ଆମେରିକା ଏକ୍ସପୋର୍ଟ ଙ୍କ ଖୁଲାସା, ବରଫ ଗାଲ ଓ କାନ ରେ ଥିବା ଦାଗର ସତ,୧୦୦% ଷଢଯନ୍ତ୍ର

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲା ଖାଲି ଭାରତକୁ ନୁହେଁ ବରଂ ପୁରା ଦୁନିଆ କୁ ଜଙ୍ଗ ଦେଇଛି। ସୁଶାନ୍ତ ଙ୍କୁ ନେଇ ଦୁନିଆ ସାରା ବିଚାର ନେଇ ନିଷ୍ପତ୍ତି ଚାଲିଛି ଏବଂ ଦିନିଆ ସାରା ଲୋକ ସୁଶାନ୍ତ ଙ୍କ ସହ କଣ ଅନ୍ୟାୟ ହୋଇଛି କାହିଁକି ସୁଶାନ୍ତ ଙ୍କୁ ମାରି ଦିଆଗଲା, ଏହା ଜାଣିବାକୁ ଚାହୁଁଛନ୍ତି। ଏହା ଭିତରେ ଆମେରିକାର ସବୁଠାରୁ ବଡ଼ ଫରେନସିକ ଏକ୍ସପୋର୍ଟ ମଧ୍ୟ ସୁଶାନ୍ତ ଙ୍କ ମାମଲାରେ ଆସିଛନ୍ତି। ଖାଲି ଆମେରିକା ନୁହେଁ ବରଂ ଦୁନିଆ ର ସବୁଠାରୁ ବଡ଼ ଫରେନସିକ ଡାକ୍ତର ଅର୍ଥାତ୍ ସାଇରେଲ ହରିସନ ହୁଇଚ ସୁଶାନ୍ତ ଙ୍କୁ ନେଇ ସୁଶାନ୍ତ ଙ୍କ ଶରୀରକୁ ନେଇ ୧୪ ଜୁନ କୁ ନେଇ କେତେ ବଡ଼ ଖୁଲାସା କରିଛନ୍ତି।

ଏଥିରୁ ପୁରା ପକ୍କା ପ୍ରମାଣ ହେଇଯାଉଛି କି ସୁଶାନ୍ତ ଙ୍କ ର ହତ୍ୟା ହୋଇଥିଲା। କାରଣ ମାରିବା ପୂର୍ବରୁ ସୁଶାନ୍ତ ଙ୍କୁ ୧୨ ଘଣ୍ଟା ଯାଏ ବରଫ ରେ ରଖାଯାଇଥିଲା। ଏତିକି ନୁହେଁ ସୁଶାନ୍ତ ଗାଲ ଓ କାନକୁ ନେଇ ସାଇରେଲ ହୁଇଚ ବଡ଼ ଖୁଲାସ କରିଛନ୍ତି ଏବଂ ଦଉଡ଼ି କୁ ନେଇ କହିଥିବା କଥା ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା। କଣ କହିଲେ ଦୁନିଆ ର ସବୁଠାରୁ ବଡ଼ ଫରେନସିକ ଏକ୍ସପୋର୍ଟ ଓ କେମିତି କଲେ ବଡ଼ ଖୁଲାସା ? ଆସନ୍ତୁ ଜାଣିବା…

ସୁଶାନ୍ତ ସିଂ ରାଜପୁତ ଙ୍କ ନ୍ୟାୟ ପାଇଁ ଆମେ ପ୍ରଥମ ଦିନରୁ ଅଛୁ ଓ ଆଗକୁ ମଧ୍ୟ ରହିବୁ। ଏହା ଭିତରେ କିଛିଦିନ ପୂର୍ବରୁ ହଠାତ ଏମ୍ସ ର ଏକ ରିପୋର୍ଟ ଆସିଲା ଓ ଯେଉଁ ରିପୋର୍ଟ ସମସ୍ତଙ୍କୁ ଚିନ୍ତା କରିବା ପାଇଁ କରିଦେଲା ଓ ଏହା ମଧ୍ୟ କୁହାଗଲା କି ଏମ୍ସ ଏହାର ଫରେନସିକ ଯାଞ୍ଚ କରିଛି। ଏମ୍ସ ଭାରତର ସବୁଠାରୁ ବଡ଼ ମେଡ଼ିକାଲ ସଂସ୍ଥା ଅଟେ ଓ ସେଥିପାଇଁ କିଛି ଲୋକଙ୍କୁ ଏମ୍ସ ରିପୋର୍ଟ ଉପରେ ଭରଷା ଆସିଗଲା। କିନ୍ତୁ ଏବେ ଆମେରିକାର ସବୁଠାରୁ ବଡ ଫରେନସିକ ଏକ୍ସପୋର୍ଟ ସୁଶାନ୍ତ ଙ୍କୁ ନେଇ ୧୪ ଜୁନ କୁ ନେଇ ମହା ଖୁଲାସ କରିଛନ୍ତି।

ଆମେରିକାର ପାର୍ଥେକ ଫରେନସିକ ସାଇନ୍ସ ର ବଡ଼ ଡ଼ାକ୍ତର ସାଇରେଲ ହୁଇଚ ସୁଶାନ୍ତ ଙ୍କ ଉପରେ ପ୍ରଥମ ଥର ରାୟ ଦେଇଛନ୍ତି। ସୁଶାନ୍ତ ସିଂ ରାଜପୁତ ଙ୍କ ଫଟୋ କୁ ଦେଖି ସାଇରେଲ କହିଲେ କି ଏହା ୧୦୦ ପ୍ରତିଶତ ହତ୍ୟା ଅଟେ। କାରଣ ଯେମିତି ଚିହ୍ନ ଦଉଡ଼ି ର ଦେଖା ଯାଉଛି ଏମିତି ହୋଇ ପାରିବ ନାହିଁ। ଆଉ ଯଦି ସୁଶାନ୍ତ ନିଜକୁ ଶେଷ କରିଥାନ୍ତେ ତାହେଲେ ଏହି ଚିହ୍ନ ଉପରକୁ ହୋଇଥାନ୍ତା କିନ୍ତୁ ଏହା ରାଉଣ୍ଡ ଆକାରର ଅଛି। ଏବଂ ଏହି ପ୍ରଥମ ଦିନରୁ ସବୁଲୋକ କହୁଛନ୍ତି ଓ ଏବେ ସାଇରେଲ ମଧ୍ୟ ଏହି କଥା କହିଛନ୍ତି। ସାଇରେଲ ହୁଇଚ ଙ୍କ ସହ ଏହି କଥା ସମର୍ଥନ କରୁଛି। ଏହା ପରେ ସାଇରେଲ ହୁଇଚ ଯାହା କହିଲେ ତାହା ଆଶ୍ଚର୍ଯ୍ୟ କଲା ଭଳି କଥା ଥିଲା। ଦୁନିଆ ର ସବୁଠାରୁ ବଡ଼ ଫରେନସିକ ଡାକ୍ତର କହିଲେ କି ସୁଶାନ୍ତ ଙ୍କ ଗାଲ ରେ ଅଜବ ଚିହ୍ନ ଥିଲା, ଅର୍ଥାତ୍ ଚିହ୍ନ ନିଜେ ନିଜେ ହୋଇ ପାରିବ ନାହିଁ ଏହାକୁ କିଏ କରିଥିଲା ନହେଲେ ଜବରଦସ୍ତି କଲାବେଳେ ଏହି ଚିହ୍ନ ହୋଇଛି।

ସାଇରେଲ ହୁଇଚ କହିଲେ କି ସୁଶାନ୍ତ ଙ୍କ କାନ୍ଧ ତଳେ ମଧ୍ୟ ଦୁଇଟି କଳା ଚିହ୍ନ ଅଛି। ଆଉ ଏମିତି କହି ସେ ଆମର ସନ୍ଧେହ କୁ ସତ କରିଦେଇଛନ୍ତି। ସାଇରେଲ ହୁଇଚ କହିଲେ କି ହୋଇଥାଇ ପାରେ କି ସୁଶାନ୍ତ ଙ୍କ ଉପରେ ସ୍ତର୍ଣ ର ବ୍ୟବହାର କରାଯାଇଛି। ଭାରତରେ ସ୍ତର୍ଣ୍ଣ ର ବ୍ୟବହାର ହୁଏନାହିଁ, ଏଥିପାଇଁ ଭାରତର ଏକ୍ସପୋର୍ଟ ଙ୍କୁ ଏହାର ଏତେ ସୂଚନା ଜଣା ନାହିଁ କିନ୍ତୁ ସାଇରେଲ ହୁଇଚ କାନ ର ଚିହ୍ନ କୁ ଦେଖି କହିଲେ କି ଏହି ଦୁଇଟି ଚିହ୍ନ କେବଳ ସ୍ତର୍ଣ ଦ୍ବାରା ହୋଇଛି। ଏହାର ମାନେ ସୁଶାନ୍ତ ଙ୍କ ଉପରେ ବରଫ ବ୍ୟବହାର କରାଗଲା ତାଙ୍କୁ ଦୁର୍ବଳ କରାଗଲା ଓ ତାହା ପରେ ତାଙ୍କୁ ମାରି ଦିଆଗଲା। ସାଇରେଲ ହୁଇଚ କହିଲେ କି ଯଦି ସୁଶାନ୍ତ ନିଜେ ନିଜକୁ ଶେଷ କରିଛନ୍ତି ତାହେଲେ ବେକରେ ଥିବା ଚିହ୍ନ ଏମିତି ହୋଇ ନଥାନ୍ତା।

ଏହାର ମାନେ ଯିଏ ବି ଫରେନସିକ ଡାକ୍ତର ଏହାର ରିପୋର୍ଟ ବନେଇଛନ୍ତି ଏହା ପୁରା ନୂଆ ହୋଇଥିବ ନହେଲେ ଜାଣିଶୁଣି ରିପୋର୍ଟ ଭୁଲ ବନାଯାଇଥିବ। ଏହା ପରେ ସାଇରେଲ ହୁଇଚ ଯାହା କହିଲେ ତାହା ଶୁଣି ପାଦ ତଳୁ ମାଟି ଖସି ଯିବ। ସାଇରେଲ ହୁଇଚ ସୁଶାନ୍ତ ଙ୍କ ଗୋଡ଼ ଦେଖି କହିଲେ କି ସୁଶାନ୍ତ ଙ୍କ ଗୋଡ଼ ପୁରା ପତଳା ଓ ଲମ୍ବା ର ନଜର ଆସିଲା। ତାହା ପରେ ସାଇରେଲ ହୁଇଚ କହିଲେ କି ହୋଇଥାଇ ପାରେ ଏହି ଗୋଡ଼ରେ କିଛି ରୋଗ ଥିବ କିନ୍ତୁ ସୁଶାନ୍ତ ଙ୍କୁ କିଛି ବି ରୋଗ ନଥିଲା, ସୁଶାନ୍ତ ପୁରା ଠିକ ଥିଲେ। ଏହା ପରେ ସାଇରେଲ ହୁଇଚ କହିଲେ କି ଏହି ଗୋଡ଼ରେ କିଛି ରାସାୟନିକ ପଦାର୍ଥ ର ବ୍ୟବହାର କରାଯାଇଛି, ନହେଲେ ଗୋଡ଼କୁ ଅଧିକ ସମୟ ଯାଏ ବରଫ ରେ ରଖାଯାଇଛି ୧୨ ଘଣ୍ଟା ରୁ ଅଧିକ ସମୟ ଯାଏ।

ଏହି ବଡ଼ ଖୁଲାସ ସାଇରେଲ ହୁଇଚ କରିଛନ୍ତି କି ହୋଇଥାଇପାରେ ସୁଶାନ୍ତ ସିଂ ରାଜପୁତ ଙ୍କୁ ଶେଷ ସମୟରେ ୧୨ ଘଣ୍ଟା ପର୍ଯ୍ୟନ୍ତ ବରଫ ରେ ରଖାଯାଇଛି। ଓ ଏହି କାରଣରୁ ସୁଶାନ୍ତ ଙ୍କ ଗୋଡ଼ ର ଏହି ଅବସ୍ଥା ହୋଇଛି ଓ ଏହା ପରେ ସୁଶାନ୍ତ ଙ୍କୁ ଶେଷ କରାଯାଇଛି। ଏବେ ସାଇରେଲ ହୁଇଚ ର ବୟାନ ଶୁଣି ପୁରା କାହାଣୀ ପଲଟି ଯାଇଛି। ଆମେରିକାର ଏକ୍ସପୋର୍ଟ ବଡ଼ ଖୁଲାସ କରିଛନ୍ତି ତାହା ପୁଣି ସୁଶାନ୍ତ ଙ୍କ ଫଟୋ ଓ ଭିଡିଓ ଦେଖି। ଏହାର ମାନେ ଯଦି ସୁଶାନ୍ତ ଙ୍କ ର ପୁରା ଅଙ୍ଗ ତାଙ୍କ ପାଖକୁ ପଂହଞ୍ଚା ଯାଏ ତାହେଲେ ଆହୁରି ମଧ୍ୟ ବଡ଼ ଖୁଲାସ ହୋଇପାରିବ। ଅର୍ଥାତ୍ ସୁଶାନ୍ତ ଙ୍କ ସହ କିଛି ନୁହେଁ ବହୁତ ବଡ଼ ଅନ୍ୟାୟ ହୋଇଛି। ଆସନ୍ତୁ ଜାଣିବା ସୁଶାନ୍ତ ଙ୍କ ଘର ବାହାରେ ଥିବା ଧଳା ରଙ୍ଗ କାର ରେ କଣ ହୋଇଛି ଖୁଲାସା  |

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ପ୍ରଥମେ ମୁମ୍ୱାଇ ପୁଲିସ ଯାଞ୍ଚ କଲା ଓ ପରେ ସିବିଆଇ କୁ କେସ ଦିଆଗଲା। କିନ୍ତୁ କେତେ ଏମିତି ରହସ୍ୟ ର କଥା ରହିଗଲା ଯାହା ଉପରେ ନା ମୁମ୍ୱାଇ ପୁଲିସ ଧ୍ୟାନ ଦେଲା ନା ସିବିଆଇ ଧ୍ୟାନ ଦେଲା। ଏହା ସବୁ ଅଜାଣତରେ ହେଉଛି ନା ଜାଣିଶୁଣି ତାହା ଏବେ କହି ହେବ ନାହିଁ। କିନ୍ତୁ ସେହି କଥା ଉପରେ ଯଦି ଧ୍ୟାନ ଦିଆଯିବ ତାହେଲେ ସୁଶାନ୍ତ ଙ୍କ କେସ କିଛି ଦିନ ଭିତରେ ସବୁ ସତ ଖୋଲି ଯିବ। ଏହା ଭିତରେ ସୁଶାନ୍ତ ଙ୍କ ମାମଲାରେ ଗୋଟେ ବଡ଼ ଓ ନୂଆ ଖୁଲାସ ହୋଇଛି ଓ ସେ ଖୁଲାସ ଗୋଟେ ଧଳା କାର କୁ ନେଇ ହୋଇଛି।

ଏହା ୧୪ ଜୁନ ର ଫଟୋ ଅଟେ।ଯେତେବେଳେ ସୁଶାନ୍ତ ସିଂ ରାଜପୁତ ଙ୍କୁ ଆମ୍ବୁଲାନ୍ସ ରେ କୂପର ହସ୍ପିଟାଲ କୁ ନେଇ ଯାଉଥିଲେ। ସବୁଲୋକ ଗେଟ ପାଖରେ ଠିଆ ହୋଇ ଥିଲେ, ସୁଶାନ୍ତ ଙ୍କୁ ବାହାରକୁ ଆସିବା ଯାଏ ଅପେକ୍ଷା କରିଥିଲେ। ସେ ମିଡ଼ିଆ ଲୋକ ହୁଅନ୍ତୁ, ସୁଶାନ୍ତ ଙ୍କ ସାଙ୍ଗ ହୁଅନ୍ତୁ, ସୁଶାନ୍ତ ଙ୍କ ଫ୍ୟାନ ହୁଅନ୍ତୁ କି ପବ୍ଲିକ। ସବୁଲୋକ ସୁଶାନ୍ତ ଙ୍କ ଘର ବାହାରେ ମାନେ ଗେଟ ପାଖରେ ଅପେକ୍ଷା କରିଥିଲେ। କିନ୍ତୁ ଏହି ସମୟରେ ଗୋଟେ ଧଳା ରଙ୍ଗ ଥିବା କାର ରେ ଦୁଇଜଣ ଲୋକ ବସି ଅପେକ୍ଷା କରିଥିଲେ ଓ କାର ମଧ୍ୟ ଷ୍ଟାର୍ଟ ଥିଲା। ସେ ଲୋକ ଦୁଇଜଣ କାର ର ବାହାରକୁ ଆସିନଥିଲେ। କାର ର ବାହାରକୁ କାହିଁକି ବାହାରି ନଥିଲେ ଜାଣନ୍ତୁ। ବହୁତ ସମୟ ଅପେକ୍ଷା କଲା ପରେ ଯେତେବେଳେ ସୁଶାନ୍ତ ଙ୍କୁ ନେଇ ଆମ୍ବୁଲାନ୍ସ ଘର ବାହାରକୁ ଆସିଲା କ୍ୟାମେରା ମଧ୍ୟ ତାଙ୍କ ଆଡ଼କୁ ବୁଲା ହୋଇଥିଲା।

ଲୋକମାନେ ସୁଶାନ୍ତ ଙ୍କୁ ଶେଷ ଥର ଦେଖିବା ପାଇଁ ଚେଷ୍ଟା କଲେ କିନ୍ତୁ ଆମ୍ବୁଲାନ୍ସ ଆଗକୁ ପଳେଇଗଲେ । ଠିକ ଏହି ସମୟରେ ଧଳା କାର ସୁଶାନ୍ତ ଙ୍କ ଆମ୍ବୁଲାନ୍ସ ର ପିଛା କରିବା ଆରମ୍ଭ କରିଦେଲା। କାର ରେ ଦୁଇଜଣ ଲୋକ ପ୍ରଥମ ରୁ ପ୍ରସ୍ତୁତ ହୋଇଥିଲା ଓ କାର ମଧ୍ୟ ଷ୍ଟାର୍ଟ ଥିଲା ଏବଂ ଯେମିତି ସୁଶାନ୍ତ ଙ୍କ ଆମ୍ବୁଲାନ୍ସ ବାହାରିଲା ତାହର ଠିକ ପଛରେ ଧଳା ରଙ୍ଗ ଥିବା କାର ମଧ୍ୟ ଯୋଡ଼ି ହୋଇଗଲା। ଏବେ ଏଠି ପ୍ରଶ୍ନ କାହିଁକି ଉଠୁଛି ବୁଝନ୍ତୁ।ଯଦି ସେହି ଧଳା ରଙ୍ଗ ଥିବା କାର ବାଲା ସୁଶାନ୍ତ ଙ୍କ ର ନିକଟତର ଥିଲା ତାହେଲେ ସେ ସୁଶାନ୍ତ ଙ୍କ ଘର ଭିତରେ ଥାଆନ୍ତା ଆଉ ଯଦି ସେ ସୁଶାନ୍ତ ଙ୍କ ସାଙ୍ଗ ଥିଲେ କି ସମ୍ପର୍କୀୟ ଥିଲେ ତାଙ୍କୁ ଗେଟ ପାଖରେ ଥିବା ଦରକାର।

କାରଣ ସୁଶାନ୍ତ ଙ୍କ ସମ୍ପର୍କୀୟ ଏମିତି କାର ଭିତରେ କାର ଷ୍ଟାର୍ଟ କରି ଏମିତି ଚୁପଚାପ ବସି ପାରିବେ ନାହିଁ କାରଣ ସେ ଟେନସନ ରେ ଥିବେ ଓ ଅପେକ୍ଷା କରିଥିବେ କି କେତେବେଳେ ସୁଶାନ୍ତ ବାହାରକୁ ଆସିବେ। ଏହାର ମାନେ ନା ସେ ସୁଶାନ୍ତ ଙ୍କ ର କେଉଁ ସମ୍ପର୍କୀୟ ଥିଲେ ନା କେଉଁ ସାଙ୍ଗ କି କୋଉ ଫ୍ୟାନ। ଏବେ ପ୍ରଶ୍ନ ଏହା ଉଠୁଛି କି ଯଦି ସେ ସୁଶାନ୍ତ ଙ୍କ ସମ୍ପର୍କୀୟ ନଥିଲେ ତାହେଲେ ସେ ସୁଶାନ୍ତ ଙ୍କ ଆମ୍ବୁଲାନ୍ସ ର ପିଛା କାହିଁକି କଲେ। କାରଣ ସେ ଧଳା ରଙ୍ଗ ଥିବା କାର ସୁଶାନ୍ତ ଙ୍କ ଘର ବାହାରୁ ଆମ୍ବୁଲାନ୍ସ ର ପିଛା କଲା ଓ କୂପର ହସ୍ପିଟାଲ ଯାଏ ମଧ୍ୟ ସେ କାର ଆମ୍ବୁଲାନ୍ସ ର ପଛରେ ଥିଲା।ଏତିକି ନୁହେଁ ପାଖାପାଖି ୧୪ କିଲୋମିଟର ବାଟ ସ୍ଥିର କରାଗଲା, ଯେଉଁଠିକୁ ମାତ୍ର ୨୦ ମିନିଟ ଲାଗିଥାନ୍ତା କିନ୍ତୁ ସେଠାକୁ ଯିବା ପାଇଁ ଆମ୍ବୁଲାନ୍ସ କୁ ୪୫ ମିନିଟ ରୁ ଅଧିକ ସମୟ ଲାଗିଥିଲା |

ଆଉ କୁହାଯାଉଛି କି ସେହି ୧୪ କିଲୋମିଟର ଦୂରତା ଭିତରେ ସୁଶାନ୍ତ ଙ୍କ ଘର ଠାରୁ ହସ୍ପିଟାଲ ପହଂଚିବା ଭିତରେ କିଛି ତ ଗଡ଼ବଡ଼ ହୋଇଛି।ଏହି ଗଡ଼ବଡ଼ ରେ ସେ ଧଳା ରଙ୍ଗ ଥିବା କାର ବାଲା ର ବଡ଼ ହାତ ଅଛି। ଆଉ ଧଳା ରଙ୍ଗ ଥିବା କାର ବାଲା କୁ ବହୁତ କିଛି ଜଣା ଅଛି ଯେ ସୁଶାନ୍ତ ଙ୍କ ସହ ସବୁ କଣ ହୋଇଥିଲା। କାରଣ ସବୁଠାରୁ ବଡ଼ ମିଷ୍ଟ୍ରି ସବୁଠାରୁ ବଡ଼ ପ୍ରଶ୍ନ ସେହି ୧୪ କିଲୋମିଟର ଦୂରତା ଭିତରେ ଲୁଚି ରହିଛି। ଏମିତିକି ଶୁଭ୍ର ମୋନୀୟମ ସ୍ବାମୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କି ଯଦି ପାଖରେ ହସ୍ପିଟାଲ ଥିଲା ତାହେଲେ ୧୪ କିଲୋମିଟର ଦୂର ଯାଏ କାହିଁକି ନିଆଗଲା ଆଉ ଯଦି ନିଆଗଲା ସେ ଧଳା ରଙ୍ଗ ଥିବା କାର ବାଲା କାହିଁକି ପିଛା କରୁଥିଲା? ଏବେ ଏହି ଧଳା ରଙ୍ଗ ଥିବା କାର ବାଲା କୁ ଧରିବା ନିହାତି ଦରକାର କାରଣ ତାହର କିଛି ନା କିଛି ନୁହେଁ ବହୁତ କିଛି ଲିଙ୍କ ସୁଶାନ୍ତ ଙ୍କ ମାମଲାରେ ଅଛି। ସୁଶାନ୍ତ ଙ୍କ ସହ ହୋଇଥିବା ଗଡ଼ବଡ଼ ରେ କିଛି ନା କିଛି ହାତ ଅଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *