LICର ଏହି ପଲିସୀରେ କରିବେ ପ୍ରତ୍ୟେକ ଦିନ ୧୩୯ ଟଙ୍କାର ନିବେଶ, ପାଇ ପାରିବେ ୮୩ ଲକ୍ଷ ଟଙ୍କା

ଲାଇଫ ଇନସୁରାନ୍ସ କର୍ପୋରେଶନ (LIC) ପବ୍ଲିକ ସେକ୍ଟରର ଏପରି ଏକ କମ୍ପାନୀ ଅଟେ ଯାହା ସବୁଠୁ ଅଧିକ ବିଶ୍ୱସନୀୟ ବୋଲି କୁହାଯାଇଥାଏ | କରୋନା ସଙ୍କଟ ସମୟରେ ମଧ୍ୟ ଏହି କମ୍ପାନୀ ବହୁତ ଲାଭ ଅର୍ଜନ କରିଛି | ଦେଶର କୋଟି କୋଟି ଲୋକଙ୍କୁ ଏହି ଜୀବନ ବୀମା ନିଗମ ଉପରେ ବିଶ୍ୱାସ ରହିଛି ଯେ ଏଥିରେ ଟଙ୍କା ବୁଡ଼ିଯିବ ନାହିଁ | ଏମିତିରେ ବର୍ତ୍ତମାନ ଦେଶରେ ଅନେକ ପ୍ରାଇଭେଟ ଇନସୁରାନ୍ସ କମ୍ପାନୀ ଗୁଡିକ ମଧ୍ୟ ରହିଛି କିନ୍ତୁ LICରେ ଟଙ୍କା ନିବେଶ କରିବା ସମସ୍ତ ଦୃଷ୍ଟିକୋଣରୁ ଲାଭଦାୟକ ଅଟେ | ଏଥିରେ ନିବେଶ କରିବା ଦ୍ୱାରା ରିଟର୍ଣ୍ଣ ସହିତ ସୁରକ୍ଷା ମଧ୍ୟ ମିଳିଥାଏ | ଲୋକମାନଙ୍କର ଆବଶ୍ୟକତା ମୁତାବକ ଲାଇଫ ଇନସୁରାନ୍ସ କର୍ପୋରେଶନ (LIC)ର ଭିନ୍ନ ଭିନ୍ନ ଅନେକ ପଲିସୀ ରହିଛି | ଆଜି ଆମେ ଆପଣଙ୍କୁ ଏପରି ଏକ ପଲିସୀ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ପ୍ରତ୍ୟେକ ଦିନ ବହୁତ କାମ ଟଙ୍କା ନିବେଶ କରିବା ଦ୍ୱାରା ଏକ ବଡ ପରିମାଣର ଟଙ୍କା ଏକଜୁଟ କରାଯାଇ ପାରିବ |

କ’ଣ ଅଟେ ଏହି ପଲିସୀ:

ଲାଇଫ ଇନସୁରାନ୍ସ କର୍ପୋରେଶନ (LIC)ର ଏହି ପଲିସୀର ନାମ “ଜୀବନ ଆନନ୍ଦ” (Jeevan Anand) ଅଟେ | ଏହା ଏଲଆଇସିର ପୁରୁଣା ପ୍ଲାନ ଗୁଡିକ ମଧ୍ୟରୁ ଗୋଟିଏ ଅଟେ | ଏଥିରେ ଯେଉଁ ଟଙ୍କା ନିବେଶ କରାଯାଏ ତାହା ଉପରେ ରିଟର୍ଣ୍ଣ ମିଳିବା ସହିତ ଲାଇଫ ଟାଇମ ରିସ୍କ କଭର ମଧ୍ୟ ମିଳିଥାଏ |

କ’ଣ ଅଟେ ଏହି ପଲିସୀର ବିଶେଷତ୍ୱ:

ଏହି ପଲିସୀ ୧୫ରୁ ୩୫ ବର୍ଷର ଟର୍ମ ସହିତ ଆସିଥାଏ | ଏଥିରେ ନ୍ୟୁନତମ ସମ ଏସୋରଡ ୧ ଲକ୍ଷ ଟଙ୍କା ଅଟେ | ଏହାର କୌଣସି ଅଧିକତମ ସୀମା ନିର୍ଦ୍ଧାରିତ ନାହିଁ | ୧୮ରୁ ୫୦ ବର୍ଷ ବୟସର କୌଣସି ବ୍ୟକ୍ତି ଏହି ପଲିସୀରେ ନିବେଶ କରିପାରିବ |

ମେଚ୍ୟୁରିଟି ସମୟରେ ମିଳିଥାଏ ବହୁତ ପରିମାଣର ଟଙ୍କା:

“ଜୀବନ ଆନନ୍ଦ” ନାମକ ଏହି ପଲିସୀରେ ବହୁତ କମ ଟଙ୍କାର ନିବେଶ କରି ମଧ୍ୟ ଭଲ ପରିମାଣର ରିଟର୍ଣ୍ଣ ହାସଲ କରାଯାଇ ପାରିବ | ଏହି ପ୍ଲାନରେ କୌଣସି ମଧ୍ୟ ଯୋଜନା ୧୩୯ ଟଙ୍କାର ନିବେଶ କରି ମେଚ୍ୟୁରିଟି ସମୟରେ ୮୩,୪୭୦୦୦ ଟଙ୍କା ପାଇ ପାରିବେ |

କେଉଁ ବୟସରେ ଆରମ୍ଭ କରିବାକୁ ପଡିବ ଏହି ନିବେଶ:

ଯଦି କେହି ବ୍ୟକ୍ତି ୨୯ ବର୍ଷ ବୟସରେ ଏହି ପଲିସୀରେ ନିବେଶ କରିବା ଆରମ୍ଭ କରିଥାଏ, ତେବେ ୩୫ ବର୍ଷ ତେବେ ୩୫ ବର୍ଷର ଟର୍ମ ପ୍ଲାନ ସହିତ ୧୭୦,୦୦୦୦ ସମ ଏସୋରଡ ପ୍ଲାନ ଫିକ୍ସ ହେବ | ଏହି ହିସାବରେ ତାଙ୍କୁ ପ୍ରଥମ ବର୍ଷ ୪.୫ ପ୍ରତିଶତ ଟିକସ ସହିତ ୧୪୨ ଟଙ୍କା ନିବେଶ କରିବାକୁ ପଡିବ |

ପୁଣି ହ୍ରାସ ପାଇଯିବ ଟିକସ ହାର:

ପ୍ରଥମ ବର୍ଷ ପରେ ଟିକସ ହାର ହ୍ରାସ ପାଇଯିବ ଏବଂ ପ୍ରତ୍ୟେକ ଦିନ ୧୩୯ ଟଙ୍କା ନିବେଶ କରିବାକୁ ପଡିବ | ଏହି ପ୍ରକାରର ମୋଟ ୩୫ ବର୍ଷ ପର୍ଯ୍ୟନ୍ତ ନିବେଶ କରିବା ପରେ ପଲିସୀ ଧାରକଙ୍କୁ ୧୭୦,୦୦୦୦ ଟଙ୍କାର ସମ ଏସୋରଡ, ୨୭୩୭୦୦୦ର ବୋନସ ଏବଂ ୩୨,୮୦୦୦୦ ଟଙ୍କା ଅତିରିକ୍ତ ବୋନସ ରୂପରେ ମିଳିବ |

ଲାଇଫ ରିସ୍କ କଭର :

ପଲିସୀଟି ମେଚ୍ୟୁର ହେବା ପରେ ପଲିସୀ ଧାରକଙ୍କୁ ମୋଟ ୮୩,୪୭୦୦୦ ଟଙ୍କା ମିଳିବା ସହିତ ପଲିସୀ ଅବଧି ମଧ୍ୟରେ କୌଣସି ଅଘଟଣ ସ୍ଥିତିରେ ପରିବାର ଲୋକଙ୍କୁ ୧୭୦,୦୦୦୦ ଟଙ୍କାର ରିସ୍କ କଭରର ଗ୍ୟାରେଣ୍ଟି ମଧ୍ୟ ମିଳିଥାଏ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *