ନାଇଜେରିଆ ସହ ଯୋଡ଼ାହୋଇଛି ସୁଶାନ୍ତ ଙ୍କ ମାମଲା ଗିରଫ ପରେ ହେଲା ବଡ଼ ଖୁଲାସା, ଫସିଗଲେ କରନ ଜୋହର

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ କେନ୍ଦ୍ରର ତିନି ତିନିଟି ଏଞ୍ଜେଶ ଯାଞ୍ଚ କରୁଛି ଓ ଯାଞ୍ଚରେ ଏନସିବି ସବୁଠାରୁ ଆଗରେ ନଜର ଆସୁଛି। ଆଉ ଏନସିବି ହିଁ ରିୟା ଚକ୍ରବର୍ତ୍ତୀ ଙ୍କୁ ଏ ପର୍ଯ୍ୟନ୍ତ ଆଣିଥିଲା। କେତେ ବଡ଼ ବଡ଼ ଖୁଲାସ ମଧ୍ୟ କରିଛି ଓ ଏବେ ଏନସିବି ହାତରେ ବହୁତ ବଡ଼ ପ୍ରମାଣ ଲାଗିଛି। ଏନସିବି ସୁଶାନ୍ତ ଙ୍କ ମାମଲାରେ ବଡ଼ ରାକେଟ ର ଖୁଲାସ କରିଛି, ବଡ଼ ଗିରଫ କରିଛି। ବଡ଼ କଥା ଏହା କି ଏବେ ସୁଶାନ୍ତ ଙ୍କ ଲିଙ୍କ ନାଇଜେରିଆ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ଓ ସେଥିରେ ଧର୍ମା ଲିଙ୍କ ପୁରା ସଫା ସଫା ଦେଖା ଯାଉଛି। ଯାହା ପରେ କରନ ଜୋହର ଙ୍କ ଅସୁବିଧା ବଢିବା ସ୍ଥିର ଅଟେ। କାରଣ ଏବେ ଯାଏ କରନ ଜୋହର ନିଜକୁ ବଞ୍ଚାଉଥିଲେ କିନ୍ତୁ ଏବେ ଜୋହର ଙ୍କ ବଞ୍ଚିବା ଅସମ୍ଭବ ଅଟେ। କଣ ଅଟେ ସୁଶାନ୍ତ ଙ୍କ ସହ ନାଇଜେରିଆ ର ସମ୍ବନ୍ଧ, କିଏ ହେଲା ଗିରଫ କଣ ହୋଇଛି ଖୁଲାସ, କେମିତି ଫସିଲେ କରନ ଜୋହର?

ସୁଶାନ୍ତ ସିଂ ରାଜପୁତ ଙ୍କର ଏବେ ସବୁ ପ୍ରକାରର ଯାଞ୍ଚ ଚାଲୁଛି କିନ୍ତୁ କିଛି ବି ଯାଞ୍ଚ ପୁରା ହୋଇନାହିଁ, ନା ଇଡି ର ଯାଞ୍ଚ ନା ସିବିଆଇ ର ନା ଏନସିବି ର ଯାଞ୍ଚ। ଆଉ ଏଥିରେ ଏନସିବି ଏବେ ପୁଣିଥରେ ବଡ଼ ଆକ୍ସନ ନେଇଛି ଓ ମୁମ୍ୱାଇ ରୁ ବଡ଼ ଗିରଫ କରିଛି ଯିଏ କେତେ ବଡ଼ ଖୁଲାସ ମଧ୍ୟ କରିଥିଲା। ଏବେ ସୁଶାନ୍ତ ସିଂ ରାଜପୁତ ଙ୍କର ଏହି ଗିରଫ ରେ କେମିତି ହୋଇଥିଲା ସିଧା ସମ୍ବନ୍ଧ ଓ କେମିତି ନାଇଜେରିଆ ମଧ୍ୟ ପହଞ୍ଚି ଗଲା ଏହି ମାମଲା। ତାହା ଜାଣିବା ପୂର୍ବରୁ ଏହା ଜାଣନ୍ତୁ କି ସେ ବ୍ୟକ୍ତି କିଏ ଯିଏ ଧରା ପଡ଼ିଛି। ଏନସିବି ଡ୍ରଗସ୍ କେସ ରେ ମୁମ୍ବାଇରେ ଜୟ ମଡୁକ ନାମକ ଵ୍ୟକ୍ତି କୁ ଗିରଫ କରିଛି। ଆଶ୍ଚର୍ଯ୍ୟ କର କଥା ଏହା କି ଜୟ ମଡୁକ ମ୍ୟାନେଜମେଣ୍ଟ ଗ୍ରାଜୁଏଟ ଅଟେ ଓ ପ୍ୟାକିଂ ସେଣ୍ଟର ରେ କାମ କରେ। ଏବେ ଜୟ ମଡୁକ ର ସମ୍ବନ୍ଧ ସିଦ୍ଧିତ ପ୍ରସାଦ ସହ ଯୋଡ଼ି ହୋଇଛି ସେହି ସିଦ୍ଧିତ ପ୍ରସାଦ ଯିଏ କରନ ଜୋହର ଙ୍କର ଧର୍ମା ପ୍ରଡକ୍ସନ ର କରିନ୍ଦା ଅଟେ ଓ କରନ ଜୋହର ଙ୍କ ସହ ଯାହାର ଉଠା ବସା ଥିଲା। ସେହି ସିଦ୍ଧିତ ପ୍ରସାଦ ଜୟ ମଡୁକ ସହ ଯୋଡ଼ା ହୋଇଥିଲା ଓ ଯେମିତି ଲଗାତର ସିଦ୍ଧିତ ଡ୍ରଗସ୍ କୁ କିଣୁଥିଲେ ଓ ଏନସିବି ଜୁନିଅଲ ର ମୁଖ୍ୟ ସମିର ୱାନଖେଡ ଏହା ଖୁଲାସ କରିଛନ୍ତି।

ଏତିକି ନୁହେଁ ଆରୋପ ଅଛି କି ଜୟ ମଡୁକ ସେହି ଫିଲ୍ମ ପାର୍ଟି ରେ ମଧ୍ୟ ଡ୍ରଗସ୍ ସପ୍ଲାଏ କରୁଥିଲା, ଯେଉଁଠି ବଡ଼ ବଡ଼ ଷ୍ଟାର ଆସୁଥିଲେ। କେବଳ ଥରେ ନୁହେଁ ଜୟ ମଡୁକ ବହୁତ ସମୟରୁ ଏହା କରୁଥିଲା। ଏତିକି ନୁହେଁ ଜୟ ମଡୁକ ସୁଶାନ୍ତ ଙ୍କ ଘରକୁ ମଧ୍ୟ ଡ୍ରଗସ୍ ପଂହଞ୍ଚାଉ ଥିବାର ଆରୋପ ମଧ୍ୟ ଅଛି। ଆମେ ଏହା ଜାଣୁ କି ସୁଶାନ୍ତ କେବେ ବି ଡ୍ରଗସ୍ ମଗାଇବେ ନାହିଁ। ଏଥିରେ ଜଣା ପଡୁଛି କି ରିୟା ଚକ୍ରବର୍ତ୍ତୀ, ସବିତ ଚକ୍ରବର୍ତ୍ତୀ ନହେଲେ ମିରାଣ୍ଡା କାହା ସହିତ ନା କାହା ସହିତ ଜୟ ମଡୁକ ର ସିଧା ସମ୍ବନ୍ଧ ଅଛି। ଆଉ ସେତେବେଳେ ଜୟ ମଡୁକ ସୁଶାନ୍ତ ଙ୍କ ଘରକୁ ଡ୍ରଗସ୍ ସପ୍ଲାଏ କରିଥିବ।ଏହି ମାମଲାରେ ଏନସିବି ଆଉ ଏକ ଖୁଲାସ କରିଛି କି ଜୟ ମଡୁକ ର ସିଧା ସମ୍ବନ୍ଧ ନାଇଜେରିଆ ସହ ଯୋଡ଼ି ହୋଇଛି ଓ ନାଇଜେରିଆ ର ଏକ ଗ୍ୟାଙ୍ଗ ର ଜରୀଆରେ ଜୟ ମଡୁକ ର ସମ୍ବନ୍ଧ ଅଛି। ଆଉ ଥରେ ରୁ ଦୁଇଥର ଜୟ ମଡୁକ ନାଇଜେରିଆ ଗ୍ୟାଙ୍ଗ ସହ ବହୁତ ନିବିଡ଼ ସମ୍ପର୍କ ଅଛି। ଓ ହୋଇଥାଇ ପାରେ ଜୟ ମଡୁକ କୋଉ ଅନ୍ୟ ଉପାୟରେ ମଧ୍ୟ ଏହି ଗ୍ୟାଙ୍ଗ ର ସାଥି ଦେଉଥିବ।

ଏବେ ଏହି ମାମଲାକୁ ଡ୍ରଗସ୍ ର ମାମଲା ବୁଝିବା ଭୁଲ ହେବ। କାରଣ ଡ୍ରଗସ୍ ସୁଶାନ୍ତ ଙ୍କୁ ମାରିବାର ଏକ ତରିକା ଥିଲା ଓ ସେହି ଡ୍ରଗସ୍ ର କାରଣ ଏବେ କରନ ଜୋହର ଙ୍କ ପାଖକୁ ପହଞ୍ଚିଲା ଓ ନାଇଜେରିଆ ଯାଏ ମଧ୍ୟ ପାଂହଞ୍ଚୁଛି। ଏତିକି ନୁହେଁ ସୁଶାନ୍ତ ଙ୍କ ଘରକୁ ଡ୍ରଗସ୍ ମଗେଇବାରେ ରିୟା ଚକ୍ରବର୍ତ୍ତୀ, ସବିତ ଚକ୍ରବର୍ତ୍ତୀ ଓ ସାମୱଲ ମିରାଣ୍ଡା ଙ୍କ ଯାଏ ମଧ୍ୟ ଏହାର ଲିଙ୍କ ପହଂଚୁଛି। କଣ ଜୟ ମଡୁକ ଜରୀଆରେ ନାଇଜେରିଆ ଗ୍ୟାଙ୍ଗ ର ଏଣ୍ଟ୍ରି ସୁଶାନ୍ତ ଙ୍କ ଘରକୁ କରା ଯାଇଥିଲା। ଏହା ବହୁତ ବଡ଼ ସଂକେତ ଅଟେ ଓ ହୋଇଥାଇ ପାରେ କି ସୁଶାନ୍ତ ଙ୍କର ଶେଷ ହେବା ମାମଲାରେ କେଉଁଠି ନା କେଉଁଠି ଏମାନଙ୍କର ସିଧା ସମ୍ବନ୍ଧ ଥିବ। ଏହାର ଯାଞ୍ଚ କରିବା ବହୁତ ଜରୁରୀ ଅଟେ।ଏନସିବି ସହିତ ସିବିଆଇ କୁ ମଧ୍ୟ ଏହି ମାମଲାକୁ ଦେଖିବାକୁ ହେବ। ଏନସିବି ମାମଲାରେ ରିୟା ପୁଣିଥରେ କାହିଁକି ଯିବେ ଜେଲ ତାହା ଆସନ୍ତୁ ଜାଣିବା…

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ସବୁଠାରୁ ବଡ଼ ପ୍ରାଇମ ସଫସେଟ ଅଟନ୍ତି ଓ ଏନସିବି ମାମଲାରେ ରେ ରିୟା ଗୋଟେ ମାସ ଜେଲ ମଧ୍ୟ ଯାଇ ସାରିଛନ୍ତି। ରିୟା ଙ୍କୁ ବେଲ ମଧ୍ୟ ମିଳି ସାରିଥିଲା। ରିୟା ଙ୍କୁ ବେଲ ମିଳିବା ସହିତ କିଛି ସର୍ତ୍ତ ମଧ୍ୟ ରଖା ଯାଇଥିଲା। ଏହି ସର୍ତ୍ତ ଅନୁସାରେ, ରିୟା ଙ୍କୁ ବେଲ ମିଳିବା ପରେ ଆଗ ଦଶ ଦିନ ଯାଏ ସବୁଦିନ ପୋଲିସ ସାମ୍ନାରେ ହାଜର ହେବାକୁ ପଡିବ ଓ ତାହା ପରେ ବି ସବୁ ମାସର ପ୍ରଥମ ସୋମବାର ଦିନ ପୋଲିସ ଙ୍କୁ କହିବାର ଥିଲା କି ସେ କେଉଁଠି କୁ ଫେରାର ହୋଇ ନାହାନ୍ତି। କିନ୍ତୁ ଏହା ଭିତରେ ରିୟା ଚକ୍ରବର୍ତ୍ତୀ ଅଦୃଶ୍ୟ ହୋଇ ଯାଇଛନ୍ତି। ବେଲ ମିଳିବା ପରେ ପ୍ରଥମ ଦିନ ରିୟା ସନ୍ତାକ ପୋଲିସ ଷ୍ଟେସନ ଆସିଥିଲେ ଓ ଆଉ ତାପରେ ସେ ନଜର ଆସିଲେ ନାହିଁ। ଏତିକି ନୁହେଁ ରିୟା ଙ୍କ ପଡ଼ୋଶୀ ଙ୍କ କହିବା କଥା କି ରିୟା ଚକ୍ରବର୍ତ୍ତୀ ନିଜ ଘରେ ମଧ୍ୟ ନାହାନ୍ତି। କଣ ରିୟା ସତରେ ଫେରାର ହୋଇଯାଇଛନ୍ତି? ନା ରିୟା ମଧ୍ୟ ପିଠାନି ଙ୍କ ଭଳି ବିଦେଶ ଫେରାର ହୋଇଯିବେ। ଆଉ ଏବେ ବେଲ ର ନିୟମ ଭାଙ୍ଗି ଥିବାରୁ ରିୟା ଙ୍କ ଉପରେ କଣ ପଡ଼ିବ ପ୍ରଭାବ? ଆଉ ଏହା ମଧ୍ୟ କହିବୁ କି ରିୟା ଏବେ ଅଛନ୍ତି କେଉଁଠି?

ଏନସିବି ମାମଲାରେ ରିୟା ଚକ୍ରବର୍ତ୍ତୀ କୁ ୭ ଅକ୍ଟୋବର ରେ ବେଲ ମିଳିଥିଲା ଓ ସେହି ଦିନ ରିୟା ନିଜ ଘରେ ମଧ୍ୟ ପହଞ୍ଚି ଥିଲେ। ରିୟା ଚକ୍ରବର୍ତ୍ତୀ ଙ୍କୁ ବେଲ କିଛି ସର୍ତ୍ତ ରେ ମିଳିଥିଲା ଓ ସେ ସର୍ତ୍ତ ମାନିବା ବହୁତ ଜରୁରୀ ଥିଲା। ରିୟା ଙ୍କୁ ୮ ଅକ୍ଟୋବର ରୁ ୧୭ ଅକ୍ଟୋବର ଯାଏ ସବୁଦିନ ପାଖ ପୋଲିସ ଷ୍ଟେସନ ରେ ହାଜର ହେବାକୁ କୁହାଯାଇଥିଲା। ଓ ମୁମ୍ୱାଇ ରୁ ବାହାରକୁ ଯିବା ସମ୍ଭବ ନଥିଲା। କିନ୍ତୁ ରିୟା ବେଲ ର ନିୟମ ଭାଙ୍ଗି ଦେଇଛନ୍ତି। ରିୟା ଚକ୍ରବର୍ତ୍ତୀ ଙ୍କୁ ବେଲ ମିଳିବା ପରେ କେବଳ ୮ ଅକ୍ଟୋବର ରେ ସେ ପୋଲିସ ଷ୍ଟେସନ ରେ ପହଞ୍ଚି ଥିଲେ। ଆଉ ତାହା ପରେ ପାଖାପାଖି ନଅ ଦିନ ବିତି ଗଲାଣି ରିୟା ପ୍ରଥମ ଦିନ ପରେ ଥରେ ମଧ୍ୟ ପୋଲିସ ଷ୍ଟେସନ ଯାଇନାହାନ୍ତି।ଏହାର ମାନେ ରିୟା ବେଲ ର ପ୍ରଥମ ଓ ସବୁଠାରୁ ବଡ଼ ନିୟମ ଭାଙ୍ଗି ଦେଇଛନ୍ତି ରିୟା ଙ୍କ ପଡ଼ୋଶୀ ଙ୍କ କହିବା କଥା କି ରିୟା ଚକ୍ରବର୍ତ୍ତୀ ନିଜ ବାପା ମାଆ ଙ୍କ ସହ ଘରୁ ମଧ୍ୟ ଅଦୃଶ୍ୟ ହୋଇଯାଇଛନ୍ତି।

ରିୟା ନିଜ ଫ୍ଲାଟ ରେ ନାହାଁନ୍ତି ଏହା ରିୟା ଙ୍କ ପଡ଼ୋଶୀ କହିଛନ୍ତି। ଆଉ ଏହା ମଧ୍ୟ କହିଛନ୍ତି କି ହୋଇଥାଇପାରେ ରିୟା ଫେରାର ହୋଇ ଯାଇଥିବେ। କିନ୍ତୁ ଏବେ ସୁଶାନ୍ତ ଙ୍କ ମାମଲା ଏତେ ଆଗକୁ ବଢି ଯାଇଛି କି ରିୟା ଚକ୍ରବର୍ତ୍ତୀ ବିଦେଶ ଫେରାର ହୋଇ ପାରିବେ ନାହିଁ। କାରଣ ଏୟାରପୋର୍ଟ ରେ ରିୟା ଙ୍କୁ ଧରି ଅଣାଯିବ। ଏହାର ମାନେ ପିଠାନି ଭଳି ରିୟା ବିଦେଶ ଫେରାର ହେବା କଥା ଭାବି ମଧ୍ୟ ପାରିବେ ନାହିଁ। କିନ୍ତୁ ଦେଶ ଭିତରେ ରିୟା କେଉଁଠି ଅଦୃଶ୍ୟ ହୋଇଯିବେ। ଆଉ ଆମ ଦେଶ ମଧ୍ୟ ଏତେ ବଡ଼ ଯେ ଯଦି ରିୟା କେଉଁଠି ଅଦୃଶ୍ୟ ହୋଇଯିବେ ତାହେଲେ ତାଙ୍କର ସନ୍ଧାନ କରିବା ବହୁତ ଅସମ୍ଭବ ହୋଇଯିବ। ରିୟା ଏବେ ଘରେ ନାହାନ୍ତି କି ମୁମ୍ୱାଇ ରେ ମଧ୍ୟ ନାହାନ୍ତି ମାନେ ରିୟା ବେଲ ର ଦ୍ଵିତୀୟ ନିୟମ ମଧ୍ୟ ଭାଙ୍ଗି ଦେଇଛନ୍ତି ଓ ମୁମ୍ୱାଇ ରୁ ବାହାରକୁ ମଧ୍ୟ ପଳାଇ ଯାଇଛନ୍ତି। ଏବେ ରିୟା ବେଲ ର ଦୁଇଟି ନିୟମ ଭାଙ୍ଗି ଦେଇଛନ୍ତି ତାହେଲେ ରିୟା ଚକ୍ରବର୍ତ୍ତୀ ପୁଣିଥରେ ଗିରଫ ହୋଇପାରନ୍ତି। କିନ୍ତୁ ଏଥିପାଇଁ ଏନସିବି କୁ ବମ୍ବେ ହାଇକୋର୍ଟ କୁ ଯିବାକୁ ହେବ ଓ କହିବାକୁ ହେବ କି ରିୟା ବେଲ ର ନିୟମ ଭାଙ୍ଗିଛନ୍ତି ଏବଂ ସେଥିପାଇଁ ଏନସିବି ରିୟା ର ବେଲ କୁ ବିରୋଧ ମଧ୍ୟ କରିଥିଲା।

ଆଉ ଯଦି ଏନସିବି କୋଟ କୁ ଯାଉଥାଏ ତାହେଲେ ରିୟା ର ବେଲ ପୁରା ଶେଷ ହୋଇଯିବ ଓ ତାଙ୍କୁ ସମର୍ପଣ କରିବାକୁ ହେବ ଓ ଜେଲ ଯିବାକୁ ହେବ। ଏବେ ଖବର ଏହା କି ରିୟା ଚକ୍ରବର୍ତ୍ତୀ ଏବେ ମୁମ୍ୱାଇ ରେ ନାହାନ୍ତି କିନ୍ତୁ ମୁମ୍ୱାଇ ପାଖରେ ଥିବା ଲୁନାବନା ଭଳି ଯାଗାରେ ଅଛନ୍ତି। ରିୟା ଙ୍କ ବାପା ମାଆ ରିୟା ଙ୍କ ମାନସିକ ଅବସ୍ଥାକୁ ବଦଳାଇବା ପାଇଁ ସେଠାକୁ ନେଇ ଯାଇଛନ୍ତି। ଏହାର ମାନେ ରିୟା ଙ୍କ ମାନସିକ ଅବସ୍ଥା ଠିକ ନାହିଁ। ଏଥିପାଇଁ ସେ ବେଲ ର ନିୟମ ଭାଙ୍ଗି ଦେଇଛନ୍ତି ଓ ପୁଣିଥରେ ମୁମ୍ବାଇ କୁ ଛାଡି ବାହାରକୁ ଚାଲିଯାଇଛନ୍ତି। ଏହାର ମାନେ ରିୟା ବେଲ ର ନିୟମ ଭାଙ୍ଗିଛନ୍ତି ଓ ଏବେ ଜାଣିବା କି ରିୟା ଚକ୍ରବର୍ତ୍ତୀ କେତେ ଜଲ୍ଦୀ ଆଉ ଥରେ ଜେଲ ଯାଉଛନ୍ତି ଓ ସିବିଆଇ ର ମାମଲାରେ ରିୟା ଙ୍କ ଉପରେ କଣ ହେବ ଆକ୍ସନ ? ଏହା ସବୁଠାରୁ ବଡ଼ କଥା।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *