ଆପଣ ଏହା ଜାଣିଥିବେ ଯେ ହିନ୍ଦୁ ଧର୍ମ ରେ ନବ ରାତ୍ରି ପର୍ବ ର କେତେ ଯେ ମହତ୍ବ ରହିଥାଏ। ତେବେ ଏହାର କାରଣ ଏହା ଅଟେ କି ଏହି ପର୍ବ ଟି ସାରା ଦେଶ ରେ ବଡ ଧୁମ୍ ଧାମ୍ ରେ ପାଳନ କରାଯାଏ। ଏହିଥର ନବରାତ୍ରି ର ପର୍ବ ରେ ସମ୍ପୁଣ୍ଣ ୧୦୦ ବର୍ଷ ପରେ ବହୁତ ଶୁଭ ସୂଚକ ବନୁ ଅଛି। ଆପଣଙ୍କୁ ଜାଣି କରି ଖୁସି ଲାଗିବ କି ଏହି ଥର ମାତା ରାଣୀ ୬ ଟି ରାଶି ଥିବା ଲୋକଙ୍କ ଉପରେ ନିଜର ଅସୀମ କୃପାର ବର୍ଷା କରିବାର ଅଛି। ହୋଇପାରେ ଏମାନଙ୍କ ମଧ୍ୟରୁ ଆପଣଙ୍କ ସେହି ଭାଗ୍ୟଷାଳି ରାଶି ହୋଇପାରେ। ସ୍ବୟଂ ମାତା ରାଣୀ ଦୁର୍ଗା ଏମାନଙ୍କର ଭାଗ୍ୟ ପରିର୍ବତ୍ତନ କରିବେ ଜୀବନରେ ପ୍ରତି କ୍ଷେତ୍ରରେ ବିଶେଷ ରୂପ ରେ ଉନ୍ନତି କରିବେ। ତେବେ ଆସନ୍ତୁ ଜାଣିବା ସେହି ୬ଗୋଟି ଭାଗ୍ୟଷାଳି ରାଶି ବିଷୟ ରେ।
୧-ବୃଷ ରାଶି
ବୃଷ ରାଶି ର ଲୋକମାନଙ୍କ ଉପରେ ମାତା ରାଣୀ ଙ୍କର ବିଶେଷ କୃପା ଦୃଷ୍ଟି ରହିବ। ବ୍ୟବସାୟ କ୍ଷେତ୍ର ରେ ବିଶେଷ ରୂପେ ଉନ୍ନତି କରିବେ। ଯେଉଁ ଲୋକ ର୍ଦୀଘ ସମୟ ହେବ ଚାକିରୀ ଖୋଜୁଥିବେ ସେମାନେ ବିଶେଷ ରୂପ ରେ ଲାଭବାନ ହେବେ। ରାଜନୀତି କ୍ଷେତ୍ର ରେ ଆପଣ ସଫଳ ହେବେ। ବିଦେଶ ଯାତ୍ରା ର ଯୋଗ ବନୁଅଛି। କୌଣସି ନୂତନ ଯୋଜନା ରେ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି କରିପାରନ୍ତି। ଆର୍ଥିକ କ୍ଷେତ୍ର ରେ ମଜବୁତ ହେବେ। ବରିଷ୍ଠ ଅଧିକାରୀ ଙ୍କର ପୂଣ୍ଣ ସହଯୋଗ ହେବ।
୨-ମିଥୁନ ରାଶି
ମିଥୁନ ରାଶି ଏହି ନବ ରାତ୍ରି ପରେ ତାଙ୍କ ସମୟ ଉତ୍ତମ ଦେଇ ଗତି କରିବ। ଘରୋଇ ଜୀବନରେ ସମୟ ସୁଖ ଶାନ୍ତି ରେ ଅତିବାହିତ କରିବେ। ଭାଇ,ଭଉଣୀ ସହ ସମ୍ପର୍କ ଉତ୍ତମ ରହିବ। ପ୍ରେମ ସମନ୍ଧ ରେ ସଫଳତା ପାଇବେ। ଆପଣଙ୍କ ଦ୍ବାରା କରାଯାଇଥିବା ପୁରୁଣା ପୁଞ୍ଜି ନିବାଶି ରୁ ବିଶେଷ ଭାବେ ଲାଭବାନ ହେବେ। କାର୍ଯ୍ୟ କ୍ଷେତ୍ରରେ ଧ୍ୟାନ ଦେବେ ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ଆତ୍ମବିଶ୍ବାସ ରେ ବୃଧି ଘଟିବ।
ମାତା ରାଣୀ ଙ୍କର କୃପା ଆପଣଙ୍କ ଉପରେ ରହିବ।
୩-କନ୍ୟା ରାଶି
କନ୍ୟା ରାଶି ର ଲୋକେ ଅତ୍ୟନ୍ତ ଭାଗ୍ୟଷାଳି ହେବେ। ମାତା ରାଣୀ ଙ୍କର ବିଶେଷ କୃପା ପ୍ରାପ୍ତି କରିବେ। ଆପଣ ନିଜ ପ୍ରୟାସ ରେ ସଫଳତା ଅର୍ଜନ କରିବେ। ଘର ପାଇଁ କିଛି ଦାମି ଜିନିଷ କିଣି ପାରନ୍ତି । ଆପଣ ଆପଣଙ୍କ ଜୀବନ କୁ ଆରାମ ଦାୟିକ ବ୍ୟତିତ କରିବେ। ସାମାଜିକ କାର୍ଯ୍ୟ ରେ ଅଧିକ ସକ୍ରିୟ ହେବେ। ସଂମ୍ପର୍କୀୟ ଠାରୁ ବିଶେଷ ଲାଭବାନ ହେବେ।
୪-ବିଛା ରାଶି
ବିଛା ରାଶି ଥିବା ବ୍ୟକ୍ତି ଙ୍କର ଏହି ନବ ରାତ୍ରି ଠାରୁ ବ୍ୟବସାୟ ରେ ସଫଳତା ପ୍ରାପ୍ତି କରିବେ । ସାମାଜିକ କାର୍ଯ୍ୟ ରେ ସଫଳ ହେବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସମ୍ପର୍କୀୟ ସହିତ ଉତ୍ତମ ତାଳ ମେଳ ରହିବ। ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ଖୁସି ରହିବେ। ଘର ପରିବାର ରେ କୌଣସି ସମାରୋହର ଆୟୋଜନ କରିପାରନ୍ତି। ଜୀବନ ସାଥୀ ଙ୍କ ପୂର୍ଣ୍ଣ ସହଯୋଗ ପ୍ରପ୍ତି ହେବ ।
୫-ତୁଳା ରାଶି
ଏହି ରାଶି ର ଲୋକେ ଆଗାମୀ ସମୟ ରେ ବିଶେଷ ରୂପେ ଲାଭବାନ ହେବେ। ଆପଣ କରିଥିବା ପରିଶ୍ରମ ଅନୁସାରେ ସଫଳ ହେବେ। ଆର୍ଥୀକ କ୍ଷେତ୍ର ରେ ମଜବୁତ ହେବେ। ମାତା ରାଣୀ ଙ୍କର କୃପା ରୁ ଆପଣ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ। ପୁରୁଣା ରୋଗ ରୁ ମୁକ୍ତି ପାଇବେ। ଆପଣ ଯୋଜନା ଅନୁସାରେ ବିଶେଷ ରୂପେ ଲାଭବାନ ହେବେ।
୬-କୁମ୍ଭ ରାଶି
ଏହି ରାଶି ର ଲୋକେ ମାତା ରାଣୀ ଙ୍କର କୃପା ପ୍ରାପ୍ତି କରିବେ। ଏହି ନବ ରାତ୍ରି ଦିନ ଠାରୁ ଜୀବନରେ ସବୁ ସମସ୍ୟା ରୁ ଉଧାର ପାଇବେ। ପୁରୁଣା ବିବାଦ ରୁ ମୁକ୍ତି ପାଇବେ। କୋଟ କଚେରି ମାମଲା ରେ ସଫଳ ହେବେ ଆଗାମୀ ସମୟରେ ଭାଗ୍ୟଷାଳି ହେବେ। କୌଣସି ବଡ ବ୍ୟବସାୟ ଆରମ୍ଭ କରିପାରନ୍ତି। ଜୀବନ ସାଥୀ ଙ୍କ ସହିତ ଉତ୍ତମ ସମୟ ବ୍ୟତିତ କରିପାରନ୍ତି।
ମା ଦୁର୍ଗାଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଲାଇକ ଓ ଶେୟାର କରିଦିଅନ୍ତୁ ଏବଂ କମେନ୍ଟ ରେ ଲେଖି ଦିଅନ୍ତୁ ” ଜୟ ମା ଦୁର୍ଗତି ନାଶିନୀ “