ଅଣ୍ଟା ବିନ୍ଧା ବା ଅଣ୍ଟା ଧରା ସମସ୍ୟାକୁ କୁ ଦୂର କରିଥାଏ,ଏହି ଜବରଦସ୍ତ ଘରୋଇ ଉପଚାର

ଅଣ୍ଟା ବିନ୍ଧା ସମସ୍ୟା ଏକ ମାରାତ୍ମକ ସମସ୍ୟା। ଯଦି ଆପଣଙ୍କର ଅଣ୍ଟା ବିନ୍ଧା ଥାଏ ତେବେ ଆଜିର ଏହି ଉପଚାର ଟିକୁ ନିଶ୍ଚୟ ପ୍ରୟୋଗ କରନ୍ତୁ। ଆଜିର ଏହି ଉପଚାରଟି ସମ୍ପୂର୍ଣ୍ଣ ଘରୋଇ ଉପଚାର ଅଟେ। ଏହା ଦ୍ବାରା ଆପଣଙ୍କ ଶରୀରକୁ କୌଣସି କ୍ଷତି ପହଞ୍ଚି ନ ଥାଏ। ଆପଣ ଏହାକୁ ଅତି ସହଜରେ ଘରେ ବନେଇ ସେବନ କରି ପାରିବେ।

ବନ୍ଧୁଗଣ ଏହି ଉପାୟ ଟି ବନେଇବା ବହୁତ ସହଜ ଅଟେ। ପ୍ରଥମେ ଗ୍ୟାସ ଅନ କରି ସେଥିରେ ଏକ ପ୍ୟାନ ବସାଇବେ। ତା ପରେ ଏକ ଗ୍ଲାସ ପାଣି ଢ଼ାଳିବେ। ପାଣିକୁ ହାଲକା ଫୁଟିବା ପାଇଁ ଛାଡ଼ିଦେବେ। ତା ପରେ ସେଥିରେ ଅଧା ଇଞ୍ଚ ଅଦା ପକାନ୍ତୁ। ସେଥିରେ ଅଧା ଚାମଚ ସୈନ୍ଧବ୍ୟ ଲୁଣ ମିଶାନ୍ତୁ।ଏହା ପରେ ସେଥିରେ ଅଧା ଚାମଚ ସୁଣ୍ଠି ପାଉଡର ମିଶାନ୍ତୁ। ତା ପରେ ତାକୁ ଭଲ ଭାବରେ ଫୁଟାନ୍ତୁ। ଏହାକୁ ୨ରୁ ୩ ମିନିଟ ଫୁଟାନ୍ତୁ।

ଏହା ଆପଣଙ୍କ କ୍ୟାଲସିୟମ ଜନିତ ସମସ୍ୟା, ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଅଣ୍ଟା ବିନ୍ଧା ପାଇଁ ବହୁତ ଲାଭ ଦାୟକ ଅଟେ। ଖାସ କରି ଅଣ୍ଟା ବିନ୍ଧା ପାଇଁ ବହୁତ ଲାଭ ଦାୟକ ଅଟେ। ଏହାର ପ୍ରୟୋଗ ନିଶ୍ଚୟ କରନ୍ତୁ। ଏହାକୁ ଫୁଟାଇଲା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ତାପରେ ଏହାକୁ ଏକ ଗ୍ଲାସ କୁ ଛାଣି ଦିଅନ୍ତୁ।

ଏବେ ଜାଣିବା ଆପଣ କେମିତି ସେବନ କରିବେ।ଏହାକୁ ଆପଣ ଦିନରେ ୩ଥର ସେବନ କରନ୍ତୁ। ଏହାକୁ ଆପଣଙ୍କର ଅଣ୍ଟା ବିନ୍ଧା ଭଳି ସମସ୍ୟା ସବୁ ଦିନ ପାଇଁ ଦୂର ହୋଇଯିବ। କେବଳ କିଛି ଦିନ ର ପ୍ରୟୋଗ ଦ୍ଵାରା ଅଣ୍ଟା ବିନ୍ଧା ଭଳି ସମସ୍ୟା କୁ ଦୂର କରିଥାଏ। ଯଦି ଆପଣଙ୍କ ର ଥଣ୍ଡା କାଶ ଥାଏ ତେବେ ଆପଣ ଏହାକୁ ପ୍ରୟୋଗ କରି ପାରିବେ। ଆପଣ ଏହାକୁ ନିହାତି ପ୍ରୟୋଗ କରନ୍ତୁ। ଖାଇବା ପୂର୍ବରୁ କିମ୍ବା ଖାଇବା ପରେ ଆପଣ ଏହାର ସେବନ କରି ପାରିବେ।

Leave a Reply

Your email address will not be published. Required fields are marked *