ପୂଜା ଅବସରରେ ଆସିଛି ବିଶେଷ SBI କାର୍ଡ, ଗ୍ରାହକଙ୍କୁ ମିଳିବ ଦ୍ବିଗୁଣିତ ଲାଭ

ପୂଜା ସିଜିନରେ ବ୍ୟାଙ୍କ ଭିନ୍ନ ଭିନ୍ନ ଅଫର ଗୁଡିକର ଘୋଷଣା କରିଛି | ଏଥିମଧ୍ୟରେ ଏସବିଆଇ ବ୍ୟାଙ୍କ ମଧ୍ୟ ଏକ ବିଶେଷ ଏବଂ ସ୍ୱତନ୍ତ୍ର କାର୍ଡ ଲଞ୍ଚ କରିଛି | ଏହି ଗୋଟିଏ କାର୍ଡ ଦ୍ୱାରା ଗ୍ରାହକଙ୍କୁ ଦ୍ବିଗୁଣିତ ଲାଭ ମିଳିବ |

ବାସ୍ତବରେ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ (ଡିଏମଆରସି) ସହିତ ମିଶି ଏସବିଆଇ କାର୍ଡ ଏକ ବିଶେଷ ପ୍ରକାରର କାର୍ଡ ପ୍ରସ୍ତୁତ କରିଛି | ଏହା ସମ୍ପର୍କ ରହିତ ଅର୍ଥାତ କଣ୍ଟାକ୍ଟଲେସ ଉପାୟରେ ଚାଲୁଥିବା କାର୍ଡ ଅଟେ | ଏହା କ୍ରେଡିଟ କାର୍ଡ ସହିତ ମେଟ୍ରୋ ସ୍ମାର୍ଟ କାର୍ଡର ସୁବିଧା ମଧ୍ୟ ଦେଇଥାଏ |

DMRC के साथ साझेदारी 

ଏସବିଆଇ କାର୍ଡ ବିଷୟରେ କୁହାଯାଇଛି ଯେ, “ଦିଲ୍ଲୀ ମେଟ୍ରୋ ଏସବିଆଇ କାର୍ଡ”କୁ ଦିଲ୍ଲୀ ମେଟ୍ରୋରେ ପ୍ରତିଦିନ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଥିଲା |

दिल्ली मेट्रो एसबीआई कार्ड

ଏସବିଆଇ କାର୍ଡ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ବହୁ ଉଦ୍ଦେଶୀୟ କାର୍ଡ ଅଟେ ଯାହାକି କ୍ରେଡିଟ କାର୍ଡ ସହିତ ମେଟ୍ରୋ ସ୍ମାର୍ଟ କାର୍ଡ ଭାବରେ ମଧ୍ୟ ବ୍ୟବହାର କରାଯାଇ ପାରିବ | ଏହି କାର୍ଡ଼ର ବାର୍ଷିକ ଶୁଳ୍କ ୪୯୯ ତାଙ୍କ ରହିଛି ଏବଂ ଏହା ସହିତ କମ୍ପାନୀ ଅନେକ ବିଶେଷ ଅଫରର ମଧ୍ୟ ଘୋଷଣା କରିଛି |

ଏସବିଆଇଆ କାର୍ଡର ମୁଖ୍ୟ କର୍ମଚାରୀ ଅଧିକାରୀ ଅଶ୍ବିନୀ କୁମାର ତିୱାରୀ କହିଛନ୍ତି ଯେ, “ଡିଏମଆରସିର ପରିସର ବହୁତ ବ୍ୟାପକ ରହିଛି | ଏହି ଭାଗିଦାରୀ ଅଧୀନରେ ଆମେ ଦିଲ୍ଲୀ ମେଟ୍ରୋ ଦ୍ୱାରା ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀମାନଙ୍କର ଅନୁଭବକୁ ଉନ୍ନତ କରିବାର ଲକ୍ଷ୍ୟକୁ ନେଇ କାମ କରୁଛନ୍ତି | ସୂଚନାଯୋଗ୍ୟ ଯେ, କରୋନା ଅବସରରେ କଣ୍ଟାକ୍ଟଲେସ କାର୍ଡ଼ର ଚାହିଦା ଆହୁରି ଅଧିକ ବଢିଛି | ଏମିତିରେ ଏସବିଆଇ କାର୍ଡର ଏହି ନୂତନ ପଦକ୍ଷେପ ଦ୍ୱାରା ଗ୍ରାହକ ମାନଙ୍କୁ ଲାଭ ମିଳିବାର ଆଶା ରହିଛି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *