ସୁଶାନ୍ତ ଙ୍କ ଉପରେ ନୂଆ ଥିଓରି ର ଖୁଲାସ, ଶେଷ କରିବା ପୂର୍ବରୁ ବହୁତ ହୋଇଥିଲା ନିଷ୍ଠୁରତା

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ତଲାସ ଜାରୀ ଅଛି ଓ ସିବିଆଇ ମଧ୍ୟ ସୁଶାନ୍ତ ଙ୍କ ହେଡଲାଇନ କୁ ଦେଇ ଦେଇଛି। ସିବିଆଇ ଏବେ ସନ୍ଧାନ କରୁଛି କି ସୁଶାନ୍ତ ଙ୍କ ସହ କଣ ଅନ୍ୟାୟ ହୋଇଥିଲା ଓ କିଏ କରିଛି? କିନ୍ତୁ ଏହା ଭିତରେ ସୁଶାନ୍ତ ଙ୍କୁ ନେଇ କିଛି ନୂଆ ଥିଓରୀ ଆସିଛି ଯାହା ଉପରେ ବିଶ୍ୱାସ କରୁଛନ୍ତି କି ସୁଶାନ୍ତ ଙ୍କ ଅବସ୍ଥା ସେମିତି ହିଁ ଥିଲା। ସୁଶାନ୍ତ ଙ୍କ ଅବସ୍ଥା ଯେମିତି ଥିଲା ତାହା ସମସ୍ତେ ଦେଖିଥିଲେ ଓ ଏବେ ଏହି ନୂଆ ଥିଓରୀ ଆଶ୍ଚର୍ଯ୍ୟ କରିଦେଇଛି କି ସୁଶାନ୍ତ ଙ୍କ ସହ ଛାତ ଉପରେ ନିଷ୍ଠୁରତା କରାଯାଇଥିଲା। ଏମିତିକି ସୁଶାନ୍ତ କାନ୍ଦିଲେ ଅନୁରୋଧ କଲେ କିନ୍ତୁ ସେ ମାନିଲେ ନାହିଁ ଓ ପୁଣି ତଳକୁ ଆଣି ତାହା ପରେ କାମ ଶେଷ କରିଦେଲେ। କଣ ମିଳିଲା ଏମିତି ଯେଉଥି ପାଇଁ ନୂଆ ଥିଓରୀ ଆସିଗଲା? ସୁଶାନ୍ତ ଙ୍କୁ ଯିବାର ଚାରି ମାସରୁ ଅଧିକ ଦିନ ହୋଇଗଲାଣି କିନ୍ତୁ ଏବେ ଯାଏ ମଧ୍ୟ ନ୍ୟାୟ ମିଳିଲା ନାହିଁ।

କାରଣ ସୁଶାନ୍ତ ଙ୍କ ହତ୍ୟାକାରୀ ପାଖରେ ସିବିଆଇ ପହଞ୍ଚି ପାରିନାହିଁ। କିନ୍ତୁ ଏହା ଭିତରେ ସୁଶାନ୍ତ ଙ୍କୁ ନେଇ କିଛି ଆଶ୍ଚର୍ଯ୍ୟ କରିବାର ଥିଓରୀ ଆସିଛି। ଯାହା ପାଖରେ କିଛି ପ୍ରମାଣ ମଧ୍ୟ ଅଛି ଓ ଏହି ପ୍ରମାଣ ରେ ଜାଣନ୍ତୁ କେମିତି ଛାତ ଉପରେ ନିଷ୍ଠୁରତା ହୋଇଥିଲା ଓ ଘୋଷାରି ତଳକୁ ଅଣାଗଲା ଓ ତାହା ପରେ କାମ ଶେଷ। ଏହି ନୂଆ ଥିଓରୀ ଅନୁସାରେ, ସୁଶାନ୍ତ ସିଂ ରାଜପୁତ ଙ୍କ ସହ ଯାହା ସବୁ ହୋଇଛି ତାହା ଆରମ୍ଭ ସୁଶାନ୍ତ ଙ୍କ ଫ୍ଲାଟ ର ଛାତ ଉପରେ ହୋଇଛି। ସୁଶାନ୍ତ ଙ୍କ ଫ୍ଲାଟ ର ଛାତ କୁ ଯିବାକୁ ଗୋଟେ ଅଲଗା ବାଟ ଥିଲା ଓ ତଳୁ ଛାତ ଉପରକୁ ଯିବାକୁ ମଧ୍ୟ ଅଲଗା ବାଟ ଥିଲା। ଏହାର ଅନୁସାରେ, ସେ ଲୋକ ପ୍ରଥମେ ଛାତ ବାଟ ଦେଇ ସୁଶାନ୍ତ ଙ୍କ ଫ୍ଲାଟ ରେ ପହଞ୍ଚି ଥିଲେ ଓ ତାହା ପରେ ରାତି ସମୟରେ ଛାତରେ ସୁଶାନ୍ତ ଙ୍କ ସହ ନିଷ୍ଠୁରତା ହୋଇଥିଲା। ସୁଶାନ୍ତ ଙ୍କ ଗୋଡ଼ ଫୁଟା ହୋଇଥିଲା ଓ ଏହାକୁ କେତେ ଲୋକ ଭାଙ୍ଗି ଯାଇଛି ବୋଲି କହୁଥିଲେ।

ଏହାର ମାନେ ଛାତ ଉପରେ ଯେଉଁ ନିଷ୍ଠୁରତା କରା ଯାଇଥିଲା ସେହି କାରଣରୁ ସୁଶାନ୍ତ ଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ସୁଶାନ୍ତ ଙ୍କ ଶେଷ ଫଟୋ ରେ ଆପଣ ସୁଶାନ୍ତ ଙ୍କ ଆଖି ତଳ କଳା ହୋଇଥିବାର ଦେଖିଥିବେ ଏହାର ମାନେ ତାହା ପୂର୍ବରୁ ୨୪ ଘଣ୍ଟାରେ ବହୁତ କାନ୍ଦି ଥିଲେ ସେଥିପାଇଁ ତାଙ୍କ ଆଖି ତଳ କଳା ସେମିତି ଚିହ୍ନ ହୋଇଥିଲା। ସେ ଲୋକ ସାମ୍ନାରେ ସୁଶାନ୍ତ କାନ୍ଦି ଥିଲେ ଓ ଅନୁରୋଧ ମଧ୍ୟ କରିଥିଲେ ଆଉ ତାହା ପରେ ସୁଶାନ୍ତ ଙ୍କ ଶରୀରରେ କିଛି ଚିହ୍ନ ମଧ୍ୟ ଥିଲା ଯେଉଁଥିରୁ ଜଣା ପଡ଼ୁଛି କି ସୁଶାନ୍ତ କାନ୍ଦିବାକୁ ମଧ୍ୟ ସେମାନଙ୍କ ଉପରେ କିଛି ବି ଫରକ ପଡ଼ିଲା ନାହିଁ ସୁଶାନ୍ତ ସିଂ ରାଜପୁତ ଙ୍କ କଳା ଟି ସାର୍ଟ ଆପଣଙ୍କର ମନେ ଥିବ ଯେଉଁଥିରେ ସେ ଶେଷ ଥର ପାଇଁ ନଜର ଆସିଥିଲେ, କିନ୍ତୁ ସେ ଟି ସାର୍ଟ ରେ ଧୂଳି ଲାଗିଥିଲା।

ଯଦି ସୁଶାନ୍ତ ସିଂ ରାଜପୁତ ରୁମ ରେ ବସିଥିଲେ ତାହେଲେ ଧୂଳି କେମିତି ରୁମ କୁ ଆସିଲା ଓ କପଡ଼ାରେ ଲାଗିଲା। ଏଥିରୁ କୁହାଯାଉଛି କି ସୁଶାନ୍ତ ଙ୍କୁ ଛାତରୁ ଘୋଷାରି ତଳକୁ ଅଣା ଯାଇଥିଲା ଓ ସେଥିପାଇଁ ସୁଶାନ୍ତ ଙ୍କ କପଡ଼ା ମଇଳା ହେଲା। କିନ୍ତୁ ସୁଶାନ୍ତ ଙ୍କ କପଡା ସଫା ମଧ୍ୟ କରାଯାଇଥିଲା ତାପରେ ବି ସୁଶାନ୍ତ ଙ୍କ କପଡ଼ା ମଇଳା ଖାଯାଉଥିଲା। ଏହାର ମାନେ ଏଠି କିଛି ଗଡ଼ବଡ଼ ହୋଇଥିଲା ଓ ଏହା ନୂଆ ଥିଓରୀ ରେ ନୋଟ କରାଯାଇଛି। ଏହାର ମାନେ ସୁଶାନ୍ତ ଙ୍କୁ ତଳକୁ ଆଣି ରୁମ ରେ ମାରି ଦିଆଯାଇଥିବ। ଯେତେବେଳେ ସୁଶାନ୍ତ ବିରୋଧ କରିିବା ଅବସ୍ଥାରେ ନଥିଲେ ସେଥିପାଇଁ ସେ ବିରୋଧ କରି ନଥିବେ। ଏହି କଥା କୂପର ହସ୍ପିଟାଲ ର ଡାକ୍ତର ମଧ୍ୟ କହିଛନ୍ତି କି ବିରୋଧ କରିବାର କିଛି ଚିହ୍ନ ମଧ୍ୟ ନାହିଁ। ଏହାର ମାନେ ଯେଉଁ ମଣିଷ ବିରୋଧ କରିବା ଅବସ୍ଥାରେ ନଥିବ ତାହେଲେ ବିରୋଧ କେମିତି କରିବ ଏବଂ ତାହା ପରେ ଭିତରକୁ ନେଇ ସୁଶାନ୍ତ ଙ୍କୁ ପଙ୍ଖା ପାଖରେ ପହଞ୍ଚାଇ ଦିଆଯାଇଥିବ।

ତାହା ପରେ ସୁଶାନ୍ତ ଙ୍କ ରୁମ କୁ ବାହାରୁ ତାଲା ପକାଇ ଦିଆଗଲା। କିନ୍ତୁ ଏମିତି ଫ୍ଲାଟ ରେ ରୁମ ବାହାରୁ କି ଭିତରୁ ତାଲା ପଡ଼ିଥିଲେ ମଧ୍ୟ ତାହା ଚାବି ଦ୍ବାରା ତାଲା ମଧ୍ୟ ପଡି ପାରିବ। ବଡ଼ ଓ ଆଶ୍ଚର୍ଯ୍ୟ କରିବା କଥା କି ସୁଶାନ୍ତ ଙ୍କ ରୁମ ର ଚାବି ଏପର୍ଯ୍ୟନ୍ତ ମିଳି ନାହିଁ। ସୁଶାନ୍ତ ଙ୍କ ଭଡ଼ା ର ମାଲିକ ଙ୍କୁ ଯେତେବେଳେ ଫ୍ଲାଟ ଫେରାଇ ଦିଆଗଲା ସେତେବେଳ ସବୁ ଚାବି ମଧ୍ୟ ଦିଆଗଲା କିନ୍ତୁ ସୁଶାନ୍ତ ଙ୍କ ରୁମ ର ଚାବି କାହା ପାଖରେ ନଥିଲା। ସେ ଚାବି ଏବେ ମଧ୍ୟ ମିଳିନାହିଁ। ଏହା ବହୁତ ବଡ଼ କଥା ଅଟେ କି ଚାବି କାହା ପାଖରେ ଅଛି। ଏବେ ଜାଣନ୍ତୁ ଘରେ ରହୁଥିବା ସିଦ୍ଧାର୍ଥ ପିଠାନି କେମିତି ଏଣ୍ଡୁଅ ଭଳି ରଙ୍ଗ ବଦଳାଉ ଥିଲା।

ସିଦ୍ଧାର୍ଥ ପିଠାନି ସିଏ ଯାହା ଉପରେ ପ୍ରଥମରୁ ସମସ୍ତେ ସନ୍ଦେହ କରୁଥିଲେ। ସୁଶାନ୍ତ ଙ୍କ ପରିବାର ଲୋକଙ୍କୁ ପୁରା ବିଶ୍ୱାସ ଅଛି କି ସୁଶାନ୍ତ ଙ୍କ ସହ ଯେଉଁ ଅନ୍ୟାୟ ହୋଇଛି ସେଥିରେ କୋଉଠି ନା କୋଉଠି ପିଠାନି ର ହାତ ଅଛି। କିନ୍ତୁ ପିଠାନି ଏତେ ଚାଲାକ ଯେ ସେ ସବୁ ଟିମ କୁ ଧୋକା ଦେଉଛି ଓ ସବୁ ତଲାସ ରେ ମିଛ କହୁଛି। ସୁଶାନ୍ତ ଙ୍କ ପରିବାର ଲୋକ ପିଠାନି ର ସତ ସମସ୍ତଙ୍କ ସାମ୍ନାରେ ଖୋଲି ଦେଇଛନ୍ତି। ସୁଶାନ୍ତ ଙ୍କ ପରିବାର ର ଜଣେ ସଦସ୍ୟ ନିଲୋଦ ପ୍ରଣାଲ ପିଠାନି କୁ ନେଇ ବଡ଼ ଖୁଲାସ କରିଛି। ଆଉ ଏମିତି କଥା କହିଛି କି ପୁରା ବିଶ୍ୱାସ ହୋଇଯିବ କି ସିଦ୍ଧାର୍ଥ ପିଠାନି ପୁରା ମିଛ କହୁଛି ଓ ସୁଶାନ୍ତ ଙ୍କ ମାମଲାରେ କୋଉଠି ନା କୋଉଠି ସେ ସାମିଲ ଅଛି।୧୪ ଜୁନ ର ସତ ଜାଣିବା ଆଗରୁ ପ୍ରଥମେ ଏହା ଜାଣନ୍ତୁ କି ୧୫ ଜୁନରେ କ’ଣ ହୋଇଥିଲା ଓ ନିଲୋଦ ପ୍ରଣାଲ କଣ ୧୫ ଜୁନ କୁ ନେଇ କଣ କହୁଛନ୍ତି?

ନିଲୋଦ ପ୍ରଣାଲ ପ୍ରଥମ ଥର ଏହି ଖୁଲାସ କରିଛି କି ଯେତେବେଳେ ୧୫ ଜୁନରେ ସୁଶାନ୍ତ ଙ୍କର ଅନ୍ତିମସଂସ୍କାର ହେଉଥିଲା ସେତେବେଳେ ସେଠି ସିଦ୍ଧାର୍ଥ ପିଠାନି ମଧ୍ୟ ଉପସ୍ଥିତ ଥିଲା। ଏବେ ନିଲୋଦ ପ୍ରଣାଲ କହିଛି କି ଭିତରେ କିଛି ଲୋକ ଥିଲେ ଓ ସେଠି ପିଠାନି ମଧ୍ୟ ଉପସ୍ଥିତ ଥିଲା। ଏହା ସବୁ ଠିକ କିନ୍ତୁ ନିଲୋଦ ପ୍ରଣାଲ ଏହାପରେ ଯାହା କହିଲେ ତାହା ଚମକାଇ ଦେବ। ନିଲୋଦ ପ୍ରଣାଲ କହିଲେ କି ଗୋଟେ ପଟେ ଅନ୍ତିମସଂସ୍କାର ହେଉଥିଲା ସେ ମଣିଷର ଯିଏ ପିଠାନି ସହ ଗୋଟିଏ ଘରେ ରହୁଥିଲା। କିନ୍ତୁ ଆଉ ଏକ ପଟେ ପିଠାନି ଫଟୋଗ୍ରାଫର ହୋଇଥିଲା। ନିଲୋଦ ପ୍ରଣାଲ ଏହି ବଡ଼ ଖୁଲାସ କରିଛି କି ସେଦିନ ମାନେ ୧୫ ଜୁନ ରେ ସୁଶାନ୍ତ ଙ୍କୁ ବିଦାୟ କରାଯାଉଥିଲା କିନ୍ତୁ ସିଦ୍ଧାର୍ଥ ପିଠାନି କୁ ଏଥିରେ କିଛି ଫରକ ପଡୁନଥିଲା। ସେ ଫଟୋ ଉଠାଇବାର ବ୍ୟସ୍ତ ଥିଲେ ଓ ସମସ୍ତଙ୍କ ଫଟୋ ଉଠାଉଥିଲେ।

ନିଲୋଦ ପ୍ରଣାଲ ଏହା ମଧ୍ୟ କହିଛି କି ପିଠାନି ସେଦିନ ଅତି କମରେ ୧୦୦-୧୫୦ ଫଟୋ ଉଠାଇଥିବ। ସିଏ ଖାଲି ଫଟୋ ଉଠାଉଥିଲା ଓ ପିଠାନି ପାଖରେ ପୁରା ଆଲବମ ମଧ୍ୟ ଥିବ।୧୫ ଜୁନ କୁ ନେଇ ନିଲୋଦ ପ୍ରଣାଲ ସିଦ୍ଧାର୍ଥ ପିଠାନି ର ସବୁ ମିଛ ଖୋଲି ଦେଲା ଓ ୧୪ ଜୁନ ର ସବୁ ସତ କହିଦେଲା। ନିଲୋଦ ପ୍ରଣାଲ ର କହିବା କଥା କି ଯେଉଁ ବ୍ୟକ୍ତି ୧୫ ଜୁନରେ ଖାଲି ଫଟୋ ଉଠାଉ ଥିଲା ସେ ୧୪ ଜୁନରେ ଗୋଟେ ବି ଫଟୋ କାହିଁକି ଉଠାଇ ନାହିଁ ? ଏହା ବହୁତ ବଡ଼ ପ୍ରଶ୍ନ ଅଟେ। ଏହା ବହୁତ ବଡ଼ ଷଢଯନ୍ତ୍ର ମଧ୍ୟ ହୋଇପାରେ। କାରଣ ସୁଶାନ୍ତ ଙ୍କୁ ପାଙ୍ଖରେ ଝୁଲୁଥିବାର ପିଠାନି ହିଁ ଆଗେ ଦେଖିଥିଲା ଆଉ କେହି ନୁହେଁ। ନିଲୋଦ ର କହିବା କଥା କି ସୁଶାନ୍ତ ଙ୍କୁ ସେ ଅବସ୍ଥାରେ ଦେଖି ହୋଇଥାଇ ପାରେ ସେ ଡରି ଯାଇଥିବେ କିନ୍ତୁ ତାହା ପରେ ପିଠାନି ସୁଶାନ୍ତ ଙ୍କ ଭଉଣୀ ନିତୁ କୁ ଫୋନ କଲା ଓ ସୁଶାନ୍ତ ଙ୍କ ଭେଣେଇ ଉପେଶ ସିଂ କୁ ଫୋନ କଲା କିନ୍ତୁ ପିଠାନି ସେଦିନ ଗୋଟେ ବି ଫଟୋ ଉଠାଇ ନଥିଲା।

ଏତିକି ନୁହେଁ ନିଲୋଦ ପ୍ରଣାଲ କହିଲେ କି ପିଠାନି କୁ କମ୍ ସେ କମ ଏଥିପାଇଁ ତ ଫଟୋ ଉଠେଇବାର ଥିଲା କି ସେ ଏତେ ବଡ଼ ଷ୍ଟାର ଅଟନ୍ତି ଓ ଘରେ ରହୁଥିବା ଲୋକଙ୍କ ଉପରେ ଦୋଷ ଲାଗିପାରେ। କିନ୍ତୁ ପିଠାନି ନା ସେଦିନ ଫଟୋ ଉଠାଇ ଥିଲା ନା କିଛି ଭିଡିଓ କରିଥିଲା। ତାହା ପରେ ସେ ସବୁ କପଡା କୁ କାଟି ସୁଶାନ୍ତ ଙ୍କୁ ତଳକୁ ନେଇଆସିଲା। ଏବେ ନିଲୋଦ ପ୍ରଣାଲ ର କହିବା କଥା କି ପିଠାନି ଯଦି ଅନ୍ତିମସଂସ୍କାର ଦିନ ୧୫୦ଟି ଫଟୋ ଉଠାଇ ପାରିଲା କିନ୍ତୁ ୧୪ ଜୁନ ରେ ସେ ଗୋଟେ ବି ଫଟୋ ଉଠାଇଲା ନାହିଁ। ଏମିତିକି ନିଜକୁ ବଂଚେଇବା ପାଇଁ ମଧ୍ୟ ସେ ଫଟୋ ଉଠାଇ ନଥିଲା। ଏଥିରେ ପ୍ରଶ୍ନ ଉଠିବା ସ୍ବାଭାବିକ କଥା। ଏହାର ମାନେ ସିଦ୍ଧାର୍ଥ ପିଠାନି କିଛି ନା କିଛି ଲୁଚାଉଛି ଓ କାହାକୁ ମଧ୍ୟ ବଞ୍ଚାଉଛି।

ସୁଶାନ୍ତ ଙ୍କ ପରିବାର ପୁଣି ଥରେ ପିଠାନି ଉପରେ ଆଙ୍ଗୁଳି ଉଠାଇଛନ୍ତି କି ପିଠାନି ବହୁତ କିଛି ନୁହେଁ ସାବୁ କିଛି ଜାଣିଛି। ଆଉ ଏମିତିରେ ସିଦ୍ଧାର୍ଥ ପିଠାନି ପ୍ରଥମ ଦିନରୁ ନିଜର ରାୟ ବଦଳାଉଛି। ପ୍ରଥମରୁ କିଛି କହୁଛି ଓ ପରେ ଆଉ କିଛି। ମୁମ୍ୱାଇ ପୋଲିସ କୁ ଅଲଗା କିଛି କହିଛିି ଓ ସିବିଆଇ କୁ ଅଲଗା କିଛି ରାୟ ଦେଇଛି। ଏହାର ମାନେ ପିଠାନି ଏବେ ସବୁ ପ୍ରଶ୍ନ ଭିତରେ ଫସି ଯାଇଛି। ସୁଶାନ୍ତ ଙ୍କ ସହ କିଛି ବି ହେଇଥାଉ ନା କାହିଁକି କିନ୍ତୁ ଏହା ସତ ଯେ ପିଠାନି ଜାଣିଛି କଣ ସବୁ ହୋଇଥିଲା? ସୁଶାନ୍ତ ଙ୍କ ପରିବାର ଏହା ଖୁଲାସ କରି ଦେଇଛନ୍ତି। ଏବେ ସିବିଆଇ କୁ ଏହି ସତ ବାହାର କରିବାର ଅଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *