ସୁଶାନ୍ତ ଙ୍କ ଉପରେ ବଡ଼ ଷଢଯନ୍ତ୍ର ଏକା ନୁହେଁ ତିନିଜଣ ଲୋକ ଥିଲେ, ସ୍ପର୍ମ ଥିଓରୀ ର ଖୁଲାସା

ସୁଶାନ୍ତ ସିଂ ରାଜପୁତ ଙ୍କୁ ଯିବାର ଚାରି ମାସରୁ ଅଧିକ ଦିନ ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ସୁଶାନ୍ତ ଙ୍କୁ ନେଇ କେତେ ପ୍ରକାରର କଥା ମଧ୍ୟ କୁହାଗଲା କିନ୍ତୁ ଏହା ଭିତରେ ଏହା ଭିତରେ ଯେଉଁ ନୂଆ ଥିଓରୀ ଆସିଲା ତାହା ଆଶ୍ଚର୍ଯ୍ୟ କରିଦେଲା। ଏହିଥର ସୁଶାନ୍ତ ଙ୍କ ନିକଟରେ ହୋଇ ଥିବା କଥା କୁହାଯାଇଛି ଓ ତାହା ସହ ଏମ୍ସ ରିପୋର୍ଟ ମଧ୍ୟ ପ୍ରମାଣ କରିଦେଇଛି। କିନ୍ତୁ ଏ କଥା ଏତିକି ନଥିଲା ଏହା ବହୁତ ବଡ଼ ଷଢଯନ୍ତ୍ର ଥିଲା ଯାହାର ଖୁଲାସ ହୋଇଛି। ୧୪ ଜୁନ ରେ ସୁଶାନ୍ତ ଙ୍କୁ ମାରିବା ଲୋକ ସୁଶାନ୍ତ ଙ୍କ ରୁମ ରେ ଜଣେ ନୁହେଁ ତିନିଜଣ ଲୋକ ଥିଲେ ଓ ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ଥିଲା। ଏହା ସବୁଠାରୁ ବଡ଼ ଖୁଲାସ ହୋଇଛି। କଣ ହୋଇଥିଲା ବଡ଼ ଖୁଲାସ ଓ କେମିତି ହୋଇଥିଲା? ଏହା ଜାଣିବା ପୂର୍ବରୁ ଜାଣନ୍ତୁ ସୁଶାନ୍ତ ଙ୍କୁ ମାରିବା ପୂର୍ବରୁ ରୁମ ରେ କଣ ସବୁ ହୋଇଥିଲା |

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ କେତେ ପ୍ରକାରର କଥା ଏପର୍ଯ୍ୟନ୍ତ କୁହାଯାଇଛି ଯାହା ପରେ ନୂଆ ଥିଓରୀ ସାମ୍ନାକୁ ଆସିଛି ଓ ବଡ଼ ଓକିଲ ଶୁଭ୍ରମୋନୀୟମ ସ୍ଵାମୀ ଏହି ବଡ଼ ଖୁଲାସ କରିଛନ୍ତି। ପୂର୍ବ ଦିନରୁ ଏମ୍ସ ଫରେନସିଭ ଟିମ ର ହେଡ ସୁଧିର ଗୁପ୍ତା ଙ୍କୁ ଦେଖା କରିବାକୁ ଯାଇଥିଲେ ଓ ଫରେନସିଭ ରିପୋର୍ଟ କଥା ସ୍ବାମୀଙ୍କୁ କହିଥିଲେ କିନ୍ତୁ ସ୍ଵାମୀ ପ୍ରଥମ ଦିନରୁ ସୁଧିର ଗୁପ୍ତା ଙ୍କ ରିପୋର୍ଟ ରେ ପ୍ରଶ୍ନ ଉଠାଇ ଥିଲେ ଓ ରିପୋର୍ଟ ରେ ଥିବା ଭୁଲ ମଧ୍ୟ କହିଥିଲେ। କିନ୍ତୁ ସୁଧିର ଗୁପ୍ତା ଏବେ ଯେଉଁ ନୂଆ କଥା ସ୍ଵାମୀ କହିଛନ୍ତି ତାହା ଆଶ୍ଚର୍ଯ୍ୟ କରିଦେଉଛି ଓ ଏ କଥା ନିଜେ ଶୁଭ୍ର ମୋନୀୟମ ସ୍ଵାମୀ କହିଛନ୍ତି। ସୁଧିର ଗୁପ୍ତା ସ୍ବାମୀଙ୍କୁ କହିଲେ କି ଶେଷ ଦିନ ମାନେ ୧୪ ଜୁନ ରେ ସୁଶାନ୍ତ ଯେଉଁ ନିକଡ ପିନ୍ଧି ଥିଲେ ସେହି ନିକଡ ରେ ବହୁତ ଗୁଡା ବମ ଥିଲା।

ଏହା ବହୁତ ବଡ଼ ଖୁଲାସ ଅଟେ। ସ୍ବାମୀ ବିରାଟ ହିନ୍ଦୁସ୍ତାନ ସଂଗଠନ ରେ ଏହି କଥା ସୁଧିର ଗୁପ୍ତା ଙ୍କ ଜରୀଆରେ କହିଲେ। କିଏ କିଛି ବି କୁହନ୍ତୁ କିନ୍ତୁ ଏହି ଖୁଲାସ ରେ ଏହି ବମ ରେ ସୁଶାନ୍ତ ଙ୍କୁ ମାରି ଥିବା ଲୋକ ଲୁଚି ରହିଛି ଓ ଏହାର ମଧ୍ୟ ଖୁଲାସ ହୋଇସାରିଛି। ସୁଶାନ୍ତ ଙ୍କୁ ଯେତେବେଳେ ମାରିଦିଆ ଯାଉଥିଲା ତାହା ପୂର୍ବରୁ ସୁଶାନ୍ତ ଙ୍କ ରୁମ ରେ ଆଉ କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ ଓ ସୁଶାନ୍ତ ଏକା ନଥିଲେ। କାରଣ ସୁଶାନ୍ତ ଙ୍କ ନିକଡ ରେ ସେ ସବୁ ମିଳିଛି ମାନେ ସେଠି ଆଉ କିଛି ଲୋକ ଥିଲେ ଓ ତାଙ୍କ ସହ ଜଣେ ମହିଳା ମଧ୍ୟ ସାମିଲ ଥିଲେ। ଏହାର ମାନେ ସୁଶାନ୍ତ ଙ୍କ ଛଡା ଅତି କମରେ ଦୁଇଜଣ ଲୋକ ମଧ୍ୟ ଉପସ୍ଥିତ ଥିଲେ ଓ କହିବାକୁ ଗଲେ ସୁଶାନ୍ତ ଙ୍କ ରୁମ ରେ ତିନିଜଣ ଲୋକ ଉପସ୍ଥିତ ଥିଲେ। ଆଉ ସେହି ଲୋକମାନେ ସୁଶାନ୍ତ ଙ୍କୁ ବେହୋସ କରିଦେଲେ ଓ ତାହା ପରେ ସୁଶାନ୍ତ ଙ୍କୁ ରୁମ ରେ ସୁଶାନ୍ତ ଙ୍କ ସାମ୍ନାରେ ବହୁତ ଖରାପ ଖେଳ ଖେଳିଲେ। ଆଉ ତାହା ପରେ କେସ କୁ ବୁଲେଇବା ପାଇଁ ନିଜର ବମ ସୁଶାନ୍ତ ଙ୍କ ନିକଡ ରେ ଲଗେଇଦେଲେ। ସୁଶାନ୍ତ ଙ୍କ ସହ ଏହି ସବୁ କିଛି ହୋଇଥିଲା।

ଆଶ୍ଚର୍ଯ୍ୟର କଥା ଏହା କି ଏମ୍ସ ର ଟିମ କହୁଛି କି ସୁଶାନ୍ତ ଙ୍କ ନିକଡ ରେ ବମ ପାଇଥିଲା କିନ୍ତୁ ତାହାର ଯାଞ୍ଚ କରୁନାହାଁନ୍ତି। ଏମ୍ସ ର ଟିମ ମଧ୍ୟ ଯାଞ୍ଚ କଲେ ନାହିଁ କି ତାହା ସୁଶାନ୍ତ ଙ୍କ ର କି ଆଉ କାହାର ଥିଲା ଯାଞ୍ଚ ମଧ୍ୟ କଲେ ନାହିଁ। କାରଣ ତାହା ସୁଶାନ୍ତ ଙ୍କ ର ନଥିଲା ଆଉ ଯଦି ଯାଞ୍ଚ ହୋଇଥାନ୍ତା ତାହେଲେ ବଡ଼ ଖୁଲାସ ହୋଇଥାନ୍ତା। ଆମେ ଯଦି ଏମ୍ସ ର କଥା ମାନି ନେଇଥାନ୍ତୁ କି ସୁଶାନ୍ତ ନିଜେ ନିଜକୁ ମାରିଛନ୍ତି ତାହେଲେ ଏହା କେତେ ବଡ଼ ଯେ କୋଉ ମଣିଷ ନିଜକୁ ଶେଷ କରିବା ପାଇଁ ଏମିତି ପ୍ରକାରର କାମ କରିବ ଓ ନିଜକୁ ଶେଷ କରିବ। ଏହି କଥା ହଜମ ହେଉନାହିଁ। ଏହାର ମାନେ ଏମ୍ସ ର ଏହି ରିପୋର୍ଟ ରେ ଜାଣିଶୁଣି ନିକଡ ଲଗା ଯାଇଥିଲା। ଏହି କଥା ରୁ ଜଣା ପଡୁଛି କି ସୁଶାନ୍ତ ନିଜେ ନିଜକୁ ମାରି ନାହାଁନ୍ତି ବରଂ ତାଙ୍କୁ ବହୁତ ବଡ଼ ପ୍ଲାନ କରି ମାରିଦିଆ ଯାଇଛି ଏହି କଥା ଏତେ ସତ ଥିଲା କି ସେ କଥା ଆଉ କାହାକୁ ଜାଣିବାକୁ ଦିଆଗଲା ନାହିଁ। ଆପଣ ଭାବନ୍ତୁ ଯଦି ସୁଶାନ୍ତ ଙ୍କ ମାମଲା କୁ ଅଲଗା ନାମ ଦେବାପାଇଁ ସୁଶାନ୍ତ ଙ୍କ ଟିର୍ଗର ରେ ନିକଡ ବମ ଦିଆଯାଉଛି ତାହେଲେ ସୁଶାନ୍ତ ଙ୍କ ସହ କଣ କଣ ହୋଇଥିବ ? ଏହାର ଯାଞ୍ଚ କରିବା ନିହାତି ଜରୁରୀ।

ଆଉ ସୁଶାନ୍ତ ଙ୍କ ଆଖପାଖ ଲୋକଙ୍କର ଡିଏନଏ ମ୍ୟାଚ କରିବା ପାଇଁ ପଡ଼ିବ। ଆଉ ଏହା ପରେ ପୁରା ମାମଲା ଜଣା ପଡ଼ିବ କି ସୁଶାନ୍ତ ଙ୍କ ରୁମ ରେ ସୁଶାନ୍ତ ଙ୍କ ଛଡା ବାକି ଲୋକ କିଏ ଥିଲେ? କିନ୍ତୁ ଏହା ସେତେବେଳେ ଜଣା ପଡ଼ିବ ଯେତେବେଳେ ସେ ଟିର୍ଗର କୁ ସମ୍ଭାଳି ରଖା ଯାଇଥିବ। ସୁଧିର ଗୁପ୍ତା ଙ୍କ ଏହି ଖୁଲାସ ବଡ଼ ରହସ୍ୟ କୁ ଖୋଲି ଦେଇଛି କି ୧୪ ଜୁନ ରେ ସୁଶାନ୍ତ ରୁମ ରେ ଏକା ନଥିଲେ ତାଙ୍କ ସହ ଆଉ କିଛି ଲୋକ ମଧ୍ୟ ଥିଲେ। ଆଉ ବଲିଉଡ ର ଗ୍ୟାଙ୍ଗ ଲୋକ ଓ ଅନ୍ୟ ଶତ୍ରୁ ମାନେ ପ୍ରଥମେ ତାଙ୍କର ଫିଲ୍ମ କ୍ୟାରିୟର ଛଡେଇ ନେଲେ ଓ ତାଙ୍କୁ ବରବାଦ କରିଦେଲେ। ଏଥିରେ ମଧ୍ୟ ତାଙ୍କ ମନ ମାନିଲା ନାହିଁ ଶେଷରେ ସେ ସୁଶାନ୍ତ ଙ୍କୁ ମାରିଦେଲେ। ଏତିକି ନୁହେଁ ସେ କହିଲେ କି ସୁଶାନ୍ତ ନିଜେ ନିଜକୁ ଶେଷ କରିଛନ୍ତି ଓ ଆତ୍ମହତ୍ୟା ପୂର୍ବରୁ ସେ ଖରାପ କାମ କରିଥିଲେ। ଖାଲି ଏତିକି ନୁହେଁ ସେ ସୁଶାନ୍ତ ଙ୍କୁ ମାରି ନାହାନ୍ତି ବରଂ ସୁଶାନ୍ତ ଙ୍କ ନାମ ଓ ଚରିତ୍ର କୁ ଶେଷ କରିବା ପାଇଁ ବହୁତ ଚେଷ୍ଟା କରିଛନ୍ତି।

ଆସନ୍ତୁ ଜାଣିବା ସ୍ବାମୀ କେମିତି ଏମ୍ସ ର ଯାଞ୍ଚ ଉପରେ ପ୍ରଶ୍ନ ଉଠାଇଛନ୍ତି? ସୁଶାନ୍ତ ଙ୍କ ଫ୍ୟାନସ କିଛି ଦିନ ହେବ ପୁରା ମାୟୁସ ହୋଇଯାଇଥିଲେ ଓ ତାଙ୍କୁ ଲାଗୁଥିଲା କି ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ। କିନ୍ତୁ ଏହା ଭିତରେ ନୂଆ ପ୍ରମାଣ ଆସିଛି। ନୂଆ ପ୍ରମାଣ ଜାଣିବା ପୂର୍ବରୁ ପ୍ରଥମେ ଜାଣନ୍ତୁ କି କେମିତି ଶୁଭ୍ର ମୋନୀୟମ ସ୍ବାମୀ ଏମ୍ସ ର ରିପୋର୍ଟ ଉପରେ ଓ ସୁଶାନ୍ତ ଙ୍କ ସତ ଉପରେ କେମିତି ଖୁଲାସ କରିଛନ୍ତି।ଶୁଭ୍ର ମୋନୀୟମ ସ୍ଵାମୀ ବେବିନାର ରେ ଉପସ୍ଥିତ ଥିଲେ ଓ ସର୍ବପ୍ରଥମେ ଏମ୍ସ ରିପୋର୍ଟ ରେ ପ୍ରଶ୍ନ ପଚାରିଛନ୍ତି। ସ୍ଵାମୀ କହିଛନ୍ତି କି ଏମ୍ସ କୌଣସି ବି ଅଫିସିଆଲି ରିପୋର୍ଟ ଦେଇ ନାହିଁ ଆଉ ନା ସୁଧିର ଗୁପ୍ତା ଙ୍କ ର କିଛି ଇଣ୍ଟରଭିଉ ଆସିଛି। ଏମ୍ସ ର ରିପୋର୍ଟ ରେ ଯାହା କୁହାଯାଉଛି ତାହା ଖାଲି ଶୁଣିଥିବା କଥା। ଏତିକି ନୁହେଁ ସ୍ଵାମୀ କହିଛନ୍ତି କି ଏହି ଶୁଣିଥିବା କଥାକୁ ଏମ୍ସ ରିପୋର୍ଟ ମାନିନେଇଛି। କିନ୍ତୁ ଏହି ରିପୋର୍ଟ ରେ ଆମେ ଭରଷା କରି ପାରିବା ନାହିଁ।

ସ୍ଵାମୀ ନିଜେ କହିଛନ୍ତି କି ଏମ୍ସ ରିପୋର୍ଟ ଉପରେ ଭରଷା ନକରିବା ପାଇଁ। କାରଣ ଏମ୍ସ ଟିମ ସୁଶାନ୍ତ ଙ୍କ ର ଟସ୍କି କରିନଥିଲେ ବରଂ ସେହି ରିପୋର୍ଟ କୁ ପଡ଼ି ନିଜର ରାୟ ଦେଇଥିଲେ ଯାହା ମୁମ୍ୱାଇ ର କୂପର ହସ୍ପିଟାଲ କରିଥିଲା। ଏତିକି ନୁହେଁ ସ୍ଵାମୀ ବଡ଼ ଖୁଲାସ କରି କହିଛନ୍ତି କି ଏମ୍ସ ପାଖରେ ସୁଶାନ୍ତ ଙ୍କ ର ଅଙ୍ଗ ମଧ୍ୟ ନଥିଲା ଓ ଯେଉଁ ଅଙ୍ଗ ସେ ମୁମ୍ୱାଇ ରୁ ପଠା ଯାଇଥିଲା ତାହା ଖାଲି ଦେଖାଇବା ପାଇଁ ପଠା ଯାଇଥିଲା। ଏହାର ମାନେ ଏମ୍ସ ପାଖରେ ଯଦି କିଛି ଜିନିଷ ନଥିଲା ସେ ରିପୋର୍ଟ କେମିତି କରିଲା। ସ୍ଵାମୀ କୂପର ହସ୍ପିଟାଲ ଉପରେ ପ୍ରଶ୍ନ କରି କହିଛନ୍ତି କି ପିଏମ ରିପୋର୍ଟ ରେ ଲେଖା ହୋଇଥିଲା କି ସୁଶାନ୍ତ ନିଃଶ୍ୱାସ ନ ନେଇ ପାରିବାରୁ ସେ ମରିଗଲେ। କିନ୍ତୁ କୂପର ହସ୍ପିଟାଲ କୁ କେମିତି ଜଣା ପଡ଼ିଲା କି ସୁଶାନ୍ତ ରସି ଦେଇଛନ୍ତି। କାରଣ ନିଃଶ୍ବାସ କେମିତି ବି ଅଟକି ଯାଇ ପାରେ ଓ ବେକରେ ଚିହ୍ନ କେମିତି ବି ହୋଇପାରେ ନହେଲେ ମାରିବା ପରେ ସୁଶାନ୍ତ ଙ୍କୁ ପଙ୍ଖା ରେ ଝୁଲାଇ ଦିଆ ଯାଇଥିବ।

ଏହାର ମାନେ ରେଜଲ୍ଟ ବେକ ଚିପି ବାର ହିଁ ଆସିବ। ଏଥିରୁ ଜଣା ପଡୁଛି ଯିଏ ବି ରିପୋର୍ଟ ଲେଖିଛି ସେ ସବୁ ଜାଣିଛି ଓ ସେ ମିଛ କହୁଛି। ସ୍ଵାମୀ ବଡ ଖୁଲାସ କରିବାକୁ ବଡ଼ ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି। ଯାହା ଉପରେ ସ୍ଵାମୀ ହିଁ ପ୍ରଶ୍ନ ଉଠାଇଛନ୍ତି। ସବୁଠାରୁ ବଡ଼ ପ୍ରଶ୍ନ ଦୁଇଟି ଗ୍ଲାସ କୁ ନେଇ ଉଠିଛି। ଘରର ଚାକର ର କହିବା କଥା କି ସୁଶାନ୍ତ ନଡ଼ିଆ ପାଣି ଓ ଜୁସ ନେଇଥିଲେ ଓ ତାହା ପରେ ସେ ରୁମ ବନ୍ଦ କରିଦେଲେ। ଏହାର ମାନେ ସେ ଦୁଇଟି ଗ୍ଲାସ ରୁମ ରେ ଥିବ। କିନ୍ତୁ ଏମ୍ସ ତଲାସ କରିଥିବା ଜିନିଷ ରେ ସେ ଦୁଇଟି ଗ୍ଲାସ ନଥିଲା। ଦୁଇଟି ଗ୍ଲାସ କଣ ଗୋଟେ ବି ଗ୍ଲାସ ନଥିଲା। ବଡ଼ କଥା ଏହା କି ସୁଶାନ୍ତ ଙ୍କ ପେଟ ରେ ଜୁସ ନା କିଛି ବଳକା ଖାଦ୍ୟ କିଛି ବି ନଥିଲା। ଏହାର ମାନେ ଜୁସ ଗ୍ଲାସ ରେ ସବୁ ସତ ଲୁଚି ରହିଛି। ଆଉ ହସ୍ପିଟାଲ ନହେଲେ ଚାକର ଏଇ ଦୁଇଜଣ ଙ୍କ ମଧ୍ୟରୁ କିଏ ମିଛ କହୁଛନ୍ତି। ଏହାର ସତ ସାମ୍ନାକୁ ଆସିବା ଦରକାର।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *