ଦୁର୍ଗା ପୂଜା ଶେଷ ହେବା ପୂର୍ବ ରୁ ଘରକୁ ନେଇ ଆସନ୍ତୁ ଏହି ପାଞ୍ଚୋଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ । ପୁରା ବର୍ଷ ହେବ ଧନ ବର୍ଷା। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ବର୍ତ୍ତମାନ ମା ର୍ଦୁଗା ଙ୍କର ନବରାତ୍ରି ର ପର୍ବ ଚାଲିଛି। ମା ଦୁର୍ଗା ଙ୍କୁ ଯେତେ ପୂଜା ଆର୍ଚନା କଲେ ମଧ୍ୟ ତାହା କମ୍ ହୋଇଥାଏ। ତଣୁ ମା ର୍ଦୁଗା ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ସହିତ କିଛି ଖାସ୍ ଉପାୟ ମଧ୍ୟ କରିବାକୁ ପଡିଥାଏ। ଯଦି ଆପଣ ସେହି ଖାସ୍ ଉପାୟ ଗୁଡିକୁ ଏହି ର୍ଦୁଗା ପୂଜାର ପର୍ବ ଶେଷ ହେବା ପୂର୍ବ ରୁ କରନ୍ତି। ତେବେ ମା ର୍ଦୁଗା ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଆପଣଙ୍କୁ ଅପାର ଧନ ଉର୍ପାଜନ କରିବା ସୁଯୋଗ ପ୍ରଦାନ କରିଥାନ୍ତି। ଏହି ଉପାୟ ଗଡିକୁ କରିବା ପାଇଁ ଆପଣଙ୍କୁ ର୍ଦୁଗା ପୂଜା ଶେଷ ହେବା ପୂର୍ବରୁ ଏହି ପାଞ୍ଚୋଟି ଜିନିଷ ମଧ୍ୟ ରୁ କୌଣସି ଗୋଟିଏ ଜିନିଷ କୁ ଘର କୁ ଆଣିବାକୁ ପଡିବ ଏବଂ ମା ର୍ଦୁଗା ଙ୍କୁ ସ୍ମରଣ କରି ପବିତ୍ର ମନରେ ଏହି ସବୁ ଉପାୟ ଗୁଡିକୁ କରିବାକୁ ପଡିବ। ତେବେ ଆସନ୍ତୁ ସହି ସବୁ ଜିନିଷ ଗୁଡିକ ଏବଂ ଉପାୟ ବିଷୟ ରେ ଜାଣିବା।
୧ – ରୂପାର ପଇସା:

ଯଦି ଆପଣ ଆପଣଙ୍କ ଘରେ ଦରିଦ୍ର୍ୟ ଦୂର କରିବାକୁ ଚାହୁଁଛନ୍ତି ତେବେ ଏହି ପବିତ୍ର ନବରାତ୍ରି ପର୍ବ ସରିବା ପୂର୍ବ ରୁ ରୂପା ର ପଇସା ନିଜ ଘରକୁ ନେଇ ଆସନ୍ତୁ। ଏହି ରୂପା ପଇସା ଆଣି କୌଣସି ବି ଦିନ ପବିତ୍ର ମନ ରେ ପୂଜା କରନ୍ତୁ। ଏବଂ ତାହାକୁ ଘରର ଆଲମାରି ରେ ବନ୍ଦ କରି ରଖନ୍ତୁ। ଏଥିରେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ। ଏବଂ ଘରକୁ ବିଭିନ୍ନ ଦିଗ ରୁ ଟଙ୍କା ପଇସା ର ଆଗମନ ହୋଇଥାଏ।
୨ – କଉଡି:

ଯଦି ଆପଣଙ୍କୁ କିଛି ଧନ ସମ୍ଭଧିତ କିଛି କାର୍ଯ୍ୟ ର ଅସୁବିଧାର ସାମ୍ମନା କରିବାକୁ ପଡୁଛି। ତେବେ ନବରାତ୍ରି ବା ଦୂର୍ଗା ପୂଜା ଶେଷ ହେବା ପୂର୍ବରୁ ହଳଦିଆ କିମ୍ବା ଧଳା କଉଡି ନିଜ ଘରକୁ ନିଶ୍ଚିତ ରୂପରେ ଆଣନ୍ତୁ। ଏବଂ ମାତା ଲକ୍ଷ୍ମୀ ଙ୍କର ପୂଜା କରିବା ସମୟ ରେ ଏହି କଉଡି କୁ ପୂଜା ସ୍ଥାନ ରେ ରଖିଦିଅନ୍ତୁ। ପୂଜା ସରିବା ପରେ କଉଡି କୁ ଗୋଟିଏ ଲାଲ ରଙ୍ଗ କପଡା ରେ ବାନ୍ଧି ଦିଅନ୍ତୁ। ଆଲମାରୀ କିମ୍ବା ଟଙ୍କା ରଖିଥିବା ସ୍ଥାନ ରେ ରଖିଦିଅନ୍ତୁ। ଦେଖିବେ ଆପଣଙ୍କ ଘରେ ଧନ ର ଅଭାବ ରହିବ ନାହିଁ।
୩ – ଯଦି ଆପଣ ମା ର୍ଦୁଗା ଏବଂ ମାତା ଲକ୍ଷ୍ମୀ ଙ୍କର କୃପା ପାଇବାକୁ ଚହୁଁଛନ୍ତି ତେବେ ପଦ୍ମଫୁଲ ରେ ବସିଥିବା ମା ଲକ୍ଷ୍ମୀ ଙ୍କର ଫଟୋ ଘରକୁ ନିଶ୍ଚିତ ରୂପେ ଆଣନ୍ତୁ। ଏହା ପରେ ସବୁ ଦିନ ଏହି ଫଟୋ କୁ ପୂଜା କରନ୍ତୁ। ଏହି ଉପାୟ ଦ୍ବାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ସ୍ଥାଇ ଭାବରେ ବାସ କରିଥାନ୍ତି।
୪ – ନବରାତ୍ରି ସମୟ ରେ ଘରକୁ ଦକ୍ଷିଣବର୍ତ୍ତୀ ଶଖଂ ଆଣିବା ଦ୍ବାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଏବଂ କୁବେର ମହାରାଜା ଙ୍କର କୃପା ବର୍ଷା ହୋଇଥାଏ। ଦକ୍ଷିଣବର୍ତ୍ତୀ ଶଂଖ କୁ ଘର କୁ ଆଣିବା ପରେ ପୂଜା ସ୍ଥଳ ରେ କିମ୍ବା ଆଲମାରି ରେ ରଖିଦିଅନ୍ତୁ। ଦକ୍ଷିଣବର୍ତ୍ତୀ ଶଖଂ କୁ କେବେ ଖାଲି ରଖିବା ଉଚିତ୍ ନୁହେଁ। ତେଣୁ ଏଥିରେ ହଳଦିଆ ଚାଉଳ ରଖିବା ଉଚିତ୍। ତେବେ ଆପଣଙ୍କ ଘରେ ଧନ କୌଣସି ଅଭାବ ରହିବ ନାହିଁ।
୫ – ଶ୍ରୀ ଜନ୍ତ୍ର :

ଏମିତି ରେ ଶ୍ରୀ ଜନ୍ତ୍ର ବହୁତ ପ୍ରକାର ର ହୋଇଥାଏ। କିନ୍ତୁ ଆପଣ କୌଣସି ପ୍ରକାର ର ଶ୍ରୀ ଜନ୍ତ୍ର ଘରକୁ ଆଣି ପାରିବେ। ଆପଣ ଏହି ର୍ଦୁଗା ପୂଜା ଶେଷ ହେବା ପୂର୍ବ ରୁ ଘରକୁ କୌଣସି ବି ପ୍ରକାର ଶ୍ରୀ ଜନ୍ତ୍ର ନେଇ ଆସନ୍ତୁ। ଏବଂ ନିଜର ପୂଜା ପରେ ଲାଲ କପଡା ରେ ସ୍ଥାପନ କରିଦିଅନ୍ତୁ। ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ଏବଂ କୁବେର ଆପଣଙ୍କ ଘରେ ସ୍ଥାଇ ଭାବେ ବାସ କରିଥାନ୍ତି। ଏବଂ ଆପଣଙ୍କୁ ଟଙ୍କା ପଇସା ଜନିତ କୌଣସି ବି ପ୍ରକାର ର ସମସ୍ୟା ର ସମ୍ମୁଖିନ ହେବାକୁ ପଡି ନଥାଏ।
ମା ଦୁର୍ଗାଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଲାଇକ ଓ ଶେୟାର କରିଦିଅନ୍ତୁ ଏବଂ କମେନ୍ଟ ରେ ଲେଖି ଦିଅନ୍ତୁ ” ଜୟ ମା ଦୁର୍ଗତି ନାଶିନୀ “