୋଭିସିଲଡ” ନାମରେ ବିକ୍ରି କରାଯିବ। ସିରମ୍ ଇନଷ୍ଟିଚ୍ୟୁଟ ମୁତାବକ ଭାରତରେ ଏହାର ମୂଲ୍ୟ ତିନି ଡଲାର ମାନେ ୨୨୦ ଟଙ୍କା ପାଖାପାଖି ରହିବ।
ସନୋଫି ପାଶ୍ଚର ଭ୍ୟାକସିନର ମୂଲ୍ୟ:

ସମାଚାର ଏଜେନ୍ସି ତଥ୍ୟ ଅନୁସାରେ ଫ୍ରାନ୍ସର ଭ୍ୟାକସିନ ନିର୍ମାତା ସନୋପି ପାଶ୍ଚର ପ୍ରମୁଖ ଓ ଲିବିୟର ବୋଗିଲଟ ପୂର୍ବ ମାସରେ ହିଁ ଫ୍ରାନ୍ସ ଇଣ୍ଟର ରେଡ଼ିଓ କୁ କହିଥିଲେ କି ଭ୍ୟାକସିନ ର ମୂଲ୍ୟ ଦଶ ୟୁର ପ୍ରତି ଡୋଜ ପାଖାପାଖି ୯୦୦ ଟଙ୍କା ହୋଇପାରେ। ତା ପରେ ଏହା ମଧ୍ୟ କହିଛନ୍ତି କି ଏଠାରେ ମୂଲ୍ୟ ନିର୍ଦ୍ଧାରିତ ହୋଇନାହିଁ। ଆପଣଙ୍କୁ କହି ଦେବାକୁ ଚାହୁଁଛୁ କି ସନୋଫି ପାଶ୍ଚାର ପ୍ରଥମେ ଡେ଼ଙ୍ଗୁ ରୋଗୀ ଟିକା “ଡେଙ୍ଗୁ ଭ୍ୟାକସିଆ” ର ନିର୍ମାଣ କରିଥିଲେ।
ସିନୋଫାର୍ମ ଭ୍ୟାକସିନ ର ମୂଲ୍ୟ:

ଚୀନର ଦାବିକି କମ୍ପାନୀ ସିନୋଫାର୍ମ ଭ୍ୟାକସିନ ର ଦୋୖଡରେ ସବୁଠାରୁ ଆଗରେ ଅଛି। ଏହି କମ୍ପାନୀ ଚେୟାରମ୍ୟାନ ଭିୟୁ ଜିଙ୍ଗଜେନ ଅଗଷ୍ଟ ମାସରେ ଏହି ଭ୍ୟାକସିନ ର ମୂଲ୍ୟକୁ
କୁ ନେଇ କହିଥିଲେ, ଭ୍ୟାକ୍ସିନ ବଜାରକୁ ଯେବେ ଆସିବ ତେବେ ଏହାର ମୂଲ୍ୟ ହଜାର ଚିନି ୟୁଆନ ମାନେ ପାଖାପାଖି ଦଶ ହଜାର ଟଙ୍କା ରୁ କମ ହେବ।
ମଡନ ଭ୍ୟାକସିନ ର ମୂଲ୍ୟ:
ବର୍ତ୍ତମାନ କରୋନା ଭ୍ୟାକସିନ ର ଦୋୖଡରେ ଆମେରିକାର ସବୁଠାରୁ ଆଗରେ ଅଛି ବୋଲି ଜଣା ପଡିଛି। କମ୍ପାନୀର କହିବା ମୁତାବକ, ସେ କିଛି ଉପଭକ୍ତା କୁ ୩୩ରୁ୩୭ ଡଲାର ପାଖାପାଖି ଅଢେଇ ହଜାର ଟଙ୍କା ର ଉପଭୋଗ କରାଇବ। ହେଲେବି ଏହାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଷ୍ଟିଫେନ ବାନସେଲ ଅଗଷ୍ଟ ମାସରେ କହିଥିଲେ କି ଭ୍ୟାକସିନ ର ମୂଲ୍ୟ ଯେତେ ହୋଇପାରିବ କମ୍ ରଖିବୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।