ଘରେ ଘରେ ପହଁଚିବ ସସ୍ତା ରେ ପିଆଜ, ଏଥିପାଇଁ ସରକାର ନେଲେ ବଡ ପଦକ୍ଷେପ, ଅକ୍ଟୋବର ୨୩ ତାରିଖ ରୁ ଲାଗୁ

ଘରେ ଘରେ ପିଆଜ କମ ପଇସା ରେ ପହଁଚିବା ପାଇଁ ସରକାର ନେଲେ ବଡ ପଦକ୍ଷେପ । ପିଆଜ ଦାମ ବଢୁଥିବା ରୁ ଉପଭୋକ୍ତା ମାମଲାର ସଚିବ ଲୀନା ନନ୍ଦନ ପ୍ରେସ୍ କମ୍ଫ୍ରେସ କରି କହିଲେ କି ପିଆଜ ର ଦାମ ଉପରେ ଅଙ୍କୁୁଶ ଲଗାଯିବା ପାଇଁ ସରକାର ବେପାରୀ ମାନଙ୍କ ପାଇଁ ଭଣ୍ଡାରଣ ର ସୀମା ନିର୍ଣ୍ଣୟ କରିଛନ୍ତି। ସରକାର ହୋଲସେଲ ବେପାରୀ ମାନଙ୍କ ପାଇଁ ୨୫ ମିଟ୍ରିକ୍ ଟନ ଏବଂ ରିଟେଲର ଙ୍କ ପାଇଁ ୨ ମିଟ୍ରିକ ଟନ ଭଣ୍ଡାର ର ସୀମା ପର୍ଯ୍ୟନ୍ତ ଅଛି ବା ହୋଲସେଲର ୨୫ ହଜାର କିଲୋ ଏବଂ ରିଟେଲ ବେପାରୀ ୨ ହଜାର କିଲୋ ପିଆଜ ରଖିପାରିବେ।ଏହି ନିୟମ ୨୩ ଅକ୍ଟୋବର ବା ଆଜି ଲାଗୁ କରିଦିଆ ଯାଇଛି।

ସଚିବ ଲୀନା ନନ୍ଦନ କହିଛନ୍ତି ପିଆଜ କୁ ନେଇ ଠିକ୍ ନିସ୍ପତି ନେବା ଜରୁରୀ ଅଟେ। ସରକାର ପିଆଜ ସେଉଠୁ ଆଣିବେ ଯେଉଁଠି ଏହା ଉତ୍ପାଦନ ହେଉଛି। ସରକାର ଙ୍କ ତରଫ ରୁ ଷ୍ଟକ ରେ ପରିମାଣ ଲାଗାଯାଇଛି। ସେ କହିଛନ୍ତି କି ପିଆଜ ର ଏହି ବଢୁଥିବା ଦାମ ଅତ୍ୟନ୍ତ ଚିନ୍ତାଜନକ ଅଟେ। ଲୀନା ଚିନ୍ତା ର କଥା ଜଣାଇଲେ ଯେ ଚଳିତ ବର୍ଷା ପାଇଁ ୬ ଲକ୍ଷ ମିଟ୍ରିକ ଟନ ପିଆଜ ଉତ୍ପାଦନ ରେ ବାଧା ସୃଷ୍ଟି ହେଇଛି। ରାଜ୍ୟ ରୁ ଏହି ବିଷୟ ରେ ଜାଣିବାକୁ ମିଳିଛି। ସେ କହିଛନ୍ତି କି ଏକ ଲକ୍ଷ ମିଟ୍ରିକ ଟନ ର ପିଆଜ ବମ୍ଫର ରେ ଷ୍ଟକ କରାଯାଇଛି। ଯାହା ଦ୍ବାରା ପିଆଜ ର ଅଭାବ ନ ରହୁ ଏବଂ ଦାମ ସ୍ଥିର ରହୁ।


ଦେଶରେ କେତେକ ରାଜ୍ୟ ରେ ପିଆଜ ର ଦାମ ଏକ କିଲୋ ପିଛା ୮୦ ରୁ ୧୦୦ ଟଙ୍କା ହୋଇଗଲାଣି। ଘରେ ଏତେ ମହଁଗା ପିଆଜ ପହଁଚିବା ନିଶ୍ଚିତ ଚିନ୍ତାଜନକ କଥା। ଜଦିଓ ଦୁଇ ମାସ ପୂର୍ବେ ପିଆଜ କିଲୋ ପିଛା ୨୦ କିମ୍ବା ୩୦ ଟଙ୍କା ଥିଲା। ଭାରତ ମାସ ମାସ ଧରି ପିଆଜ ଉପରେ ରୋକ ଲଗେଇ ଦେଇଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *