ସୁଶାନ୍ତ ଙ୍କ ସହ ବେଇମାନି ରେ କହିଲେ ରୀତିକ ରୋଶନ ଙ୍କ ପରିବାର, ରିୟା ଙ୍କର ପୁରା ଗୁପ୍ତ ସତ ଖୋଲି ଦେଲେ

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ସବୁଠାରୁ ବଡ଼ ଓ ସବୁଠାରୁ ଉନ୍ନତର କଥା ଏହା କି ପ୍ରଥମ ଥର ବଲିଉଡ ର ଏକ ବଡ଼ ଷ୍ଟାର ଖୋଲା ଖୋଲି ଭାବରେ ସୁଶାନ୍ତ ସିଂ ରାଜପୁତ ଙ୍କୁ ସମର୍ଥନ କରିଛନ୍ତି। ଏମିତି କରିବା ଲୋକ ଆଉ କେହି ନୁହନ୍ତି ବରଂ ଦିଲବାଲା ରୀତିକ୍ ରୋଶନ ଙ୍କ ପରିବାର ଅଟେ। ସେହି ରୀତିକ ରୋଶନ ଯିଏ ସୁଶାନ୍ତ ଙ୍କୁ ନିଜର ଛୋଟ ଭାଇ ବୋଲି ମାନୁଥିଲେ। ଆଉ ସେହି ରୀତିକ ରୋଶନ ଓ ତାଙ୍କ ପରିବାର ଏବେ ସୁଶାନ୍ତ ଙ୍କ ସମର୍ଥନ ରେ ଆସିଛନ୍ତି। ଖାଲି ସୁଶାନ୍ତ ଙ୍କ ସମର୍ଥନ ରେ ନୁହେଁ ବରଂ କେତେ ମିଛ, ବେଇମାନି ଓ ଧୋକା ର ରହସ୍ୟ ଖୋଲି ଦେଇଛନ୍ତି ଓ ରିୟା ଚକ୍ରବର୍ତ୍ତୀ ଙ୍କୁ ଦିନ ରେ ତରା ଦେଖାଇ ଦେଇଛନ୍ତି।

ଏତିକି ନୁହେଁ ବଲିଉଡ ଗ୍ୟାଙ୍ଗ କୁ ନେଇ କେତେ ବଡ଼ ଖୁଲାସ ମଧ୍ୟ କରିଛନ୍ତି। ସୁଶାନ୍ତ ଙ୍କ ସହ କଣ କଣ ଅନ୍ୟାୟ ହୋଇଥିଲା ତାହାର ମଧ୍ୟ ଖୁଲାସ କରିଦେଇଛନ୍ତି। କଣ କହିଲେ ରୀତିକ ରୋଶନ ଙ୍କ ପରିବାର? କଣ ଅଟେ ରୀତିକ ଙ୍କ ଆଗ ଷ୍ଟେପ? ଏବେଯାଏଁ ସୁଶାନ୍ତ ସିଂ ରାଜପୁତ ଙ୍କ ନ୍ୟାୟ ର ଲଢେଇ ରେ ବଲିଉଡ ର ଅଧିକାଂଶ ଲୋକ କେବଳ ରିୟା ଙ୍କ ର ସାଥ ଦେଉଥିଲେ ଓ ରିୟା ଙ୍କୁ ସମର୍ଥନ କରୁଥିଲେ।

ସିଏ ସଲମାନ ଖାନ ହୁଅନ୍ତୁ , କରନ ଜୋହର ହିଅନ୍ତୁ କି ଭଟ୍ଟ ଗ୍ୟାଙ୍ଗ ହୁଅନ୍ତୁ କି ଅନ୍ୟ କେଉଁ ଗ୍ୟାଙ୍ଗ ହୁଅନ୍ତୁ। ସମସ୍ତେ ପୁରା ରିୟା ଙ୍କ ସହିତ ଠିଆ ହୋଇଥିଲେ ଓ ସୁଶାନ୍ତ ଙ୍କୁ ଭଲ ଖରାପ କହୁଥିଲେ। କିନ୍ତୁ ଏହା ଭିତରେ ଏହି ବଲିଉଡ ରେ ସୁଶାନ୍ତ ଙ୍କ ପାଇଁ ସ୍ଵର ଉଠିଛି ଓ ତାହା ପୁଣି ପୁରା ସୁଶାନ୍ତ ଙ୍କ ସମର୍ଥନ ରେ। ବଲିଉଡ ର ଇଣ୍ଟରନ୍ୟାସେନାଲ ଷ୍ଟାର ରୀତିକ ରୋଶନ ଙ୍କ ଘରୁ ଏହି ସ୍ଵର ଉଠିଛି। ପ୍ରଥମେ ଜାଣନ୍ତୁ ରୀତିକ ରୋଶନ ଙ୍କ ପରିବାର ସୁଶାନ୍ତ ଙ୍କୁ ନେଇ କଣ କହିଲେ? ଏହା ପରେ ପୁରା କାରଣ ମଧ୍ୟ ବୁଝିଯିବେ।

ରୀତିକ ରୋଶନ ଙ୍କ ମା ପିଙ୍କି ରୋଶନ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି ଓ ପିଙ୍କି ରୋଶନ ସୋସିଆଲ ମିଡିଆରେ ସୁଶାନ୍ତ ଙ୍କ ଫଟୋ ସେୟାର କରିଛନ୍ତି। ରୋଶନ ଙ୍କ ପରିବାର ରେ ସବୁଠାରୁ ପାୱାରଫୁଲ ମାନୁଥିବା ଓ ସବୁବେଳେ ପବ୍ଲିକ ରେ ଯଦି କିଛି କହିବାର ଥିବ ତାହେଲେ ସବୁବେଳେ ସାମ୍ନାକୁ ଆସୁଥିବା ରୀତିକ ଙ୍କ ମା ପିଙ୍କି ରୋଶନ ସୋସିଆଲ ମିଡିଆରେ ସୁଶାନ୍ତ ଙ୍କ ଫଟୋ ସେୟାର କରିଛନ୍ତି। ଏବଂ ସେଥିରେ ଯାହା ସେ ଲେଖିଛନ୍ତି ସେଥିରେ କେତେ ରହସ୍ୟ ମଧ୍ୟ ଖୋଲି ଦେଇଛନ୍ତି। ରୀତିକ ରୋଶନ ମା ପିଙ୍କି ରୋଶନ ଲେଖିଛନ୍ତି କି”ସତ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କିନ୍ତୁ କେହି ବି ସଚ୍ଚୋଟ ହେବାକୁ ଚାହୁଁ ନାହାନ୍ତି”ଏହା କଥା ରୀତିକ ଙ୍କ ମା ପିଙ୍କି ରୋଶନ ସୋସିଆଲ ମିଡିଆରେ ଲେଖିଛନ୍ତି।

ଏହାର ପୁରା ଅର୍ଥ ଜାଣିବା ଆଗରୁ ଜାଣନ୍ତୁ କି ପିଙ୍କି ରୋଶନ ନିଜର ପୋଷ୍ଟ ସହ କଣ ଲେଖିଛନ୍ତି? ପିଙ୍କି ରୋଶନ ନିଜର ପୋଷ୍ଟ ସହ ଏହା ଲେଖିଛନ୍ତି କି ପ୍ରୀୟର୍ଶ ପାୱାରଫୁଲ ଅର୍ଥାତ୍ ପ୍ରାର୍ଥନା ରେ ଦମ ଥାଏ ଓ ଆଗକୁ ଲେଖିଲେ କି ୟୁନିଭର୍ଷ କେସ ପାୱାରଫୁଲ ଅର୍ଥାତ୍ ଭଗବାନ ବା ଦୈବିକ ଶକ୍ତି ଯୋଉ ଅଛି ସେ ସବୁକିଛି ଦେଖୁଛନ୍ତି ଓ ସେ ବହୁତ ଶକ୍ତିଶାଳୀ ହୋଇଥାଆନ୍ତି ଓ ସମସ୍ତଙ୍କର ହିସାବ କରିଥାନ୍ତି। ଏହାର ମାନେ ପିଙ୍କି ରୋଶନ ବହୁତ କଡ଼ା ଓ ସଫା କଥା ଲେଖିଛନ୍ତି କି ସେ ଓ ତାଙ୍କ ପରିବାର ସୁଶାନ୍ତ ଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ଓ ପ୍ରାର୍ଥନାରେ ବହୁତ ଶକ୍ତି ଥାଏ ଏବଂ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ନିହାତି ମିଳିବ।

ଏହା ବୁଝନ୍ତୁ କି ରୀତିକ ଙ୍କ ମା ପିଙ୍କି ରୋଶନ କାହାକୁ ଏହି ସବୁ କହିଲେ କି ସେମାନେ ସଚ୍ଚୋଟ ନୁହନ୍ତି। ରୀତିକ ଯେଉଁ ବଲିଉଡ ଇଣ୍ଡଷ୍ଟ୍ରି ରେ ଅଛନ୍ତି ସେହି ଇଣ୍ଡଷ୍ଟ୍ରି ର ଅଧିକାଂଶ ଲୋକ ରିୟା ଚକ୍ରବର୍ତ୍ତୀ ଙ୍କ ସହ ଠିଆ ହୋଇଛନ୍ତି ଓ ସମସ୍ତେ କହୁଛନ୍ତି କି ସତ ସାମ୍ନାକୁ ଆସିବା ଦରକାର। ଏବଂ ରିୟା ଚକ୍ରବର୍ତ୍ତୀ ଙ୍କ ସହ ଏହି ଲୋକମାନେ ସଲମାନ ଖାନ, କରନ ଜୋହର, ମହେଶ ଭଟ୍ଟ ଶାହରୁଖ ଖାନ ଙ୍କ ଭଳି ଷ୍ଟାର ଙ୍କ ଉପରେ ରୋଶନ ଙ୍କ ପରିବାର ସିଧା ସିଧା ଆଙ୍ଗୁଠି ଉଠାଇଛନ୍ତି। ଏବଂ ସିଧା ସିଧା କହିଛନ୍ତି କି ସେମାନେ ସଚ୍ଚୋଟ ପଣିଆ ଦେଖାଉ ନାହାନ୍ତି ସତ କହୁ ନାହାଁନ୍ତି, ସୁଶାନ୍ତ ଙ୍କ ସହ ହୋଇଥିବା ଅନ୍ୟାୟ କୁ ଲୁଚାଉଛନ୍ତି ଓ ସତ କୁ ମଧ୍ୟ ଦାବୁଛନ୍ତି କିନ୍ତୁ ଦେଖାଇବା ପାଇଁ କହୁଛନ୍ତି କି ସତ ସାମ୍ନା କୁ ଆସିବା ଦରକାର ଅର୍ଥାତ୍ ରିୟା କିଛି ନୁହେଁ ବହୁତ କିଛି ଅନ୍ୟାୟ କରିଛନ୍ତି ଓ ଏହି ଗ୍ୟାଙ୍ଗ ମଧ୍ୟ ବହୁତ କିଛି ଭୁଲ କରିଛନ୍ତି ଏବଂ ରୀତିକ ଓ ତାଙ୍କ ପରିବାର ମଧ୍ୟ ତାଙ୍କ ବିଷୟରେ ବହୁତ କିଛି ଜାଣିଛନ୍ତି ଓ ଆଗକୁ ମଧ୍ୟ ଏହି କଥାର ବଡ଼ ଖୁଲାସ ହୋଇପାରେ।

ଏଥିପାଇଁ ରୀତିକ ରୋଶନ ଙ୍କ ମା ପିଙ୍କି ରୋଶନ ସିଧା ସିଧା ଗ୍ୟାଙ୍ଗ ଉପରେ ଆଙ୍ଗୁଠି ଉଠାଇଛନ୍ତି ଓ ସୁଶାନ୍ତ ଙ୍କ ସମର୍ଥନ ରେ ଠିଆ ହୋଇଗଲେ। ବଲିଉଡ ରେ ରହି ବଲିଉଡ ଗ୍ୟାଙ୍ଗ ବିରୁଧ ରେ ଏମିତି ସବୁ କହିବା ସହଜ ନୁହେଁ ଏଥିପାଇଁ ସାହସ ଥିବା ଦରକାର ଓ ରୀତିକ ଙ୍କ ପରିବାର, ରୀତିକ ରୋଶନ ଓ ତାଙ୍କ ମା ପିଙ୍କି ରୋଶନ ଏହି ସାହସ ଦେଖାଇଛନ୍ତି। ଏବଂ ସୁଶାନ୍ତ ଙ୍କ ନ୍ୟାୟ ରେ ସାମିଲ ହୋଇ ଜଣାଇ ଦେଲେ ଯେ ସେ ଡରିଲା ବାଲା ଙ୍କୁ ଭିତରୁ ନୁହଁନ୍ତି।

ଓ ତାହା ସହ ଏତେ ବଡ଼ ଫିଲ୍ମ ପରିବାର ସୁଶାନ୍ତ ଙ୍କ ସହ ଠିଆ ହୋଇଛନ୍ତି ଓ ଏହାର ମାନେ ସୁଶାନ୍ତ ଙ୍କ ସହ ଅନ୍ୟାୟ ହୋଇଛି ଏହା ୧୦୦ ପ୍ରତିଶତ ସତ। ସୁଶାନ୍ତ ଙ୍କୁ ସବୁବେଳେ ରୀତିକ ତାଙ୍କର ଛୋଟ ଭାଇ ବୋଲି ମାନୁଥିଲେ ଓ କେତେଥର ସୁଶାନ୍ତ ଙ୍କ କାମର ମଧ୍ୟ ପ୍ରଶଂସା କରିଥିଲେ। ରୋଶନ ଙ୍କ ପରିବାର ଙ୍କୁ ଯଦି କିଛି ପବ୍ଲିକ ରେ କହିବାର ଥାଏ ତାହେଲେ ପିଙ୍କି ରୋଶନ ନିଜର କଥା ରଖନ୍ତି। ଏହାର ମାନେ ଏହି ପୁରା କଥା ରୀତିକ ଙ୍କ ପରିବାର କହିଛନ୍ତି ଓ ସୁଶାନ୍ତ ଙ୍କ ସହ ରୀତିକ ଙ୍କ ପୁରା ପରିବାର ସମର୍ଥନ କରୁଛନ୍ତି। ଆସନ୍ତୁ ଜାଣିବା ସୁଶାନ୍ତ ଙ୍କ ଘର ବାହାରେ ଥିବା ଧଳା କାର ର ସତ…

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ପ୍ରଥମେ ମୁମ୍ୱାଇ ପୁଲିସ ଯାଞ୍ଚ କଲା ଓ ପରେ ସିବିଆଇ କୁ କେସ ଦିଆଗଲା। କିନ୍ତୁ କେତେ ଏମିତି ରହସ୍ୟ ର କଥା ରହିଗଲା ଯାହା ଉପରେ ନା ମୁମ୍ୱାଇ ପୁଲିସ ଧ୍ୟାନ ଦେଲା ନା ସିବିଆଇ ଧ୍ୟାନ ଦେଲା। ଏହା ସବୁ ଅଜାଣତରେ ହେଉଛି ନା ଜାଣିଶୁଣି ତାହା ଏବେ କହି ହେବ ନାହିଁ। କିନ୍ତୁ ସେହି କଥା ଉପରେ ଯଦି ଧ୍ୟାନ ଦିଆଯିବ ତାହେଲେ ସୁଶାନ୍ତ ଙ୍କ କେସ କିଛି ଦିନ ଭିତରେ ସବୁ ସତ ଖୋଲି ଯିବ। ଏହା ଭିତରେ ସୁଶାନ୍ତ ଙ୍କ ମାମଲାରେ ଗୋଟେ ବଡ଼ ଓ ନୂଆ ଖୁଲାସ ହୋଇଛି ଓ ସେ ଖୁଲାସ ଗୋଟେ ଧଳା କାର କୁ ନେଇ ହୋଇଛି।

ଏହା ୧୪ ଜୁନ ର ଫଟୋ ଅଟେ।ଯେତେବେଳେ ସୁଶାନ୍ତ ସିଂ ରାଜପୁତ ଙ୍କୁ ଆମ୍ବୁଲାନ୍ସ ରେ କୂପର ହସ୍ପିଟାଲ କୁ ନେଇ ଯାଉଥିଲେ। ସବୁଲୋକ ଗେଟ ପାଖରେ ଠିଆ ହୋଇ ଥିଲେ, ସୁଶାନ୍ତ ଙ୍କୁ ବାହାରକୁ ଆସିବା ଯାଏ ଅପେକ୍ଷା କରିଥିଲେ। ସେ ମିଡ଼ିଆ ଲୋକ ହୁଅନ୍ତୁ, ସୁଶାନ୍ତ ଙ୍କ ସାଙ୍ଗ ହୁଅନ୍ତୁ, ସୁଶାନ୍ତ ଙ୍କ ଫ୍ୟାନ ହୁଅନ୍ତୁ କି ପବ୍ଲିକ। ସବୁଲୋକ ସୁଶାନ୍ତ ଙ୍କ ଘର ବାହାରେ ମାନେ ଗେଟ ପାଖରେ ଅପେକ୍ଷା କରିଥିଲେ। କିନ୍ତୁ ଏହି ସମୟରେ ଗୋଟେ ଧଳା ରଙ୍ଗ ଥିବା କାର ରେ ଦୁଇଜଣ ଲୋକ ବସି ଅପେକ୍ଷା କରିଥିଲେ ଓ କାର ମଧ୍ୟ ଷ୍ଟାର୍ଟ ଥିଲା। ସେ ଲୋକ ଦୁଇଜଣ କାର ର ବାହାରକୁ ଆସିନଥିଲେ। କାର ର ବାହାରକୁ କାହିଁକି ବାହାରି ନଥିଲେ ଜାଣନ୍ତୁ। ବହୁତ ସମୟ ଅପେକ୍ଷା କଲା ପରେ ଯେତେବେଳେ ସୁଶାନ୍ତ ଙ୍କୁ ନେଇ ଆମ୍ବୁଲାନ୍ସ ଘର ବାହାରକୁ ଆସିଲା କ୍ୟାମେରା ମଧ୍ୟ ତାଙ୍କ ଆଡ଼କୁ ବୁଲା ହୋଇଥିଲା।

ଲୋକମାନେ ସୁଶାନ୍ତ ଙ୍କୁ ଶେଷ ଥର ଦେଖିବା ପାଇଁ ଚେଷ୍ଟା କଲେ କିନ୍ତୁ ଆମ୍ବୁଲାନ୍ସ ଆଗକୁ ପଳେଇ ଗଲା। ଠିକ ଏହି ସମୟରେ ଧଳା କାର ସୁଶାନ୍ତ ଙ୍କ ଆମ୍ବୁଲାନ୍ସ ର ପିଛା କରିବା ଆରମ୍ଭ କରିଦେଲା। କାର ରେ ଦୁଇଜଣ ଲୋକ ପ୍ରଥମ ରୁ ପ୍ରସ୍ତୁତ ହୋଇଥିଲା ଓ କାର ମଧ୍ୟ ଷ୍ଟାର୍ଟ ଥିଲା ଏବଂ ଯେମିତି ସୁଶାନ୍ତ ଙ୍କ ଆମ୍ବୁଲାନ୍ସ ବାହାରିଲା ତାହର ଠିକ ପଛରେ ଧଳା ରଙ୍ଗ ଥିବା କାର ମଧ୍ୟ ଯୋଡ଼ି ହୋଇଗଲା। ଏବେ ଏଠି ପ୍ରଶ୍ନ କାହିଁକି ଉଠୁଛି ବୁଝନ୍ତୁ। ଯଦି ସେହି ଧଳା ରଙ୍ଗ ଥିବା କାର ବାଲା ସୁଶାନ୍ତ ଙ୍କ ର ନିକଟତର ଥିଲା ତାହେଲେ ସେ ସୁଶାନ୍ତ ଙ୍କ ଘର ଭିତରେ ଥାଆନ୍ତା ଆଉ ଯଦି ସେ ସୁଶାନ୍ତ ଙ୍କ ସାଙ୍ଗ ଥିଲେ କି ସମ୍ପର୍କୀୟ ଥିଲେ ତାଙ୍କୁ ଗେଟ ପାଖରେ ଥିବା ଦରକାର। କାରଣ ସୁଶାନ୍ତ ଙ୍କ ସମ୍ପର୍କୀୟ ଏମିତି କାର ଭିତରେ କାର ଷ୍ଟାର୍ଟ କରି ଏମିତି ଚୁପଚାପ ବସି ପାରିବେ ନାହିଁ |

କାରଣ ସେ ଟେନସନ ରେ ଥିବେ ଓ ଅପେକ୍ଷା କରିଥିବେ କି କେତେବେଳେ ସୁଶାନ୍ତ ବାହାରକୁ ଆସିବେ। ଏହାର ମାନେ ନା ସେ ସୁଶାନ୍ତ ଙ୍କ ର କେଉଁ ସମ୍ପର୍କୀୟ ଥିଲେ ନା କେଉଁ ସାଙ୍ଗ କି କୋଉ ଫ୍ୟାନ। ଏବେ ପ୍ରଶ୍ନ ଏହା ଉଠୁଛି କି ଯଦି ସେ ସୁଶାନ୍ତ ଙ୍କ ସମ୍ପର୍କୀୟ ନଥିଲେ ତାହେଲେ ସେ ସୁଶାନ୍ତ ଙ୍କ ଆମ୍ବୁଲାନ୍ସ ର ପିଛା କାହିଁକି କଲେ। କାରଣ ସେ ଧଳା ରଙ୍ଗ ଥିବା କାର ସୁଶାନ୍ତ ଙ୍କ ଘର ବାହାରୁ ଆମ୍ବୁଲାନ୍ସ ର ପିଛା କଲା ଓ କୂପର ହସ୍ପିଟାଲ ଯାଏ ମଧ୍ୟ ସେ କାର ଆମ୍ବୁଲାନ୍ସ ର ପଛରେ ଥିଲା। ଏତିକି ନୁହେଁ ପାଖାପାଖି ୧୪ କିଲୋମିଟର ବାଟ ସ୍ଥିର କରାଗଲା, ଯେଉଁଠିକୁ ମାତ୍ର ୨୦ ମିନିଟ ଲାଗିଥାନ୍ତା କିନ୍ତୁ ସେଠାକୁ ଯିବା ପାଇଁ ଆମ୍ବୁଲାନ୍ସ କୁ ୪୫ ମିନିଟ ରୁ ଅଧିକ ସମୟ ଲାଗିଥିଲା ଆଉ କୁହାଯାଉଛି କି ସେହି ୧୪ କିଲୋମିଟର ଦୂରତା ଭିତରେ ସୁଶାନ୍ତ ଙ୍କ ଘର ଠାରୁ ହସ୍ପିଟାଲ ପହଂଚିବା ଭିତରେ କିଛି ତ ଗଡ଼ବଡ଼ ହୋଇଛି।

ଏହି ଗଡ଼ବଡ଼ ରେ ସେ ଧଳା ରଙ୍ଗ ଥିବା କାର ବାଲା ର ବଡ଼ ହାତ ଅଛି। ଆଉ ଧଳା ରଙ୍ଗ ଥିବା କାର ବାଲା କୁ ବହୁତ କିଛି ଜଣା ଅଛି ଯେ ସୁଶାନ୍ତ ଙ୍କ ସହ ସବୁ କଣ ହୋଇଥିଲା। କାରଣ ସବୁଠାରୁ ବଡ଼ ମିଷ୍ଟ୍ରି ସବୁଠାରୁ ବଡ଼ ପ୍ରଶ୍ନ ସେହି ୧୪ କିଲୋମିଟର ଦୂରତା ଭିତରେ ଲୁଚି ରହିଛି। ଏମିତିକି ଶୁଭ୍ର ମୋନୀୟମ ସ୍ବାମୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କି ଯଦି ପାଖରେ ହସ୍ପିଟାଲ ଥିଲା ତାହେଲେ ୧୪ କିଲୋମିଟର ଦୂର ଯାଏ କାହିଁକି ନିଆଗଲା ଆଉ ଯଦି ନିଆଗଲା ସେ ଧଳା ରଙ୍ଗ ଥିବା କାର ବାଲା କାହିଁକି ପିଛା କରୁଥିଲା? ଏବେ ଏହି ଧଳା ରଙ୍ଗ ଥିବା କାର ବାଲା କୁ ଧରିବା ନିହାତି ଦରକାର କାରଣ ତାହର କିଛି ନା କିଛି ନୁହେଁ ବହୁତ କିଛି ଲିଙ୍କ ସୁଶାନ୍ତ ଙ୍କ ମାମଲାରେ ଅଛି। ସୁଶାନ୍ତ ଙ୍କ ସହ ହୋଇଥିବା ଗଡ଼ବଡ଼ ରେ କିଛି ନା କିଛି ହାତ ଅଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *