ଇନର୍ଟର ନେଟ ର ତାକତ କମାଲ ଅଟେ। ଏହାର ଉଦାହରଣ ହେଉଛି ଦିଲ୍ଲୀ ର ମାଲବୀୟ ନଗର ରେ ଥିବା ‘ବାବା କା ଢାବା ‘ ଯାହାର ନାମ ଇତିହାସ ରେ ଲେଖା ସରିଲାଣି। ଏମିତି ଥିଲା କି ଢାବା ଚଲଉ ଥିବା ବୃଦ୍ଧ ଦମ୍ପତା ଙ୍କର ଏକ ଭିଡିଓ ସୋସିଆଲମିଡିଆ ଭାଇରାଲ ହୋଇଥିଲା। ଯେଉଁଥିରେ ବାବା କାନ୍ଦିକି କଥା ହୋଇଥିଲେ। କେମିତି ତାଙ୍କ ରୋଜଗାର ବର୍ବାଦ ହୋଇଯାଇଛି।
ଲୋକମାନଙ୍କୁ ଦୟା ଆସିଲା ଏବଂ ସେମାନେ ବାବା ଙ୍କୁ ସାହାର୍ଯ୍ୟ କରିବାକୁ ଭାବିଲେ। ଏହା ପରେ ଭିଡ ପରେ ଭିଡ ବାବା ଙ୍କ ଢାବା ଆଗରେ ଲାଗିବାକୁ ଲାଗିଲା। ଏବେ ଏହି ଖବରରାଜ୍ୟ ରୁ ରାଜ୍ୟ ଯାଏ ପହଁଚି ଗଲାଣି। ଯାହା ଦ୍ୱାରା ଲୋକ ନିଜର ଅଞ୍ଚଳ ରେ ଥିବା ବୃଦ୍ଧ ଦୋକାନୀ ମାନଙ୍କ ର ସାହାର୍ଯ୍ୟ ପାଇଁ ଫଟୋ ଏବଂ ଭିଡିଓ ଇନଟରନେଟ ରେ ସେୟାର କରୁୁଛନ୍ତି।
Megha Amol Nawale Bhawkar For punekars..
Just like Delhi's Baba ka Dhaba, here in pune is another couple serving one of the best matki bhel only for ₹20.
.
.
📍 Near Swami Vivekananda statute, Padmavati, Pune Satara Road #Pune
. pic.twitter.com/WWrugd2HlG— Shriraj Nair (@snshriraj) October 14, 2020
ଏହା ଟ୍ବିଟର ୟୁଜର @snshriraj କରିଛନ୍ତି। କୈପ୍ଶନ ରେ ଲେଖିଲେ ‘ ପୁଣେ ସେ ମେଘା ଅମୋଲ ନବେଲ ଭାବକାର ‘। ଦିଲ୍ଲୀ ର ବାବା କା ଢାବା ପରି ଏହି ପୁଣେ ରେ ଏକ ବୃଦ୍ଧ ଦମ୍ପତି ୨୦ ଟଙ୍କକାରେ ମଟକି ଭେଲ ଖାଇବାକୁ ଦଉଛନ୍ତି। ଏହା ଆପଣଙ୍କୁ ପହ୍ନାବତୀ, ପୁଣେ ସତରା ରୋଡ ର ସ୍ୱାମୀ ବିବେକାନନ୍ଦ ର ମୂର୍ତ୍ତି ପାଖରୁ ମିଳିବ।
please make them famous like baba ka dhaba😌#BabaKaDhabha in Pune ! pic.twitter.com/gGgV5ckv4t
— 🇮🇳 सनातनी योगेश पाटील, सावदा निंभोरा 🇮🇳 (@swamiyogeshji) October 14, 2020
ଦମ୍ପତି ଙ୍କ ଫଟୋ ସେୟାର କରି ଏକ ଅନ୍ୟ ୟୁଜର ଲେଖିଲେ ଦିଲ୍ଲୀ ର ବାବା କା ଢାବା ପରି ତାଙ୍କୁ ବ ଅନୁଭବ କରେଇଦିଅ । ଫଟୋ ରୁ ଖବର ଲେଖିବା ସହିତ ୯ ହଜାର ରୁ ଅଧିକ ଲାଇକ୍ ୪ ହଜାର ରୁ ଅଧିକରୁ ରିଟ୍ବୀଟ ମିଳି ସାରିଲାଣି। ଫଟୋରେ ଦେଖାଯାଇ ପାରିବ ଯେ ବୃଧ୍ଧ ଦମ୍ପତା ସ୍କୁଟି କୁ ଦୋକାନ ପରି ବ୍ୟବହାର କରି ସେଥିରେ ମଟକି ଭେଲ ବିକୁଛନ୍ତି।
https://twitter.com/ayechup/status/1315344394493415424?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1315344394493415424%7Ctwgr%5Eshare_3%2Ccontainerclick_1&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Ftrending%2Ftweeple-extends-help-to-elderly-couple-in-india-after-delhi-baba-ka-dhaba-victory-46679%2F
Kerala Story : This old lady runs a Dhaba in order to feed her family. She doesn't have customers & struggles to earn. It’s resilient and delicious Parvathyamma’s eatery at Karimba, near Mannarkkad.
After Baba ka Dhaba, Keralites turn to help this elderly woman. #BabaKaDhaba pic.twitter.com/DL3n4VddA8— Aarif Shah (@aarifshaah) October 10, 2020
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।