ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ବହୁତ ବଡ଼ ଜିତ ମିଳିଛି ଓ ଏବେ ମାୟୁସ ଟେନସନ ହେଉଛି କି ସୁଶାନ୍ତ ଙ୍କ ଫ୍ୟାନସ ଙ୍କୁ ସୁଶାନ୍ତ ଙ୍କ ସମ୍ପର୍କୀୟ ଙ୍କୁ ପୁରା ଓ ପକ୍କା ନ୍ୟାୟ ମିଳିବାକୁ ଯାଉଛି। ସୁଶାନ୍ତ ଙ୍କ ମାମଲାରେ ଏହି ବଡ଼ ଖୁଲାସ ହୋଇଛି। ସୁଧିର ଗୁପ୍ତା ଙ୍କ ନେତୃତ୍ଵ ରେ ହୋଇଥିବା ଏମ୍ସ ର ଫରେନସିଭ ଯାଞ୍ଚ ଓ ରିପୋର୍ଟ କୁ ସିବିଆଇ ଖାରିଜ କରି ଦେଇଛି ଓ ଏବେ ଏହି ୧୦ ଦିନରେ ବଡ଼ ଆକ୍ସନ ହେବାକୁ ଯାଉଛି। ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ଦଶ ଦିନର ଅଲ୍ଟିମେଣ୍ଟସ ଦେଇ ଦେଇଛନ୍ତି ଓ ଏହା ପରେ କୋର୍ଟ ରେ ହେବ ସବୁଠାରୁ ବଡ଼ ନ୍ୟାୟ। ଆସନ୍ତୁ ଜାଣିବା କେମିତି ହଠାତ ବଦଳି ଗଲା ପୁରା କେସ ଓ କେମିତି ଦଶ ଦିନରେ ଗଣନା ହେଲା ଆରମ୍ଭ? ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ଅଧିକାଂଶ ଲୋକ ମାୟୁସ ହୋଇ ଯାଇଥିଲେ ଓ ସମସ୍ତଙ୍କୁ ଲାଗିଲା କି ନ୍ୟାୟ ମିଳିବ ନା ନାହିଁ ଆଉ ଯଦି ମିଳିବ ତାହେଲେ କେବେ ମିଳିବ ଓ ପୁରା ନ୍ୟାୟ ହେବ ନା ନାହିଁ।
କିନ୍ତୁ ଏହା ଭିତରେ ସୁଶାନ୍ତ ଙ୍କ କେସ ରେ ବହୁତ ବଡ଼ ଜିତ ମିଳିଛି ଓ ଏହା ସବୁଠାରୁ ବଡ଼ ଜିତ ମଧ୍ୟ କାରଣ ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ଦଶ ଦିନର ଅଲ୍ଟିମେଣ୍ଟସ ଦିଆ ହୋଇଛି, ସୁଶାନ୍ତ ଙ୍କ କେସ ରେ। ଆଉ ଯଦି ପିଏମ ଏହି କେସ ରେ ଦଖଲ ନ ଦିଅନ୍ତି ତାହେଲେ ଦଶ ଦିନରେ କୋର୍ଟ ରେ ହେବ ପୁରା ନ୍ୟାୟ। ଦେଶର ଜଣାଶୁଣା ଓକିଲ ଓ ସୁଶାନ୍ତ ଙ୍କ କେସ ରେ ସାମିଲ ଥିବା ଶୁଭ୍ର ମୋନୀୟମ ସ୍ଵାମୀ ସିଧା ସିଧା ପିଏମ ମୋଦି ଙ୍କ ପାଖକୁ ଚିଠି ପହଞ୍ଚାଇ ଦେଇଛନ୍ତି। ସ୍ବାମୀ ପିଏମ ମୋଦି ଙ୍କୁ ଚିଠି ଲେଖିଛନ୍ତି ଓ ଏହି ଚିଠି ଛୋଟ କଥା ନୁହେଁ ବହୁତ କଥା ଅଟେ। ସ୍ବାମୀ ପିଏମ ମୋଦିଙ୍କୁ ଲେଖିଛନ୍ତି କି ସୁଧିର ଗୁପ୍ତା ଙ୍କ ଫରେନସିଭ ଟିମ ଯେଉଁ ରିପୋର୍ଟ ସୁଶାନ୍ତ ଙ୍କ କେସ ରେ ଦେଇଛନ୍ତି ସେଥିରେ କିଛି ନୁହେଁ ବହୁତ କିଛି ଗଡ଼ବଡ଼ ଅଛି। ଏତିକି ନୁହେଁ ସ୍ବାମୀ ଚିଠି ରେ ଏହା ମଧ୍ୟ ଲେଖିଛନ୍ତି କି ନିଜେ ସିବିଆଇ ସୁଧିର ଗୁପ୍ତା ଙ୍କ ରିପୋର୍ଟ କୁ ଖାରିଜ କରିଦେଇଛି ଓ ଏହି ଖୁଲାସ ସ୍ବାମୀ କରିଛନ୍ତି। ଏଥିପାଇଁ ସିବିଆଇ ସୁଧିର ଗୁପ୍ତା ଙ୍କ ଟିମ ରୁ ସୁଶାନ୍ତ ଙ୍କ ବଞ୍ଚିଥିବା ଅଙ୍ଗ ମଧ୍ୟ ନେଇଯାଇଛନ୍ତି।
ଏବଂ ସୁଧିର ଗୁପ୍ତା ଙ୍କ ରିପୋର୍ଟ ଆଧାରରେ ମଧ୍ୟ ନିଜର ଯାଞ୍ଚ ବଢ଼ାଇ ନଥିଲେ। ଏବେ ସ୍ବାମୀ ପିଏମ ମୋଦିଙ୍କୁ ଅନୁରୋଧ କରିଛନ୍ତି କି ଏହି ମାମଲାରେ ଏକ ନୂଆ ଫରେନସିଭ ଯାଞ୍ଚ କରାଯାଉ ଏକ ନୂଆ ଫରେନସିଭ ଟିମ ସହ ଯେଉଁଥିରେ ଅଲଗା ଅଲଗା ଏକ୍ସପୋର୍ଟ ସାମିଲ ଥିବେ। ଏତିକି ନୁହେଁ ସ୍ବାମୀ ସିଧା ସିଧା ପିଏମ ମୋଦିଙ୍କୁ ଚୁନତି ଦେଇଛନ୍ତି ଓ କହିଲେ ଯଦି ଦଶ ଦିନ ଭିତରେ କିଛି ଆକ୍ସନ ନ ନିଆଗଲା ତାହେଲେ ସେ କୋର୍ଟ ଯିବା ପାଇଁ ବାଧ୍ୟ ହେବେ। ସ୍ବାମୀ ସିଧା ସିଧା ପିଏମ ମୋଦିଙ୍କ ପାଇଁ ଦଶ ଦିନର ଗଣନା ଆରମ୍ଭ କରିଦେଲେ। ଏବେ ଏହି ମାମଲାରେ ବଡ଼ କଥା କି ବିହାର ଚୁନାଉ ରେ ଏହି ସମୟରେ ପିଏମ ମୋଦି ମଧ୍ୟ ଦଶ ଦିନ ପୂର୍ବରୁ ଏହି ମାମଲାରେ ଦଖଲ ଦେଇ ଦ୍ଵିତୀୟ ଥର ଫରେନସିଭ ଯାଞ୍ଚ କରିବା ପାଇଁ ଆଦେଶ ଦେଇଦେବେ ଓ ଯଦି କୌଣସି କାରଣରୁ ପିଏମ ମୋଦି ଏହା ଉପରେ ଆକ୍ସନ ନନେଇ ପାରନ୍ତି ତାହେଲେ ଶୁଭ୍ର ମୋନୀୟମ ସ୍ବାମୀ ଦଶ ଦିନ ପରେ କୋର୍ଟ ଯିବେ।
ସୁପ୍ରିମ କୋର୍ଟ ପ୍ରଥମରୁ ନିଜେ ସିବିଆଇ କୁ ଯାଞ୍ଚ ପାଇଁ ଆଦେଶ ଦେଇ ସାରିଛନ୍ତି ଓ ଏହା ସତ ଯେ ଦ୍ଵିତୀୟ ଥର ଫରେନସିଭ ଯାଞ୍ଚ ପାଇଁ ଆଦେଶ ଦେବା କୁ ବେଶି ମିନିଟ ଲାଗିବ ନାହିଁ। ଅର୍ଥାତ୍ ଆଗକୁ ଆସୁଥିବା ଦଶ ଦିନ ରେ ସୁଶାନ୍ତ ଙ୍କ ନ୍ୟାୟ ରେ ବହୁତ ବଡ଼ ଜିତ ହେବ। କାରଣ ଆମେ ନୁହେଁ ବଡ଼ ବଡ଼ ଓକିଲ ଓ ସବୁ ଲୋକ ମଧ୍ୟ ଜାଣିଛନ୍ତି କି ସୁଶାନ୍ତ ଙ୍କ ସହ କିଛି ନୁହେଁ ବହୁତ କିଛି ଅନ୍ୟାୟ ହୋଇଛି। ଆଉ ଫରେନସିଭ ରେ ଗୋଟେ ଦିନରେ ଏହା ପୁରା ପ୍ରମାଣ ହୋଇଯିବ। ନିଜେ ସୁଧିର ଗୁପ୍ତା ମଧ୍ୟ ସୁଶାନ୍ତ ଙ୍କ ମାମଲା କୁ ମଡର କହୁଥିଲେ କିନ୍ତୁ ହଠାତ ନିଜର ରିପୋର୍ଟ ବଦଳାଇ ଦେଲେ ଓ ଏବେ ପୁରା ସତ ଯେ ସୁଶାନ୍ତ ଙ୍କ କେସ ରେ ଦଶ ଦିନ ରେ ପିଏମ ମୋଦି ନିଜେ ସୁଶାନ୍ତ ଙ୍କ ନ୍ୟାୟ ପାଇଁ ଆଦେଶ ଦେବେ ନହେଲେ କୋର୍ଟ କୁ ଆଦେଶ ଦେବାପାଇଁ ଗୋଟେ ମିନିଟ ଲାଗିବ ନାହିଁ।
ଦ୍ଵିତୀୟ ଥର ଫରେନସିଭ ଯାଞ୍ଚ ଓ ଦ୍ଵିତୀୟ ଥର ଫରେନସିଭ ଯାଞ୍ଚ ରେ ଦୁଇଦିନ ଲାଗିବ ନାହିଁ ସୁଶାନ୍ତ ଙ୍କ କେସ ରେ ବହୁତ ବଡ଼ ଖୁଲାସ ହୋଇଯିବ ଏବେ ସୁଶାନ୍ତ ଙ୍କ କେସ ରେ ଏହା ବଡ଼ ନୁହେଁ ସବୁଠାରୁ ବଡ଼ ଜିତ ଅଟେ। ସ୍ବାମୀ ସୁଶାନ୍ତ ଙ୍କ ମାମଲାରେ କଣ ଖୁଲାସ କରିଥିଲେ।ସୁଶାନ୍ତ ଙ୍କ ଫ୍ୟାନସ କିଛି ଦିନ ହେବ ପୁରା ମାୟୁସ ହୋଇଯାଇଥିଲେ ଓ ତାଙ୍କୁ ଲାଗୁଥିଲା କି ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ। କିନ୍ତୁ ଏହା ଭିତରେ ନୂଆ ପ୍ରମାଣ ଆସିଛି। ନୂଆ ପ୍ରମାଣ ଜାଣିବା ପୂର୍ବରୁ ପ୍ରଥମେ ଜାଣନ୍ତୁ କି କେମିତି ଶୁଭ୍ର ମୋନୀୟମ ସ୍ବାମୀ ଏମ୍ସ ର ରିପୋର୍ଟ ଉପରେ ଓ ସୁଶାନ୍ତ ଙ୍କ ସତ ଉପରେ କେମିତି ଖୁଲାସ କରିଛନ୍ତି।
ଶୁଭ୍ର ମୋନୀୟମ ସ୍ଵାମୀ ବେବିନାର ରେ ଉପସ୍ଥିତ ଥିଲେ ଓ ସର୍ବପ୍ରଥମେ ଏମ୍ସ ରିପୋର୍ଟ ରେ ପ୍ରଶ୍ନ ପଚାରିଛନ୍ତି। ସ୍ଵାମୀ କହିଛନ୍ତି କି ଏମ୍ସ କୌଣସି ବି ଅଫିସିଆଲି ରିପୋର୍ଟ ଦେଇ ନାହିଁ ଆଉ ନା ସୁଧିର ଗୁପ୍ତା ଙ୍କ ର କିଛି ଇଣ୍ଟରଭିଉ ଆସିଛି। ଏମ୍ସ ର ରିପୋର୍ଟ ରେ ଯାହା କୁହାଯାଉଛି ତାହା ଖାଲି ଶୁଣିଥିବା କଥା। ଏତିକି ନୁହେଁ ସ୍ଵାମୀ କହିଛନ୍ତି କି ଏହି ଶୁଣିଥିବା କଥାକୁ ଏମ୍ସ ରିପୋର୍ଟ ମାନିନେଇଛି। କିନ୍ତୁ ଏହି ରିପୋର୍ଟ ରେ ଆମେ ଭରଷା କରି ପାରିବା ନାହିଁ। ସ୍ଵାମୀ ନିଜେ କହିଛନ୍ତି କି ଏମ୍ସ ରିପୋର୍ଟ ଉପରେ ଭରଷା ନକରିବା ପାଇଁ। କାରଣ ଏମ୍ସ ଟିମ ସୁଶାନ୍ତ ଙ୍କ ର ଟସ୍କି କରିନଥିଲେ ବରଂ ସେହି ରିପୋର୍ଟ କୁ ପଡ଼ି ନିଜର ରାୟ ଦେଇଥିଲେ ଯାହା ମୁମ୍ୱାଇ ର କୂପର ହସ୍ପିଟାଲ କରିଥିଲା। ଏତିକି ନୁହେଁ ସ୍ଵାମୀ ବଡ଼ ଖୁଲାସ କରି କହିଛନ୍ତି କି ଏମ୍ସ ପାଖରେ ସୁଶାନ୍ତ ଙ୍କ ର ଅଙ୍ଗ ମଧ୍ୟ ନଥିଲା ଓ ଯେଉଁ ଅଙ୍ଗ ସେ ମୁମ୍ୱାଇ ରୁ ପଠା ଯାଇଥିଲା ତାହା ଖାଲି ଦେଖାଇବା ପାଇଁ ପଠା ଯାଇଥିଲା।
ଏହାର ମାନେ ଏମ୍ସ ପାଖରେ ଯଦି କିଛି ଜିନିଷ ନଥିଲା ସେ ରିପୋର୍ଟ କେମିତି କରିଲା। ସ୍ଵାମୀ କୂପର ହସ୍ପିଟାଲ ଉପରେ ପ୍ରଶ୍ନ କରି କହିଛନ୍ତି କି ପିଏମ ରିପୋର୍ଟ ରେ ଲେଖା ହୋଇଥିଲା କି ସୁଶାନ୍ତ ନିଃଶ୍ୱାସ ନ ନେଇ ପାରିବାରୁ ସେ ମରିଗଲେ। କିନ୍ତୁ କୂପର ହସ୍ପିଟାଲ କୁ କେମିତି ଜଣା ପଡ଼ିଲା କି ସୁଶାନ୍ତ ରସି ଦେଇଛନ୍ତି। କାରଣ ନିଃଶ୍ବାସ କେମିତି ବି ଅଟକି ଯାଇ ପାରେ ଓ ବେକରେ ଚିହ୍ନ କେମିତି ବି ହୋଇପାରେ ନହେଲେ ମାରିବା ପରେ ସୁଶାନ୍ତ ଙ୍କୁ ପଙ୍ଖା ରେ ଝୁଲାଇ ଦିଆ ଯାଇଥିବ। ଏହାର ମାନେ ରେଜଲ୍ଟ ବେକ ଚିପି ବାର ହିଁ ଆସିବ। ଏଥିରୁ ଜଣା ପଡୁଛି ଯିଏ ବି ରିପୋର୍ଟ ଲେଖିଛି ସେ ସବୁ ଜାଣିଛି ଓ ସେ ମିଛ କହୁଛି। ସ୍ଵାମୀ ବଡ ଖୁଲାସ କରିବାକୁ ବଡ଼ ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି। ଯାହା ଉପରେ ସ୍ଵାମୀ ହିଁ ପ୍ରଶ୍ନ ଉଠାଇଛନ୍ତି। ସବୁଠାରୁ ବଡ଼ ପ୍ରଶ୍ନ ଦୁଇଟି ଗ୍ଲାସ କୁ ନେଇ ଉଠିଛି। ଘରର ଚାକର ର କହିବା କଥା କି ସୁଶାନ୍ତ ନଡ଼ିଆ ପାଣି ଓ ଜୁସ ନେଇଥିଲେ ଓ ତାହା ପରେ ସେ ରୁମ ବନ୍ଦ କରିଦେଲେ। ଏହାର ମାନେ ସେ ଦୁଇଟି ଗ୍ଲାସ ରୁମ ରେ ଥିବ।
କିନ୍ତୁ ଏମ୍ସ ତଲାସ କରିଥିବା ଜିନିଷ ରେ ସେ ଦୁଇଟି ଗ୍ଲାସ ନଥିଲା। ଦୁଇଟି ଗ୍ଲାସ କଣ ଗୋଟେ ବି ଗ୍ଲାସ ନଥିଲା। ବଡ଼ କଥା ଏହା କି ସୁଶାନ୍ତ ଙ୍କ ପେଟ ରେ ଜୁସ ନା କିଛି ବଳକା ଖାଦ୍ୟ କିଛି ବି ନଥିଲା। ଏହାର ମାନେ ଜୁସ ଗ୍ଲାସ ରେ ସବୁ ସତ ଲୁଚି ରହିଛି। ଆଉ ଯଦି ସୁଶାନ୍ତ ଙ୍କ ରୁମ ରେ ଗ୍ଲାସ ନଥିଲା କି ସୁଶାନ୍ତ ଙ୍କ ପେଟରେ ଯୁସ ନଥିଲା ତାହେଲେ ଚାକର କାହିଁକି ମିଛ କହିଲା କି ସେ ଯୁସ ପିଇଥିଲେ ଏବଂ ଚାକର ସହ ଘରେ ଉପସ୍ଥିତ ଥିବା ପିଠାନି ଓ ସାବତ୍ଵ ମିଛ କହୁଛନ୍ତି। ଆଉ ଯଦି ଚାକର ସହ ପିଠାନି ସତ କହୁଛି ତାହେଲେ ଗ୍ଲାସ ପୁଲିସ କାହିଁକି ପାଇଲା ନାହିଁ ଓ କାହିଁକି ପିଏମ ରିପୋର୍ଟ ରେ ସୁଶାନ୍ତ ଙ୍କ ପେଟରେ ଯୁସ ମିଳିଲା ନାହିଁ।
ଏହାର ମାନେ ହସ୍ପିଟାଲ ନହେଲେ ଚାକର ଏଇ ଦୁଇଜଣ ଙ୍କ ମଧ୍ୟରୁ କିଏ ମିଛ କହୁଛନ୍ତି। ଏହାର ସତ ସାମ୍ନାକୁ ଆସିବା ଦରକାର। ସୁଶାନ୍ତ ଙ୍କ ମାମଲା ପିଏମ ମୋଦିଙ୍କ ପାଖରେ ପହଂଚିଛି। ସୁଶାନ୍ତ ଙ୍କ ଭଉଣୀ ଶ୍ବେତା ସିଂ କୀର୍ତ୍ତି ମନର କଥା ସୁଶାନ୍ତ ଙ୍କ ବିଲ ଲଞ୍ଚ କରିଛନ୍ତି ଯେଉଁଥିରେ ୧୪ ଅକ୍ଟୋବର କୁ ସିଧା ପିଏମ ମୋଦିଙ୍କୁ ଟ୍ରାକ କରିବାକୁ ଏପିଲ କରାଯାଇଛି। ଅର୍ଥାତ୍ ଚାରି ମାସ ପରେ ଏବେ ପିଏମ ମୋଦି ଚାହିଁକି ବି ମଧ୍ୟ ସୁଶାନ୍ତ ଙ୍କ ମାମଲାରୁ ଦୂର ହୋଇ ପାରିବେ ନାହିଁ। ଏହି କଥା ପିଏମ ଙ୍କ ପାଖରେ ମଧ୍ୟ ପହଞ୍ଚି ସାରିଛି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।