“ମହାଖୁଲାସା ” ରିୟା ଙ୍କ ନୂଆ ଯାଗାର ଖୁଲାସା, ପ୍ରମାଣ ହଟେଇବା ପାଇଁ ଯାଇଥିଲେ ସେଠାକୁ, କାହିଁକି ବାଛିଲେ ପାୱନା?

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାର ଯାଞ୍ଚ ସିବିଆଇ କରୁଛି ଓ ସିବିଆଇ ସାମ୍ନାରେ ସତ ବାହାର କରିବାର ବଡ ଚ୍ୟାଲେଞ୍ଜ ଅଛି। ଏହା ଭିତରେ ସୁଶାନ୍ତ ଙ୍କ ପ୍ରାଇମ ସଫସେଟ ରିୟା ଚକ୍ରବର୍ତ୍ତୀ ଜେଲରୁ ବାହାରକୁ ଆସିଛନ୍ତି। କିନ୍ତୁ ରିୟା ଜେଲର ନିୟମ କୁ ଭାଙ୍ଗି ଦେଇଥିଲେ ଓ ରିୟା ପୁଲିସ ଷ୍ଟେସନ କୁ ମଧ୍ୟ ଯାଉନଥିଲେ। ଯାହା ପରେ କୁହାଯାଉଥିଲା କି କେଉଁଠି ଅଛନ୍ତି ରିୟା, କେଉଁଠି କୁ ଚାଲି ଯାଇଛନ୍ତି? ରିୟା ଫେରାର ହୋଇ ଯାଇନାହାନ୍ତି ତ? ଏହାର ଜବାବ ମଧ୍ୟ ମିଳିସାରିଛି। ରିୟା ଚକ୍ରବର୍ତ୍ତୀ ତାଙ୍କ ନୂଆ ଯାଗାରେ ଅଛନ୍ତି ଆଉ ଏହି ନୂଆ ଜାଗା ବହୁତ ଆଶ୍ଚର୍ଯ୍ୟ କରୁଛି। କାରଣ ରିୟା ଏମିତି ଜାଗା ରେ ଅଛନ୍ତି ପହଞ୍ଚିଛନ୍ତି କି ଯେଉଁଠି ସୁଶାନ୍ତ ଙ୍କ ମାମଲାରେ ବହୁତ ସାରା ପ୍ରମାଣ ହୋଇଥାଇ ପାରେ। ରିୟା ମଧ୍ୟ ସେହି ଜାଗାରେ ପହଞ୍ଚିଛନ୍ତି।

ଏସେମେସ ରେ ପ୍ରଶ୍ନ ଉଠୁଛି କି କଣ ରିୟା ସେଠାକୁ ସବୁ ପ୍ରମାଣ ହଟେଇବା ପାଇଁ ଯାଇଛନ୍ତି। ରିୟା ଚକ୍ରବର୍ତ୍ତୀ ଙ୍କର ବହୁ ଦିନ ହେବ ତଲାସ କରାଯାଉଥିଲା କି ରିୟା କେଉଁଠି ଅଛନ୍ତି ରିୟା ନା ମୁମ୍ବାଇରେ ଥିବା ଘରେ ନଜର ଆସୁଥିଲେ ନା ରିୟା ଘରର ବାହାର ପୁଲିସ ଷ୍ଟେସନ ରେ ପହଞ୍ଚି ଥିଲେ। ଏହାର ମାନେ ୮ ଅକ୍ଟୋବର ରୁ ରିୟା ନଜର ଆସୁନଥିଲେ। କିନ୍ତୁ ଏବେ ରିୟା ଚକ୍ରବର୍ତ୍ତୀ ଙ୍କର ଲୋକେସନ ର ପତା ଜଣା ପଡ଼ିଯାଇଛି। ରିୟା ଚକ୍ରବର୍ତ୍ତୀ ପାୱନା ରେ ପହଞ୍ଚିଛନ୍ତି। ପାୱନା ସେହି ଜାଗା ଯେଉଁଠି ସୁଶାନ୍ତ ସିଂ ରାଜପୁତ ଏକ ଫାର୍ମ ହାଉସ ଭଡ଼ାରେ ନେଇଥିଲେ ଓ ସୁଶାନ୍ତ ସେଠାକୁ ଯାଉଥିଲେ ଆଉ ତାଙ୍କ ସହ ରିୟା ମଧ୍ୟ ଯାଉଥିଲେ। ଏତିକି ନୁହେଁ ରିୟା ଙ୍କ ପୂର୍ବରୁ ସୁଶାନ୍ତ ଙ୍କ ର ଯେଉଁ ସାଙ୍ଗମାନେ ଥିଲେ ସେମାନଙ୍କ ସହ ସୁଶାନ୍ତ ସିଂ ରାଜପୁତ ଯାଉଥିଲେ। ଏହାର ମାନେ ପାୱନା ହାଉସ ସହିତ ସେହି ଇଲାକା ରେ ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ବହୁତ କିଛି ପ୍ରମାଣ ଥାଇ ପାରେ ଓ ଏବେ ରିୟା ମଧ୍ୟ ସେହି ପାୱନା ଇଲାକାରେ ପହଞ୍ଚିଛନ୍ତି।

ରିୟା ଙ୍କୁ ସୁଶାନ୍ତ ଙ୍କ ଫାର୍ମ ହାଉସ ପାଖରେ ତ କେହି ଦେଖିନାହାନ୍ତି କିନ୍ତୁ ରିୟା ପାୱନା ଇଲାକାର ପାଖରେ ଦେଖିଛନ୍ତି। ଏବେ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଏହା କି ଯେଉଁ ପାୱନା ରେ ସୁଶାନ୍ତ ଙ୍କ ଫାର୍ମ ହାଉସ ଥିଲା ସେଠାକୁ ଯିବାପାଇଁ ରିୟା ଚକ୍ରବର୍ତ୍ତୀ କାହିଁକି ବାଛିଲେ? କଣ ସତରେ ପ୍ରମାଣ ହଟେଇବା ପାଇଁ ଓ ସାକ୍ଷୀ କୁ ବଦଳାଇବା ପାଇଁ ରିୟା ଚକ୍ରବର୍ତ୍ତୀ ପାୱନା ଯାଇଛନ୍ତି। ଏନସିବି କୋର୍ଟ ରେ କହିଥିଲା କି ରିୟା ପ୍ରମାଣ ଓ ସାକ୍ଷୀ କୁ ବଦଳାଇ ପାରେ ଓ ଏଥିପାଇଁ ସେ ରିୟା ଙ୍କ ବେଲ ର ବିରୋଧ କରିଥିଲା। କିନ୍ତୁ ଏହାକୁ ସବୁ ଛାଡି ରିୟା ପାୱନା ଗଲେ। ଏଥିରେ ବଡ଼ ପ୍ରଶ୍ନ ଉଠୁଛି? ଏତିକି ନୁହେଁ ଇଡି ର ପଚରା ଉଚରା ରେ ରିୟା ଚକ୍ରବର୍ତ୍ତୀ କହିଥିଲେ କି ସେ ପାୱନା ଇଲାକାରେ ଜମି କିଣିବାର ଥିଲା। ଏହା ମଧ୍ୟ ବଡ଼ କଥା ଅଟେ। ଇଡି କୁ ଏହା କହିଥିଲେ କି ସେ ପାୱନା ରହିବେ ବୋଲି। କଣ ରିୟା ସେ ଜମି କିଣିଛନ୍ତି ନା ପୂର୍ବରୁ ପାୱନା ରିୟା ଜମି କିଣି ସାରିଥିଲେ? ଏମିତିରେ ରିୟା ଙ୍କ ର ଯେଉଁ ଅବସ୍ଥା ହୋଇଛି ସେ ଏହି ଅବସ୍ଥାରେ ଜମି କିଣିବା ଅସମ୍ଭବ ଅଟେ।

କିନ୍ତୁ ସମ୍ଭାବନା ଏହା କି ରିୟା ଚକ୍ରବର୍ତ୍ତୀ ପୂର୍ବରୁ ପାୱନା ଇଲାକାରେ ଜମି କିଣି ସାରିଥିଲେ ଓ ତାହା ପୁଣି ସୁଶାନ୍ତ ଙ୍କ ଟଙ୍କା ରେ। ଆଉ ସେଥିପାଇଁ ରିୟା ଚକ୍ରବର୍ତ୍ତୀ ପାୱନା ଇଲାକାକୁ ଗଲେ। କାରଣ ମୁମ୍ବାଇର ଆଖ ପାଖର ଅନ୍ୟ ଇଲାକାର ମଧ୍ୟ ଅଛି ଯେଉଁଠି କି ସେ ଯାଇପାରିବେ। କିନ୍ତୁ ରିୟା ପାୱନା ଗଲେ। ଆଉ ଏହାର କେବଳ ଦୁଇଟି କାରଣ ହୋଇପାରେ ପ୍ରଥମ ପାୱନା ରେ ରିୟା ଜମି କିଣି ଥିବେ ଆଉ ସେଠି କିଛି ଜାଗା କରିଥିବେ ଆଉ ସେଠି ରହିବା ପାଇଁ ରିୟା ଯାଇଥିବେ। ଆଉ ଦ୍ଵିତୀୟ ବଡ ଓ ଭୟଙ୍କର କାରଣ ଏହା କି ରିୟା ଚକ୍ରବର୍ତ୍ତୀ ସେଠାକୁ ପ୍ରମାଣ ହଟେଇବା ପାଇଁ ଯାଇଥାଇ ପାରନ୍ତି। ରିୟା ଚକ୍ରବର୍ତ୍ତୀ ମୁମ୍ବାଇରେ ନଜର ଆସିଲେ ନାହିଁ କି ଘରେ ମଧ୍ୟ ନଜର ଆସିଲେ ନାହିଁ କି କୋଉ ଅନ୍ୟ ଯାଗାରେ ମଧ୍ୟ ନଜର ଆସିଲେ ନାହିଁ। ଏହା ସ୍ବାଭାବିକ କଥା କି ରିୟା କିଛି ନା କିଛି ନିହାତି କରୁଥିବେ। ଏବେ ରିୟା ପାୱନା ନଜର ଆସିବା ସୁଶାନ୍ତ ଙ୍କ କେସ ପାଇଁ ବହୁତ ଭୟଙ୍କର ଅଟେ। କାରଣ ଏହା ରିୟା ଙ୍କର ନୂଆ ଷଢଯନ୍ତ୍ର ମଧ୍ୟ ହୋଇଥାଇ ପାରେ। ଏହା ପୂର୍ବରୁ ଜାଣନ୍ତୁ ରିୟା ଙ୍କ ଫେରାର ହେବାର ଖବର କାହିଁକି ଆସିଛି? ଆସନ୍ତୁ ଜାଣିବା…

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ସବୁଠାରୁ ବଡ଼ ପ୍ରାଇମ ସଫସେଟ ଅଟନ୍ତି ଓ ଏନସିବି ମାମଲାରେ ରେ ରିୟା ଗୋଟେ ମାସ ଜେଲ ମଧ୍ୟ ଯାଇ ସାରିଛନ୍ତି। ରିୟା ଙ୍କୁ ବେଲ ମଧ୍ୟ ମିଳି ସାରିଥିଲା। ରିୟା ଙ୍କୁ ବେଲ ମିଳିବା ସହିତ କିଛି ସର୍ତ୍ତ ମଧ୍ୟ ରଖା ଯାଇଥିଲା। ଏହି ସର୍ତ୍ତ ଅନୁସାରେ, ରିୟା ଙ୍କୁ ବେଲ ମିଳିବା ପରେ ଆଗ ଦଶ ଦିନ ଯାଏ ସବୁଦିନ ପୋଲିସ ସାମ୍ନାରେ ହାଜର ହେବାକୁ ପଡିବ ଓ ତାହା ପରେ ବି ସବୁ ମାସର ପ୍ରଥମ ସୋମବାର ଦିନ ପୋଲିସ ଙ୍କୁ କହିବାର ଥିଲା କି ସେ କେଉଁଠି କୁ ଫେରାର ହୋଇ ନାହାନ୍ତି। କିନ୍ତୁ ଏହା ଭିତରେ ରିୟା ଚକ୍ରବର୍ତ୍ତୀ ଅଦୃଶ୍ୟ ହୋଇ ଯାଇଛନ୍ତି। ବେଲ ମିଳିବା ପରେ ପ୍ରଥମ ଦିନ ରିୟା ସନ୍ତାକ ପୋଲିସ ଷ୍ଟେସନ ଆସିଥିଲେ ଓ ଆଉ ତାପରେ ସେ ନଜର ଆସିଲେ ନାହିଁ। ଏତିକି ନୁହେଁ ରିୟା ଙ୍କ ପଡ଼ୋଶୀ ଙ୍କ କହିବା କଥା କି ରିୟା ଚକ୍ରବର୍ତ୍ତୀ ନିଜ ଘରେ ମଧ୍ୟ ନାହାନ୍ତି। କଣ ରିୟା ସତରେ ଫେରାର ହୋଇଯାଇଛନ୍ତି? ନା ରିୟା ମଧ୍ୟ ପିଠାନି ଙ୍କ ଭଳି ବିଦେଶ ଫେରାର ହୋଇଯିବେ। ଆଉ ଏବେ ବେଲ ର ନିୟମ ଭାଙ୍ଗି ଥିବାରୁ ରିୟା ଙ୍କ ଉପରେ କଣ ପଡ଼ିବ ପ୍ରଭାବ? ଆଉ ଏହା ମଧ୍ୟ କହିବୁ କି ରିୟା ଏବେ ଅଛନ୍ତି କେଉଁଠି?

ଏନସିବି ମାମଲାରେ ରିୟା ଚକ୍ରବର୍ତ୍ତୀ କୁ ୭ ଅକ୍ଟୋବର ରେ ବେଲ ମିଳିଥିଲା ଓ ସେହି ଦିନ ରିୟା ନିଜ ଘରେ ମଧ୍ୟ ପହଞ୍ଚି ଥିଲେ। ରିୟା ଚକ୍ରବର୍ତ୍ତୀ ଙ୍କୁ ବେଲ କିଛି ସର୍ତ୍ତ ରେ ମିଳିଥିଲା ଓ ସେ ସର୍ତ୍ତ ମାନିବା ବହୁତ ଜରୁରୀ ଥିଲା। ରିୟା ଙ୍କୁ ୮ ଅକ୍ଟୋବର ରୁ ୧୭ ଅକ୍ଟୋବର ଯାଏ ସବୁଦିନ ପାଖ ପୋଲିସ ଷ୍ଟେସନ ରେ ହାଜର ହେବାକୁ କୁହାଯାଇଥିଲା। ଓ ମୁମ୍ୱାଇ ରୁ ବାହାରକୁ ଯିବା ସମ୍ଭବ ନଥିଲା। କିନ୍ତୁ ରିୟା ବେଲ ର ନିୟମ ଭାଙ୍ଗି ଦେଇଛନ୍ତି। ରିୟା ଚକ୍ରବର୍ତ୍ତୀ ଙ୍କୁ ବେଲ ମିଳିବା ପରେ କେବଳ ୮ ଅକ୍ଟୋବର ରେ ସେ ପୋଲିସ ଷ୍ଟେସନ ରେ ପହଞ୍ଚି ଥିଲେ। ଆଉ ତାହା ପରେ ପାଖାପାଖି ନଅ ଦିନ ବିତି ଗଲାଣି ରିୟା ପ୍ରଥମ ଦିନ ପରେ ଥରେ ମଧ୍ୟ ପୋଲିସ ଷ୍ଟେସନ ଯାଇନାହାନ୍ତି।ଏହାର ମାନେ ରିୟା ବେଲ ର ପ୍ରଥମ ଓ ସବୁଠାରୁ ବଡ଼ ନିୟମ ଭାଙ୍ଗି ଦେଇଛନ୍ତି ରିୟା ଙ୍କ ପଡ଼ୋଶୀ ଙ୍କ କହିବା କଥା କି ରିୟା ଚକ୍ରବର୍ତ୍ତୀ ନିଜ ବାପା ମାଆ ଙ୍କ ସହ ଘରୁ ମଧ୍ୟ ଅଦୃଶ୍ୟ ହୋଇଯାଇଛନ୍ତି। ରିୟା ନିଜ ଫ୍ଲାଟ ରେ ନାହାଁନ୍ତି ଏହା ରିୟା ଙ୍କ ପଡ଼ୋଶୀ କହିଛନ୍ତି। ଆଉ ଏହା ମଧ୍ୟ କହିଛନ୍ତି କି ହୋଇଥାଇପାରେ ରିୟା ଫେରାର ହୋଇ ଯାଇଥିବେ।

କିନ୍ତୁ ଏବେ ସୁଶାନ୍ତ ଙ୍କ ମାମଲା ଏତେ ଆଗକୁ ବଢି ଯାଇଛି କି ରିୟା ଚକ୍ରବର୍ତ୍ତୀ ବିଦେଶ ଫେରାର ହୋଇ ପାରିବେ ନାହିଁ। କାରଣ ଏୟାରପୋର୍ଟ ରେ ରିୟା ଙ୍କୁ ଧରି ଅଣାଯିବ। ଏହାର ମାନେ ପିଠାନି ଭଳି ରିୟା ବିଦେଶ ଫେରାର ହେବା କଥା ଭାବି ମଧ୍ୟ ପାରିବେ ନାହିଁ। କିନ୍ତୁ ଦେଶ ଭିତରେ ରିୟା କେଉଁଠି ଅଦୃଶ୍ୟ ହୋଇଯିବେ। ଆଉ ଆମ ଦେଶ ମଧ୍ୟ ଏତେ ବଡ଼ ଯେ ଯଦି ରିୟା କେଉଁଠି ଅଦୃଶ୍ୟ ହୋଇଯିବେ ତାହେଲେ ତାଙ୍କର ସନ୍ଧାନ କରିବା ବହୁତ ଅସମ୍ଭବ ହୋଇଯିବ। ରିୟା ଏବେ ଘରେ ନାହାନ୍ତି କି ମୁମ୍ୱାଇ ରେ ମଧ୍ୟ ନାହାନ୍ତି ମାନେ ରିୟା ବେଲ ର ଦ୍ଵିତୀୟ ନିୟମ ମଧ୍ୟ ଭାଙ୍ଗି ଦେଇଛନ୍ତି ଓ ମୁମ୍ୱାଇ ରୁ ବାହାରକୁ ମଧ୍ୟ ପଳାଇ ଯାଇଛନ୍ତି। ଏବେ ରିୟା ବେଲ ର ଦୁଇଟି ନିୟମ ଭାଙ୍ଗି ଦେଇଛନ୍ତି ତାହେଲେ ରିୟା ଚକ୍ରବର୍ତ୍ତୀ ପୁଣିଥରେ ଗିରଫ ହୋଇପାରନ୍ତି। କିନ୍ତୁ ଏଥିପାଇଁ ଏନସିବି କୁ ବମ୍ବେ ହାଇକୋର୍ଟ କୁ ଯିବାକୁ ହେବ ଓ କହିବାକୁ ହେବ କି ରିୟା ବେଲ ର ନିୟମ ଭାଙ୍ଗିଛନ୍ତି ଏବଂ ସେଥିପାଇଁ ଏନସିବି ରିୟା ର ବେଲ କୁ ବିରୋଧ ମଧ୍ୟ କରିଥିଲା।

ଆଉ ଯଦି ଏନସିବି କୋଟ କୁ ଯାଉଥାଏ ତାହେଲେ ରିୟା ର ବେଲ ପୁରା ଶେଷ ହୋଇଯିବ ଓ ତାଙ୍କୁ ସମର୍ପଣ କରିବାକୁ ହେବ ଓ ଜେଲ ଯିବାକୁ ହେବ। ଏବେ ଖବର ଏହା କି ରିୟା ଚକ୍ରବର୍ତ୍ତୀ ଏବେ ମୁମ୍ୱାଇ ରେ ନାହାନ୍ତି କିନ୍ତୁ ମୁମ୍ୱାଇ ପାଖରେ ଥିବା ଲୁନାବନା ଭଳି ଯାଗାରେ ଅଛନ୍ତି। ରିୟା ଙ୍କ ବାପା ମାଆ ରିୟା ଙ୍କ ମାନସିକ ଅବସ୍ଥାକୁ ବଦଳାଇବା ପାଇଁ ସେଠାକୁ ନେଇ ଯାଇଛନ୍ତି। ଏହାର ମାନେ ରିୟା ଙ୍କ ମାନସିକ ଅବସ୍ଥା ଠିକ ନାହିଁ। ଏଥିପାଇଁ ସେ ବେଲ ର ନିୟମ ଭାଙ୍ଗି ଦେଇଛନ୍ତି ଓ ପୁଣିଥରେ ମୁମ୍ବାଇ କୁ ଛାଡି ବାହାରକୁ ଚାଲିଯାଇଛନ୍ତି। ଏହାର ମାନେ ରିୟା ବେଲ ର ନିୟମ ଭାଙ୍ଗିଛନ୍ତି ଓ ଏବେ ଜାଣିବା କି ରିୟା ଚକ୍ରବର୍ତ୍ତୀ କେତେ ଜଲ୍ଦୀ ଆଉ ଥରେ ଜେଲ ଯାଉଛନ୍ତି ଓ ସିବିଆଇ ର ମାମଲାରେ ରିୟା ଙ୍କ ଉପରେ କଣ ହେବ ଆକ୍ସନ ? ଏହା ସବୁଠାରୁ ବଡ଼ କଥା।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *