ସୁଶାନ୍ତ ଙ୍କ ମାମଲାରେ ବଡ଼ ଗିରଫ ଅର୍ଜୁନ ଙ୍କ ପରେ ଏବେ ଶାହରୁଖ ଙ୍କ ଘରେ ପହଞ୍ଚିଲା ଏନସିବି, ପୁଣି ଜେଲ ଯିବେ ରିୟା

ସୁଶାନ୍ତ ଓ ରିୟା ଙ୍କ ମାମଲାରେ ପୂର୍ବ କିଛି ଦିନରୁ କାମ କରୁଥିବା ଏଞ୍ଜେସି ଗୁଡିକ ପୁଣିଥରେ ସତର୍କ ହୋଇଯାଇଛନ୍ତି ଓ ପୁଣିଥରେ ବଡ଼ ଆକ୍ସନ ନେବାର ନଜର ଆସୁଛି। ଏମାନଙ୍କ ମଧ୍ୟରୁ ଏନସିବି ସବୁଠୁ ଆଗରେ ଥିବାର ନଜର ଆସୁଛି। ଏନସିବି ମୁମ୍ବାଇରେ ବହୁତ ବଡ଼ ଆକ୍ସନ ନେଇଛି ଏବଂ ୨ୟ ଓ ୩ୟ ଆକ୍ସନ ହେବାକୁ ଯାଉଛି। ମୁମ୍ବାଇରେ ଏନସିବି ଫିଲ୍ମ ଅଭିନେତା ଅର୍ଜୁନ ରାମପାଲ ଙ୍କ ଘରେ ପହଞ୍ଚି ଗିରଫ କରିଛି ଏବଂ ବଡ଼ କଥା ଏହା କି ରାମପାଲ ଙ୍କ ପରେ ଶାହରୁଖ ଖାନ ଙ୍କ ପାଳି।

ଏତିକି ନୁହେଁ ରିୟା ଙ୍କ ର ମଧ୍ୟ ଏଥିରେ ଅସୁବିଧା ଆହୁରି ବଢ଼ିବାକୁ ଯାଉଛି। ମୁମ୍ବାଇରେ ହଠାତ ପୁଣିଥରେ ଆତଙ୍କ ଉଠିଛି। ଏନସିବି ଏବେ ବହୁତ ବଡ଼ ଆକ୍ସନ ନେଇଛି ଓ ଏଥିରେ ସିଧା ଅର୍ଜୁନ ରାମପାଲ ଙ୍କ ଘରେ ପହଞ୍ଚି ଗିରଫ କରିଛି। ଏହାପରେ ମାମଲା ସିଧା ସାର୍କେ ଯାଏ ପହଞ୍ଚି ଯାଇଛି। ଓ ସେଠାରୁ ବହୁତ ଶୀଘ୍ର ଆକ୍ସନ ନିଆଯିବ। କଣ ଅଟେ ପୁରା ମାମଲା? ରାମପାଲ ଙ୍କ ଘରେ କେମିତି ହେଲା ଆକ୍ସନ , ଆଉ କେମିତି ଶାହରୁଖ ଙ୍କ ଉପରେ ହେବ ଆକ୍ସନ? ଆଉ ତାହା ପରେ ଜାଣିବା ରିୟା କେମିତି ପୁଣିଥରେ ଜେଲ ଯିବେ?

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ଚାରି ମାସରୁ ଅଧିକ ଦିନ ହୋଇଗଲାଣି ଓ ସୁଶାନ୍ତ ଙ୍କ ମୃତ୍ୟୁ ପଛରେ ଡ୍ରଗସ ସବୁଠାରୁ ବଡ଼ କାରଣ ଥିଲା। ଡ୍ରଗସ ଦେଇ ସୁଶାନ୍ତ ଙ୍କୁ ପ୍ରଥମେ ଚୁପ କରାଗଲା, ପାଗଳ କରାଗଲା ଓ ତାହା ପରେ ମାରି ଦିଆଗଲା। ଆଉ ଏବେ ସେହି ଡ୍ରଗସ୍ ମାମଲାରେ ଏନସିବି ପୁଣିଥରେ ବହୁତ ବଡ଼ ଆକ୍ସନ ନେଇଛି। ଯାହା ପରେ ରିୟା ଙ୍କ ର ପୁଣିଥରେ ଜେଲ ଯିବା ପୁରା ସ୍ଥିର ଅଟେ ଓ ତାହା ସହ ଶାହରୁଖ ଖାନ ମଧ୍ୟ ଏହି ମାମଲାରେ ସିଧା ସିଧା ଫସିବାର ଦେଖା ଯାଉଛି। ମୁମ୍ବାଇରେ ଏନସିବି ର ଟିମ ସିଧା ଫିଲ୍ମ ଅଭିନେତା ଅର୍ଜୁନ ରାମପାଲ ଙ୍କ ଘରେ ପହଞ୍ଚିଛି। ଆଉ ଯେଉଁଠି ରାମପାଲ ନିଜର ଗାର୍ଲଫ୍ରେଣ୍ଡ ଗୌବ୍ରିଏଲା ଓ ନିଜ ଶଳା ମାନେ ଗୌବ୍ରିଏଲା ଙ୍କ ଭାଇ ଙ୍କ ରହୁଛନ୍ତି ଓ ହଠାତ ଏନସିବି କୁ ଦେଖି ରାମପାଲ ଙ୍କ ହୋଶ ଉଡ଼ିଗଲା। କାରଣ ଡ୍ରଗସ୍ ମାମଲାରେ ରାମପାଲ ଙ୍କ ନାମ ଆସିଥିଲା ଓ ଅର୍ଜୁନ ରାମପାଲ ଙ୍କୁ ଏହା ଲାଗିଥିବ ଯେ କି ତାଙ୍କର ଖେଳ ଶେଷ।

କିନ୍ତୁ ଏଥର ଏନସିବି ଆଉ କିଛି ସ୍ଥିର କରି ଯାଇଥିଲା। ଏନସିବି ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଗୌବ୍ରିଏଲା ହାତ ମଧ୍ୟ ଲଗାଇଲା ନାହିଁ କିନ୍ତୁ ସିଧା ରାମପାଲ ଙ୍କ ଶଳା ମାନେ ତାଙ୍କ ଗାର୍ଲଫ୍ରେଣ୍ଡ ଗୌବ୍ରିଏଲା ଙ୍କ ଭାଇ ଅଗିଶିଆଲୋସ ଙ୍କୁ ଉଠାଇ ନେଲା। ଆଉ ତୁରନ୍ତ ଆରେଷ୍ଟିଂ ଦେଖାଇ ତାଙ୍କୁ ନିଜ ଅଫିସ କୁ ଉଠାଇ ନେଇ ଆସିଲା। ରାମପାଲ ଙ୍କ ଶଳା ଅଗିଶିଆଲୋସ ଙ୍କ ପାଖରେ କେତେ ଡ୍ରଗସ୍ ଥିବାର ଏନସିବି ଧରି ନେଇଛି ଓ ଏହାର ବଲିଉଡ ରେ ଡ୍ରଗସ୍ ଦେବାର ବଡ଼ ଭୂମିକା ଅଛି ବୋଲି କୁହାଯାଉଛି। ମୁମ୍ବାଇରେ ଏନସିବି ର ମୁଖ୍ୟ ସମିର ୱାନଥେଡ ନିଜେ କହିଛନ୍ତି କି ଅଗିଶିଆଲୋସ ଙ୍କ ର ସୁଶାନ୍ତ ଓ ରିୟା ଙ୍କ କେସ ସହ ସିଧା ଲିଙ୍କ ଅଛି ଓ ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି। ରାମପାଲ ଙ୍କ ଶଳା ଅଗିଶିଆଲୋସ ଜେଲ ଗଲେ କିନ୍ତୁ ଅର୍ଜୁନ ରାମପାଲ ଓ ଶାହରୁଖ ଖାନ କାହିଁକି ଅସୁବିଧା କୁ ଆସିଲେ? ଆସନ୍ତୁ ଜାଣିବା….

କିଛି ଦିନ ପୂର୍ବରୁ ଗୋଟେ ଖବକାଗଜରେ ବାହାରି ଥିଲା କି ଶାହରୁଖ ଖାନ ଙ୍କ ଘରକୁ ଅର୍ଜୁନ ରାମପାଲ ନିଜେ ଡ୍ରଗସ୍ ସପ୍ଲାଏ କରୁଥିଲେ। ଏହି କଥାର ଏନସିବି କୁ ପକ୍କା ପ୍ରମାଣ ମିଳିଛି ଓ ସେହି ପ୍ରମାଣ କୁ ସାମ୍ନାରେ ରଖି ଏନସିବି ଅର୍ଜୁନ ଙ୍କ ଶଳା ଓ ଆଫ୍ରିକା ରେ ରହୁଥିବା ଅଗଶିଆଲୋସ ଙ୍କୁ ଗିରଫ କରିଛି। ଏହା ପରେ ଅଗଶିଆଲୋସ ପାଖରୁ ଅର୍ଜୁନ ରାମପାଲ ଓ ଶାହରୁଖ ଖାନ ଙ୍କ ବିଷୟରେ ବୟାନ ନିଆଯିବ। ଏନସିବି ସୂତ୍ର ଅନୁସାରେ, ଏହି ମାମଲାରେ ଅର୍ଜୁନ ରାମପାଲ ଓ ଶାହରୁଖ ଖାନ ମଧ୍ୟ ଗିରଫ ହୋଇପାରନ୍ତି। ଏହା ପୁରା ସ୍ଥିର ଅଟେ। କାରଣ ଅଗିଶିଆଲୋସ ଆଫ୍ରିକାର ଡ୍ରଗସ୍ ମାଫିଆ ସହ ସିଧା ସମ୍ପର୍କ ରେ ଥିଲା ଓ ବଡ଼ କଥା ଏହା କି ଏହି ଅର୍ଜୁନ ରାମପାଲ ଙ୍କ ଶଳା ଅଗିଶିଆଲୋସ ସୁଶାନ୍ତ ଓ ରିୟା ଙ୍କ ଡ୍ରଗସ୍ ସପ୍ଲାଏ କରୁଥିବା ଓ ରିୟା ଙ୍କ ସମ୍ପର୍କରେ ମଧ୍ୟ ଥିଲା। ଏନସିବି ଏହି ବଡ଼ ଖୁଲାସ କରିଛି।

ଯେଉଁ ଏନସିବି ରିୟା ଙ୍କୁ ଗୋଟେ ମାସ ରୁ ଅଧିକ ଦିନ ଯାଏ ଜେଲରେ ରଖିପାରିଲା ନାହିଁ ଏବେ ସେହି ଏନସିବି ପାଖରେ ରିୟା ଚକ୍ରବର୍ତ୍ତୀ ଙ୍କ ବୀରୁଧରେ, ଅର୍ଜୁନ ରାମପାଲ ଙ୍କ ଵିରୁଧରେ ଓ ଶାହରୁଖ ଖାନ ବିରୁଦ୍ଧରେ ପକ୍କା ପ୍ରମାଣ ଆସିଛି। ଆଉ କୁହାଯାଉଛି କି, ପୁଣି ଥରେ ରିୟା ଜେଲ ଯିବେ। ଏହା ସବୁ କେମିତି ହେବ? ଅଗିଶିଆଲୋସ ଙ୍କ ର କୋର୍ଟ ରୁ ରିମାଣ୍ଡ ମଗାଯିବ ଓ ସେହି ରିମାଣ୍ଡରେ କଡ଼ା ପଚରା ଉଚରା ହେବ। ଆଉ ଏନସିବି ପଚରା ଉଚରା ରେ ସତ କେମିତି ବାହାର କରେ ତାହା ଆମେ ରିୟା ଙ୍କ ମାମଲାରେ ଦେଖିଛୁ। ଆଉ ତାହା ପରେ ଅଗିଶିଆଲୋସ ର ବୟାନ ଆଧାରରେ ଅର୍ଜୁନ ରାମପାଲ ଓ ଶାହରୁଖ ଖାନ ଙ୍କ ର ରହସ୍ୟ ଧରା ପଡିବ। ଆଉ ଏହି ଅଗିଶିଆଲୋସ ଙ୍କ ବୟାନ ଆଧାରରେ ପୁଣିଥରେ ରିୟା ଚକ୍ରବର୍ତ୍ତୀ ଗିରଫ ହେବେ। ଆଉ ଏହି ଥର ଅର୍ଜୁନ ରାମପାଲ, ଶାହରୁଖ ଖାନ ଓ ରିୟା ଚକ୍ରବର୍ତ୍ତୀ ଙ୍କ ର ବଞ୍ଚିବା ଅସମ୍ଭବ ଅଟେ। କାରଣ ଏଥର ଏନସିବି ପକ୍କା ପ୍ରମାଣ ସହିତ କାମ କରୁଛି। ସୁଶାନ୍ତ ଙ୍କ ମାମଲା ନାଇଜେରିଆ ସହ କେମିତି ଯୋଡି ହୋଇଥିଲା, ଆସନ୍ତୁ ଜାଣିବା….

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ କେନ୍ଦ୍ରର ତିନି ତିନିଟି ଏଞ୍ଜେଶ ଯାଞ୍ଚ କରୁଛି ଓ ଯାଞ୍ଚରେ ଏନସିବି ସବୁଠାରୁ ଆଗରେ ନଜର ଆସୁଛି। ଆଉ ଏନସିବି ହିଁ ରିୟା ଚକ୍ରବର୍ତ୍ତୀ ଙ୍କୁ ଏ ପର୍ଯ୍ୟନ୍ତ ଆଣିଥିଲା। କେତେ ବଡ଼ ବଡ଼ ଖୁଲାସ ମଧ୍ୟ କରିଛି ଓ ଏବେ ଏନସିବି ହାତରେ ବହୁତ ବଡ଼ ପ୍ରମାଣ ଲାଗିଛି। ଏନସିବି ସୁଶାନ୍ତ ଙ୍କ ମାମଲାରେ ବଡ଼ ରାକେଟ ର ଖୁଲାସ କରିଛି, ବଡ଼ ଗିରଫ କରିଛି। ବଡ଼ କଥା ଏହା କି ଏବେ ସୁଶାନ୍ତ ଙ୍କ ଲିଙ୍କ ନାଇଜେରିଆ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ଓ ସେଥିରେ ଧର୍ମା ଲିଙ୍କ ପୁରା ସଫା ସଫା ଦେଖା ଯାଉଛି। ଯାହା ପରେ କରନ ଜୋହର ଙ୍କ ଅସୁବିଧା ବଢିବା ସ୍ଥିର ଅଟେ। କାରଣ ଏବେ ଯାଏ କରନ ଜୋହର ନିଜକୁ ବଞ୍ଚାଉଥିଲେ କିନ୍ତୁ ଏବେ ଜୋହର ଙ୍କ ବଞ୍ଚିବା ଅସମ୍ଭବ ଅଟେ। କଣ ଅଟେ ସୁଶାନ୍ତ ଙ୍କ ସହ ନାଇଜେରିଆ ର ସମ୍ବନ୍ଧ, କିଏ ହେଲା ଗିରଫ କଣ ହୋଇଛି ଖୁଲାସ, କେମିତି ଫସିଲେ କରନ ଜୋହର?

ସୁଶାନ୍ତ ସିଂ ରାଜପୁତ ଙ୍କର ଏବେ ସବୁ ପ୍ରକାରର ଯାଞ୍ଚ ଚାଲୁଛି କିନ୍ତୁ କିଛି ବି ଯାଞ୍ଚ ପୁରା ହୋଇନାହିଁ, ନା ଇଡି ର ଯାଞ୍ଚ ନା ସିବିଆଇ ର ନା ଏନସିବି ର ଯାଞ୍ଚ। ଆଉ ଏଥିରେ ଏନସିବି ଏବେ ପୁଣିଥରେ ବଡ଼ ଆକ୍ସନ ନେଇଛି ଓ ମୁମ୍ୱାଇ ରୁ ବଡ଼ ଗିରଫ କରିଛି ଯିଏ କେତେ ବଡ଼ ଖୁଲାସ ମଧ୍ୟ କରିଥିଲା। ଏବେ ସୁଶାନ୍ତ ସିଂ ରାଜପୁତ ଙ୍କର ଏହି ଗିରଫ ରେ କେମିତି ହୋଇଥିଲା ସିଧା ସମ୍ବନ୍ଧ ଓ କେମିତି ନାଇଜେରିଆ ମଧ୍ୟ ପହଞ୍ଚି ଗଲା ଏହି ମାମଲା। ତାହା ଜାଣିବା ପୂର୍ବରୁ ଏହା ଜାଣନ୍ତୁ କି ସେ ବ୍ୟକ୍ତି କିଏ ଯିଏ ଧରା ପଡ଼ିଛି।

ଏନସିବି ଡ୍ରଗସ୍ କେସ ରେ ମୁମ୍ବାଇରେ ଜୟ ମଡୁକ ନାମକ ଵ୍ୟକ୍ତି କୁ ଗିରଫ କରିଛି। ଆଶ୍ଚର୍ଯ୍ୟ କର କଥା ଏହା କି ଜୟ ମଡୁକ ମ୍ୟାନେଜମେଣ୍ଟ ଗ୍ରାଜୁଏଟ ଅଟେ ଓ ପ୍ୟାକିଂ ସେଣ୍ଟର ରେ କାମ କରେ। ଏବେ ଜୟ ମଡୁକ ର ସମ୍ବନ୍ଧ ସିଦ୍ଧିତ ପ୍ରସାଦ ସହ ଯୋଡ଼ି ହୋଇଛି ସେହି ସିଦ୍ଧିତ ପ୍ରସାଦ ଯିଏ କରନ ଜୋହର ଙ୍କର ଧର୍ମା ପ୍ରଡକ୍ସନ ର କରିନ୍ଦା ଅଟେ ଓ କରନ ଜୋହର ଙ୍କ ସହ ଯାହାର ଉଠା ବସା ଥିଲା। ସେହି ସିଦ୍ଧିତ ପ୍ରସାଦ ଜୟ ମଡୁକ ସହ ଯୋଡ଼ା ହୋଇଥିଲା ଓ ଯେମିତି ଲଗାତର ସିଦ୍ଧିତ ଡ୍ରଗସ୍ କୁ କିଣୁଥିଲେ ଓ ଏନସିବି ଜୁନିଅଲ ର ମୁଖ୍ୟ ସମିର ୱାନଖେଡ ଏହା ଖୁଲାସ କରିଛନ୍ତି।

ଏତିକି ନୁହେଁ ଆରୋପ ଅଛି କି ଜୟ ମଡୁକ ସେହି ଫିଲ୍ମ ପାର୍ଟି ରେ ମଧ୍ୟ ଡ୍ରଗସ୍ ସପ୍ଲାଏ କରୁଥିଲା, ଯେଉଁଠି ବଡ଼ ବଡ଼ ଷ୍ଟାର ଆସୁଥିଲେ। କେବଳ ଥରେ ନୁହେଁ ଜୟ ମଡୁକ ବହୁତ ସମୟରୁ ଏହା କରୁଥିଲା। ଏତିକି ନୁହେଁ ଜୟ ମଡୁକ ସୁଶାନ୍ତ ଙ୍କ ଘରକୁ ମଧ୍ୟ ଡ୍ରଗସ୍ ପଂହଞ୍ଚାଉ ଥିବାର ଆରୋପ ମଧ୍ୟ ଅଛି। ଆମେ ଏହା ଜାଣୁ କି ସୁଶାନ୍ତ କେବେ ବି ଡ୍ରଗସ୍ ମଗାଇବେ ନାହିଁ। ଏଥିରେ ଜଣା ପଡୁଛି କି ରିୟା ଚକ୍ରବର୍ତ୍ତୀ, ସବିତ ଚକ୍ରବର୍ତ୍ତୀ ନହେଲେ ମିରାଣ୍ଡା କାହା ସହିତ ନା କାହା ସହିତ ଜୟ ମଡୁକ ର ସିଧା ସମ୍ବନ୍ଧ ଅଛି। ଆଉ ସେତେବେଳେ ଜୟ ମଡୁକ ସୁଶାନ୍ତ ଙ୍କ ଘରକୁ ଡ୍ରଗସ୍ ସପ୍ଲାଏ କରିଥିବ।ଏହି ମାମଲାରେ ଏନସିବି ଆଉ ଏକ ଖୁଲାସ କରିଛି କି ଜୟ ମଡୁକ ର ସିଧା ସମ୍ବନ୍ଧ ନାଇଜେରିଆ ସହ ଯୋଡ଼ି ହୋଇଛି ଓ ନାଇଜେରିଆ ର ଏକ ଗ୍ୟାଙ୍ଗ ର ଜରୀଆରେ ଜୟ ମଡୁକ ର ସମ୍ବନ୍ଧ ଅଛି। ଆଉ ଥରେ ରୁ ଦୁଇଥର ଜୟ ମଡୁକ ନାଇଜେରିଆ ଗ୍ୟାଙ୍ଗ ସହ ବହୁତ ନିବିଡ଼ ସମ୍ପର୍କ ଅଛି। ଓ ହୋଇଥାଇ ପାରେ ଜୟ ମଡୁକ କୋଉ ଅନ୍ୟ ଉପାୟରେ ମଧ୍ୟ ଏହି ଗ୍ୟାଙ୍ଗ ର ସାଥି ଦେଉଥିବ। ଏବେ ଏହି ମାମଲାକୁ ଡ୍ରଗସ୍ ର ମାମଲା ବୁଝିବା ଭୁଲ ହେବ।

କାରଣ ଡ୍ରଗସ୍ ସୁଶାନ୍ତ ଙ୍କୁ ମାରିବାର ଏକ ତରିକା ଥିଲା ଓ ସେହି ଡ୍ରଗସ୍ ର କାରଣ ଏବେ କରନ ଜୋହର ଙ୍କ ପାଖକୁ ପହଞ୍ଚିଲା ଓ ନାଇଜେରିଆ ଯାଏ ମଧ୍ୟ ପାଂହଞ୍ଚୁଛି। ଏତିକି ନୁହେଁ ସୁଶାନ୍ତ ଙ୍କ ଘରକୁ ଡ୍ରଗସ୍ ମଗେଇବାରେ ରିୟା ଚକ୍ରବର୍ତ୍ତୀ, ସବିତ ଚକ୍ରବର୍ତ୍ତୀ ଓ ସାମୱଲ ମିରାଣ୍ଡା ଙ୍କ ଯାଏ ମଧ୍ୟ ଏହାର ଲିଙ୍କ ପହଂଚୁଛି। କଣ ଜୟ ମଡୁକ ଜରୀଆରେ ନାଇଜେରିଆ ଗ୍ୟାଙ୍ଗ ର ଏଣ୍ଟ୍ରି ସୁଶାନ୍ତ ଙ୍କ ଘରକୁ କରା ଯାଇଥିଲା। ଏହା ବହୁତ ବଡ଼ ସଂକେତ ଅଟେ ଓ ହୋଇଥାଇ ପାରେ କି ସୁଶାନ୍ତ ଙ୍କର ଶେଷ ହେବା ମାମଲାରେ କେଉଁଠି ନା କେଉଁଠି ଏମାନଙ୍କର ସିଧା ସମ୍ବନ୍ଧ ଥିବ। ଏହାର ଯାଞ୍ଚ କରିବା ବହୁତ ଜରୁରୀ ଅଟେ।ଏନସିବି ସହିତ ସିବିଆଇ କୁ ମଧ୍ୟ ଏହି ମାମଲାକୁ ଦେଖିବାକୁ ହେବ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *